ବିଶୋଧନ ହେଲା ଖଣ୍ଡପଡ଼ା ସହର
ଖଣ୍ଡପଡା,୧୦ା୪(ସ୍ବ.ପ୍ର.): ଖଣ୍ଡପଡା ଅଗ୍ନିଶମ ବିଭାଗ ପକ୍ଷରୁ ସହରର ମୁଖ୍ୟ ରାସ୍ତା, ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନ ପରିସରକୁ ବିଶୋଧନ କରାଯାଇଛି। ଅଗ୍ନିଶମ କର୍ମଚାରୀମାନେ ଗୁରୁବାର ସକାଳେ ବିଶୋଧନ କରିଥିବାବେଳେ ଖଣ୍ଡପଡା ଏନ୍ଏସି ଅଧିକାରୀମାନେ ବିଭିନ୍ନ ସାହିବସ୍ତିରେ ବ୍ଲିଚିଂ ପାଉଡର ପକାଇବା…
କାଳିଜାଇ ଜଙ୍ଗଲରେ ହାତୀର ମୃତଦେହ ଠାବ, ତରବରିଆ ଭାବେ ବନବିଭାଗ ବ୍ୟବଚ୍ଛେଦ କରୁଥିବା ଅଭିଯୋଗ
ନୟାଗଡ ଅଫିସ/ରଣପୁର, ୮।୪(ସ୍ବ.ପ୍ର): ଖୋର୍ଦ୍ଧା ବନଖଣ୍ଡ ତଥା ନୟାଗଡ ଜିଲା ରଣପୁର ରେଞ୍ଜ ଭେଟବର ନିକଟସ୍ଥ କାଳିଜାଇ ଜଙ୍ଗଲରେ ବୁଧବାର ଏକ ହାତୀର ମୃତଦେହ ଠାବ କରାଯାଇଛି। ଦୁଇଦିନ ଧରି ଜଙ୍ଗଲରେ ମୃତଦେହ ପଡ଼ି ରହିଥିବା ବେଳେ ତାହା ମାଇ ହାତୀ…
ଟଙ୍କା ଓ ଚାଉଳ ନେବାକୁ ହଇରାଣ
ରଣପୁର,୬ା୪(ସ୍ବ.ପ୍ର.): କରୋନା ପାଇଁ ସହାୟତା ଅର୍ଥ ପାଇବା ଲାଗି ରାଶନ କାର୍ଡଧାରୀଙ୍କୁ ଡିଲରଙ୍କ ପାଖକୁ ଦୁଇଥର ଦୌଡିବାକୁ ପଡୁଛି। ଥରେ ଟଙ୍କା ପାଇଁ ଓ ପୁଣି ଥରେ ଚାଉଳ ଲାଗି ଯିବାକୁ ପଡୁଛି। ଏଥିପାଇଁ ହିତାଧିକାରୀଙ୍କୁ ଲାଇନ୍ରେ ଘଣ୍ଟା ଘଣ୍ଟା ଧରି…
ଭୁବନେଶ୍ୱରରୁ ଲୋକେ ଗାଁ ମୁହାଁ
ନୟାଗଡ଼ ଅଫିସ,୬ା୪: ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୩୯ରେ ପହଞ୍ଚିଛି । ଏହା ମଧ୍ୟରେ କେବଳ ଭୁବନେଶ୍ୱରର ୩୨ଜଣ ଅଛନ୍ତି। ଏହା ଜାଣିବା ପରେ ଭୁବନେଶ୍ୱରରେ ରହୁଥିବା ନୟାଗଡ ଜିଲାର ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଏଣୁ ଅଧିକାଂଶ ଲୋକ ଗାଁ ମୁହାଁ…
ସାମାଜିକ ଦୂରତ୍ୱ ନ ରଖିଲେ କାର୍ଯ୍ୟାନୁଷ୍ଠାନ: ସିଲ୍ ହେବ ବ୍ୟବସାୟ ପ୍ରତିଷ୍ଠାନ
ନୟାଗଡ଼ ଅଫିସ,୬ା୪: ମହାମାରୀ କରୋନା ଭାଇରସ୍ ସଂକ୍ରମଣ ଉପରେ ଲଗାମ ଦେବା ଉଦ୍ଦେଶ୍ୟରେ ସରକାର ସାମାଜିକ ଦୂରତା ରକ୍ଷା କରିବାକୁ ନିବେଦନ କରିଛନ୍ତି। ଦୋକାନ ଆଗରେ ଗ୍ରାହକମାନେ ଅନୂ୍ୟନ ୧ମିଟର ଦୂରତା ବଜାୟ ନ ରଖିଲେ କାର୍ଯ୍ୟାନୁଷ୍ଠାନ ହେବ। ଏପରି କି…
ଲକ୍ଡାଉନ୍ ନିୟମ ଉଲ୍ଲଘଂନ, ୧୦ ଅଟକ
ନୟାଗଡ ଅଫିସ୍/ଓଡ଼ଗାଁ, ୬।୪- ଲକ୍ଡାଉନ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ସରଣକୁଳ ଥାନା ପୋଲିସ ନରେନ୍ଦ୍ରପୁର ଗ୍ରାମର ୧୦ ଜଣଙ୍କୁ ଅଟକ ରଖିଛି। ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ…
ମହିଳାଙ୍କ ଫଟୋ ଭାଇରଲକରି ବ୍ଲାକ୍ମେଲ୍: ଯୁବକ ଗିରଫ
