ଆମ ଜିଲା ଖବର

ନୋ ଏଣ୍ଟ୍ରି ଜୋନ୍‌ରେ ପରିବହନ ଟ୍ରକ୍‌ ଚଳାଚଳ

ଯାଜପୁର ରୋଡ,୫।୪(ଡି.ଏନ.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେଶନକୁ ଲାଗି ରହିଥିବା ମାଲ ଗୋଦାମ ସହରବାସୀଙ୍କ ପାଇଁ କାଳ ହୋଇଛି। ପରିବହନ ଟ୍ରକ ଚଳାଚଳରେ କୌଣସି ନିୟନ୍ତ୍ରଣ କିମ୍ବା କଟକଣା ରହୁନାହିଁ। ନିର୍ଦ୍ଧାରିତ ସମୟ ଅନୁସାରେ ନୋ ଏଣ୍ଟ୍ରି…

ଦିନେ ଅଭିଯୋଗ ଶୁଣୁଥିଲେ, ଏବେ ଅଭିଯୋଗ ଜଣାଇଲେ

ନବରଙ୍ଗପୁର,୫ା୪(ବି.ପ୍ର.): ଦିନେ କଂଗ୍ରେସର ଗଡ଼ କୁହାଯାଉଥିବା ନବରଙ୍ଗପୁର ଜିଲାରେ ବିଜେଡିର ପତାକା ଉଡ଼ାଇ ସମସ୍ତ ଆସନ ହାତେଇବା ପଛରେ ଥିଲା ତାଙ୍କର ଅବଦାନ। ଦୁଇ ଦୁଇ ଥର ନଗରପାଳ ଓ ଥରେ ଉପାଧ୍ୟକ୍ଷ ଥିବା ସମୟରେ ନବରଙ୍ଗପୁର ସହରର ନବକଳେବର ମଧ୍ୟ…

ପୋଲିସ ନାଁରେ ସରପଞ୍ଚ ୩୫ ହଜାର ହଡ଼ପ କଲେ

ଡେରାବିଶ,୫।୪(ସ୍ବ.ପ୍ର.): ପୋଲିସକୁ ୩୫ ହଜାର ଟଙ୍କା ଦେଲେ ଧାର ଦେଇଥିବା ଲକ୍ଷାଧିକ ଟଙ୍କା ଫେରିପାଇବ ବୋଲି ସାନ୍ତ୍ୱନା ଦେଇ ସରପଞ୍ଚ ଉକ୍ତ ଟଙ୍କାକୁ ହଡ଼ପ କରିଥିବା ଅଭିଯୋଗ ଏବେ ସାମ୍‌ନାକୁ ଆସିଛି। ଏହି ଚର୍ଚ୍ଚିତ ଘଟଣା ବାବଦରେ କେନ୍ଦ୍ରାପଡ଼ା ସଦର ଥାନା…

ବିଜେଡି ହାତରେ ପୁଣି ଅତାବିରା ଏନ୍ଏ‌ସି : ଭାଜପା ମୂଳପୋଛ, କଂଗ୍ରେସକୁ ଗୋଟିଏ ଆସନ

ବରଗଡ଼ ଅଫିସ/ସରଣ୍ଡା,୫।୪(ଡିଏନଏ): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ବୁଧବାର ଘୋଷିତ ହୋଇଛି। ବିଜେ ବନମାଳୀ ବରିହା ସର୍ବାଧିକ ୪୮୧୯ ଭୋଟ ପାଇ ନଗରପାଳଭାବେ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥିନୀ ସବିତା ଭୁଏଙ୍କୁ ୧୭୩୭ ଏବଂ ଭାଜପା ପ୍ରାର୍ଥିନୀ…

ଓଡ଼ିଶା ଜୀବିକା ମିଶନ ଅର୍ଥ ହରିଲୁଟ୍‌

ଢେଙ୍କାନାଳ ଅଫିସ, ୫ା୪: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଓଡ଼ିଶା ଜୀବିକା ମିଶନରେ ବ୍ୟାପକ ଅର୍ଥ ହରିଲୁଟ୍‌ ହୋଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ଏହାର ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ଅନିୟମିତତା ପଦାକୁ ଆସିବ ବୋଲି ସେ…

