ଆମ ଜିଲା ଖବର

ମହିଳାଙ୍କ ୧୨.୨୫ ଲକ୍ଷ ଋଣ ଟଙ୍କା ଆତ୍ମସାତ୍‌

ସୋନପୁର,୧୭।୪(ନି.ପ୍ର.): ମହିଳାଙ୍କ ଋଣ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ନିଉ ଅପର୍ଚୁନିଟି କନ୍‌ସଲଟାନ୍ସି ପ୍ରାଇଭେଟ୍‌ ଲିମିଟେଡ୍‌ ସୋନପୁର ଶାଖାର ପ୍ରାକ୍ତନ ପରିଚାଳକ ବିଭୁ ରଞ୍ଜନ ଦେହୁରୀ(୩୧)ଙ୍କୁ ସୋନପୁର ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ବିଭୁ ରଞ୍ଜନଙ୍କ…

ରାସ୍ତା କାର୍ଯ୍ୟରେ ଅନିୟମିତତା

କାଳିଆପାଣି,୧୭ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଟମକା-ମଙ୍ଗଳପୁର ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଫଳରେ ରାସ୍ତା ନିର୍ମାଣ ହେବାର ୬ ମାସ ନ ପୂରୁଣୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ଏହାକୁ ନେଇ…

ମେଡିକାଲ, ଇଞ୍ଜିନିୟରିଂରେ ନାମ ଲେଖାଇବା ନାଁରେ ୩ କୋଟିରୁ ଊର୍ଦ୍ଧ୍ୱ ଠକେଇ

ବାଲେଶ୍ୱର ଅଫିସ,୧୭ା୪: ମେଡିକାଲ, ଇଞ୍ଜିନିୟରିଂ ସିଟ୍‌ରେ ସହଜରେ ନାମ ଲେଖାଇଦେବାର ସ୍ବପ୍ନ ଦେଖାଇ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରି ଧରାପଡିଛନ୍ତି ୨ଜଣ ଆନ୍ତଃ ରାଜ୍ୟ ଦଲାଲ। ଏମାନେ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନାମ ଲେଖାଇଦେବାର ପ୍ରତିଶ୍ରୁତି ଦେଇ…

‘ଏଜୁକେଶନ ୱାଲର୍‌ଡ’ ଜାତୀୟ ପତ୍ରିକାରେ ଓଡ଼ିଶାର ୧୦ ମହାବିଦ୍ୟାଳୟ

ବାଲେଶ୍ୱର ଅଫିସ,୧୭ା୪: ଏଜୁକେଶନ ୱାଲର୍‌ଡ ଜାତୀୟ ପତ୍ରିକାରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ରାଜ୍ୟର ୧୦ ମହାବିଦ୍ୟାଳୟ ସ୍ଥାନ ପାଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନ ସମ୍ପର୍କରେ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ, ଶିକ୍ଷା ବ୍ୟବସ୍ଥାରେ…

ପୋଲିସ ସାଜିଛି ବିଜେଡି କର୍ମୀ : କଂଗ୍ରେସ

ସରଣ୍ଡା,୧୭।୪(ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ କାଣ୍ଡପାଲିଠାରେ କଂଗ୍ରେସ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଯୋଗଦେଇ ଅଭିଯୋଗ କରିଥିଲେ, ରେଙ୍ଗାଲିକ୍ୟାମ୍ପଠାରେ ଅତାବିରା ପୋଲିସ ପକ୍ଷରୁ ଶନିବାର ଏକ ସଚେତନତା…

ପଞ୍ଚଲିଙ୍ଗେଶ୍ୱର ସଂରକ୍ଷିତ ଜଙ୍ଗଲରେ ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ

ନୀଳଗିରି,୧୭ା୪(ସ୍ବ.ପ୍ର.): ଓଡ଼ିଶାରେ ପ୍ରଥମ କରି ବାଲେଶ୍ୱର ଜିଲା ପଞ୍ଚଲିଙ୍ଗେଶ୍ୱରର ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ। ଏହାକୁ ବିଶିଷ୍ଟ ପକ୍ଷୀବିତ୍‌ ଓ କୁଲଡ଼ିହା ଗାଇଡ୍‌ ମନୋରଞ୍ଜନ ଦାସ ଚିହ୍ନଟ କରିଛନ୍ତି। ଏହି ପକ୍ଷୀର ଉଭୟ ପୁରୁଷ ଓ…

