ଆମ ଜିଲା ଖବର

ସାମାନ୍ୟ ବର୍ଷାରେ ବିଦ୍ୟୁତ କାଟ୍‌: ବଢୁଛି ଅସନ୍ତୋଷ

ଦାରିଙ୍ଗବାଡି,୧୪।୫(ଅରୁଣ ସାହୁ): ହିତାଧିକାରୀଙ୍କୁ ନିୟମିତ ବିଦ୍ୟୁତ ଯୋଗାଇଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶକ୍ରମେ କାଳବୈଶାଖୀ ପୂର୍ବରୁ ବାରମ୍ବାର ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲେ ସୁଦ୍ଧା ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ କାଟ କରାଯାଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବିଭାଗ ଖର୍ଚ୍ଚ…

ମନରେଗାରେ ଅନିୟମିତତା ଜାରି:ମେଶିନ କରୁଛି କାମ, ଏନଏମଏମଏସ୍‌ରେ ଅପଲୋଡ ହେଉଛି ଜାଲ ଫଟୋ

ଦେବଗଡ, ୧୪/୫(ଶଶାଙ୍କ ଶେଖର ଝାଙ୍କର):ଗତ କିଛିମାସ ହେଲା ମନରେଗା ଯୋଜନାର ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ତିଲେଇବଣି ବ୍ଲକ ଅନ୍ତର୍ଗତ ତାଳକୁଣ୍ଡି ଗ୍ରାମପଞ୍ଚାୟତ ଚର୍ଚ୍ଚାରେ ରହିଆସିଛି । ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି…

ପାରାଦୀପରେ ହଇଚଇ: ତୈଳବାହୀ ଜାହାଜରେ ୨୧ ପାକିସ୍ତାନୀ ନାବିକ

ପାରାଦୀପ, ୧୪।୫(ଶରତ ରାଉତ):ପାରାଦୀପ ବନ୍ଦର ଏସ୍‌ପିଏମ୍‌ (ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ) ବର୍ଥରେ ବୁଧବାର ତୈଳବାହୀ ଜାହାଜ ଏକତଟି ସିରେନ-୨ ଲାଗିବ। ଉକ୍ତ ଜାହାଜରେ ୨୫ ନାବିକଙ୍କ ମଧ୍ୟରୁ ୨୧ଜଣ ପାକିସ୍ତାନୀ ଥିବା ମଙ୍ଗଳବାର ଜଣାପଡ଼ିଛି। ଏ ନେଇ ଇମିଗ୍ରେଶନ ବିଭାଗ…

ଆମ୍ବ ଗୋଟାଇବାକୁ ଯାଇଥିଲେ, ମାରିଲା ଘଡ଼ଘଡ଼ି: ଚାଲିଗଲା ନାବାଳିକାଙ୍କ ଜୀବନ

ଥୁଆମୂଳ ରାମପୁର,୧୪।୫(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପୋଡାପଦର ପଞ୍ଚାୟତର ତଳଟେମରା ଗାଁର ମାଦାନ ମାଝୀଙ୍କ ନାବାଳିକା ଝିଅ ସବିତା (୯) ବଜ୍ରପାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଡାପଦର ଗ୍ରାମପଞ୍ଚାୟତର ଯୁବ ସମାଜସେବୀ…

କାଳବୈଶାଖୀ ପ୍ରଭାବ: ଘର ଉପରେ ପଡ଼ିଲା ଖଜୁରି ଗଛ, ବର୍ତ୍ତିଲେ ବୃଦ୍ଧ

ଥୁଆମୂଳ ରାମପୁର,୧୪ା୫ (ଦୁର୍ଗା କୀର୍ତ୍ତି)- କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବାଗଡିଆଣି ଗ୍ରାମର ଜଣଙ୍କ ଘର ଉପରେ ଏକ ଖଜୁରୀଗଛ ଭାଙ୍ଗିପଡିଥିଲା। ସୌଭାଗ୍ୟବଶତଃ ଘର ଭିତରେ ଥିବା ବୃଦ୍ଧ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ ସୋମବାର…

ବନଜାତ ଦ୍ରବ୍ୟର ବିକ୍ରି ପାଇଁ ବ୍ୟବସ୍ଥା ନାହିଁ: ବେପାରୀ ନିର୍ଦ୍ଧାରଣ କରୁଛନ୍ତି ମୂଲ୍ୟ

ପଦ୍ମପୁର,୧୪ା୫(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଏକ ଅବହେଳିତ ଆଦିବାସୀ ଅଞ୍ଚଳ। କୃଷି ପାଇଁ ସ୍ଥାୟୀ ଜଳସେଚନ କିମ୍ବା କୌଣସି କଳକାରଖାନା ନ ଥିବା ବେଳେ ଏହି ଅଞ୍ଚଳର ଲୋକେ ଖଟିଖିଆ ଓ ଶ୍ରମିକ। କୃଷି ଓ ଜଙ୍ଗଲଜାତ ସାମଗ୍ରୀ ଏମାନଙ୍କ…