ଆଜି ହିନ୍ଦୋଳ ଏନ୍‌ଏସି ଫଳାଫଳ

ଢେଙ୍କାନାଳ ଅଫିସ,୫ା୪: ସରିଛି ନିର୍ବାଚନ। ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ଭୋଟର। ୩ ନଗରପାଳ ପ୍ରାର୍ଥୀଙ୍କ ସମେତ ମୋଟ ୫୩ ଜଣଙ୍କ ଭାଗ୍ୟ ଇଭିଏମ୍‌ରେ କଏଦ ହୋଇଥିବାବେଳେ ବୁଧବାର ବାହାରିବ ଫଳାଫଳ। ଏହାକୁ ନେଇ ଉଷ୍ମ ହୋଇଛି ଢେଙ୍କାନାଳ ଜିଲା…

କାଳବୈଶାଖୀରେ ଘର ଭାଙ୍ଗିଲା

ବଇଣ୍ଡା, ୫ା୪ (ଡି.ଏନ.ଏ.): କିଶୋରନଗର ବ୍ଲକ ବାମୁର, ଫାଶୀପାଳ, ହରିପୁର, କିଶୋରନଗର, ଜାମୁନାଳୀ, ସୁସବ ଆଦି ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ଯୋଗୁ କେତୋଟି ଘର କ୍ଷତିଗ୍ରସ୍ତ ହୋଇଛି। ଚାଳ ଘର ଓ ଆଜବେଷ୍ଟସ ଘରର ଛପର ଉଡ଼ିଯାଇଥିବା ବେଳେ ବଡ଼ ବଡ଼…

ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା

ଦେବଗଡ଼,୫।୪(ଡି.ଏନ୍‌.ଏ.): ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା । ମଙ୍ଗଳବାର ବିଳମ୍ବିତ ରାତିରେ ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରେ ଏଭଳି ଘଟିଛି। ମୃତ ମହିଳା ଜଣକ ସମ୍ବଲପୁର ଜିଲା କୁଚିଣ୍ଡା…

ସ୍ଥାୟିତ୍ୱ ନେଇ ସାଧାରଣରେ ସନ୍ଦେହ

ବଇଣ୍ଡା,୫ା୪ : ଠିକା ସଂସ୍ଥା ବଦଳିଲା। ହେଲେ ବଦଳିଲାନି ୫୫ନଂ. ଜାତୀୟ ରାଜପଥର ଭାଗ୍ୟ। ପୂର୍ବରୁ କଚ୍ଛପ ଗତିରେ ଚାଲୁଥିବା ସମ୍ପ୍ରସାରଣ କାର୍ଯ୍ୟ ଏବେ ବି ସେହି ବିଳମ୍ବିତ। ଧୀର ମନ୍ଥର ଗତିରେ କାମ ହେଉଥିବା ବେଳେ ନୂତନ ରାସ୍ତାର ବିଭିନ୍ନ…

ଘର ଭାଙ୍ଗିଦେଲେ, ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଅଫିସ, ୫ା୪: ଢେଙ୍କାନାଳ ସଦର ଥାନା ମହୁଲପୁଞ୍ଜି ଗ୍ରାମର ମହିଳା ସଚ୍ଚି ପଣ୍ଡାଙ୍କ ଘର କେତେଜଣ ବ୍ୟକ୍ତି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ତାଙ୍କ ପରିବାର ସଦସ୍ୟ ମଙ୍ଗଳବାର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଏହି…

ଆଇଟିଆଇ, ପଲିଟେକ୍‌ନିକ୍‌ରେ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ,୫ା୪: ଢେଙ୍କାନାଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ଦକ୍ଷତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ସରକାରୀ ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ରେ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରିବା ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ…

ମିଥ୍ୟା ବିଲ୍‌ କରି ଟଙ୍କା ହଡ଼ପ ଅଭିଯୋଗ

ବଇଣ୍ଡା, ୫ା୪ (ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ସାନହୁଲା ହାଇସ୍କୁଲ ଖେଳପଡିଆର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରା ନ ଯାଇ ମିଥ୍ୟା ବିଲ୍‌ କରି ଟଙ୍କା ହଡପ କରାଯାଇଥିବା ବଡ଼ବର ଗ୍ରାମର ଦୁର୍ଯ୍ୟୋଧନ ସାହୁ ସୋମବାର ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?