ଆମ ଜିଲା ଖବର

ରାଉରକେଲାରୁ ବିମାନ ସେବା ବାତିଲ:ଚିକିତ୍ସାରୁ ବଞ୍ଚିତ୍ତ ହେଲା ୩ ମାସର ଶିଶୁକନ୍ୟା

ରାଉରକେଲା,୨୭।୧୨(ସଙ୍ଗୀତା ଜେନା/ଦିନେଶ ମିଶ୍ର): ରାଉରକେଲାରୁ କଲିକତା ଓ ଭୁବନେଶ୍ୱରକୁ ବିମାନସେବା ମଙ୍ଗଳବାର ବାତିଲ ହୋଇଛି। ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷେ ବିମାନସେବା ବାତିଲ ଯୋଗୁ ଏକ ୩ ମାସର ଶିଶୁକନ୍ୟାଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି। ସୂଚନା…

ପଲିଥିନ କଟକଣାକୁ ମାନିଲେନି

ବ୍ରହ୍ମପୁର,୨୭।୧୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ସମେତ ଭୁବନେଶ୍ୱର,କଟକ, ରାଉରକେଲା, ସମ୍ବଲପୁର ମହାନଗର ନିଗମରେ ଗତ ୫ ବର୍ଷ ତଳେ କେତେକ ନିର୍ଦ୍ଦିଷ୍ଟ ପଲିଥିନ ଓ ପ୍ଲାଷ୍ଟିକକୁ ରାଜ୍ୟ ସରକାର ବ୍ୟାନ କରିଥିଲେ। ସେହି ଅନୁସାରେ ୫ ସହରରେ ପଲିଥିନ ବ୍ୟବହାର ଉପରେ…

ନୂଆବର୍ଷର ଭେଟି: ଜାନୁୟାରୀ ୫ରୁ ନୀଳଗିରିରୁ ଗଡିବ ମେମୁ ଟ୍ରେନ

ନୀଳଗିରି,୨୬।୧୨: ନୂଆବର୍ଷରେ ଉପହାର ପାଇବେ ନୀଳଗିରିବାସୀ । ଆଗାମୀ ଜାନୁଆରୀ ମାସ ୫ ତାରିଖରେ ନୀଳଗିରରୁ ଗଡିବ ପାସେଞ୍ଜର ଟ୍ରେନ । ଜାନୁଆରୀ ୫ରୁ ନୀଳଗିରି ଗୋପୀନାଥପୁରରେ ଯାତ୍ରୀବାହୀ ଟ୍ରେନ ଗଡିବାକୁ ଯାଉଛି । ପ୍ରଥମେ ୩ଟି ମେମୁ ଟ୍ରେନ ଗଡ଼ିବା…

ପ୍ଲେଟ ଗୋଦାମରେ ଅଗ୍ନିକାଣ୍ଡ: ଆୟତ୍ତ ହେଉନି ନିଆଁ

ଛତ୍ରପୁର,୨୬।୧୨ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମରେ ମଧ୍ୟାହ୍ନରେ ଏକ ଖାଦ୍ୟ ପ୍ଲେଟ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ସୂଚନା ମୁତାବକ ଗ୍ରାମରେ ଥିବା ଉପେନ୍ଦ୍ର ପଣ୍ଡାଙ୍କ ପ୍ଲେଟ…

ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ପିଟିଲେ ପିଡବ୍ଲ୍ୟୁଡି ଏସ୍‌ଡିଓ

ବଲାଙ୍ଗୀର ,୨୬।୧୨(ସୁନୀଲ କୁମାର ମହାନ୍ତି): ନିମ୍ନମାନର କାମ ଅଭିଯୋଗ କରି ମାଡ଼ ଖାଇଲେ ସରପଞ୍ଚ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ହରିଶଙ୍କରରେ। ଫାଇଭ-ଟି ଅଧିନରେ ଚାଲିଥିବା ବିଭିନ୍ନ କାମର ତଦାରଖ କରିବାକୁ ପିଡବ୍ଲ୍ୟୁଡି ଏସ୍‌ଡିଓ ଶ୍ରୀଧର ଦାସ…

