ଆମ ଜିଲା ଖବର

ନଳକୂପ ଦୂର କରିପାରୁନି ଜଡ଼ାପୁଟ ଜଳସଙ୍କଟ

ଦଶମନ୍ତପୁର,୨୫ା୨ (ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତ ଜଡ଼ାପୁଟ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖିବାକୁ ମିଳିଛି। ଗ୍ରାମବାସୀ ବର୍ଷ ବର୍ଷ ଧରି ଝରଣା ପାଣିରେ ଚଳୁଥିବା ଜଣାପଡିଛି। ଏହି ଗ୍ରାମରେ ୪୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର…

ହାର୍ଡକୋର ମାଓବାଦୀ ସକାଲୁଙ୍କ ଆତ୍ମସମର୍ପଣ

ମାଲକାନଗିରି, ୨୫ା୨(ଡି.ଏନ.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲାରେ ମାଓବାଦୀ ଦମନ ଅଭିଯାନ ଚାଲିଛି। ତେବେ ଛତିଶଗଡ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ ଶୁକ୍ରବାର ଜଣେ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ମାଓବାଦୀ ସଙ୍ଗଠନର ମିଲିସିଆ କମ୍ପାନୀ…

ଥାନା ନିକଟରେ ଲାଗିଲା ମାଓବାଦୀ ବ୍ୟାନର

ମାଲକାନଗିରି, ୨୫ା୨(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁର ମର୍ଦ୍ଦାପାଲ ଅଞ୍ଚଳରେ ଥିବା ଥାନା ନିକଟରେ ମାଓବାଦୀମାନେ ଏକ ଧମକପୂର୍ଣ୍ଣ ବ୍ୟାନର ଲଗାଇଥିବା ଶୁକ୍ରବାର ଦେଖିବାକୁ ମିଳିଛି। ଏଥିରେ ସେମାନେ ସ୍ଥାନୀୟ ଅଞ୍ଚଳରେ ଥିବା ନିକୋ ମାଇନ୍ସ କମ୍ପାନୀର ଦଲାଲ, କମ୍ପାନୀ…

ଗୁଣି ସନ୍ଦେହରେ ସୁପାରି କିଲରଙ୍କ ଦ୍ୱାରା ହତ୍ୟା

ଦିଗପହଣ୍ଡି,୨୫ା୨ (ଡି.ଏନ୍‌.ଏ): ଦିଗପହଣ୍ଡି ଥାନା ଅନ୍ତର୍ଗତ ପୀତାମ୍ବରପୁର ଗ୍ରାମର ଗାଁ ବୈଦ୍ୟ ବଙ୍ଗାଳି ସେଠୀଙ୍କୁ ଗତ ୧୭ ତାରିଖରେ ହତ୍ୟା କରାଯାଇଥିବା ଘଟଣାର ଶୁକ୍ରବାର ପୋଲିସ ପର୍ଦ୍ଦାଫାସ କରିଛି। ବଙ୍ଗାଳିଙ୍କୁ ଗୁଣି ସନ୍ଦେହରେ ସୁପାରି କିଲରଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସୂଚନା…

କଳାହାଣ୍ଡିର ପୂର୍ବତନ ସିଡିଭିଓ ନିଲମ୍ବିତ

ଭବାନୀପାଟଣା,୨୫।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ପ୍ରାଣି ଚିକିତ୍ସା ବିଭାଗର ପୁର୍ବତନ ସିଡିଭିଓ (ଜିଲା ମୁଖ୍ୟ ପ୍ରାଣି ଚିକିତ୍ସାଧିକାରୀ) ଚୈତନ୍ୟ ଚରଣ ସେଠୀଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ପ୍ରକାଶ ଯେ, କଳାହାଣ୍ଡି ସିଡିଭିଓ ଭାବରେ ଚୈତନ୍ୟ କାର୍ଯ୍ୟରତ ଥିଲେ। ତାଙ୍କୁ ଓଡ଼ିଶା ବାୟୋଲୋଜିକାଲ…

ଯନ୍ତ୍ରୀଙ୍କ କୋଠାରେ ତାଲା ପକାଇଲେ ମହିଳା

ଗୋପାଳପୁର,୨୫ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜନୈକ ମହିଳାଙ୍କ ମନରେଗା କାର୍ଯ୍ୟର ସାମଗ୍ରୀ ବିଲ ହୋଇ ନ ଥିବାରୁ କନିଷ୍ଠ ଯନ୍ତ୍ରୀ, ଜିଆରଏସ ଓ ସହକାରୀ ଯନ୍ତ୍ରୀ ରହୁଥିବା କୋଠାରେ ତାଲା ପକାଇ ହାଇଡ଼୍ରାମା କରିଥିଲେ। ପୋଲିସ…

