ଧିମେଇଛି ସାଇବର ମିତ୍ର ଯୋଜନା
କଟକ,୨୮ା୧୨ (କାର୍ତ୍ତିକ ସାହୁ)ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସାଇବର ଅପରାଧିମାନେ ନାନା କାଇଦାରେ ଲୋକଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ଠକି ନେବାରେ ସକ୍ଷମ ହେଇଛନ୍ତି। ସ୍ବଳ୍ପ ପରିମାଣର ଠକେଇକୁ ପଚାରୁଛି କିଏ। ତେବେ ସାଇବର ଠକେଇ ନିୟନ୍ତ୍ରଣ…
ଚାଷୀଙ୍କୁ ୧୧ ହଜାର ବିଦ୍ୟୁତ୍ ବିଲ୍
ସମ୍ବଲପୁର,୨୮ା୧୨ (ଭବାନୀ ଶଙ୍କର ଭୋଇ): ଯୁଯୁମୁରା ବ୍ଲକର କବରାପାଲିଠାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାର ଦୁଇବର୍ଷ ପରେ ବି ଚାଷୀଙ୍କ କ୍ଷେତକୁ ପାଣି ମୁନ୍ଦାଏ ପହଞ୍ଚିପାରି ନାହିଁ। ହେଲେ ଦୁଇବର୍ଷରେ ୧୧ ହଜାର ଟଙ୍କାର ବିଜୁଳି ବିଲ ଚାଷୀଙ୍କ ଦ୍ୱାରା…
ଭଙ୍ଗାଘରେ ଦିବ୍ୟାଙ୍ଗ ପୁଅ ସହ ବିତୁଛି ଦିନ, ପକ୍କାଘର ଅପେକ୍ଷାରେ ବୃଦ୍ଧ ଦମ୍ପତି
ତେନ୍ତୁଳିଖୁଣ୍ଟି, ୨୮।୧୨(ଚିଦାନନ୍ଦ ସାହୁ): ଭଙ୍ଗା ଘରେ ଦିବ୍ୟାଙ୍ଗ ପୁଅକୁ ନେଇ ରହୁଛନ୍ତି ବୃଦ୍ଧ ଦମ୍ପତି। ପର ଘରେ କାମ କଲେ କଷ୍ଟମଷ୍ଟେ ଘର ଚଳୁଛି। ଭଙ୍ଗା ଘର ସଜାଡିବାକୁ ସମ୍ବଳ ନାହିଁ। ବାରମ୍ବାର ନୂଆ ଘର ପାଇଁ ଦାବି କରିଲେ ମଧ୍ୟ…
ପରିଚୟ ହଜାଇଛି ବୃନ୍ଦାବନ ପ୍ୟାଲେସ
ପାରଳାଖେମୁଣ୍ଡି, ୨୮ା୧୨ (ଗିରିଧାରୀ ପରିଛା)ଗଜପତି ଜିଲାରେ ରାଜବଂଶର କୀର୍ତ୍ତି ବହନ କରୁଥିବା ବୃନ୍ଦାବନ ପ୍ୟାଲେସ ବା ବସନ୍ତ ନିବାସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ରହିଛି ମହାରାଜା ଗୌରଚନ୍ଦ୍ର ଗଜପତି ଓ ତାଙ୍କ ପୁତ୍ର କୃଷ୍ଣଚନ୍ଦ୍ର ଗଜପତିଙ୍କ…
କପାମଣ୍ଡିରେ ଅବ୍ୟବସ୍ଥା: ୨୧ ଦିନରେ ୪ଚାଷୀଙ୍କଠୁ କିଣାଯାଇଛି କପା
ରାୟଗଡ଼ା,୨୮।୧୨(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାରେ ଚାଷୀଙ୍କ ଦ୍ୱାରା ଉତ୍ପାଦିତ କପାର ରାଜ୍ୟ ତଥା ବାହାରେ ଅନେକ ଚାହିଦା ରହିଛି l ଜିଲାରେ ଉତ୍ପାଦିତ କପାର ଅଭାବୀ ବିକ୍ରି ରୋକିବା ଏବଂ ଚାଷୀ ଯେପରି ଦଲାଲଙ୍କ ଶିକାର ନ ହେବେ ସେଥିପାଇଁ ସରକାର ନିୟନ୍ତ୍ରିତ…
ଆଜି ଭାଜପାର ୬ ଘଣ୍ଟିଆ ରାୟଗଡ଼ା ବନ୍ଦ ଡାକରା
ରାୟଗଡ଼ା,୨୮।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚନ୍ଦ୍ରପୁରରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିବା ଯୁବତୀଙ୍କ ମୃତଦେହ ଘଟଣାକୁ ନେଇ ପୋଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଭାଜପା ଜିଲା ମହିଳା ମୋର୍ଚ୍ଚା । ଏ ନେଇ ଏକ ଖବରଦାତା ସମ୍ମିଳନୀରେ…