ଆଜିଠୁ ଧାନକିଣା, ଚାଷୀଙ୍କୁ ଟୋକନ୍‌ ଅଡୁଆ

ବରଗଡ଼,୧୪।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ବୁଧବାରରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଧାନ ସଂଗ୍ରହ ପାଇଁ ଏଥର ଜିଲାର ବରଗଡ଼, ଅତାବିରା ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନରେ ୧୮୮ ମଣ୍ଡି ଖୋଲିବ। ମଣ୍ଡି ଗୁଡ଼ିକ ସପ୍ତାହକ ୬ଦିନ ଖୋଲା…

ଅଡ଼ବା ପୋଲିସକୁ ବଡ଼ ସଫଳତା, ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୨ ମାଫିଆଙ୍କୁ ବାନ୍ଧିଲା…

ମୋହନା,୧୩।୫( ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଯୋଡ଼ାଆମ୍ବ ଗାଁ ନିକଟରୁ ଏକ ୧୦ ଚକିଆ ଟ୍ରକ ଯୋଗେ ପଞ୍ଜାବକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏନେଇ ଅଡବା ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା…

ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ: କେରଳରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୧୩।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ ମୃତ୍ୟୁ ଘଟୁଛି l ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା ଅନକାପାଲିଠାରେ ଦୁଇ ମାସ ତଳେ…

CBSE Result: ଯୁକ୍ତ ୨ରେ କଳାହାଣ୍ଡି ଜିଲା ଟପ୍ପର ହେଲେ ତେଜସ୍ବିନୀ ସୁନା

ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ): ସିବିଏସଇ ଯୁକ୍ତ ୨ ପରୀକ୍ଷାରେ କଳାହାଣ୍ଡି ଜିଲା ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ଛାତ୍ରୀ ତେଜସ୍ବିନୀ ସୁନା ସର୍ବମୋଟ ୪୮୫ (୯୭%)ମାର୍କ ରଖି କଳାହାଣ୍ଡି ଜିଲା ଟପ୍ପର ହୋଇଛନ୍ତି। ତାଙ୍କ ବାପା ସହଦେବ ସୁନା ବୁଢୀଖମନ ପ୍ରାଥମିକ…

CBSE Result: କ୍ରିଷ୍ଣା ବିକାଶ ଗ୍ରୁପ୍‌ ଛାତ୍ରଛାତ୍ରୀଙ୍କ ସଫଳତା, ଖୁସିରେ ସେଲଫି ନେଲେ ଚେୟାରମ୍ୟାନ୍‌

ବରଗଡ଼,୧୩।(ପ୍ରେମାନନ୍ଦ ଖମାରୀ)- ଚଳିତ ବର୍ଷ ବିକାଶ ଆବାସିକ ବିଦ୍ୟାଳୟ ବରଗଡ଼ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୧୩ ଜଣ- ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୨୬ ଜଣ ଛାତ୍ରୀଛାତ୍ର ୯୫% ଏବଂ ଦଶମରେ ୧୦୧ଜଣ, ଦ୍ୱାଦଶରେ ୮୪ ଜଣ ଛାତ୍ରୀଛାତ୍ର…

CBSE Result: ଦଶମରେ କୋରାପୁଟ ଜିଲା ଟପ୍ପର ହେଲେ ପ୍ରତୀକ ସାହୁ

କୋରାପୁଟ,୧୩।୫(ଅମିତାଭ ବେହେରା): ମଙ୍ଗଳବାର ଘୋଷିତ ସିବିଏସ୍‌ଇ ୧୦ମ ପରୀକ୍ଷାରେ କୋରାପୁଟ ଜିଲା ଟପ୍ପର ହୋଇଛନ୍ତି ପ୍ରତୀକ ସାହୁ। ସେ ହେଲେ ପିତା ହେଉଛନ୍ତି ସଚ୍ଚିଦାନନ୍ଦ ସାହୁ ଓ ମାତା -ରଞ୍ଜିତା ସାହୁ ଜେଜେବାପା -ବାବାଜୀଚରଣ ସାହୁ (ପୂର୍ବତନ କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ)ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?