୩୫୦ ହେକ୍ଟର ଜମିରେ କୃଷିଭିତ୍ତିକ ଜଙ୍ଗଲ ସୃଷ୍ଟି କରାଯିବ

ଭଞ୍ଜନଗର,୨୫।୨(ଡି.ଏନ.ଏ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଜାଇକା ପ୍ରକଳ୍ପ ମାଧ୍ୟମରେ ଚାଲିଥିବା ବିଭିନ୍ନ ଯୋଜନା ଉପରେ ଶୁକ୍ରବାର ଲାଲସିଂ ନର୍ସରୀ ପରିସରରେ ସମୀକ୍ଷା ହୋଇଥିଲା । ଏଥିରେ ଡିଏଫଓ ସୁଦର୍ଶନ ବେହେରା ଅଧ୍ୟକ୍ଷତା କରି ଆଗାମୀ ଆର୍ଥତ୍କ ବର୍ଷରେ ୧୦୦ଟି ବନ…

ଏପ୍ରିଲ ୫ରୁ ହିଙ୍ଗୁଳା ଯାତ୍ରା, ଲୋକ ମହୋତ୍ସବ

ତାଳଚେର, ୨୫ା୨ (ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଓ ୧୯ ତମ ଲୋକ ମହୋତ୍ସବ ନିମନ୍ତେ ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ ଗୁରୁବାର ଗୋପାଳପ୍ରସାଦସ୍ଥିତ ପୀଠ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲାପାଳ…

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଢେଙ୍କାନାଳ ଅଫିସ, ୨୫।୨: ଡକାୟତି କରିବା ପାଇଁ ଯୋଜନା କରୁଥିବାବେଳେ ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ ହାତରେ ଧରାପଡ଼ିଛି ଏକ ୫ଜ ଣିଆ ଗ୍ୟାଙ୍ଗ୍‌। ସେମାନେ ହେଲେ କାମାକ୍ଷାନଗର ଥାନା ଗୋରାଡ଼ିଆ ଗ୍ରାମର ରଜନ୍ତୀକାନ୍ତ ମଲ୍ଲିକ (୩୦), ବାଦଲ ମଲ୍ଲିକ ଓରଫ…

ସ୍ୱାସ୍ଥ୍ୟସେବା ସ୍ଥିତି ସଙ୍ଗିନ

ଢେଙ୍କାନାଳ ଅଫିସ, ୨୫।୨: ସାତ ମହଲା କୋଠା। ଖର୍ଚ୍ଚ ହୋଇଛି ୫୦ କୋଟି ଟଙ୍କା। ତଳେ ଛିଡ଼ା ହୋଇ ଦେଖିଲେ ଆଖି ପାଉନାହିଁ। ବାହାରୁ ଝଟକୁଥିବା ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟସେବାର ମୁଖ୍ୟ ପ୍ରତିଷ୍ଠାନର ଭିତର ଅବସ୍ଥା କିନ୍ତୁ ଜମାରୁ ଭଲ ନୁହେଁ।…

ପ୍ରାଣୀଧନ ଚିକିତ୍ସା ପ୍ରତି ଅବହେଳା

ମାଧପୁର, ୨୫ା୨: ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ପ୍ରାଣୀଧନ ପାଳନକୁ ପ୍ରୋତ୍ସାହନ ଦେଉଛନ୍ତି। ଏଥିପାଇଁ ଚାଷୀମାନଙ୍କୁ ବ୍ୟାଙ୍କ ଜରିଆରେ ଋଣ ସହାୟତା ଯୋଗାଇ ଦେଉଛନ୍ତି। ହେଲେ ସେହି ପ୍ରାଣୀଧନଙ୍କ ସ୍ବାସ୍ଥ୍ୟର ଯତ୍ନ ଓ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ…

ଡାକ୍ତରଙ୍କୁ ୨ ଦିନ ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର ଅଫିସ,୨୫ା୨: ଭୁବନେଶ୍ୱରରେ ଫ୍ଲାଟ୍‌ ଦେବାକୁ ପ୍ରତିଶ୍ରୁତି ଦେଇ ଜଣେ ସୁନା ବ୍ୟବସାୟୀଙ୍କଠାରୁ ୨କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଅଭିଯୁକ୍ତ ଡାକ୍ତର ଡି. ଉତ୍ତମ କୁମାର(୪୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ଡାକ୍ତରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?