କ୍ରିକେଟ ଖେଳରେ ଛୁରାମାଡ଼, ଯୁବକଙ୍କ ଜୀବନଗଲା
ଚୌଦ୍ୱାର,୨ା୪(ଡି.ଏନ୍.ଏ.): ଝିମିଟି ଖେଳରୁ ମହାଭାରତ ପରି କ୍ରିକେଟ ଖେଳରୁ ଛୁରାମାଡ଼ ଓ ବ୍ୟାଟ୍ରେ ଆକ୍ରମଣ କରିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷାଲଣ୍ଡା ଖେଳପଡ଼ିଆରେ। ସେଠାରେ ଆୟୋଜିତ ଏକ…
ଅଜଣା ଜନ୍ତୁ ଆକ୍ରମଣରେ ୨୮ ମେଣ୍ଢା ମୃତ, ୪ ଗୁରୁତର
ମହାକାଳପଡ଼ା,୨ା୪(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତ କଳାଗଡ଼ ଗ୍ରାମର ମହନୀ ଦାସ ଜଣେ ଗରିବ ମେଷ ପାଳକ ମେଷ ପାଳନ କରି ନିଜ ପରିବାର ଗୁଜୁରାଣ ମେଣ୍ଟାଇ ଥାନ୍ତି। ଶନିବାର ବିଳମ୍ବିତ ରାତିରେ ଗୁହାଳରେ ଥିବା ୩୨…
ଖେଳୁଥିବା ବେଳେ ୩୦ ଫୁଟ ଗଭୀରକୁ ଖସିପଡ଼ିଲେ ଶିଶୁ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ
ଢେଙ୍କାନାଳ ଅଫିସ,୨ା୪: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ପାଣ୍ଡି ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମର ଅଗ୍ନି ପ୍ରସାଦ ଲାଲାଙ୍କ ପୁଅ ଆମ୍ବାକା ପ୍ରସାଦ (୩) ଖେଳୁଥିବା ବେଳେ ନିକଟସ୍ଥ ୩୦ ଫୁଟ ଗଭୀର କୂଅରେ ଖସିପଡ଼ିଥିଲେ। ଖବର ପାଇ ଢେଙ୍କାନାଳ ଅଗ୍ନିଶମ ସଂସ୍ଥା…
୧୦ଦିନରେ ଭାଙ୍ଗିଗଲା ମିନି ଷ୍ଟାଡିୟମ ଗ୍ୟାଲେରି
କଟକ ଅଫିସ୍/ବାଙ୍କୀ(ସ୍ବ.ପ୍ର.),୨।୪: କଟକ ଜିଲା ବାଙ୍କୀ ଉପଖଣ୍ଡସ୍ଥିତ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ କିଛି ଦିନ ତଳେ ଉଦ୍ଘାଟିତ ହୋଇଥିବା ମିନି ଷ୍ଟାଡିୟମ ଗ୍ୟାଲେରି ଶନିବାର ସକାଳେ ଭୁଶୁଡ଼ିପଡ଼ିଛି। ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଷ୍ଟାଡିୟମ ଗ୍ୟାଲେରିକୁ ଗତ…
ସୀମାରାଣୀ-ଅଞ୍ଜଳି ମୁହାଁମୁହିଁ
ଢେଙ୍କାନାଳ ଅଫିସ, ୨।୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସି ନିର୍ବାଚନ ଲାଗି ଭୋଟ ଗ୍ରହଣ ଆସନ୍ତା ୩ ତାରିଖରେ ହେବ। ଏଥିପୂର୍ବରୁ ଶନିବାର ଅପରାହ୍ନ ୫ଟାରେ ପ୍ରଚାର ଶେଷ ହୋଇଛି। ଅନ୍ତିମ ଦିନରେ ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ…
ଶେଷ ଦିନରେ କମ୍ପିଲା ପ୍ରଚାର ମଇଦାନ
ଢେଙ୍କାନାଳ ଅଫିସ, ୨।୪: ଢେଙ୍କାନାଳ ଜିଲାର ହିନ୍ଦୋଳ ଏନ୍ଏସି ନିର୍ବାଚନକୁ ମଝିରେ ମାତ୍ର ଦିନଟିଏ ବାକି। ଏଥିଲାଗି ଅବଗଣନା ଆରମ୍ଭ ହୋଇସାରିଥିବାବେଳେ ଶନିବାର ପ୍ରଚାର ସରିଛି। ଶେଷ ଦିନରେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା, କଂଗ୍ରେସର ନେତୃବୃନ୍ଦ ବିଭିନ୍ନ ଓ୍ବାର୍ଡରେ…
