ଆମ ଜିଲା ଖବର

ହିନ୍ଦୋଳରେ ବାଜିଲା ଶଙ୍ଖ: ଏନ୍‌ଏସି ପଦ ହାତେଇଲା ବିଜେଡି

ଢେଙ୍କାନାଳ,୫।୪(ବ୍ୟୁରୋ): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଚଳିତ ନିର୍ବାଚନରେ ବିଜେଡି ନଗରପାଳ ପଦ ସହ ମୋଟ ୧୬ କାଉନସିଲର ପଦବୀ ମଧ୍ୟରୁ ୧୧ଟି ୱାର୍ଡରେ ବିଜୟୀ ହୋଇଛି । ଏଥି ସହ ବିଜେଡିି ଏନ୍‌ଏସି…

ତେଲଙ୍ଗାନା ଇଟାଭାଟିରେ ୧୪ ଦାଦନ ଶ୍ରମିକ ନିର୍ଯାତିତ

ନୂଆପଡା ଅଫିସ,୫ା୪: ନୂଆପଡା ଜିଲା କୋମନା ବ୍ଲକ ଅଧୀନ ଦୁଇଟି ଗାଁର ୧୪ ଜଣ ଦାଦନ ଶ୍ରମିକ ତେଲଙ୍ଗାନା ରାଜ୍ୟକୁ ଇଟା ତିଆରି କରିବା ପାଇଁ ଯାଇ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏହି ଶ୍ରମିକମାନଙ୍କ ପରିବାରର ୫ ଜଣ…

ବ୍ୟବହାରିକ ଜ୍ଞାନ ସଂଗ୍ରହ, ରାଗିଂମୁକ୍ତ କ୍ୟାମ୍ପସ୍‌ କର

ସମ୍ବଲପୁର,୫ା୪(ବ୍ୟୁରୋ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ରୋହିତ ପୂଜାରୀ ଛାତ୍ରୀଛାତ୍ରଙ୍କ ସହ କ୍ଲାସରୁମରେ ଆଲୋଚନା କରିଥିଲେ। କଲେଜରେ ଥିବା ସମସ୍ୟା, ହଷ୍ଟେଲ ପାଇଁ କରାଯାଇଥିବା କଡା ନିୟମ ଗୁଡିକ ସମ୍ପର୍କରେ ଛାତ୍ରମାନେ…

ସ୍କୁଲରେ ମଦପିଇ ନାଚିଲେ ପ୍ରଧାନ ଶିକ୍ଷକ

ବାଲେଶ୍ୱର ଅଫିସ,୫।୪: ସ୍କୁଲକୁ ମଦ ପିଇ ଆସିଲେ ପ୍ରଧାନ ଶିକ୍ଷକ। ବିଦ୍ୟାଳୟ ପରିସରରେ ଶୋଇଲେ, ବହେ ନାଚିଲେ ପରେ ଅଭିଭାବକଙ୍କୁ ଦୁର୍ବ୍ୟବହାର କଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନସ୍ଥ କେଏମ୍‌ ସାହି ପଞ୍ଚାୟତର ତୋଟାପୋଡ଼ା…

ବଜାରରେ କେମିକାଲଯୁକ୍ତ ଆମ୍ବ ପସରା

ରାଉରକେଲା ଅଫିସ,୫ା୪: ବର୍ତ୍ତମାନ ଓଡ଼ିଶାରେ ଆମ୍ବ କଞ୍ଚାାଳିଆ ଅବସ୍ଥାରେ ରହିଛି। ଆମ୍ବ ସମ୍ପୂର୍ଣ୍ଣ ପାକଳ ହୋଇନାହିଁ। ମାତ୍ର ରାଉରକେଲା ସହରରେ ବିଭିନ୍ନ ପ୍ରକାରର ଫଳ ସହ ପାଚିଲା ଆମ୍ବ ବିକ୍ରି ହେଲାଣି। ଏବେ ରାଉରକେଲା ବଜାରରେ ମିଳୁଥିବା ସିନ୍ଦୁରୀ, ଲଗଡା ଓ…

ଖରାରେ ଚାଲିଛି ନିର୍ମାଣ କାମ

ରାଉରକେଲା ଅଫିସ,୫ା୪: ସ୍ମାର୍ଟସିଟି ରାଉରକେଲାରେ ଏପ୍ରିଲ ମାସ ଆରମ୍ଭରୁ ପ୍ରବଳ ଖରା ହେଲାଣି। ସକାଳ ୯ଟା ହୋଇଗଲେ ଖରାର ପ୍ରକୋପ ଅନୁଭୂତ ହେଉଛି। ଲୋକେ ବିନା କାମରେ ଘରୁ ବାହାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଯୁଗ୍ମ ଶ୍ରମ ସଂସ୍ଥାପକ…

