ଆମ ଜିଲା ଖବର

୨ କଣ୍ଟେନର ସହ ପ୍ରାୟ ୭୯ରୁ ଅଧିକ ଗୋରୁ ଜବତ, ଖସିଗଲେ ମାଫିଆ

ଖୋର୍ଦ୍ଧା,୨୦।୧: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳ ଗୋମାଫିଆଙ୍କ ଭୂସ୍ବର୍ଗ ପାଲଟିଛି। ଗୋଚାଲାଣ ବଢିବାରେ ଲାଗିଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ରାଜ୍ୟ ବାହାରକୁ ଚାଲଣ ହେବା ପାଇଁ ଜାମୁସାହିରେ ଗୋରୁ ବୋଝେଇ ହେଉଥିବା ନେଇ ପୋଲିସକୁ…

ବୈରୀ-ଚଣ୍ଡିଖୋଲ ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ନିମ୍ନମାନର

ଚଣ୍ଡିଖୋଲ,୨୦ା୧(ପ୍ରଦୀପ୍ତ କୁମାର ପୃଷ୍ଟି): କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନ ବଡ଼ଚଣା ଉପଖଣ୍ଡର ବୈରୀଠାରୁ ଚଣ୍ଡିଖୋଲ ଖୋସାଲିପୁର ହାଇଲେଭଲ କେନାଲ ବନ୍ଧ ରାସ୍ତା ଅଛି। ଏହାର ୬ କି.ମି. ୪୦୦ମିଟର କାମ ଆରମ୍ଭ ହୋଇଛି। ଏଥିପାଇଁ ବିଭାଗ ପକ୍ଷରୁ ୮…

ନିଷ୍କାସନ ପଥ ନାହିଁ, ରାସ୍ତାରେ ଡ୍ରେନ୍‌ପାଣି

ଖଣ୍ଡପଡ଼ା,୨୦ା୧(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ ଅଧୀନ କଣ୍ଟିଲୋ ପଞ୍ଚାୟତ କୃଷ୍ଣେଶ୍ୱରପାଟଣା ତଥା ୮ନଂ. ଓ ୧୧ ନଂ. ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ନର୍ଦ୍ଦମା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।…

ଆଜି ପବିତ୍ର ଶାମ୍ବ ଦଶମୀ: ଚନ୍ଦ୍ରଭାଗାରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୦।୧: ଆଜି ପବିତ୍ର ଶାମ୍ବ ଦଶମୀ। ଏହି ପବିତ୍ର ଦିନରେ କୋଣାର୍କରେ ସୂର୍ଯ୍ୟଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ରଥ ସ୍ଥାନୀୟ ଅନନ୍ତ ଅବଧୂତ ମଠରୁ ବାହାରି ଚନ୍ଦ୍ରଭଗା ପର୍ଯ୍ୟନ୍ତ ରଥ ଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏପରିକି ୫…

ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ଜଳେଶ୍ୱର,୨୦।୧(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ଶନିବାର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୪୮ ମସିହାରେ ଜୟନାରାୟଣ…

କଟକ-ଚାନ୍ଦବାଲି ରାସ୍ତା ପାର୍ଶ୍ୱରେ ନାହିଁ ଗୋଟିଏ ବି ଗଛ

କେନ୍ଦ୍ରାପଡ଼ା, ୨୦ା୧ (ଜଗନ୍ନାଥ ଧଳ): କଟକ-ଚାନ୍ଦବାଲି ରାସ୍ତା ପ୍ରଶସ୍ତୀକରଣ ପାଇଁ ୧୭ବର୍ଷ ତଳେ ଗଛ କଟାଯାଇଥିଲା। ଏବେ ସୁଦ୍ଧା ନୂଆ ରାସ୍ତାରେ ଗଛଟିଏ ନାହିଁ। ଏ ନେଇ ପୂର୍ବରୁ ଅନଶନ ଓ ଗଣଧାରଣା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ…

ମାମୁଘରେ ଭାଣିଜୀଙ୍କ ହତ୍ୟା ଉପରୁ ପରଦା ହଟାଇଲା ପୋଲିସ

ଭୁବନ,୨୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା କୁନିନ୍ଦା ଗ୍ରାମର ମାମୁ ସୁଦାମ ବାରିକଙ୍କ ଘରେ ରହୁଥିବା କଲେଜ ଛାତ୍ରୀ ଭାଣିଜୀ ପଦ୍ମିନୀ ନାୟକଙ୍କ ହତ୍ୟା ଘଟଣା ଉପରୁ ପରଦା ହଟାଇଛି ପୋଳିସ। ଫେସ୍‌ବୁକ୍‌ ସମ୍ପର୍କରୁ ପ୍ରେମିକ ସାଜିଥିବା ମୁଆ…

ପରଲୋକରେ ପ୍ରାକ୍ତନ ଏମ୍‌ପି ଅନାଦି ଚରଣ ସାହୁ

କଟକ,୨୦ା୧ (କାର୍ତ୍ତିକ ସାହୁ): ଅବସରପ୍ରାପ୍ତ ପୋଲିସ ଅଧିକାରୀ ତଥା ପ୍ରାକ୍ତନ ଏମ୍‌ପି ଅନାଦି ଚରଣ ସାହୁଙ୍କର ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ…

ବୃଦ୍ଧାଙ୍କ ଜୀବନ ରକ୍ଷାକଲେ ଫଟୋ ଖବରଦାତା

ଅନୁଗୋଳ,୨୦।୧(ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା କୁମଣ୍ଡ ଚଣ୍ଡିବଜାର ରେଳ ଧାରଣାରେ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ବୃଦ୍ଧାଙ୍କ ଜୀବନ ରକ୍ଷା କରିଛନ୍ତି‘ଧରିତ୍ରୀ’ର ଅନୁଗୋଳ ଫଟୋ ଖବରଦାତା ଜ୍ୟୋତିରଞ୍ଜନ ସାହୁ (ବୁବୁ)। କୌଶଳକ୍ରମେ ସେ ଟ୍ରେନ୍‌କୁ ରୋକିବା ସହ…

ଏମ୍‌କେସିଜିରେ ନାହିଁ ବର୍ନ କେୟାର ୟୁନିଟ୍‌

ବ୍ରହ୍ମପୁର,୨୦ା୧(ନରସିଂହ ସାହୁ): ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲରେ ଦୀର୍ଘବର୍ଷର ଦାବି ବର୍ନ କେୟାର ୟୁନିଟ ଖୋଲାଯାଉ ନ ଥିବା ପ୍ରତିବାଦରେ ଭାଜପା ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି)ଙ୍କ ବ୍ରହ୍ମପୁର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ଗୁରୁବାର ଟେଲିଫୋନ…

୨୨ରେ ଜଳିବ ବିଶାଳ ଦୀପ

ବାସୁଦେବପୁର,୨୦।୧(ନାରାୟଣ ପ୍ରସାଦ ବାରିକ୍‌): ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଭଦ୍ରକ ଜିଲା ବାସୁଦେବପୁରରେ ଏକ ବିଶାଳ ଦୀପ ଜଳିବ। ଶ୍ରୀରାମ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଏକ ବିଶାଳ ଦୀପ ଜାଳିବା ପାଇଁ ପ୍ରସ୍ତୁତି ଚାଲିଛି।…

ପୋଲିସ କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ବାରିପଦା,୨୦ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ପୋଲିସର କାର୍ଯ୍ୟକଳାପକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ଥାନା ଅଞ୍ଚଳରୁ ଚଢ଼ାଉ କରି ଅନ୍ୟ ଥାନା ଅଞ୍ଚଳରେ ଦର୍ଶାଇବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?