ଆମ ଜିଲା ଖବର

ସୁନ୍ଦରଗଡ଼ ଜିଲାରେ ଏମ୍‌‌ସିଏଲ୍‌‌ ସହଯୋଗରେ ପ୍ରତିଷ୍ଠା ହେବ ୧୬ ଶହ ମେଗାୱାଟ୍‌‌ ତାପଜ ବିଦ୍ୟୁତ୍‌‌ କେନ୍ଦ୍ର

ସୁନ୍ଦରଗଡ଼,୧୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌‌ କମିଟି ବୈଠକରେ ଇକ୍ୟୁଟି ନିବେଶ ଜରିଆରେ ଦୁଇଟି ତାପଜ ବିଦ୍ୟୁତ୍‌‌ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମଧ୍ୟପ୍ରଦେଶର ଅମରକଣ୍ଟକ ଏବଂ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ…

ମହାନଦୀରେ ପ୍ରେମୀ ଯୁଗଳଙ୍କ ହାଇ ଡ୍ରାମା: ନଦୀଗର୍ଭରୁ ଉଦ୍ଧାର କଲା ପୋଲିସ

ସୋନପୁର,୧୮।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ମହାନଦୀ ସେତୁ ନିକଟସ୍ଥ ଟାଓ୍ବାର ଘାଟ ନିକଟରେ ଗୁରୁବାର ରାତିରେ ଏକ ହାଇ ଡ୍ରାମା ଦେଖିବାକୁ ମିଳିଛି। ମହାନଦୀ ବାଲିପଠାରେ ଦୁଇ ଦିନ ଧରି ଲୁଚି ରହିଥିବା ପ୍ରେମୀ ଯୁଗଳଙ୍କୁ ସୋନପୁର ଟାଉନ ପୋଲିସ ଓ…

ଗାଡ଼ି ଧକ୍କାରେ ଚାଲିଗଲା କଲେଜ ଛାତ୍ରଙ୍କ ଜୀବନ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

କଟକ,୧୮ା୧(କାର୍ତ୍ତିକ ସାହୁ): ଏକ ଗାଡ଼ି ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଚାଉଳିଆଗଞ୍ଜ ତଳସାହିର ନୃସିଂହ ଚରଣ ସାହୁଙ୍କ ବଡ଼ ପୁଅ ସତ୍ୟପ୍ରସାଦ ସାହୁ(୧୮)। ଚାଉଳିଆଗଞ୍ଜ ଥାନା ଅଧୀନ ତାଳଦଣ୍ଡା କେନାଲ ରାସ୍ତାରେ ଗୁରୁବାର ଏହି…

ଧାନ କଟ୍‌ନୀକୁ ବିରୋଧ: ପାକ୍ସରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗୁଡ୍‌ଭେଲା,୧୮ା୧(ମନୋଜ କୁମାର ଜୈନ): ବଲାଙ୍ଗୀର ଜିଲା ଗୁଡ୍‌ଭେଲା ବ୍ଲକ ଅଧୀନ ନୂଆପଡ଼ା ପାକ୍ସରେ ଗୁରୁବାର ଅଭାବନୀୟ ଘଟଣା ଘଟିଛି। ବିନା କଟ୍‌ନୀରେ ଧାନ ଉଠି ପାରିବନି ଜାଣିବା ପରେ ନୂଆପଡ଼ା ଗ୍ରାମର ଅଶୋକ ମେହେର(୩୫) ବିଷ ପିଇବାକୁ ଉଦ୍ୟମ କରିଥିଲେ। ସେଠାରେ…

ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ: ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

କଟକ,୧୮ା୧ (କାର୍ତ୍ତିକ ସାହୁ) ଜଣେ ୬ ବର୍ଷ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ନିର୍ଯାତନା ମାମଲାର ବିଚାର କରି କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଗୁରୁବାର ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ତଣ୍ଡିତ କରିଛନ୍ତି। ଅଭିଯୁକ୍ତ…

ଏପ୍ରିଲ ୩୦ ସୁଦ୍ଧା ସରିବ ନାଟମଣ୍ଡପ ମରାମତି

କଟକ,୧୮ା୧(କାର୍ତ୍ତିକ ସାହୁ): ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ୨୦୨୪ ଏପ୍ରିଲ ୩୦ ତାରିଖ ମଧ୍ୟରେ ଶେଷ ହେବ ବୋଲି ଆମିକସ୍‌ କ୍ୟୁରି ହାଇକୋର୍ଟରେ ଗୁରୁବାର ରିପୋର୍ଟ ଦାଖଲ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନିଯୁକ୍ତ ଆମିକସ୍‌ କ୍ୟୁରି ନାଟମଣ୍ଡପ ମରାମତି…

