ଆମ ଜିଲା ଖବର

‘ବଜେଟରେ ଚାଷୀଙ୍କୁ ଠକିଛି କେନ୍ଦ୍ର’

ବରଗଡ଼ ଅଫିସ୍‌,୮।୨: କେନ୍ଦ୍ର ସରକାର ୨୦୨୩-୨୪ ବର୍ଷ ପାଇଁ ଆଗତ କରିଥିବା ବଜେଟ୍‌ରେ ଚାଷୀଙ୍କୁ ଠକିଛି ବୋଲି ବିଜେଡି ଅଭିଯୋଗ କରିଛି। ବରଗଡ଼ର ଏକ ହୋଟେଲରେ ମଙ୍ଗଳବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବିଜେଡି ରାଜ୍ୟ ଉପସଭାପତି ତଥା ପୂର୍ବତନ ଏମ୍‌ପି…

କାମ ନ ସରିବା ଆଗରୁ ଫାଟିଗଲାଣି ରାସ୍ତା

ଉମରକୋଟ, ୮।୨(ସ୍ବ.ପ୍ର.): ପୂର୍ତ୍ତ ବିଭାଗ ଅଧୀନରେ ଚାଲିଛି କାମ। କିନ୍ତୁ କାମ ସରିବା ପୂର୍ବରୁ ହିଁ ରାସ୍ତା ଫାଟିଗଲାଣି। ଏହା ହେଉଛି ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ଡଙ୍ଗରିଗୁଡ଼ା ମୁଖ୍ୟ ରାସ୍ତାର ଦୃଶ୍ୟ। ପୂର୍ତ୍ତ ବିଭାଗ ପକ୍ଷରୁ ଧୋଡ୍ରାରୁ ଉମରକୋଟ ୧୦ କି.ମି.…

୪ କକ୍ଷରେ ପଢ଼ୁଛନ୍ତି ୮ ଶ୍ରେଣୀର ପିଲା

ଝରିଗାଁ, ୮।୨(ସ୍ବ.ପ୍ର.): ଭିତ୍ତିଭୂମିର ଅଭାବ, ଶିକ୍ଷକ ଇଚ୍ଛା କଲେ ମଧ୍ୟ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିପାରୁନାହାନ୍ତି। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ କୁହୁରାକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ…

ରାସ୍ତା ନେଇ ୩ ଗ୍ରାମର ବାସିନ୍ଦା ସମସ୍ୟାରେ

ପଟ୍ଟାଙ୍ଗି,୮ା୨(ଡି.ଏନ୍‌.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳର ରାସ୍ତାଘାଟଠାରୁ ଆରମ୍ଭ କରି ପାନୀୟଜଳ ଯୋଗାଣ ପର୍ଯ୍ୟନ୍ତ ଅନେକ ସୁବିଧା ଯୋଗାଇଦେବାକୁ ଜିଲା ଏବଂ ବ୍ଲକ ପ୍ରଶାସନକୁ ଯୋଜନା ପ୍ରସ୍ତୁତକରି ଦେବା ପାଇଁ ଅବଗତ କରୁଛନ୍ତି। ଗ୍ରାମବାସୀଙ୍କ ଲାଗି ଆବଶ୍ୟକ ପଡୁଥିବା ଯୋଜନା ପ୍ରସ୍ତୁତ ନ…

ବାଟ ହୁଡୁଛି ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ

ବୈପାରିଗୁଡ଼ା,୮ା୨(ଡି.ଏନ୍‌.ଏ.): ଶିକ୍ଷାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ବାସ୍ତବ କ୍ଷେତ୍ରରେ ଲକ୍ଷ୍ୟ…

ପୁରୁଣା କାମକୁ ଦେଖାଇ ଅନୁଦାନ ଆତ୍ମସାତ୍‌

ନୂଆଗାଁ,୮।୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ସୁଧାର ଆସୁନାହିଁ । ଫଳରେ ଏହି ଯୋଜନାର ସବୁ ଆଇନକାନୁନକୁ ଉଲ୍ଲଂଘନ କରି ବିଭିନ୍ନ ଉପାୟରେ ଠିକାଦାରଙ୍କଠାରୁ ଆରମ୍ଭ କରି ବିଭାଗୀୟ…