ଟାଙ୍ଗରା ଭୂଇଁରେ ସବୁଜ ବଳୟ

ଚମ୍ପୁଆ,୧୭ା୪(ଡି.ଏନ.ଏ.): ଇଚ୍ଛା ଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ବି ସାଧନ ହୋଇପାରିବ। ଦିନେ ଯେଉଁ ସ୍ଥାନରେ ଦୂବ କଅଁଳୁ ନ ଥିଲା, ସେଠାରେ ଏବେ ସବୁଜ ବଳୟ ହୋଇଛି। ପାଣି ଅଭାବ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁ ଚାଷୀ ଚାଷଠାରୁ ଦୂରେଇ…

ମେଡିକାଲରେ ନର୍ସ ଟଙ୍କା ମାଗୁଥିବା ଅଭିଯୋଗ

ପୋଲସରା,୧୭ା୪: ସରକାରୀ ମେଡ଼ିକାଲରେ ଗର୍ଭବତୀଙ୍କଠାରୁ ଜୋର ଜବରଦସ୍ତି ନର୍ସ ଟଙ୍କା ମାଗୁଛନ୍ତି। ନହେଲେ ଶିଶୁକୁ ଛାଡ଼ିବୁ ନାହିଁ ବୋଲି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଜଣେ ଗର୍ଭବତୀ ମହିଳା। ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଘଟଣା ଘଟୁଥିବା ଅଭିଯୋଗ ଆଣିଛନ୍ତି ଡିମ୍ବିରିଆ…

ମୌଳିକ ସୁବିଧାରୁ ବଞ୍ଚିତ ଶବର ନଗରବାସୀ

ପାରଳାଖେମୁଣ୍ଡି, ୧୭ା୪ (ଡି.ଏନ୍‌.ଏ): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡ଼ା ପଞ୍ଚାୟତ ଅନ୍ତର୍ଗତ ଶବର ନଗର ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତାଘାଟ ନଥିବା ଦେଖିବାକୁ ମିଳିଛି। ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ରାସ୍ତାଘାଟର ଚିହ୍ନବର୍ଣ୍ଣ ନାହିଁ । ଗ୍ରାମବାସୀ ଜମିହୁଡା…

ଭୁଲ୍‌ ତଥ୍ୟ ଦେଇ ଲୁଟୁଛନ୍ତି ଅନୁଦାନ

ନୂଆଗାଁ,୧୭।୪(ଡି.ଏନ.ଏ.): ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଯୋଜନା ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ପ୍ରଦାନ କରୁଛନ୍ତି। ହେଲେ ଦାୟିତ୍ୱରେ ଥିବା କେତେଜଣ ବିଭାଗୀୟ କର୍ମଚାରୀ ଅସତ୍‌ ଉପାୟ ଅବଲମ୍ବନ କରି ସେହି ଅନୁଦାନକୁ ଆତ୍ମସାତ କରୁଛନ୍ତି। ଏପରିକି ଅନୁଦାନ…

ବିପଦସଙ୍କୁଳ ଅବସ୍ଥାରେ ଯାଉଛନ୍ତି ଲୋକେ

ରାଉରକେଲା ଅଫିସ,୧୭।୪: ରାଉରକେଲା ଟିସିଆଇରୁ ଆଇଡିସି ବାଇପାସ ରାସ୍ତାକୁ ଗ୍ୟାସ ପାଇପ୍‌ ବିଛାଇବା ନାଁରେ ଖୋଳି ଦିଆଯାଇଛି। ଉକ୍ତ ରାସ୍ତାକୁ ପୋତାଯାଉ ନ ଥିବାରୁ ଯାତାୟାତରେ ଅସୁବିଧା ହେଉଛି। ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ…

ବିଦ୍ୟୁତ୍‌ ଆଲୋକ ଦେଖି ନ ଥିବା ଗାଁ ଗିରିଡ଼ିଆମ୍ବା

ନୟାଗଡ଼ ଅଫିସ/ଓଡ଼ଗାଁ,୧୭।୪(ସ୍ବ.ପ୍ର.): ଦେଶ ସ୍ବାଧୀନ ହେବାର ୭୬ ବର୍ଷ ବିତିବାକୁ ବସିଛି । ହେଲେ ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଗିରିଡିଆମ୍ବା ଗାଁରେ ବିଦ୍ୟୁତ୍‌ ନ ଥିବା କହିଲେ ବିଶ୍ୱାସ ହେଉନି। ଗାଁର ବିକାଶ ଚାଲିଛି ବୋଲି ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?