ଆମ ଜିଲା ଖବର

ଶ୍ରମିକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଆନ୍ଦୋଳନ ପାଇଁ ଆହ୍ବାନ

ଦିଗପହଣ୍ଡି,୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ପକ୍ଷରୁ ମିଳିତ ଭାବେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବଜାର ଗାନ୍ଧୀଛକଠାରେ ଆୟୋଜିତ ସଭାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସିର ଗଞ୍ଜାମ ଜିଲା ସମ୍ପାଦକ…

ବିଫଳ ପ୍ରେମିକଙ୍କ ବର୍ବର କାଣ୍ଡ: ଘରେ କେହି ନ ଥିବାବେଳେ ନାବାଳିକାଙ୍କୁ ନିର୍ମମ ଭାବେ କଲେ ହତ୍ୟା

ଗୋପାଳପୁର,୧ା୫(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ କିଛିଦିନ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ନାବାଳିକା ବଳାତ୍କାର,ଚୋରି, ଡକାୟତି ରାହାଜାନି ଓ ଜୁଆଆଡ୍ଡା ବୃଦ୍ଧି ହେବା ସହ ଅଶାନ୍ତ ହୋଇପଡ଼ିଛି ଗୋପାଳପୁର। ସାଧାରଣ ଲୋକ ସୁରକ୍ଷିତ…

ଏସ୍‌ଏସ୍‌ଡି ବିଦ୍ୟାଳୟ ଶ୍ରେଣୀଗୃହରୁ ୨୦ ଫୁଟ ଲମ୍ବ ବିରାଟକାୟ ଅହିରାଜ ଉଦ୍ଧାର

ଗଜପତି,୩୦।୪ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ବୁଧବାର ସାରେ ପ୍ରାୟ ୨୦ ଫୁଟ ଲମ୍ବର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି l ଗଞ୍ଜାମ ଜିଲା ଚିକିଟିର ସ୍ନେକ ହେଲ୍ପଲାଇନର…

ବିଦ୍ୟୁତ୍‌ ମିଟର ନାମରେ ବେଆଇନ ଟଙ୍କା ଆଦାୟ ଅଭିଯୋଗ

ଲାଠୋର,୧ା୫(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ସଦର ଗ୍ରାମର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଘରେ ବିଦ୍ୟୁତ୍‌ ମିଟର ଲଗାଇବା ନାମରେ ବେଆଇନ ଭାବେ ହଜାର ହଜାର ଟଙ୍କା ଆଦାୟ କରିଥିବା ନେଇ ଗୁରୁବାର ସ୍ଥାନୀୟ ଡାଇଜ ଯୁବ ଅନୁଷ୍ଠାନ…

ଭଦ୍ରକରେ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ

ଭଦ୍ରକ, ୧।୫(ସନାତନ ରାଉତ)- ଭଦ୍ରକ ଟାଉନ ହଲରେ ଗୁରୁବାର ପୂର୍ବାହ୍ନ ୯ ଟାରେ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି l ଡିଜିଟାଲ ଯୁଗରେ ମେଶିନ ଦ୍ୱାରା ସବୁ କାମ କରାଯାଉଥିଲେ ମଧ୍ୟ ମେସିନ ଚଳାଇବା ପାଇଁ ମାନବ ସମ୍ବଳର…

ସୁରଟରେ ଉତ୍କଳ ବ୍ରାହ୍ମଣ ପରିବାର ପକ୍ଷରୁ ପର୍ଶୁରାମ ଜୟନ୍ତୀ

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ)-ସୁରଟ ଉତ୍କଳ ବ୍ରାହ୍ମଣ ପରିବାର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଙ୍ଗଳବାର ପର୍ଶୁରାମ ଜୟନ୍ତୀ ପାଳିତ ହୋଇଯାଇଛି। ସଭାପତି ଭାବଗ୍ରାହୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଗତ ତିନି ବର୍ଷ ଧରି ଏହି ଉତ୍ସବ ପାଳିତ ହେଉଛି। ମଙ୍ଗଳବାର ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି…