ମାର୍ଚ୍ଚ ସୁଦ୍ଧା ଦଶପଲ୍ଲାକୁ ଗଡ଼ି ନ ପାରେ ଟ୍ରେନ୍‌

ନୟାଗଡ଼ ଅଫିସ,୮ା୨: ପୂର୍ବତଟ ରେଳପଥ ଅଧୀନରେ ଥିବା ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ରେଳପଥ ନିର୍ମାଣର କଚ୍ଛପ ଗତି ଯୋଗୁ କାମ ତ୍ୱରାନ୍ବିତ ହୋଇ ପାରୁନି ବୋଲି ଅଭିଯୋଗ ହୋଇ ଆସୁଛି। ଏଣୁ ମାର୍ଚ୍ଚ ଶେଷ ସୁଦ୍ଧା ଦଶପଲ୍ଲାକୁ ରେଳ…

ଶିକ୍ଷାରୁ ବଞ୍ଚିତ କଲେ ସରକାର

ଅନୁଗୋଳ ଅଫିସ, ୮ା୨: ଘଞ୍ଚ ଜଙ୍ଗଲ ଭିତରେ ଥିବା ଆଦିବାସୀ ବହୁଳ ସିଟିକୋଇଲି ଗଁାର ପ୍ରାଥମିକ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଲେ। ୩ କିଲୋମିଟର ଦୂରରେ ଥିବା କନ୍ଧକୋଇଲି ସ୍କୁଲ ସହିତ ଏହାକୁ ମିଶାଇଦେଲେ। ହେଲେ ସିଟିକୋଇଲିର ୨୦ ପ୍ରାଥମିକ ଛାତ୍ରୀଛାତ୍ର…

ଗର୍ଭଗୃହରୁ ପାଣି ଗଳୁଛି

ଢେଙ୍କାନାଳ ଅଫିସ, ୮।୨: ନିଜ ଆସ୍ଥାନରେ ଅସୁରକ୍ଷିତ କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉ। ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଏହି ଶୈବପୀଠର ମୁଖ୍ୟ ମନ୍ଦିର ଗର୍ଭଗୃହରୁ ପାଣି ଗଳୁଛି। ସମସ୍ୟା ସମ୍ପର୍କରେ ଢେଙ୍କାନାଳ ଜିଲା ଦେବୋତ୍ତର ବିଭାଗ ଚିଠି ମାଧ୍ୟମରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ…

ବ୍ରହ୍ମପୁର ବଜାରରେ ବେଙ୍ଗାଲୁରୁ ଗୋଲାପର ଚାହିଦା

ବ୍ରହ୍ମପୁର ଅଫିସ,୮।୨: ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ପଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସାରା ପୃଥିବୀରେ ଏହା ପ୍ରେମୀ ଯୁଗଳଙ୍କ ମଧ୍ୟରେ ବେଶ ଆଦୃତ ହେଉଛି। ଏହି ସପ୍ତାହ ସାରା ବିଶ୍ୱରେ ଫେବୃୟାରୀ ୭ ରୁ ୧୪ ପର୍ଯ୍ୟନ୍ତ ପାଳିତ…

ଛାତ୍ରଙ୍କୁ ମାନସିକ ନିର୍ଯାତନା ଅଭିଯୋଗ

ବ୍ରହ୍ମପୁର ଅଫିସ,୮ା୨: ବ୍ରହ୍ମପୁର ସରକାରୀ ପଲିଟେକନିକରେ ପଢୁଥିବା ଜଣେ ଛାତ୍ରଙ୍କୁ ଅନୁଷ୍ଠାନର ଶିକ୍ଷକମାନେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଉଥିବା ନେଇ ଛାତ୍ରଙ୍କ ପରିବାର ଲୋକେ ବୈଦ୍ୟନାଥପୁର ଥାନାରେ ମଙ୍ଗଳବାର…

ଗଞ୍ଜାମରେ ୮୬,୧୧୮ ଚାଷୀଙ୍କଠାରୁ କିଣାଯାଇଛି ଧାନ

ଛତ୍ରପୁର,୮ା୨(ଡି.ଏନ୍‌.ଏ.): ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀରବିକ୍ରମ ଯାଦବ ମଙ୍ଗଳବାର ଭିସି ମାଧ୍ୟମରେ ବିଭାଗୀୟ ସମୀକ୍ଷା ବୈଠକ କରିଥିଲେ ା ଗଞ୍ଜାମ ଜିଲାରେ ଚାଲିଥିବା ଧାନକିଣା ପ୍ରକ୍ରିୟାର ସ୍ଥିତି, ରାଶନ କାର୍ଡରେ ଦିଆଯାଉଥିବା ଚାଉଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?