ଗୁରୁତର ଉଦ୍ଧାର କିନ୍ନରଙ୍କ ଚାଲିଗଲା ଜୀବନ, ହତ୍ୟା ଅଭିଯୋଗ ଆଣିଲେ ସାଥୀ

ବଡବିଲ,୧୮।୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅଧୀନ ଡର୍ବି ଛକରୁ ଗତ ସୋମବାର ସନ୍ଧ୍ୟାରେ ବଡବିଲ ଷ୍ଟେଶନ ରୋଡ ଅଞ୍ଚଳରେ ରହୁଥିବା କିନ୍ନର ସିନୁ ନାଏକ(୩୫)ଙ୍କୁ ମୁମୂର୍ଷୁ ଅବସ୍ଥାରେ ବଲାଣୀ ପୋଲିସ ଉଦ୍ଧାର କରିଥିଲା। ବୁଧବାର କେନ୍ଦୁଝର ଜିଲା ମୁଖ୍ୟ…

ଥାନାଧିକାରୀଙ୍କ ଦୁର୍ବ୍ୟବହାର: ଏସ୍‌ପିଙ୍କୁ ଭେଟିଲେ କାର୍ଯ୍ୟରତ ଖବରଦାତା

ଭଦ୍ରକ,୧୮।୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ଥାନା ଅଧିକାରୀ କାର୍ଯ୍ୟରତ ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଗୁରୁବାର ଭଦ୍ରକ ଏସ୍‌ପିଙ୍କୁ ଭେଟିଛନ୍ତି ଖବରଦାତା। ସୂଚନାମୁତାବକ, ବନ୍ତ ବ୍ଲକର ଖବରଦାତା ହରି ନାରାୟଣ ମହାନ୍ତି ଓ ରବୀନ୍ଦ୍ର ନାଥ ଓଝା ଗତ…

ବିଭିନ୍ନ ସ୍ଥାନରେ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ଘଟଣା: ୮ ଜଣଙ୍କୁ ଗିରଫ କଲା ପୋଲିସ

ବାଲେଶ୍ୱର,୧୮ା୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ରେମୁଣା ଥାନା ଅନ୍ତର୍ଗତ ଦୁର୍ଗାଦେବୀ ଅଞ୍ଚଳରେ ଥିବା ବ୍ୟାଙ୍କର ଏଟିଏମ୍‌ ଭାଙ୍ଗି ଲୁଟ୍‌ କରିବା ଅଭିଯୋଗରେ ବାଲେଶ୍ୱର ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସଞ୍ଜୟ କୁମାର ଜେନା, କାଳିନ୍ଦୀ ବୈଇଠା,…

୪ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ବରଗଡ଼,୧୮ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ମେଲଛାମୁଣ୍ଡା ଥାନା ବିର୍ଜାମ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୪ ଶ୍ରମିକଙ୍କ ଉପରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ନଳକୂପ ଖୋଳିବା ପାଇଁ…

ଡାହାଣୀ ସନ୍ଦେହରେ ଭାଉଜଙ୍କୁ ହାଣି ହତ୍ୟା କଲେ ଦିଅର

ବାରିପଦା,୧୮ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଲହଣ୍ଡାକଚା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଡାହାଣୀ ସନ୍ଦେହରେ ମହିଳାଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରାଯାଇଥିବା ନେଇ ମୃତକାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଜଣକ…

ଟଙ୍କା ନ ମିଳିବାରୁ ବିଦ୍ୟାଳୟରେ ତାଲା ପକାଇଲେ ଠିକାଦାର

ଚାନ୍ଦବାଲି,୧୮ା୧(ଅଶୋକ କୁମାର ପଣ୍ଡା): ଉଚ୍ଚ ବିଦ୍ୟାଳୟର ପରୀକ୍ଷା ଥିବାବେଳେ ସ୍କୁଲରେ ତାଲା ପକାଇଛନ୍ତି ଠିକାଦାର। ୫-ଟି ସ୍କୁଲରେ କାମ କରିଥିବା ଠିକାଦାର ଟଙ୍କା ପାଇ ନ ଥିବାରୁ ସେ ସ୍କୁଲରେ ତାଲା ପକାଇଥିବା କହିଛନ୍ତି ଶିକ୍ଷକ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?