ନୟାଗଡ଼

ପଦା ହେଲାଣି ମୟୂରଝାଲିଆ କାଜୁ ଜଙ୍ଗଲ

ନୟାଗଡ଼ ଅଫିସ/ରଣପୁର,୨୫।୨(ସ୍ବ.ପ୍ର.): କାଜୁ ନିଗମ ଅଧୀନରେ ଥିବା ନୟାଗଡ଼ ଜିଲା ରଣପୁର ତହସିଲ ମୟୁରଝାଲିଆ ଗାଁରେ ଗୋଚର ଓ କାଜୁ ଜଙ୍ଗଲରୁ ବେଆଇନ ଭାବେ ମାଙ୍କଡା ପଥର ଓ ମୋରମ ଖନନ ଚାଲିଛି । ପ୍ରାୟ ଦେଢ଼ ବର୍ଷ ଭିତରେ କାଜୁ…

ସହର ତାଲିକାରେ ଗାଁ ଭୋଟରଙ୍କ ନାମ

ନୟାଗଡ଼ ଅଫିସ,୨୫।୨: ନୟାଗଡ଼ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଭୋଟର ତାଲିକାରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ୨ହଜାର ଭୋଟରଙ୍କ ନାମ ଗାଁ ଓ ସହରରେ ରହିବା, ପୁଣି ଚଞ୍ଚକତା କରାଯାଇ ନୂଆ ୮୬୮ ଭୋଟରଙ୍କ ନାମ ନୟାଗଡ଼ ପୌରାଞ୍ଚଳ ତାଲିକାରେ…

ବିନା ମେଶିନରେ ଧାନର ମାନ ପରୀକ୍ଷା

ନୟାଗଡ଼ ଅଫିସ,୨୪ା୨: ଧାନକିଣାରେ ମିଲରଙ୍କ କଟ୍‌ନୀଛଟ୍‌ନୀକୁ ରୋକିବାରେ ପ୍ରଶାସନ ବ୍ୟର୍ଥ ହୋଇଛି। କୁଇଣ୍ଟାଲ ପିଛା ୧୦ରୁ୧୫ କେଜି ଧାନ କାଟି ମିଲରଙ୍କୁ ଚାଷୀ ବିକ୍ରି କରିବାକୁ ବାଧ୍ୟ ହେଉଛି। ଧାନ ମଣ୍ଡିରେ ଧାନ ସଫେଇ ମେଶିନ୍‌ ଓ ମଶ୍ଚର ଡିଟେକଶନ ମେଶିନ୍‌…

ବୁଥ୍‌ ଜବରଦଖଲ ଅଭିଯୋଗ

ନୟାଗଡ଼ ଅଫିସ,୨୦ା୨: ନୟାଗଡ଼ ବ୍ଲକର ୪ ଜିଲା ପରିଷଦ ଜୋନର ୨୯ ପଞ୍ଚାୟତରେ ଭୋଟଗ୍ରହଣ ଚାଲିଛି। ଏହାର ହରିପୁରର ୧୨ ନଂ ବୁଥ୍‌ରେ ଜବରଦଖଲ କରାଯାଇ ମତଦାନ ଚାଲିଥିବା ଅଭିଯୋଗ ହୋଇଛି। ବିରୋଧୀ ଦଳର ଏଜେଣ୍ଟ ବୁଥରୁ କାଢ଼ିଦେବା ସହ ଗଣମାଧ୍ୟମର…

ଭୋଟରେ ପରୀ ହତ୍ୟା,ଚିନିକଳ ତାତି

ନୟାଗଡ଼ ଅଫିସ,୨୦।୨: ନୟାଗଡ଼ ନିର୍ବାଚନମଣ୍ଡଳୀ ଅଧୀନ ନୟାଗଡ଼ ବ୍ଲକର ୧୨,୧୩,୧୪ ଓ ୧୫ ନଂ.ଜୋନ୍‌ ଏବଂ ଓଡ଼ଗାଁ ବ୍ଲକର ୧ ଓ ୨ ନଂ. ଆଦି ୬ ଜୋନ୍‌ ରହିଛି । ସେଥିମଧ୍ୟରୁ ଓଡ଼ଗାଁ ବ୍ଲକର ୧ ଓ ୨ ନଂ.ଜୋନ୍‌ରେ…

ନେତା ବଦଳୁଛନ୍ତି, ବଦଳୁ ନାହିଁ ଗାଁର ଚିତ୍ର

ନୟାଗଡ଼ ଅଫିସ,୨୦।୨: ଆଦିବାସୀ ଓ ଦଳିତ ବହୁଳ ଦଶପଲ୍ଲା ବ୍ଲକରେ ନେତା ବଦଳି ଚାଲିଥିଲେ ମଧ୍ୟ ଗାଁର ରୂପରେଖ ବଦଳି ପାରୁନି । ଏଣୁ ନେତା ,ପ୍ରଶାସନ ଓ ସରକାରଙ୍କ ଉପରେ ବିଭିନ୍ନ ସମୟରେ ସ୍ଥାନୀୟ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ…