ଓଡ଼ଗାଁ, ୫।୪(ସ୍ବ.ପ୍ର.): ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରଲକରି ବ୍ଲାକ୍ମେଲ କରିବା ଅଭିଯୋଗରେ ନୟାଗଡ଼ା ଜିଲା ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କୁ ରବିବାର ଗିରଫକରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସୋମବାର ତାଙ୍କୁ ଜେଲକୁ ପଠାଯାଇଛି। ଅଭିଯୁକ୍ତ ହେଲେ…
ଦିଲ୍ଲୀର ୧୦ ସଂଖ୍ୟାଲଘୁଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଗଲା
ସୋନପୁର,୪।୪(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ବୀରମହରାଜପୁର ସହର ଉପକଣ୍ଠରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ଘରେ ୧୦ଜଣ ଅପରିଚିତ ଲୋକ ଗତ କିଛିଦିନ ହେଲା ରହି ଆସୁଥିଲେ । ଦିଲ୍ଲୀ ନିଜାମୁଦ୍ଦିନ ଘଟଣା ପରେ ସ୍ଥାନୀୟ ଲୋକେ ସନ୍ଦେହ କରି ଏ ସମ୍ପର୍କରେ…
ବଡ ବୋଦସା ଗ୍ରାମରେ ଗୋଷ୍ଠୀ ସଂଘର୍ଷ: ୧୧ଜଣଙ୍କ ନାମରେ ମାମଲା ରୁଜୁ
ନୟାଗଡ ଅଫିସ/ଖଣ୍ଡପଡା,୪ା୪(ସ୍ୱ.ପ୍ର):ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୟାଗଡ ଜିଲା ଖଣ୍ଡପଡା ଥାନାର ବଡବୋଦସା ଗ୍ରାମରେ ଗୁରୁବାର ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଉଭୟ ପକ୍ଷର ୫ଜଣ ସାମାନ୍ୟ ଆହତ ହୋଇଛନ୍ତି । ଉଭୟଙ୍କ ପକ୍ଷରୁ ଶୁକ୍ରବାର ଖଣ୍ଡପଡା ଥାନାରେ…
ଲକ୍ଡାଉନ ନିୟମ ଉଲ୍ଲଂଘନ, ୫ ଜଣଙ୍କ ନାମରେ ମାମଲା
ନୟାଗଡ ଅଫିସ/ଖଣ୍ଡପଡା,୪ା୪(ସ୍ୱ.ପ୍ର):କରୋନା ପାଇଁ ଲକ୍ଡାଉନ ନିୟମକୁ ଉଲଂ୍ଲଘନ କରିବା ଅଭିଯୋଗରେ ଖଣ୍ଡପଡା ଥାନା ଖଳିସାହି ବଜାରର ୫ ଜଣ ଚା ଓ ଜଳଖିଆ ବ୍ୟବସାୟୀ ନାମରେ ମାମଲା ରୁଜୁ ହୋଇଛି । ପୋଲିସ ଖଳିସାହି ଗ୍ରାମ ରାଜୁଆ ସାହିର ଶରତଚନ୍ଦ୍ର ପଗଡ(୫୨),…
ନୟାଗଡ଼ ସହରରେ ବିଶୋଧନ
ନୟାଗଡ ଅଫିସ,୪|୪:କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ନୟାଗଡ ସହରରେ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାର ବିଶୋଧନ କରାଯାଇଛି। ସହରର ଟ୍ରାଫିକ ଛକଠାରୁ ଜିଲା ମୁଖ୍ୟ ପୋଷ୍ଟ ଅଫିସ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ, ଖଣ୍ଡପଡା ରୋଡରେ ଏଲଆଇସି ଅଫିସ ସମ୍ମୁଖ ଏବଂ…
ଲକଡାଉନ୍ ଥାଇ ଗହଳି ବଢ଼ୁଛି
ନୟାଗଡ ଅଫିସ,୪ା୪: ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସରକାର ଭୁବନେଶ୍ୱର, କଟକ, ଭଦ୍ରକ ସହର ସମେତ ଯାଜପୁର ଜିଲାର କେତେକ ଅଞ୍ଚଳକୁ ଶଟଡାଉନ୍ କରିଛନ୍ତି। ତେବେ ଏହାର ପ୍ରଭାବ ନୟାଗଡ ଜିଲାରେ ପଡୁନି। ନୟାଗଡ ଜିଲା ଲକଡାଉନ୍ ଥିଲେ…

