ବାପ, ପୁଅଙ୍କୁ ଏସିଡ୍ ମାଡ଼
ଫୁଲବାଣୀ,୨୮ା୧୨(ରାକେଶ କୁମାର ରାଉତ): ଫୁଲବାଣୀ ସହରରେ ବାପ, ପୁଅଙ୍କୁ ଏସଡ୍ ମାଡ଼ ହୋଇଛି। ବାପ, ପୁଅ ଗୁରୁତର ଥିବାବେଳେ ଜଣେ ସାଙ୍ଗ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ଆକ୍ରମଣକାରୀଙ୍କୁ ଧରି ନିସ୍ତୁକ ମାଡ଼…
ନୃସିଂହନାଥଙ୍କୁ ନିମନ୍ତ୍ରଣ କଲେ ସେବାୟତ
ପଦ୍ମପୁର,୨୮।୧୨(ପ୍ରଦୀପ୍ତ ଦାଶ): ପୁରୀ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ ଉତ୍ସବ ଆସନ୍ତା ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ପୁରୀରୁ ବଡ଼ଠାକୁରଙ୍କ ସେବାୟତମାନେ ଆସି ପ୍ରଭୁ ନୃସିଂହନାଥଙ୍କୁ ନିମନ୍ତ୍ରଣ କରିଛନ୍ତି। ନୂଆପଡ଼ାରୁ ନୃସିଂହନାଥଙ୍କ ମନ୍ଦିର ଅଭିମୁଖେ ଆସିଥିବା ସେବାୟତ…
ଗୋମାଂସ ସନ୍ଦେହରେ ଅଟକାଯାଇଥିଲା ଟ୍ରକ୍: ଯାହା ମିଳିଲା…
ଧର୍ମଶାଳା,୨୮ା୧୨(ବଟକୃଷ୍ଣ ପରିଡ଼ା): ଗୋମାଂସ ବୋଝେଇ ହୋଇଯାଉଥିବା ସନ୍ଦେହ କରି ଏକ ଟ୍ରକ୍କୁ ଅଟକାଇବା ପରେ ଏଥିରୁ ମାଛ ଖାଦ୍ୟ ଓ ମଲା ଟସର ପୋକ ମିଳିଛି। ଏହି ଘଟଣା ଏଠାରେ ଆଲୋଚ୍ୟର ବିଷୟ ହୋଇଛି। ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ୧୬…
କାରାଗାର ୪ ମହଲା କୋଠାରୁ ଖସି ପଡ଼ିଲେ ଶ୍ରମିକ
କୋରାପୁଟ,୨୮।୧୨(ଅମିତାଭ ବେହେରା ): କୋରାପୁଟ ମଣ୍ଡଳ କାରାଗାର ନିର୍ମାଣଧୀନ ଏକ ୪ ମହଲା କୋଠାରୁ ଖସି ପଡି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ରମିକ ଜଣକ ହେଲେ ଆର୍ ପ୍ରଧାନ। ମିଳିଥିବା ସୂଚନା ଅନୁଯାୟୀ,…
ବ୍ୟବସାୟୀଙ୍କ ଘରେ ଜିଏସ୍ଟି ଟିମ୍
ମୋରଡ଼ା,୨୮।୧୨(ସ୍ମାରକ ମାଜୀ): ଟିକସ୍ ଫାଙ୍କିବା ଅଭିଯୋଗରେ ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଜିଏସ୍ଟି ଏନ୍ଫୋର୍ସମେଣ୍ଟର ଟିମ୍ ଚଢ଼ାଉ କରିଛି l ସୂଚନା ଅନୁଯାୟୀ, ଜିଏସ୍ଟି ବିଭାଗ ଡେପୁଟି କମିଶନର କୁଳମଣି ମଲ୍ଲିକ ଏବଂ ସହକାରୀ କମିଶନର ହରିଶ୍ଚନ୍ଦ୍ର…
ଟ୍ରକ୍କୁ ଧକ୍କା ଦେଲା ପିକ୍ନିକ୍ ବସ୍: ୨୦ ଆହତ, ୨ ଗୁରୁତର
ଘସିପୁରା,୨୮।୧୨(ନିରଞ୍ଜନ ସାହୁ): ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ ଭାଲୁକୁମା ଛକଠାରେ ଟ୍ରକ୍କୁ ପଛପଟୁ ଏକ ପିକନିକ୍ ବସ୍ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ଗୁରୁବାର…
ପାତାଳି ନଦୀରେ ଡଙ୍ଗା ବୁଡ଼ି ୨ ନାବାଳିକାଙ୍କ ସମେତ ୫ ନିଖୋଜ
