ନୟାଗଡ଼

ଗାଁ ଲୋକେ ଜଗୁଛନ୍ତି ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଚୋରଙ୍କ କବଳରୁ ଗ୍ରାମବାସୀ ଜବତ କରିଥିବା ଶାଗୁଆନ କାଠ ବନବିଭାଗ ନେଇ ଯିବା ପରେ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଗୁଣ୍ଡୁରାବାରୀ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ ଏହାର ପ୍ରତିବାଦ କରି ଶନିବାର ନୂଆବର୍ଷରେ ସୁନାଖଳା-ଦର୍ପନାରାୟଣପୁର…

ଦବିଲା ପୋଲ

ନୟାଗଡ଼ ଅଫିସ,୨୮।୧୨: ନୟାଗଡ଼ ଜିଲା ଶରଣକୁଳରୁ ପୁରୀକୁ ପଡିଥିବା ନୂଆ ଜଗନ୍ନାଥ ସଡକର ଡିମିସର ଦୁଆଣ୍ଟ ପୋଲ ବୁଧବାର ଦବି ଯାଇଛି। ୪୦ ବର୍ଷର ଏହି ପୋଲ ଧୀରେ ଧୀରେ ଏହା ଭୁଶୁଡିବା ଆରମ୍ଭ ହୋଇ ୟୁ ଆକାର ଧାରଣ କରିଛି।…

ସରକାରୀ ବସ୍‌ ଚଳାଇଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ନୟାଗଡ଼ ଅଫିସ,୨୩।୧୨: ନୟାଗଡ଼ ଜିଲା ସଦର ମହକୁମାର ନୂଆ ବସ୍‌ଷ୍ଟାଣ୍ଡର ନବୀକରଣ ଓ ମାର୍କେଟ କମ୍ପ୍ଲେକ୍ସର ଉଦ୍‌ଘାଟନୀ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ନୂଆ ବସ୍‌ଷ୍ଟାଣ୍ଡକୁ ଉଦ୍‌ଘାଟନ କରିବା…

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ

ନୟାଗଡ଼ ଅଫିସ,୪ା୧୨: ନୟାଗଡ଼ ଜିଲା ସହକାରୀ ଯୋଗାଣ ଅଧିକାରୀ ଜୟନ୍ତ ଦାସଙ୍କ ଘରେ ଶନିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୟନ୍ତଙ୍କ ନୟାଗଡ ବ୍ଲକର ବିରୁଡା, ନୟାଗଡ଼, ଓଡ଼ଗାଁ ସମେତ ଏକକାଳୀନ ୬ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। ଆୟ…

ଛାତ୍ରୀଙ୍କୁ ଅପହରଣ

ଗଣିଆ,୧।୧୨(ଡି.ଏନ୍‌.ଏ.): କଲେଜ ଗେଟ୍‌ର ଅନତି ଦୂରରେ ଘଟିଛି ଅପହରଣ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏମିତି ଘଟଣା ଘଟିଛି ନୟାଗଡ଼ ଜିଲା ଗଣିଆ କଲେଜ ଗେଟଠାରୁ ଅନତି ଦୂରରେ। ଦୁଇ ଜଣ ଛାତ୍ରୀ ଅପହରଣ ହୋଇଥିବା ନେଇ ପ୍ରଚାରିତ ହେବା…

ଜାଗା ମିଶନରୁ ବଢୁଛି ଜବରଦଖଲ

ନୟାଗଡ଼ ଅଫିସ,୨୮।୧୧: ଜବରଦଖଲକୁ ଜାଗା ମିଶନ ଯୋଜନା ପ୍ରୋତ୍ସାହିତ କରିଛି। ଏହି ଯୋଜନାରେ ୫ ଥର ପଟ୍ଟା ମିଳିବା ପରେ ନୟାଗଡ଼ ସଦର ମହକୁମାରେ ଜବରଦଖଲ ବଢ଼ି ଚାଲିଛି। ମ୍ୟୁନିସିପାଲିଟି ପକ୍ଷରୁ ଯଦିଓ ଉଚ୍ଛେଦ କରାଯାଉଛି ତେବେ ଜବରଦଖଲକୁ ରୋକା ଯାଇ…