ଅବ୍ୟବସ୍ଥାରେ ସିଟି ହସ୍ପିଟାଲ୍ ନିଦାନ ବିଭାଗ
ବ୍ରହ୍ମପୁର ଅଫିସ,୨।୪: ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ବ୍ରହ୍ମପୁର ନଗର ଚିକିତ୍ସାଳୟରେ ଥିବା ନିଦାନ କେନ୍ଦ୍ରରେ ଅବ୍ୟବସ୍ଥା ସାମ୍ନାକୁ ଆସିଛି। କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ନିମନ୍ତେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ…
ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ମହିଳା
ବାରିପଦା ଅଫିସ,୨।୪: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଅଧୀନ ଇଟାମୁଣ୍ଡିଆ ଗ୍ରାମ ବନଦୁର୍ଗା ଉଚ୍ଚ ବିଦ୍ୟାଳୟର ସଫେଇ କର୍ମଚାରୀ (ସୁଇପର) ପଦବୀରେ ନିଯୁକ୍ତିକୁ ନେଇ ଶନିବାର ଉତ୍ତେଜନା ପ୍ରକାଶ ପାଇଥିଲା। ଚଞ୍ଚକତା ପୂର୍ବକ ଦାୟିତ୍ୱ ପ୍ରଦାନ କରାଯାଇଥିବା ପ୍ରତିବାଦରେ ଉତ୍ତ୍ୟକ୍ତ ମହିଳାମାନେ…
୯ହଜାର ୬ଶହ ପରିବାରକୁ ବିଶୁଦ୍ଧ ପାନୀୟଜଳ
ଖଇରା, ୨।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକରେ ହରଘର ଜଳ ଯୋଜନାରେ ୩୦ ପଞ୍ଚାୟତର ପ୍ରତ୍ୟେକ ପରିବାରକୁ ଟ୍ୟାପ ସଂଯୋଗ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି। ୨୦୨୩ ଶେଷ…
ବଡ଼ବିଲରେ ଫୁଟିଛି ଦୁର୍ଲଭ ସହସ୍ର ଦଳ କମଳ
ବଡ଼ବିଲ,୨।୪ (ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପିଏଚ୍ଡିସ୍ଥିତ ଐକ୍ୟକ୍ଷେତ୍ର ପରିସରରେ ଫୁଟିଛି ଦୁର୍ଲଭ ସହସ୍ର ଦଳ କମଳ ବା ଏକ ହଜାର ପାଖୁଡା ବିଶିଷ୍ଟ ପଦ୍ମଫୁଲ। ପ୍ରକୃତିପ୍ରେମୀ ବିଜୟ ମହାନ୍ତିଙ୍କ ଚେଷ୍ଟାରେ ଏଭଳି ଦୁର୍ଲଭ ଫୁଲ ଦେଖିବାକୁ ମିଳିଛି। ବିଦେଶରୁ ଆମଦାନୀ…
ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ: ୭ ଆହତ
ଭଦ୍ରକ ଅଫିସ,୨।୪: ଭଦ୍ରକ ଜିଲା ବନ୍ତ ଛକ ବୀଣା ପେଟ୍ରୋଲ ପମ୍ପ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ଶୁଭ ନାମକ ଉକ୍ତ ବସ୍ ଭରସାମ୍ୟ ହରାଇ ଏକ ଟ୍ରକ୍…
ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
ବାଲିପାଟଣା,୨୪(ଡି.ଏନ୍.ଏ.): ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହି ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରଶ୍ମିରଞ୍ଜନ ବିଶ୍ୱାଳ। ହେଲେ ରଶ୍ମିରଞ୍ଜନଙ୍କ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ତାଙ୍କ ପରିବାରର ସମ୍ପର୍କୀୟମାନେ ଜୀବନରେ ମାରିଦେବା ପାଇଁ ଯୋଜନା…

