ଉଡ଼ିଗଲା ବିଦ୍ୟାଳୟର ଟିଣ ଛପର
ପାଟଣା,୩୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହରପଡା ବ୍ଲକ ଦାମାହୁଦା ପଞ୍ଚାୟତ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପଶ୍ଚିମା ଝଡ଼ ପ୍ରଭାବ ଯୋଗୁ ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଛି। ଘଡ଼ଘଡି ସହ ପ୍ରବଳ ବର୍ଷା ପବନ ଯୋଗୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ
ପାଇକମାଳ,୩୦।୩(ଡି.ଏନ୍.ଏ.): ବରଗଡ଼ ଜିଲା ପାଇକମାଳ-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ରଞ୍ଜିତପୁର ଛକ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରଞ୍ଜିତପୁର ଗ୍ରାମର ଯଶୋବନ୍ତ ମେହେର ଓ ଝାରବନ୍ଧ ଥାନା ବିଳାସପୁର ଗ୍ରାମର ଗୋପବନ୍ଧୁ…
ଯୁବତୀଙ୍କୁ କମେଣ୍ଟ ମାରି ବନ୍ଧାହେଲେ ଦୁଇ ଯୁବକ
ହିଞ୍ଜିଳିକାଟୁ ୩୦।୩(ଡି.ଏନ.ଏ.): ସୋରଡା ଅଞ୍ଚଳର ଜଣେ ଯୁବତୀଙ୍କୁ ହିଞ୍ଜିଳିକାଟୁ କଲେଜରୁ ବସଷ୍ଟାଣ୍ଡ ଆସିବା ବେଳେ ବୁଧବାର ୨ ଜଣ ଯୁବକ ପିଛାକରି କମେଣ୍ଟ ସହ ଅଶ୍ଲୀଳ ଇଙ୍ଗିତ କରିଥିଲେ। ଏ ନେଇ ଛାତ୍ରୀ ଜଣକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ…
ଉଦ୍ଘାଟନୀ ମ୍ୟାଚ୍ରେ ଗୁଜରାଟ-ଚେନ୍ନାଇ ମହାମୁକାବିଲା
ଅହମ୍ମଦାବାଦ,୩୦ା୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ୍ର ୧୬ତମ ସଂସ୍କରଣର ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ୍ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ଏବଂ ୪ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମହାମୁକାବିଳା ହେବ। ୨୦୨୨…
ଗାଁକୁ ମାଡ଼ିଲା ଜଙ୍ଗଲ ନିଆଁ
କେନ୍ଦୁଝର,୩୦ା୩(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅଧୀନ ନରଣପୁର ସେକ୍ସନ ବଡ଼ପଶି ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଲାଗିଥିବା ନିଆଁ ଗାଁକୁ ମାଡ଼ିଯାଇଛି। ନିଆଁରେ ବ୍ୟାପକ ଗଛ ପୋଡ଼ିଯାଇଛି। ନିଆଁରେ ବନ୍ୟପ୍ରାଣୀ ପ୍ରଭାବିତ ହୋଇଛନ୍ତି। ପ୍ରବଳ ଖରା ଯୋଗୁ ଶୁଖି ପଡ଼ିଥିବା ଡାଳପତ୍ରରେ ନିଆଁ…
ବେସରକାରୀ ଜମି ଉପରେ ସରକାରୀ କମ୍ୟୁନିଟି ସେଣ୍ଟର
କେନ୍ଦୁଝର,୩୦।୩(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଜଙ୍ଘିରା ପଞ୍ଚାୟତ ୱାର୍ଡ ନଂ୬ ବାଥୁଡି ସାହିରେ ଥିବା ଏକ କମ୍ୟୁନିଟି ଘରକୁ ନେଇ ବିବାଦ ଦେଖାଦେଇଛି। ଏକ ବେସରକାରୀ ଆଦିବାସୀଙ୍କ ପଟ୍ଟାଭୂକ୍ତ ଜମିରେ କମ୍ୟୁନିଟି ସେଣ୍ଟର ଆରମ୍ଭ ହେବା ପରେ ଏହାକୁ ବିରୋଧ କରାଯାଇଛି। ଉକ୍ତ…
ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ମୃତ
ପଟ୍ଟାଙ୍ଗି, ୨୯।୩(ଡି.ଏନ୍.ଏ.): ଘରେ ରଖିଥିବା ଦେଶୀ ବନ୍ଧୁକ କାଢ଼ିବାବେଳେ ଅସାବଧାନତା ହେତୁ ଗୁଳି ଫୁଟି ପାଖରେ ଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ସେ ହେଲେ କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନ ନୂଆଁଗା ପଞ୍ଚାୟତ ସଦର ଗ୍ରାମର ଜାନି ମାଙ୍ଗୁଡୁଙ୍କ…
ଘଣ୍ଟ, ସଂକୀର୍ତ୍ତନରେ ବଜରଙ୍ଗ ଦଳର ଶୋଭାଯାତ୍ରା
ହିଞ୍ଜିଳିକାଟୁ,୩୦।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବଜରଙ୍ଗ ଦଳ ପକ୍ଷରୁ ଗୁରୁବାର ରାମନବମୀ ସମାରୋହ ଏବଂ ଶୋଭାଯାତ୍ରା ପାଳିତ ହୋଇଯାଇଛି । ଏହି ଅବସରରେ ହିଞ୍ଜିଳିକାଟୁ ରେଗିଡିସାହି ଚାରିଛଖ ହନୁମାନ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନରେ ବଜରଙ୍ଗ ଦଳର ଶତାଧିକ କର୍ମୀ…
ରାମନବମୀରେ ୭୦କି.ମି. ବାଇକ୍ ଶୋଭାଯାତ୍ରା
କୋଦଳା,୩୦।୩((ଡି.ଏନ୍.ଏ.): ଆଜି ପବିତ୍ର ରାମ ନବମୀ। ଏହି ଅବସରରେ ଗଞ୍ଜାମ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଶର୍ଦ୍ଧାଳୁଙ୍କ ଏକ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭାଜପା ନେତା ପ୍ରତାପ ନାୟକଙ୍କ ନେତୃତ୍ୱରେ ଶୋଭାଯାତ୍ରା କବିସୂର୍ଯ୍ୟନଗରରୁ ବାହାରି କୋଦଳାରେ ପହଞ୍ଚି ଥିଲା। ଏପରି କି…
ଫେସବୁକରୁ ପ୍ରେମ ପରେ ଅଶ୍ଲିଳ ଭିଡିଓ ଭାଇରାଲ, ଅଭିଯୁକ୍ତ ଯୁବକ ଗିରଫ
ବେଗୁନିଆପଡ଼ା,୩୦।୩(ଡି.ଏନ.ଏ): ପ୍ରଥମେ ଫେସବୁକରୁ ବନ୍ଧୁତା ପରେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଭିଡିଓ କଲରେ ଭିଡିଓ ଶୁଟ କରି ଥିଲା ପ୍ରେମିକ। ଆଉ ତାପରେ ସମୟ ସୁବିଧା ଦେଖି ଖରାପ ଭିଡିଓ ଶୁଟ କରିବା ସହ ସୋସିଆଲ ମିଡିଆରେ ଭାଇରାଲ କରିଥିଲା।…
ବାଲିମେଳାରେ ଧୁମ୍ଧାମ୍ରେ ପାଳିତ ହେଲା ଶ୍ରୀରାମ ନବମୀ
କୋରୁକୋଣ୍ଡା, ୩୦।୦୩(ଡି.ଏନ୍. ଏ): ମାଲକାନଗିରି ଜିଲା ବାଲିମେଳା ସହରରେ ଗୁରୁବାର ସ୍ଥାନୀୟ ଅଞ୍ଚଳର ଯୁବ ଗୋଷ୍ଠୀଙ୍କ ଦ୍ୱାରା ବହୁ ଧୁମଧାମରେ ଶ୍ରୀରାମ ନବମୀ ପାଳିତ ହୋଇଛି। ପ୍ରଥମେ ସହରର ୨ ନଂ ୱାର୍ଡ ସ୍ଥିତ ହନୁମାନ ମନ୍ଦିରଠାରୁ ଏକ ବାଇକ ରାଲି…
ଶ୍ରୀରାମ ନବମୀ, ଦଣ୍ଡକାଳୀ ପୂଜାରେ ଗାଁ ଉତ୍ସବ ମୁଖର
ଗଞ୍ଜାମ,୩୦।୩(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅଧୀନ ପୁଇଁତୋଳା ଗ୍ରାମରେ ଗୁରୁବାର ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ହନୁମାନ ମନ୍ଦିରରେ ପ୍ରାତଃରୁ ସଂକୀର୍ତ୍ତନ ହୋଇଥିଲା l ଅନ୍ୟପକ୍ଷେ ଦୁଇସାହିରେ ମା’ଦଣ୍ଡକାଳୀଙ୍କ ଧୂଳି ଦଣ୍ଡ ହୋଇଥିଲା। ଏପରିକି ହରେକୃଷ୍ଣ ହରେ ରାମ……

