ନୟାଗଡ଼

ପାଣିରେ ଭାସୁଛି କଟାଧାନ

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଶୁକ୍ର ଓ ଶନିବାର ୨ଦିନ ହେଲା ଲାଗି ରହିଛି । ଏହାର ପ୍ରଭାବରେ କଟା ଯାଇଥିବା ଧାନ ଜମିରେ ଜମା ହୋଇଥିବା ବର୍ଷା ପାଣିରେ ଭାସୁଛି । ପୁଣି ଜମିରେ ଥିବା…

କଙ୍ଗାରୁ କୋର୍ଟ ନେଲା ଜୀବନ

ନୟାଗଡ଼ ଅଫିସ/ରଣପୁର,୯।୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗଁାରେ କଙ୍ଗାରୁ କୋର୍ଟ ନେଇଛି ଜଣେ ଯୁବକଙ୍କ ଜୀବନ। ମୃତ ଯୁବକ ହେଲେ ସୁନନ୍ଦ ବେହେରା(୩୫)। ଅନ୍ୟପକ୍ଷେ ଡାକ୍ତରଙ୍କ ଯୋଗୁ ଗଁାରେ କଙ୍ଗାରୁ କୋର୍ଟ ବସିଥିଲା। ସେହି କୋର୍ଟରେ ଦଣ୍ଡ ମିଳିବା…

ଏବେ ବି ଚୁଆପାଣି ଉପରେ ଭରସା

ନୂଆଗାଁ,୩।୧୧(ଡି.ଏନ.ଏ.):ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେଥିମଧ୍ୟରୁ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା। ସେଥିପାଇଁ ସରକାର ଅଧିକ ଗୁରୁତ୍ୱ ଦେବା ସହ ପ୍ରତିଗାଁକୁ କିଭଳି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପାଇଁ…

ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ନୟାଗଡ଼ ଅଫିସ,୧।୧୧: ବଲାଙ୍ଗୀର ଖୋର୍ଦ୍ଧା ୫୭ନଂ. ଜାତୀୟ ରାଜପଥର ତୁଳସୀପୁର ସାଇମନ୍ଦିର ନିକଟରେ ରବିବାର ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି । ମୃତକ…

ଆଶୀର୍ବାଦ ଯୋଜନା ପାଇଁ ଲାଞ୍ଚ

ନୟାଗଡ଼ ଅଫିସ,୨୭।୧୦: ଲାଞ୍ଚ ନ ଦେଲେ ଆଶୀର୍ବାଦ ଯୋଜନାରେ ନାମ ତାଲିକାଭୁକ୍ତ କରାଯାଉନାହିଁ। ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ୧ ହଜାର ଟଙ୍କା ନ ଦେଲେ ଦରଖାସ୍ତକୁ ଫେରାଇ ଦେଉଛନ୍ତି। ଯଦି କେହି ବାଧ୍ୟ କରି ଦରଖାସ୍ତ ଦେଉଛନ୍ତି ତାକୁ ଫିଙ୍ଗି ଦିଆଯାଉଥିବା…

ପାରା ଦେହରେ ଆସ୍ଥାନକୁ ଫେରିଗଲେ ମା’ ଖିଲାମୁଣ୍ଡା

ରଣପୁର,୧୭ା୧୦ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁରର ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମାଳ ଜଙ୍ଗଲ ଭିତରେ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରଣପୁର ରାଜାଙ୍କ ନିମନ୍ତ୍ରଣରେ ଗତ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ ରଣପୁର ରାଜନଅରରେ ଅବସ୍ଥାପନ କରିଥିଲେ ।…

ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ: ଅନୁସୂଚିତ ଜନଜାତି ମହିଳାଙ୍କ ଉପରେ ଭରସା

ନୟାଗଡ଼ ଅଫିସ,୧୭।୧୦: ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି । ୨୦୧୭ ନିର୍ବାଚନରେ ଏହା ମହିଳାଙ୍କ ପାଇଁ ସଂରକ୍ଷଣ ଥିଲା । ତେବେ ଜିଲା ପରିଷଦ ଆସନ ପାଇଁ ଚିଠା ସଂରକ୍ଷଣ ପ୍ରକାଶ…

