ଆମ ଜିଲା ଖବର

ହସ୍ପିଟାଲରେ ସାପ ଛାଡିଗଲେ ରୋଗୀ

ଢେଙ୍କାନାଳ ଅଫିସ,୨୪।୨: ହସ୍ପିଟାଲରେ ସାପ ଛାଡ଼ିଗଲେ ରୋଗୀ। ଏଭଳି ଘଟଣା ଝଟିଛି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓପିଡି ଆଗରେ। ଡବାରେ ଭର୍ତ୍ତି ହୋଇଥିବା ସାପକୁ ସୁରକ୍ଷାକର୍ମୀ ଉଦ୍ଧାର କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଏକ ସାପ କାମୁଡ଼ା ରୋଗୀ ସାଥିରେ…

ଜିଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିଡିଏମ୍ଓ‌

ବରଗଡ଼ ଅଫିସ, ୨୪।୨: ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀଙ୍କ ବିରୋଧରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡା. ଚାରୁବାଳା ରଥ ଅଭିଯୋଗ ଆଣି ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଫେରାଦ ହୋଇଛନ୍ତି। ତାଙ୍କୁ ଜିଲାପାଳ ବାନାର୍ଜୀ ବିନା କାରଣରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା…

ରେଳ କର୍ମଚାରୀଙ୍କୁ ବାନ୍ଧି ଲୁଟିନେଲେ ୭ ଲକ୍ଷ ଟଙ୍କାର ସାମଗ୍ରୀ

ଭଦ୍ରକ ଅଫିସ,୨୪।୨: ଭଦ୍ରକ ରେଳ ଷ୍ଟେଶନ ନିକଟ ୧୧୯ ନମ୍ବର ଗେଟ୍‌ ନିକଟ ବିଦ୍ୟୁତ ଅଫିସରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ରେଳ କର୍ମଚାରୀଙ୍କୁ ବାନ୍ଧି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ସୂଚନାମୁତାବକ, ଭଦ୍ରକ…

ପାକିସ୍ତାନ ମହିଳାଙ୍କ ପ୍ରେମରେ ପଡ଼ି ଆଇଟିଆର୍‌ରୁ ଦେଉଥିଲେ ଗୁପ୍ତ ତଥ୍ୟ, ଅଫିସରଙ୍କ ସହ ଠିକାଦାରଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ୱର ଅଫିସ, ୨୪।୨: ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର୍‌ରୁ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ପ୍ରତିରକ୍ଷା ବିଭାଗର ଜଣେ ସିନିୟର ଅଫିସର ଓ ଠିକାଦାରଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଅଫିସର ଜଣଙ୍କ ହନିଟ୍ରାପର୍‌ ଶିକାର ହୋଇଛନ୍ତି। ସେ ପାକିସ୍ତାନ ରାୱଲପିଣ୍ଡିର…

ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା : ଘରୁ ଡାକିନେଇ କାଟିଲେ ଗଳା

ନବରଙ୍ଗପୁର,୨୪।୨(ଡି.ଏନ୍‌.ଏ.): କିଛିଦିନର ନୀରବତା ପରେ ପୁଣି ନବରଙ୍ଗପୁର ଜିଲାରେ ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଜଣେ ଯୁବକଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ରାଇଘର ବ୍ଲକ ହାତୀଗାଁ ନିକଟସ୍ଥ କେରାଡ଼ିହିରେ…

ଧାନ କିଣିବାକୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା

ଛତ୍ରପୁର,୨୪ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଧାନ କିଣିବାକୁ ଦାବି ହୋଇଛି। ଏନେଇ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ ଅଫିସ ଆଗରେ ଶୁକ୍ରବାର ଗଣଧାରଣା ଦିଆଯାଇଛି। ଚାଷୀ ଓ ଭାଗ ଚାଷୀଙ୍କୁ କୁଇଣ୍ଟାଲ…

ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଘେରାଉ କଲେ ୩ ସଂଘର କର୍ମକର୍ତ୍ତା