ଟ୍ୟୁଶନ ମାଷ୍ଟରଙ୍କୁ ୨୦ବର୍ଷ ଜେଲ
ଯାଜପୁର ଟାଉନ,୨୮ା୧୨(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି) :ନାବାଳିକା ଛାତ୍ରୀଙ୍କୁ ଟ୍ୟୁଶନ୍ ମାଷ୍ଟର ବଳାତ୍କାର କରିବା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି ଅତିରିକ୍ତ ଜିଲା ଦୌରା ଓ ପୋକ୍ସୋ କୋର୍ଟର…
ପର୍ଯ୍ୟଟନ ମାନଚିତ୍ରକୁ ବିଗାଡୁଛି ସେମିଳିଗୁଡାର ଟ୍ରାଫିକ ସମସ୍ୟା, ନିଦାବିଷ୍ଣୁ ସାଜିଛି ପ୍ରଶାସନ
ସୁନାବେଡା/ସେମିଳିଗୁଡା, ୨୮ା୧୨ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ): ସେମିଳିଗୁଡାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିଗିଡିବାରେ ଲାଗିଛି । ଏଥିପ୍ରତି ଜିଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଦୃଷ୍ଟି ଦେଉନି। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ…
ସର୍ବେଶ୍ୱରଙ୍କୁ ୨୨୮ କୋଟିର ଝଟକା
ଯାଜପୁର,୨୮ା୧୨(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ୍ ମାମଲାର କ୍ଷତିପୂରଣ ବାବଦକୁ ୨୨୮ କୋଟି ୨୫ ଲକ୍ଷ ୬୧ ହଜାର ୭୮ ଟଙ୍କା ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ…
୭ ବର୍ଷ ପରେ ଆମେରିକା ଦମ୍ପତିଙ୍କ ସହ ଆସିଲା କାବ୍ୟା
ଦଶମନ୍ତପୁର, ୨୮ା୧୨( ଅରବିନ୍ଦ ନାୟକ): ଜଣେ ପରତ୍ୟକ୍ତା ଝିଅ ଦୁନିଆକୁ ଦେଖିବା ପୂର୍ବରୁ ଜନ୍ମ ଦେଇଥିବା ଅବିବାହିତ ମା ଲୋକ ଲଜ୍ୟା ନିମନ୍ତେ ତାଙ୍କୁ ପରିତ୍ୟାଗ କରିବ ଓ ସେ ଭାଗ୍ୟ ବଳରେ ଆମେରିକାର “ଚି଼କାଗୋ” ସହରରେ ଯାଇ ରହିବା ଭଳି…
ଅସ୍ତିତ୍ୱ ହରାଉଛି ପୁରାଣ ପ୍ରସିଦ୍ଧ ଗୋବରୀ ନଦୀ
କେନ୍ଦ୍ରାପଡ଼ା, ୨୮ା୧୨ (ଜଗନ୍ନାଥ ଧଳ)ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଏହାର ଜଳ ମଧ୍ୟ ଜହର ପାଲଟିଛି। ନଦୀମାର୍ଗ ଏବେ ଜବରଦଖଲକୁ ଚାଲି ଯାଉଥିବାରୁ କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ…
ନିର୍ବାଚନମଣ୍ଡଳୀ ବିଲୋପ ପରେ ପଟ୍ଟାମୁଣ୍ଡାଇ ଅବହେଳିତ
ପଟ୍ଟାମୁଣ୍ଡାଇ,୨୮ା୧୨(କଳ୍ପତରୁ ନାୟକ)ସ୍ବାଧୀନ ଭାରତରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ସ୍ବତନ୍ତ୍ର ପରିଚିତି ଲାଭ କରିଥିଲା। ୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ପରେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ନିର୍ବାଚନଆସନର ବିଲୋପ ଘଟି ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଂଚାୟତ, ପୌରାଂଚଳ ଏବଂ…

