ସରକାରୀ ଜାଗାରୁ ଚାକୁଣ୍ଡା ଗଛ ଦୁର୍ବୃତ୍ତ କାଟିଦେଲେ
ପଟ୍ଟାମୁଣ୍ଡାଇ, ୩୧ା୩ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ସହର ବାଇପାସ୍ ନିକଟରୁ କେତେଜଣ ଦୁର୍ବୃତ୍ତ ଏକ ବଡ଼ ଚାକୁଣ୍ଡା ଗଛକୁ କାଟିଦେଇଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚତ୍ କାଠଗଣ୍ଡି…
ଘରଚଟିଆଙ୍କୁ ବାସ ମିଳୁନି
ମହାକାଳପଡ଼ା,୩୧ା୩ (ଡି.ଏନ.ଏ.): ଦିନ ଥିଲା ଅଝଟ ପିଲାଙ୍କୁ କୋଳରେ ବସାଇ ମା’ ଘରଚଟିଆ ଚଢ଼େଇକୁ ଦେଖେଇ ତୁନି କରୁଥିଲା। ସମୟ ବଦଳି ଯାଇଛି ଘରଚଟିଆଙ୍କ କିଚିରି ମିଚିରି ଶବ୍ଦ ଆଉ ଶୁଭୁନାହିଁ। ଗାଁ ଗଣ୍ଡାରେ ନଡ଼ା ଛପର ଘର ଦେଖିବାକୁ ମିଳୁନି।…
୫ ମାସ ପରେ ମିଳିଲା ସନାତନଙ୍କ କଙ୍କାଳ
ପରଜଙ୍ଗ, ୩୧।୩(ଡି.ଏନ.ଏ.):ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ବାଲିପଶି ଗ୍ରାମର ନିଖୋଜ ସନାତନ ବେହେରା (୪୫)ଙ୍କ କଙ୍କାଳ ୫ ମାସ ପରେ ସ୍ଥାନୀୟ ଜଙ୍ଗଲରୁ ଠାବ କରାଯାଇଛି। ଶିକାରୀଙ୍କ ବାର୍ହା ଫାଶରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନେ ଅପରାଧ ଲୁଚାଇବାକୁ…
ରାସ୍ତାକଡ଼ରେ ଗଜା ଗଛ ଗୋଦାମ
କାଳିଆପାଣି,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ପଞ୍ଚାୟତର ଗୁରୁଜଙ୍ଗ ଓସ୍ତପାଳ ଗ୍ରାମରେ ବହୁଳ ଭାବେ ଗଜା (ଛୋଟ) ଗଛ କଟାଯାଇ ରାସ୍ତାକଡ଼ରେ (ଗୋଦାମ)ପରି ଗଦା ହୋଇଥିବା ଦେଖିବାକୁ ମିଳିଛି। ହେଲେ ଏଥିପ୍ରତି ବନ ବିଭାଗର ନଜର ପଡୁନାହିଁ। ଫଳରେ…
‘ବିଶ୍ୱସ୍ତରୀୟ ହେବ କଟକ ରେଳଷ୍ଟେଶନ’
କଟକ ଅଫିସ,୩୧ା୩?:କଟକ ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ଷ୍ଟେଶନ ଭାବେ ବିକଶିତ କରାଯିବ। କଟକ ଷ୍ଟେଶନର ପୁନଃ ନିର୍ମାଣ ପାଇଁ ୩୦୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଶ୍ରୀରାମ ନବମୀ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର କଟକ ରେଳଷ୍ଟେଶନଠାରେ ଭଦ୍ରକ-ନୟାଗଡ଼ ଟାଉନ୍…
ଦାୟିତ୍ୱ ହସ୍ତାନ୍ତର ପାଇଁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ
ବରୀ,୩୧।୩(ଡି.ଏନ.ଏ.): ବରୀ ଶିକ୍ଷା ମଣ୍ଡଳ ଅଧୀନ ଅଲିଆବାଦ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏସ୍କେ ଜାଭିରଉଦ୍ଦିନ ପରୀକ୍ଷା ସମୟରେ ନିଜ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ପରୀକ୍ଷା ଚାଲିଥିବାରୁ କେତେଜଣ ଛାତ୍ରୀଛାତ୍ର ପରୀକ୍ଷା ନ ଦେଇ ଫେରି ଆସିଥିଲେ।…