ଢେଙ୍କାନାଳ ଅଫିସ,୨୪ା୨: ଢେଙ୍କାନାଳ ହସ୍ପିଟାଲରେ ଅଚାନକ ପହଞ୍ଚି ପରିଦର୍ଶନ କରିଛନ୍ତି ଢେଙ୍କାନାଳ ଜିଲା ଓକିଲ ସଂଘ ବଣିକ ସଂଘ, ଖବରଦାତା ସଂଘ ଓ କିଛି ବୁଦ୍ଧିଜୀବୀ। ସାତ ମହଲା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ବାରମ୍ବାର ଅଭିଯୋଗ…

ୟୁଟ୍ୟୁବ୍‌ରୁ ସାପ ଧରା କୌଶଳ ଦେଖି ଓଡ଼ିଶାର ସାପ ଧରାଳିଙ୍କୁ ଭେଟିଲେ ବିଦେଶୀ ଦମ୍ପତି

ଭଦ୍ରକ ଅଫିସ,୨୪ା୨: ଜୀବଜନ୍ତୁମାନଙ୍କୁ ଭଲପାଉଥିବା ବିଦେଶୀ ଦମ୍ପତି ଭଦ୍ରକର ସାପ ଧରାଳି ମିର୍ଜା ଆରିଫଙ୍କୁ ଶୁକ୍ରବାର ଦେଖା କରି ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ୟୁଟ୍ୟୁବ୍‌ରୁ ମିର୍ଜାଙ୍କର ସାପ ଧରିବାର କଳା କୌଶଳ ଦେଖିବା ପରେ ସୁଦୂର ଆମେରିକାରୁ ସ୍ବାମୀ ପୁଲ୍‌…

କାର୍‌-ବାଇକ୍‌ ଧକ୍କା, ଚାଲିଗଲା ଜଣଙ୍କ ଜୀବନ

ଖୋର୍ଦ୍ଧା ଅଫିସ,୨୪ା୨: ଜଟଣୀ କଲେଜ ଛକ ନିକଟରେ ଶୁକ୍ରବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌ ସହ ବାଇକ ଧକ୍କା ହେବାରୁବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡେଲାଙ୍ଗ ଥାନା ଅନ୍ତର୍ଗତ ଆଙ୍କୋଇ ଗ୍ରାମରେ ପ୍ରଭାସ ବେହେରା। ଖବରପାଇ ଜଟଣୀ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟକ

ଭଦ୍ରକ,୨୪ା୨: ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ। ବାରମ୍ବାର ଧାରଣା ଓ ଦାବି କରାଯାଉଥିଲେ ମଧ୍ୟ ଭଦ୍ରକବାସୀଙ୍କୁ ସରକାର ଅବହେଳା କରୁଛନ୍ତି। ଉକ୍ତ ଦାବି ସମେତ ୧୦ଟି…

ଶିକ୍ଷକ ନିଯୁକ୍ତି ପରେ ଖୋଲିଲା ତାଲା

ସିନାପାଲି,୨୪।୨(ଡି.ଏନ.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ଫୁରସୁଣ୍ଡ ୟୁପି ସ୍କୁଲରେ ଶିକ୍ଷକ ନିଯୁକ୍ତି ଆନ୍ଦୋଳନ ଜାରି ରହିଥିବା ବେଳେ ଗୁରୁବାର ତୃତୀୟ ଦିନରେ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ତାଲା ଖୋଲି ପାଠପଢା ଆରମ୍ଭ ହୋଇଥିବା ଜଣାପଡିଛି। ଗୁରୁବାର…

୬୧ବର୍ଷ ପରେ ଖୋଲିଲା ପିଜି

ବଲାଙ୍ଗୀର ଅଫିସ, ୨୪ା୨: ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ବିଭାଗ ଖୋଲିଛି। ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ସରକାରୀ ବିଭାଗୀୟ ଚିଠି ସଂଖ୍ୟା ୭୭୭୬/ଏଚ୍‌ଇ/୨୨/୨/୨୦୨୩ରେ ଏନେଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?