ଆମ ଜିଲା ଖବର

ଆବର୍ଜନା ମୁକ୍ତ ହେବ ଗାଁ ଦାଣ୍ଡ

ରସୁଲପୁର,୧୮ା୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତରକୁ ସ୍ବଚ୍ଛ ଓ ସୁସ୍ଥ ପଞ୍ଚାୟତ ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗାଁ କଲ୍ୟାଣ ସମିତି ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗ୍ରାମୀଣ ଏକତା ମଞ୍ଚର ମିଳିତ ସହଯୋଗରେ ସଫେଇ କାର୍ଯ୍ୟକୁ ପରିଚାଳନା କରାଯାଉଛି ା…

ରାତି ଉଜାଗର ରହିବେ ପଞ୍ଚ ଦେବତା

ପ୍ରଦୀପ୍ତ କୁମାର ପୃଷ୍ଟି ଚଣ୍ଡିଖୋଲ, ୧୮ା୨: ମହାଶିବରାତ୍ରି ଜାଗର ଅବସରରେ ଯାଜପୁର ଜିଲାର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିରରେ ନିଆରା ପରମ୍ପରା ଦେଖିବାକୁ ମିଳିଥାଏ। ଏଠାରେ ପଞ୍ଚ ଦେବତା ପୂଜା ପାଇଥାନ୍ତି। ରାତ୍ରି ସାରା ପଞ୍ଚ ଦେବତା ଉଜାଗର ରହିଥାନ୍ତି। ସେହି…

ଉନ୍ନୟନ କାର୍ଯ୍ୟରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି

ପଟ୍ଟାମଣ୍ଡାଇ,୧୮ା୨(ସ୍ବ.ପ୍ର.): ପଟ୍ଟାମଣ୍ଡାଇ ମ୍ୟୁନିସିପାଲିଟି ପକ୍ଷରୁ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ନଗର କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁପ୍ତ ରହସ୍ୟ ଲୋକଲୋଚନକୁ ଆସିବ ବୋଲି…

ଚୋରା କୋଇଲାର ଚାଲାଣପଥ ଏବେ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୮ା୨: ବନ୍ୟଜନ୍ତୁ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଭିତରକନିକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ଚୋରା କୋଇଲା ଚାଲାଣକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବନ ବିଭାଗ ଓ ଜିଲା ପୋଲିସର…

ରାସ୍ତା ନିର୍ମାଣ ପାଇଁ ଜମି ଛାଡ଼ିବାକୁ ରାଜିହେଲେ ମାଲିକ

କୁଜଙ୍ଗ ୧୮।୨ (ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆରୁ ଇବ୍ରିସିଂ ୭ କି.ମି. ରାସ୍ତା ଓ ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ବାଲଙ୍ଗ ପର୍ଯ୍ୟନ୍ତ ୩ କି.ମି. ରାସ୍ତା ନିର୍ମାଣରେ ବାଧକ ସାଜୁଥିବା ଘରୋଇ ଜମି ସମସ୍ୟାର ସମାଧାନ ହୋଇଯାଇଛି। ଗ୍ରାମ ଉନ୍ନୟନ…

ଆବାସ ଯୋଜନାରେ ଆଉ ୧୦ ହଜାର ଗୃହ ମିଳିବ

ଜଗତ୍‌ସିଂହପୁର ଅଫିସ, ୧୮ା୨: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀମାନଙ୍କ ଗସ୍ତ ଓ ସମୀକ୍ଷାକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଛି। ଗୁରୁବାରଠାରୁ ରେଳ ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ୨…

ଚଳଚଞ୍ଚଳ ତପନେଶ୍ୱର ପୀଠ

ଧୁଷୂରୀ, ୧୮ା୨(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଞ୍ଚାୟତ ଇଛଦା ଗ୍ରାମରେ ଥିବା ତପନେଶ୍ୱର ପୀଠ ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି। ଶନିବାର ମହାଶିବରାତ୍ରି ଉପଲକ୍ଷେ ମନ୍ଦିର ପରିସର ସଜ୍ଜିତ କରାଯାଇଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି…

ଫର୍‌ମେଟିଭ ଆସେସ୍‌ମେଣ୍ଟ ପରୀକ୍ଷା ବାତିଲ

ପାଟଣା,୧୮ା୨(ସ୍ବ.ପ୍ର): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ୍‌ କୁଣ୍ଡଳା ପଞ୍ଚାୟତ ମିରିଗିଖୋଜି କୁଣ୍ଡୁଳା ହାଇସ୍କୁଲରେ ଓ୍ବାଚମ୍ୟାନ ଓ ସୁଇପର ନିଯୁକ୍ତି ନେଇ ବିବାଦ ଲାଗିରହିଛି। ଏନେଇ ଗୁରୁବାର ୧୨ ସ୍ବୟଂ ସାହାୟକ ଗୋଷ୍ଠୀର ଶତାଧିକ ମହିଳା ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିବା…

ଆଜି ମହାଶିବରାତ୍ରି: ସୁନାବେଶରେ ଦର୍ଶନ ଦେବେ ଆଖଣ୍ଡଳମଣି

ଆରଡି,୧୮।୨( ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ମହାଶିବରାତ୍ରି ପାଇଁ ଉତ୍ସବମୁଖର ହୋଇଉଠିଛି । ଭୋର ୪ଟାରୁ ବାବାଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ହରିବୋଲ, ହୁଳହୁଳି, ଓଁନମୋ ଶିବାୟ ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ…

ମୟୂରଭଞ୍ଜକୁ ଅବହେଳା କରାଯାଇନାହିଁ: ରେଳମନ୍ତ୍ରୀ

ବାରିପଦା ଅଫିସ,୧୮ା୨: ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ ରେଳ ବଜେଟ୍‌ରେ ଜିଲା ପାଇଁ ଦିଆଯାଇଥିବା ଦାବି ଗୁଡ଼ିକ ସମ୍ପର୍କରେ ଗୁରୁବାର ଦିଲ୍ଲୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି।…

ରାସ୍ତା ଖୋଳାକୁ ନେଇ ଉତ୍ତେଜନା

ଲଙ୍ଗଳେଶ୍ୱର,୧୮।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ସାଉଡ଼ି ପଞ୍ଚାୟତର ମହାନ୍ତି ଛକଠାରେ ସରକାରୀ ରାସ୍ତାକୁ ରାତି ଅଧରେ ଜେସିବି ମେଶିନ ଲଗାଇ ଖୋଳି ଦିଆଯିବା ନେଇ ଉତ୍ତେଜନା ପ୍ରକାଶ ପାଇଛି। ଯାତାୟତ ବାଧାପ୍ରାପ୍ତ ହେବାରୁ ସ୍ଥାନୀୟ ଲୋକେ ଟାୟାର ଜାଳି…

ବାଲେଶ୍ୱରରେ ଖୋଲିଲା ଶ୍ରୀଲେଦର ଶୋ’ରୁମ୍‌

ବାଲେଶ୍ୱର ଅଫିସ,୧୮।୨: ବାଲେଶ୍ୱର ସହରର ଷ୍ଟେଶନ ରାସ୍ତାରେ ଦେଶର ଅନ୍ୟତମ ପ୍ରମୁଖ ଜୋତା କମ୍ପାନୀ ‘ଶ୍ରୀଲେଦର’ର ଶୋ’ରୁମ୍‌ ଖୋଲିଛି। ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମିଳିତ ଭାବେ ଏହି ଶୋ’ରୁମ୍‌କୁ ଉଦ୍‌ଘାଟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?