ଆମ ଜିଲା ଖବର

ଟ୍ରକ୍‌ରେ ଲାଗିଗଲା ନିଆଁ, ଡ୍ରାଇଭର ଜୀବନ୍ତ ଦଗ୍ଧ

ରେଢ଼ାଖୋଲ,୮।୨(ଡି.ଏନ.ଏ ): ରାଞ୍ଚି -ବିଜୟୱାଡା ଜାତୀୟ ରାଜପଥର ରେଢ଼ାଖୋଲ ଥାନା ତେରବେଡା ଗ୍ରାମ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡରେ ଓଲଟି ପଡିବା ପରେ ନିଆଁ ଲାଗିଯାଇଛି। ଫଳରେ ଗାଡି ଭିତରେ…

ପିଲାଙ୍କୁ ନିମ୍ନମାନର ଅଣ୍ଡା ଦିଆଯାଉଥିବା ଅଭିଯୋଗ

ଗଞ୍ଜାମ,୮।୨(ଡି.ଏନ.ଏ): ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ପୃଷ୍ଟିସାର ଖାଦ୍ୟ ତଥା ଶିଶୁମାନଙ୍କୁ ଅଣ୍ଡା ମଧ୍ୟ ଯୋଗାଇ ଦେଉଛନ୍ତି ସରକାର। କିନ୍ତୁ ବିଭିନ୍ନ ସମୟରେ ଛୁଆଙ୍କୁ ନିମ୍ନମାନର ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି।…

ଦଶପଲ୍ଲାର ଜ୍ୟୋତିରଞ୍ଜନଙ୍କ ପ୍ରକଳ୍ପ ପ୍ରଥମ

ନୟାଗଡ଼ ଅଫିସ/ଦଶପଲ୍ଲା,୮।୨(ଡି.ଏନ.ଏ.): ଖାଦ୍ୟଶସ୍ୟ ମଧ୍ୟରେ ତୈଳର ଗୁଣବତ୍ତା ଓ ଉପତ୍ାଦନ ବୃଦ୍ଧି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସ ରାଜ୍ୟର ଗାଲଭଷ୍ଟନ ସହରରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହା ଚଳିତ ବର୍ଷ ଜାନୁୟାରୀ ୨୮ରୁ ଫେବୃୟାରୀ ୩ ପର୍ଯ୍ୟନ୍ତ ସେହି ସମ୍ମିଳନୀ…

ଉକମ୍ବା ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପାଇଁ ନିବେଦନ

ଗୁଣପୁର,୮।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁରଠାରୁ ମାତ୍ର ୧୪ କି.ମି. ଦୂର ଉକମ୍ବାଠାରେ ରହିଛି ବହୁ ପୁରୁଣା ଏୟାରଷ୍ଟ୍ରିପ୍‌। ଏହା ଜୟପୁର ବିମାନବନ୍ଦରଠାରୁ ୧୯୪ କି.ମି. ଏବଂ ବିଶାଖାପାଟଣା ବିମାନବନ୍ଦର ଠାରୁ ୨୨୧ କି.ମି. ଦୂରରେ ରହିଛି। ଏହି ପୁରାତନ ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର…

ଜିଲାପାଳଙ୍କ ଅଫିସ ଆଗରେ ସାହାରା ଜମାକାରୀଙ୍କ ସତ୍ୟାଗ୍ରହ

ଛତ୍ରପୁର,୮।୨(ଡି.ଏନ.ଏ.): ସାହାରା ଓ ଅନ୍ୟାନ୍ୟ କମ୍ପାନୀ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ଜମାଧନର ରାଶି ତୁରନ୍ତ ଫେରସ୍ତ ଦାବିରେ ବୁଧବାର ଗଞ୍ଜାମ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ସତ୍ୟାଗ୍ରହ ଆରମ୍ଭ ହୋଇଛି। ଛତ୍ରପୁର ଉପରବସ୍‌ଷ୍ଟାଣ୍ଡ ଛକ ନିକଟରୁ ରାଲି ବାହାରି ଜିଲାପାଳ କାର୍ଯ୍ୟାଳୟ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି: ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ ଅଫିସ,୮।୨: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ସନ୍ଧ୍ୟା ୬ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ଆଜି ସରିବ ଗୋପାଳଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି

ବ୍ରଜରାଜନଗର,୮।୨(ଡି.ଏନ.ଏ.): ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ବୁଧବାର ସରିବ। କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ନେଇ ଘଟଣାର ତଦନ୍ତ ଚଳାଇଥିଲା। ତେବେ ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ…

ଗାଁକୁ ନାହିଁ ରାସ୍ତା, ଭଗ୍ନ ଅବସ୍ଥାରେ ସ୍କୁଲ ଗୃହ

ଭବାନୀପାଟଣା,୮।୨(ସ୍ବ.ପ୍ର,): ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଆଜି ବି ଉପାନ୍ତ ଇଲାକାରେ ଅପହଞ୍ଚ ସରକାରୀ ଯୋଜନା। ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ଲୋକେ। ବଣଜଙ୍ଗଲ…

ଆବାସ ଯୋଜନା ଧର୍ମକୁ ଆଖିଠାର

ବଡ଼ଗଁା,୮ା୨(ଡି.ଏନ.ଏ.): ସୁନ୍ଦରଗଡ ଜିଲାର ବଡଗଁା ବ୍ଲକରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ବ୍ଲକର ବରଙ୍ଗାକଛାର ପଞ୍ଚାୟତର ଅଧିକାଂଶ ଗ୍ରାମରେ ବହୁ ଗରିବ ବ୍ୟକ୍ତି ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।…

ସୁସ୍ଥ ହୋଇ ଫେରିଲେ ଗୁଳିରେ ଆହତ ଜୀବନ

ସମ୍ବଲପୁର,୮ା୨(ବ୍ୟୁରୋ): ଝାରସୁଗୁଡ଼ା ଜିଲା ଗାନ୍ଧୀ ଛକରେ ଗତ ୨୯ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ସମୟରେ ସ୍ଥାନୀୟ ବ୍ରଜରାଜନଗରର ଜୀବନ ନାଏକଙ୍କ ବେକରେ ଏକ ଗୁଳିି ବାଜିଥିଲା। ଘଟଣାର ୯ଦିନ ପରେ ବୁର୍ଲା ଭିମ୍‌ସାରରେ ଚିକିତ୍ସିତ ହେଉଥିବା ଜୀବନ ସୁସ୍ଥ…

ଯମୁନାନାକି ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ମନ୍ଥର

ରାଉରକେଲା ଅଫିସ, ୮।୨: ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଯମୁନାନାକି ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏହି ବ୍ରିଜ୍‌ କାମ ଅସମ୍ପୂର୍ଣ୍ଣ ଯୋଗୁ କୁଆଁରମୁଣ୍ଡା ବ୍ଲକ ଅଧୀନ ୨୦ଟି ଗ୍ରାମପଞ୍ଚାୟତର ପ୍ରାୟ ୮୦ ହଜାର ଲୋକଙ୍କୁ ଯାତାୟାତ ସୁବିଧା…

ପର୍ଶୁରାମ ମନ୍ଦିର ପ୍ରତିଷ୍ଠାରେ ଲାଗିବ ସୁରେଶ୍ୱରୀ ମନ୍ଦିର ସମ୍ମୁଖ ମାଟି

ସୋନପୁର,୮ା୨(ନି. ପ୍ର ): ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହର ତ୍ରିବେଣୀ ସଙ୍ଗମର ପବିତ୍ର ଜଳ ଓ ମାଟି ଏକ ସ୍ବତନ୍ତ୍ର ଗାଡିରେ ମଙ୍ଗଳବାର ଝାରସୁଗୁଡା ଯାଇଛି। ଏଥିସହ ପର୍ଶୁରାମ ପୀଠଭାବେ ଖ୍ୟାତ ସୁରେଶ୍ୱରୀ ମନ୍ଦିର ସମ୍ମୁଖରୁ ପବିତ୍ର ମୃର୍ତ୍ତିକା ବରଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?