ପ୍ରାତଃଭ୍ରମଣ ହେଲା କାଳ: ୨ ମହିଳାଙ୍କ ଗଲା ଜୀବନ, ୨ ଗୁରୁତର

ନୂଆଗାଁ,୧୪।୧୦(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ସମ୍ପଡା ନୂଆସାହିଠାରେ ଗୁରୁବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ପ୍ରାତଃଭ୍ରମଣରେ ଯାଉଥିବା ସମୟରେ ପିକ୍‌ଅପ୍‌ ଧକ୍କା ଦେବାରୁ ୨ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ମହିଳା ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ…

ଚୁଲି ଚାନ୍ଦା, ଠେଙ୍ଗା ପାଳିରେ ଜଙ୍ଗଲ ସୁରକ୍ଷା

ନୟାଗଡ଼ ଅଫିସ,୧୪।୧୦:ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତ ବାଙ୍କ ତଇଲା ଗାଁର ଆଦିବାସୀ ଲୋକଙ୍କ ଜଙ୍ଗଲ ସୁରକ୍ଷା ନିଶା ବନ୍ୟଜନ୍ତୁ ସଂଖ୍ୟା ବଢ଼ାଇବାରେ ସହଯୋଗ କରିଛି। ଏଥିପାଇଁ ଅବାଧ ଶିକାର ରୋକାଯାଇ ପାରିଛି। ଚୁଲି ଚାନ୍ଦା ଓ ଠେଙ୍ଗା ପାଳିରେ…

ବନ୍ଦ ପଡ଼ିଛି ପ୍ରକଳ୍ପ, ବିଦ୍ୟୁତ୍‌ ବିଲ୍‌ ୮୦ ହଜାର

ଖଣ୍ଡପଡ଼ା,୧୧ା୧୦(ସ୍ବ.ପ୍ର.): ଦୀର୍ଘ ବର୍ଷ ହେଲା ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡିଛି। ବିଦ୍ୟୁତ୍‌ ତାର ଚୋରି ହେବା ପରେ ଏପରି ଅବସ୍ଥା ସୃଷ୍ଟି ହୋଇଛି। ତଥାପି ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସିବା ଘଟଣା ପାଣି ପଞ୍ଚାୟତ ସଦସ୍ୟଙ୍କୁ…

ପ୍ରମାଣ ଅଭାବରୁ ସବ୍ୟସାଚୀ, ଆଜାଦ୍‌ ଦୋଷମୁକ୍ତ

ନୟାଗଡ଼ ଅଫିସ,୯।୧୦:ନୟାଗଡ଼ ଜିଲାରେ ୨୦୦୮ରେ ମାଓବାଦୀ ଆକ୍ରମଣ ଘଟଣାରେ ଦଶପଲ୍ଲା ଥାନା ଅଞ୍ଚଳରୁ ନଡ଼ିଆ ଟ୍ରକ ଅପହରଣ ସମ୍ପର୍କରେ ରାୟ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଶୁକ୍ରବାର ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ରୂପଶ୍ରୀ ଚୌଧୁରୀ ଏହି ମାମଲାର ବିଚାର କରି ମାଓବାଦୀ…

ଭୁଶୁଡ଼ି ପଡ଼ିଲା ସରକାରୀ କୋଠାର କାନ୍ଥ: ଘରର ସ୍ଥାୟିତ୍ୱ ନେଇ ଉଠିଛି ପ୍ରଶ୍ନ

ନୟାଗଡ ଅଫିସ,୪।୧୦: ନୟାଗଡ଼ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନବନିର୍ମିତ କୋଠାର କାନ୍ଥ ସୋମବାର ଭୁଶୁଡ଼ି ପଡିଛି। ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା କୋଠାର କାନ୍ଥ ଭୁଶୁଡିବା ପରେ ଘରର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?