ଯୁବକଙ୍କୁ ମାରି ପୋଖରୀରେ ଫୋପାଡ଼ିଦେଲେ
ରସୁଲପୁର,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ରାହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର ବିକାଶ ଲେଙ୍କାଙ୍କ ମୃତଦେହକୁ ପୋଲିସ ଗୁରୁବାର ଏକ ପରିତ୍ୟକ୍ତ ପୋଖରୀରୁ ଜବତ କରିଛି। ଏ ନେଇ ମୃତ ଯୁବକଙ୍କ ଦାଦା ନୀଳମଣି ଲେଙ୍କା ତାଙ୍କ ପୁତୁରାକୁ ମାରି…
କାଳବୈଶାୀରେ ଚାଷୀ କ୍ଷତିଗ୍ରସ୍ତ
ରସୁଲପୁର,୩୧ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ପଶ୍ଚିମା ଝଡ ପ୍ରଭାବରେ ୨ଦିନ ହେଲା କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପ୍ରାୟତଃ ୧୫୦ କି.ମି. ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଚାଷୀମାନଙ୍କ…
ନାବାଳିକାଙ୍କୁ ଅପହରଣ, ମୁଣ୍ଡ ଜାମିନ ରଖି ଲକ୍ଷେ ଟଙ୍କା ଦାବି
ପଟ୍ଟାମୁଣ୍ଡାଇ, ୩୧ା୩(ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ୯ମ ଶ୍ରେଣୀରେ ପଢୁଥିବା ୧୪ବର୍ଷର ଛାତ୍ରୀଙ୍କୁ କେହି ଜଣେ ଅପହରଣ କରି ନେଇଛନ୍ତି। ଏଥିସହ ମୁଣ୍ଡ ଜାମିନ ରଖି ପରିବାରଠାରୁ ଲକ୍ଷେ ଟଙ୍କା ଦାବି କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଛି।…
ଗୁପ୍ତ ଟେଣ୍ଡରରେ ଲକ୍ଷାଧିକ ଟଙ୍କା ଲୁଟ୍
ଚଣ୍ଡିଖୋଲ,୩୧ା୩(ଡି.ଏନ.ଏ.): ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା କାର୍ଯ୍ୟରେ ଅନିୟମିତତାର ସୀମା ଟପି ଗଲାଣି। ଏଭଳି ସ୍ଥିତି ବଡଚଣା ସବ୍ଡିଭିଜନରେ ଚର୍ଚ୍ଚାର ବିଷୟ ହୋଇଛି। ଚାରାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ରହିଛି ବଡ଼ଚଣା ସବ୍ଡିଭିଜନ। ଏହା ଅଧୀନରେ ୮ କୋଟି ୬୯…
ଗ୍ରାମାଞ୍ଚଳରେ ବଢୁଛି ମଦଦୋକାନ
ଯାଜପୁର ଅଫିସ,୩୧ା୩: ଜାତୀୟ ରାଜପଥ କଡ଼ରେ ଥିବା ଠିପି ବନ୍ଦ ଓ ଠିପି ଖୋଲା ଦେଶୀ ବିଦେଶୀ ମଦଦୋକାନ ସ୍ଥାନାନ୍ତର ହେବା ଦିନଠାରୁ ଗ୍ରାମାଞ୍ଚଳ ପରିବେଶ ଏବଂ ସାମାଜିକ ଚଳଣିରେ ବାଧା ସୃଷ୍ଟି ହୋଇଛି। ଜିଲାସାରା ଏହାକୁ ଲୋକେ ବିରୋଧ କରିବା…
୨୦ ମିନିଟ୍ ପବନରେ ୩୦ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା
ଯାଜପୁର ଅଫିସ,୩୧।୩: ଯାଜପୁର ଜିଲା ବ୍ୟାସନଗର ସହରରେ ଗୁରୁବାର ଅପରାହ୍ନ ସାଢେ ୪ଟାରେ ପ୍ରାୟ ୨୦ ମିନିଟ ପବନରେ ୩୦ରୁ ଊଦ୍ଧର୍ବ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିଛି। ୧୯୯୯ ମହାବାତ୍ୟା ଭଳି ପ୍ରବଳ ବେଗରେ ପବନ ବୋହିବାରୁ ସହରର ଛିନଭିନ ହୋଇ…