ସ୍ମାର୍ଟ ବିଦ୍ୟାଳୟରେ ବି ଅବ୍ୟବସ୍ଥା

ନୂଆଗାଁ,୨୮।୧୧(ଡି.ଏନ୍‌.ଏ.): ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସହିତ ସ୍କୁଲ ଢାଞ୍ଚାର ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଥିବା ପୁରାତନ ସ୍କୁଲକୁ ନୂଆ ରୂପ ଦିଆଯାଇ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରାଯାଉଛି। ସେହି ସ୍କୁଲକୁ ରୂପାନ୍ତରଣ ସ୍କୁଲ…

ମହିଳା ଗ୍ରୁପଠାରୁ ଠକିନେଲେ ୮ ଲକ୍ଷ

ନୂଆଗାଁ,୨୫।୧୧(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପୋଲିସ ଠକେଇ ଅଭିଯୋଗରେ ଶୁକ୍ରବାର ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ଯଶୋବନ୍ତୀ ବାରିକ (୪୮)। ସୂଚନା ଅନୁଯାୟୀ, ବରଗଡ଼ ଜିଲାର ଯଶୋବନ୍ତୀ ଦୀର୍ଘ ଦିନ ହେଲା ନୂଆଗାଁ…

ଉଦୟପୁରରେ କଙ୍ଗାରୁ କୋର୍ଟ

ନୟାଗଡ଼ ଅଫିସ,୨୧ା୧୧: ନୟାଗଡ଼ ସଦର ଥାନା ଅଧୀନ ଦୁର୍ଦ୍ଦୁରା ପଞ୍ଚାୟତର ଉଦୟପୁର ଗାଁରେ କଙ୍ଗାରୁ କୋର୍ଟର ଜୁଲମ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଛି। ଗାଁରେ ଖଟ ବୁଲାଇ ଜଣେ ବ୍ୟକ୍ତିଙ୍କୁ ଚୋର କହି କଙ୍ଗାରୁ କୋର୍ଟରେ ୫ ଲକ୍ଷ ଟଙ୍କା ଜରିମାନା…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରଣପୁର,୧୮ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସହକାରୀ ଯନ୍ତ୍ରୀ ଜଣକ ହେଉଛନ୍ତି, ଋଷିନାଥ ବରାଳ। ଭିଜିଲାନ୍ସ ଟିମ୍‌୍‌ର ୪ଟି ଦଳ ଖୋର୍ଦ୍ଧା, ନୟାଗଡ଼, ରଣପୁର ଓ ଢେଙ୍କାନାଳରେ ରେଡ୍‌ ଜାରି…

ବେଆଇନ ପାହାଡ଼ ବ୍ଲାଷ୍ଟିଂକୁ ଲଗାମ ନାହିଁ

ନୟାଗଡ଼ ଅଫିସ,୧୭।୧୧: ନୟାଗଡ଼ ଜିଲାରେ ୧୫ଟି କଳାମୁଗୁନି ପଥର ଖଣି ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଖଣିରେ ବେଆଇନ ଖନନ ଓ ବିସ୍ଫୋରଣରେ ଲଗାମ ନ ଥିବାରୁ ସରକାର କ୍ଷତି ସହୁଛନ୍ତି। ୩ ମାସରେ ଥରେ ମାପଚୁପ କରି ଅପଡେଟ୍‌ କରାଯିବାକୁ…

ଖଣିରେ ଅଘଟଣ: ପଥର ତଳେ ଜେସିବି ଡ୍ରାଇଭର

ନୟାଗଡ଼ ଅଫିସ,୧୫।୧୧: ନୟାଗଡ଼ ଜିଲା ଶରଣକୁଳ ଥାନା ପୁଆଣିଆ ପଥରଖଣିରେ ଚାପି ହୋଇ ଜଣେ ଜେସିବି ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲା ନରସିଂହପୁର ଓଡସିଙ୍ଗା ଗାଁର ସୁଶାନ୍ତ ଦାସ । ପୁଆଣିଆ ଠାରେ ଥିବା ଏକ କ୍ରସର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?