ନିଃଶୁଳ୍କ ପରୀକ୍ଷାଗାରରେ ହେଉନାହିଁ ଶିକଲ୍‌ ସେଲ୍‌ର ପରୀକ୍ଷା; ଅସୁବିଧା ଭୋଗୁଛନ୍ତି ଛାତ୍ରୀଛାତ୍ର-ରୋଗୀ

ଦାରିଙ୍ଗବାଡି, ୧।୫ (ଅରୁଣ ସାହୁ )-ଏବେ ବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କ ଛାତ୍ରବାସରେ ରହଣି ପାଇଁ ଶିକଲ୍‌ସେଲ୍‌ର ପରୀକ୍ଷା ରିପୋର୍ଟ ଆବଶ୍ୟକ ପଡୁଛି। କିନ୍ତୁ ଗତ ଏକ ମାସ ହେଲା ଏହି ରୋଗର ନିଦାନ ହେଉ…

ଅଖି ମୁଠି ଅନୁକୂଳ, କୃଷକଙ୍କ ବିକାଶକୁ ଗୁରୁତ୍ୱ

ବରଗଡ଼/ଅତାବିରା,୧।୫(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳିଫାର୍ମ ପରିସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ବୁଧବାର ପୂର୍ବାହ୍ନରେ ଜିଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ତଥା ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ବ…

ଆନ୍ତର୍ଜାତିକ ଜିଲାସ୍ତରୀୟ ସମବାୟ ବର୍ଷ ପାଳନ, ସମ୍ବର୍ଦ୍ଧିତ ହେଲା ଟେମ୍‌ରା ସମବାୟ ସମିତି

କୋକସରା,୩୦।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ବୁଧବାର କଳାହାଣ୍ଡିରେ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଟାଉନହଲ ଭବାନୀପାଟଣାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ସମ୍ମାନିତ…

ଅସଲି ବୋତଲରେ ବିକୁଥିଲେ ନକଲି ମଦ, ୨ ଜଣଙ୍କୁ ବାନ୍ଧିଲା ଖୋର୍ଦ୍ଧା ଅବକାରୀ ଟିମ୍‌

ଖୋର୍ଦ୍ଧା,୩୦।୪(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରରେ ପାନ ଦୋକାନରେ ଚାଲିଥିଲା ନକଲି ବିଦେଶୀ ମଦ ପ୍ରସ୍ତୁତି ଏବଂ ବିକ୍ରୟ। ଏ ନେଇ ଖବର ପାଇ ଜିଲା ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ସହରରେ ଥିବା ପେଟ୍ରୋଲ ପମ୍ପ ଛକରେ ୨ଟି ପାନ…

ଅର୍କିଟ ଫୁଲ ଚାଷ ବୁଲି ଦେଖିଲେ ରାଜ୍ୟପାଳ

ଗଞ୍ଜାମ,୩୦।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍‌ପତି ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ପାଳୁରୁ ସ୍ଥିତ ଅର୍କିଟ ଫୁଲ ଚାଷ ବୁଲି ଦେଖିଥିଲେ l ଆର୍କିଟ ଫୁଲ ଦେଖି ରାଜ୍ୟପାଳ ବହୁତ ଖୁସିବ୍ୟକ୍ତ…

ବୀମାଭୁକ୍ତ ହେଲା ବୈଶାଖ ମେଳା; କାହାର ବି ମୃତ୍ୟୁ ହେଲେ ମିଳିବ ସାଢ଼େ ୭ ଲକ୍ଷ ଟଙ୍କା ବୀମା ସହାୟତା

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ନୃସିଂହନାଥ ମନ୍ଦିରରେ ଆସନ୍ତା ୭ ତାରିଖରୁ ବୈଶାଖ ମେଳା ଆରମ୍ଭ ହେବ। ଦୀର୍ଘ ୬ଦିନ ଧରି ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଅବସରରେ ଚଳିତମାସ ୧୨ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ଅନ୍ୟବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?