ବୁଥ୍‌ ଜବରଦଖଲକୁ ନେଇ ଉତ୍ତେଜନା

ନୟାଗଡ଼ ଅଫିସ,୧୬।୨: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ସକାଳୁ ଆରମ୍ଭ ହୋଇଛି। ବ୍ଲକ ର ୧,୨,୩ ଓ ୪ ଜୋନ୍‌ର ୩୬ ପଞ୍ଚାୟତରେ ନିର୍ବାଚନ ଚାଲିଛି। ଶରଣକୁଳ ଜୋନ୍‌ର…

ବିଧାୟକଙ୍କ ପ୍ରଚାରକୁ ବିରୋଧ: ମହିପୁର ପଞ୍ଚାୟତରେ ନିର୍ବାଚନୀ ହିଂସା, ୫ ଆହତ

ନୂଆଗାଁ,୧୪।୨(ଡି.ଏନ.ଏ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ପଞ୍ଚାୟତରେ ରବିବାର ଅପରାହ୍ନରେ ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ପ୍ରଚାରକୁ କର୍ମୀମାନେ ବିରୋଧ କରିଛନ୍ତି। ବିରୋଧକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳରୁ ସଂଘର୍ଷର ସୂତ୍ରପାତ ଘଟି ୫ ଜଣ ଆହତ…

୧୨ ମାସ ହେଲା ବୃଦ୍ଧାଙ୍କୁ ମିଳୁନି ଭତ୍ତା, ରାଶନ ସାମଗ୍ରୀ

ନୂଆଗାଁ, ୧୨ା୨ (ଡି.ଏନ.ଏ.) : ଦାରିଦ୍ର୍ୟର ସୀମାରେଖା ତଳେ ରହୁଥିବା ଗରିବ ଲୋକଙ୍କୁ ଖାଦ୍ୟ ଦେବାକୁ ୫ କେଜି ରାଶନ ଯୋଗାଇ ଦେଉଛନ୍ତି। ସେହିପରି ବାର୍ଦ୍ଧକ୍ୟ ସମୟ ଅବା ବିଧବା ମହିଳାଙ୍କୁ ସହାୟ ପାଇଁ ସରକାର ଭତ୍ତା ଯୋଜନା କରିଛନ୍ତି। ମାତ୍ର…

ଫାଇଦା ଉଠାଇପାରୁନାହାନ୍ତି ଭାଜପା, କଂଗ୍ରେସ

ନୟାଗଡ଼ ଅଫିସ/ରଣପୁର,୧୨।୨(ସ୍ବ./ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ୨୪ନଂ. ଜୋନ୍‌ରେ ଶାସକ ଦଳରେ ଚାଲିଛି ବଳ କଷାକଷି। ଏହି ଜୋନ୍‌ରେ ବିଜେଡି ପ୍ରାର୍ଥୀ ପ୍ରଚାରରେ ଆଗୁଆ ଥିବାବେଳେ ଦଳୀୟ କନ୍ଦଳ ଚିନ୍ତା ବଢ଼ାଉଛି। ଏହି ଜୋନ୍‌ ଅଧୀନ ପଞ୍ଚାୟତଗୁଡ଼ିକରେ ବିଜେଡି ସମର୍ଥନରେ…

ମା’ବାପା କୋଳକୁ ଫେରିଲା ଶିଶୁପୁତ୍ର

ନୟାଗଡ଼ ଅଫିସ,୧୨ା୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବିକ୍ରି ହୋଇଥିବା ନବଜାତ ଶିଶୁପୁତ୍ର ଉଦ୍ଧାର ହେବାର ୧୪ ଦିନ ପରେ ମା’ବାପାଙ୍କ କୋଳକୁ ଶୁକ୍ରବାର ଫେରିଛି। ମା’ବାପାଙ୍କ ଆମତ୍ାହୁତି ଧମକ ‘ଧରିତ୍ରୀ’ ଶିରୋନାମାରେ ଶୁକ୍ରବାର ପ୍ରକାଶ ପାଇବା ପରେ ପ୍ରଶାସନ ବାଧ୍ୟହୋଇ…

ଭାଜପା ଗଡ଼କୁ ବିଜେଡିର ଦଖଲ ଉଦ୍ୟମ

ନୟାଗଡ଼ ଅଫିସ,୧୦।୨: ଗୋତିସାହି, ହରିହରପୁର, ମଗରବନ୍ଧ, ପଞ୍ଚରିଡ଼ାମାନପୁର, ଶରଣକୁଳ, ସୋଲପଟା, ଗୋଡ଼ିପଲ୍ଲୀ ପଞ୍ଚାୟତକୁ ନେଇ ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ୩ନଂ. ଜୋନ୍‌ ଗଠିତ । ଏଠାରେ ୪ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କୁମାରୀ ପାତ୍ର ଭାଜପାରୁ ପ୍ରାର୍ଥୀ ହୋଇଥିବାବେଳେ ସସ୍ମିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?