କୋରାପୁଟ,୨୮।୧୨(ଅମିତାଭ ବେହେରା): କୋରାପୁଟ ଜିଲା ପାତାଳି ନଦୀରେ ଗୁରୁବାର ଅଘଟଣ ଘଟିଛି। ଏକ ଡଙ୍ଗା ବୁଡ଼ି ୫ଜଣ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନ୍ସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ବୋଲି ଜଣାପଡିଛି।…
ଜଙ୍ଗଲରୁ ମିଳିଲା ବିପୁଳ ବିସ୍ଫୋରକ ସାମଗ୍ରୀ: ଲୁଚାଇ ରଖିଥିଲେ ମାଓବାଦୀ
କୋରାପୁଟ,୨୮।୧୨(ଅମିତାଭ ବେହେରା): କୋରାପୁଟ ଜିଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମାଛକୁଣ୍ଡ ଥାନା ଅଧୀନ ଗୁମୁଡାପୁଟ ଜଙ୍ଗଳରେ କୋମ୍ବିଂ ଅପରେଶନ ବେଳେ ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଛି। ଜବତ ସାମାଗ୍ରୀ ମଧ୍ୟରେ ୧୫ ବନ୍ଧୁକ,…
ପୋଲିସକୁ ଦୁର୍ବ୍ୟବହାର କରି ୨ ଗିରଫ
କୋରାପୁଟ,୨୮ା୧୨(ଅମିତାଭ ବେହେରା): ପୋଲିସକୁ ଦୁର୍ବ୍ୟବହାର ସହ କାମରେ ବାଧା ଦେବା ଅଭିଯୋଗରେ ଦୁଇଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି କୋରାପୁଟ ଜିଲାର ଲକ୍ଷ୍ମୀପୁର ପୋଲିସ। ଏପରି ଘଟଣା ସ୍ଥାନୀୟ ବ୍ଲକ ଚମ୍ପି ଗ୍ରାମଠାରେ ଦେଖିବାକୁ ମିଳିଛି। ସେମାନେ ହେଲେ ବନମାଳୀ ସାହୁ…
ତେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ଖୋର୍ଦ୍ଧା,୨୮ା୧୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳରେ ଥିବା ଏକ ତେଲ ଫ୍ୟାକ୍ଟ୍ରିରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ୟୁନିଭର୍ସାଲ ଇନ୍ଫ୍ରା ଆଣ୍ଡ୍ ଏଗ୍ରି ଅଏଲ ପ୍ରାଇଭେଟ୍ ଲିମିଟେଡ୍ ନାମକ ଅଏଲ ଫ୍ୟାକ୍ଟ୍ରିର ଗୋଦାମ ଘରେ ନିଆଁ…
ଟ୍ରକ୍ରେ ପିଟିହେଲା ପିକ୍ନିକ୍ ବସ୍, ୭ ଗୁରୁତର
ବଲାଙ୍ଗୀର,୨୮ା୧୨:ବଲାଙ୍ଗୀର-ସୋନପୁର ରାସ୍ତାର ଖମ୍ବଶିରିପାଲି ଛକରେ ଗୁରୁବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍ ପଛରେ ପିକ୍ନିକ୍ ବସ୍ଟି ପିଟି ହେବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନାଯୋଗ୍ୟ, ସୋନପୁର ସହରର ଏକ…
ପିକ୍ନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ: ୧୦ ଛାତ୍ର ଆହତ
କେନ୍ଦୁଝର,୨୮ା୧୨: କଲେଜ ଛାତ୍ରଙ୍କୁ ନେଇ ପିକ୍ନିକ୍ ସାରି ଫେରୁଥିବା ବେଳେ ଏକ ବସ୍ ଗୁରୁବାର ଭୋର୍ରୁ କେନ୍ଦୁଝର ଜିଲା ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥର ଧକୋଠା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୧୦ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ,…