ଜୁନ୍‌ ସୁଦ୍ଧା ସୋନପୁରକୁ ଟ୍ରେନ୍‌ ଗଡ଼ିବା ନେଇ ପ୍ରଶ୍ନବାଚୀ

ସୋନପୁର,୫ା୪(ନି.ପ୍ର.): ରେଳ ବଜେଟ୍‌ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବ୍ୟୟବରାଦ ବଢୁଛି। ଗତ ୨୦୧୫-୧୬ ମସିହାରୁ ଏହି ପ୍ରକଳ୍ପ ପାଇଁ ଅନୁଦାନ ରାଶି ବୃଦ୍ଧି ପାଇଛି। ୨୦୨୩-୨୪ ରେଳ ବଜେଟ୍‌ରେ ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପ ପାଇଁ ରେକର୍ଡ ୧୫୯୯ କୋଟି…

ଅସାଧୁ ମେଣ୍ଟରେ ଖଣି ଶ୍ରମିକ ନୟାନ୍ତ

ଯାଜପୁର ଅଫିସ,୫।୪: ଖଣି ପ୍ରଭାବିତ ଲୋକଙ୍କୁ ନିଯୁକ୍ତି ଦାବି କରି ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଅଶାନ୍ତି ଦିନକୁ ଦିନ କୁହୁଳିବାରେ ଲାଗିଛି ା ବେଳ ଥାଉ ଥାଉ ଖଣି କର୍ତ୍ତୃପକ୍ଷ ତଥା ପ୍ରଶାସନ ନ ଚେଇଁଲେ ଭୟଙ୍କର ଅବସ୍ଥା ଏଠି ସୃଷ୍ଟି…

ଅଭାବରେ ପଡ଼ି ଅପହରଣ କରିଥିଲେ: ଏସ୍‌ପି

ବ୍ରଜରାଜନଗର,୫ା୪(ଡି.ଏନ.ଏ.): ବହୁଚର୍ଚ୍ଚିତ ସମର୍ଥ ହତ୍ୟାକାଣ୍ଡର ୯ଦିନ ପରେ ମଙ୍ଗଳବାର ପୋଲିସ ଖବରଦାତା ସମ୍ମିଳନୀ କରି ଏହାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଛି। ଅଭାବରେ ପଡ଼ି ଅଭିଯୁକ୍ତ ନାବାଳକ ସମର୍ଥଙ୍କୁ ଅପହରଣ କରିଥିବା ଝାରସୁଗୁଡା ଏସ୍‌ପି ସ୍ମିଥ ପରମାର ଖବରଦାତା ସମ୍ମିଳନୀରେ ସୂଚନା…

ଜିଲାରେ ହେବ ପଛୁଆବର୍ଗଙ୍କ ସାମାଜିକ, ଶିକ୍ଷାଗତ ସର୍ଭେ

ମାଲକାନଗିରି,୫ା୪(ଡି.ଏନ୍‌.ଏ.): ପଛୁଆ ବର୍ଗ ଆୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଓଡିଶାର ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ନିମନ୍ତେ ମଙ୍ଗଳବାର ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

ଘର ଆଗରେ ବାଡ଼ବୁଜିଲେ ପଡ଼ୋଶୀ

କୋରେଇ,୫।୪(ଡି.ଏନ.ଏ.): ଜମି ବିବାଦକୁ ନେଇ ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତ କଡ଼ମା ଗ୍ରାମରେ କଙ୍ଗାରୁ କୋର୍ଟ ହୋଇଛି ା ୨ ଦିନ ହେବ ଗୋଟିଏ ପରିବାରର ଘର ଚତୁର୍ପାର୍ଶ୍ୱରେ ବାଡ଼ ବୁଜି ସମସ୍ତ ବାଟ ବନ୍ଦ କରିଦେଇଛନ୍ତି…

ବିଷୁବ ମିଳନ, ଆମ୍ବେଡକର ଜୟନ୍ତୀ ପାଳନ ସ୍ଥାନକୁ ନେଇ ବିବାଦ

ରାୟଗଡ଼ା ଅଫିସ/ରାୟଗଡ଼ା (ସ୍ବ.ପ୍ର.),୫ା୪: ରାୟଗଡ଼ା ଜିସିଡ଼ି ପଡ଼ିଆରେ ଆସନ୍ତା ୧୪ ତାରିଖରେ ଆମ୍ବେଡକର ଜୟନ୍ତୀ ପାଳନ ଲାଗି ପ୍ରଶାସନ ଅନୁମତି ଦେଇନାହିଁ। ଅନ୍ୟପଟେ ସେହିଦିନ ଉକ୍ତ ପଡ଼ିଆରେ ବିଷୁବ ମିଳନ ଆୟୋଜନ କରାଯିବାକୁ ଥିବାରୁ ବିବାଦ ଦେଖାଯାଇଛି। ମଙ୍ଗଳବାର ଆମ୍ବେଡକରଙ୍କ ଜୟନ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?