ଶାଶୁଙ୍କୁ ହତ୍ୟାକରି ଫେରାର ଥିଲେ ଜ୍ୱାଇଁ: ୨୮ ବର୍ଷ ପରେ ଧରିଲା ପୋଲିସ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ହତ୍ୟାକାରୀଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି ଚେନ୍ନାଇ ପୋଲିସ। ଅଭିଯୁକ୍ତ ଜଣକ ହରିହର ପାଟଯୋଶୀ(୫୦)। ବ୍ରହ୍ମପୁର ପୋଲିସ ସହାୟତାରେ ଚେନ୍ନାଇ ପୋଲିସ ଗୋଶାଣି ନୂଆଗାଁ ଅଞ୍ଚଳରୁ ୨୮ବର୍ଷ ପରେ ଫେରାର ଥିବା ଅଭିଯୁକ୍ତ ହରିହରଙ୍କୁ ଗିରଫ କରାଯାଇଥିବା…

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସେବାୟତ

ଭୁବନେଶ୍ୱର,୨୬।୧୨: ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ। ଏନେଇ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲୁ। ଆଗାମୀ ୧୭ ତାରିଖ ପରିକ୍ରମା…

ଫୁଟ୍‌ପାଥରେ ଗାଡ଼ି ରଖିଲେ ଗଣିବେ ଜରିମାନା

କେନ୍ଦୁଝର,୨୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ପୋଲିସ ପକ୍ଷରୁ ଗାଡ଼ି ଚାଳକଙ୍କୁ ସଚେତନ କରିବା ସହ ଏକ କଡ଼ା ଚେତାବନୀ ଦିଆଯାଇଛି। ରାସ୍ତା ଅବରୋଧ କରି ଗାଡ଼ି ରଖିଲେ ଚାଳକଙ୍କଠାରୁ ଜରିମାନା ଆଦାୟ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି। ଥାନା…

୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ନିମନ୍ତ୍ରଣପତ୍ର ବାଣ୍ଟିବାକୁ ବାହାରିଲା ଟିମ୍‌

ପୁରୀ, ୨୬୧୨: ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ରାଜ୍ୟ ଓ ରାଜ୍ୟ…

ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ

ରଣପୁର,୨୬ା୧୨(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବନବିଭାଗ ଅଧୀନରେ ଥିବା କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଗତ ୫ ଦିନ ହେବ ବୁଲୁଥିଲା। ଏ ନେଇ ସ୍ଥାନୀୟ ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ…

ନନ୍ଦନକାନନକୁ ଆସିଲା ୱାଲାବି, ଲିଭିଂଷ୍ଟୋନ ଟୁରାକୋ

ବାରଙ୍ଗ,୨୬।୧୨(ଲିଙ୍ଗରାଜ ରାଉତ)- ନନ୍ଦନକାନନ ଆସନ୍ତା ୨୯ରେ ୬୪ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି। ନନ୍ଦନକାନନ ସବୁବର୍ଷ ପର୍ଯ୍ୟଟକଙ୍କୁ ନୂଆବର୍ଷର ଭେଟି ଦେଉଥିବାବେଳେ ଚଳିତବର୍ଷ ପ୍ରତିଷ୍ଠା ଦିବସରେ ପର୍ଯ୍ୟଟକଙ୍କୁ ନୂଆ ପ୍ରଜାତିର (କଙ୍ଗାରୁ ଜାତୀୟ)ୱାଲାବି ଭେଟି ଦେବାକୁ ଯାଉଛି। ଶୁକ୍ରବାର ରାତିରେ ହଳେ…

ଇନ୍ଦ୍ରଦ୍ୟୁମ୍ନ ପୋଖରୀରେ ସୁଡ଼ଙ୍ଗ ଠାବ ଚର୍ଚ୍ଚା

ପୁରୀ,୨୬ା୧୨(ଅଜିତ୍‌ ମହାନ୍ତି):ଇନ୍ଦ୍ରଦ୍ୟୁମ୍ନ ପୋଖରୀ ପରିସରରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ତେବେ ସୁଡ଼ଙ୍ଗର ପ୍ରବେଶ ପଥ ବେଶୀ ବଡ଼ ନ ଥିବାବେଳେ ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି। କିଛିମାସ ହେବ ଏହି ପୋଖରୀର ଉନ୍ନତୀକରଣ ପାଇଁ ପାଣି ଶୁଖାଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?