ନୟାଗଡ଼

ସ୍ବାମୀଙ୍କୁ ବିରୋଧକରି ରୋଗଣା ସ୍ତ୍ରୀଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ,୧୭।୩: ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିବାଦ କରିବାରୁ ସ୍ବାମୀଙ୍କୁ ଦୋଷ ଦେଇ ରୋଗିଣା ସ୍ତ୍ରୀ ଉପରେ ନିର୍ଯାତନା ଦେବା ପରି ଘଟଣା ନୟାଗଡ଼ ଜିଲା ଓଡ଼ଗଁା ବ୍ଲକର ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଘଟିଛି। ପ୍ରତିଶୋଧ ପରାୟଣ ହୋଇ ନିଦାନ ବିଭାଗର…

ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ

ଭାପୁର/ଖଣ୍ଡପଡ଼ା,୧୭ା୩(ଡି.ଏନ୍‌.ଏ.): ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ମୋବାଇଲ ଖୋଲାରଖି ପରୀକ୍ଷା ପରିଚାଳନା କରିବା ଦାୟିତ୍ୱରେ ଥିବା ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ମହଙ୍ଗା ପଡ଼ିଛି। ଏଥିପାଇଁ ନୟାଗଡ଼ ଜିଲା ଭାପୁର ବ୍ଲକ୍‌ ବାଇଗୁଣିଆଁ ତନ୍ତୁବାୟ ସହଯୋଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର…

ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ନୂଆଗାଁ,୧୬।୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନାଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ( ଏମ୍‌ଜିଏନ୍‌ଆରଇଜିଏସ୍‌) ଓ ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ବାରମ୍ବାର…

ଦେଶୀ ବନ୍ଧୁକ କାରଖାନା ଚଢ଼ାଉର ସ୍ବଚ୍ଛତାକୁ ନେଇ ପ୍ରଶ୍ନ

ନୟାଗଡ଼ ଅଫିସ,୧୬।୩:ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ ଥାନା ପୋଲିସ ନୟାଗଡ଼ ଜିଲା ଓଡ଼ଗଁା ଥାନା ବାହାଡାଝୋଲା ଫାଣ୍ଡି ଡିମିରିପଲ୍ଲୀ ଆଦିବାସୀ ସାହି ଉପରେ ଚଢ଼ାଉ କର ଦେଶୀ ବନ୍ଧୁକ କାରଖାନା ଠାବ କରିବା ଘଟଣା ନୂଆ ମୋଡ ନେଇଛି । ଚଢ଼ାଉ ପୂର୍ବ…

ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ

ନୟାଗଡ଼ ଅଫିସ,୧୫।୩: ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ବୀମା, ପେନସନ, ସଡ଼କ ଯାତ୍ରା ବେଳେ ଗାଡି ପାର୍କିଙ୍ଗ ଓ ଡ୍ରାଇଭରଙ୍କ ବିଶ୍ରାମ…

ଅସହାୟ ଯୁବତୀଙ୍କୁ ସହାୟତା ମିଳିଲା ନାହିଁ

ନୟାଗଡ଼ ଅଫିସ,୧୩।୩:ନୟାଗଡ଼ ସହରରେ ରବିବାର ଜଣେ ୧୮ ରୁ ୨୦ ବର୍ଷର ଯୁବତୀ ଉଲଗ୍ନ ହୋଇ ଘୁରି ବୁୁଲୁଥିଲେ । ସମସ୍ତେ ଦେଖୁଥିଲେ ମଧ୍ୟ ମୁହଁ ଫେରାଇ ଚାଲି ଯାଉଥିଲେ ା ଏଭଳି ପରିସ୍ଥିତିରେ ଓମ୍‌ ପ୍ରସାଦ ଖାଦ୍ୟ ରଥର ସ୍ବେଛାସେବୀ…

ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ କାଠ ପଠାଗଲା

ଖଣ୍ଡପଡ଼ା,୧୦ା୩(ସ୍ବ.ପ୍ର): ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପ୍ରତିବର୍ଷ ପରି ଭୁବନେଶ୍ୱରରେ ଚଳିତ ମାସ ୨୯ରେ ଅନୁଷ୍ଠିତ ହେବ । ରୁକୁଣା ରଥ ନିର୍ମାଣ ନିମନ୍ତେ ଖଣ୍ଡପଡ଼ା ଅଞ୍ଚଳରୁ ୯ ଟି ଆମ୍ବଗଛ ଗଣ୍ଡି ଭୁବନେଶ୍ୱର ପଠାଯାଇଛି। ଖଣ୍ଡପଡ଼ା ବନବିଭାଗ ପକ୍ଷରୁ କିଆଝର…

ଖବର ପ୍ରକାଶ ପାଇବା ପରେ ତତ୍ପରତା

ଓଡ଼ଗାଁ,୧୦ା୩ (ସ୍ବ.ପ୍ର): ନୟାଗଡ଼ ଜିଲାର ଓଡ଼ଗାଁ ସମେତ ଅନ୍ୟ ବ୍ଲକରୁ ଧାନ ବିକ୍ରିରେ ସୁଧାର ଆଣିବାକୁ ଜିଲାପାଳ ସମ୍ବଲପୁର ମିଲରଙ୍କୁ ଧାନ କିଣିବାକୁ ଅନୁମତି ପ୍ରଦାନ କରିଥିଲେ। ବିନା କଟ୍‌ନୀ ଛଟନୀରେ ଧାନ କିଣିବାକୁ କୁହାଯାଇଥିଲା। ହେଲେ ସମ୍ବଲପୁର ମିଲର ମଧ୍ୟ…

୫ ଦିନରେ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ

ନୟାଗଡ଼ ଅଫିସ,୧୦।୩: ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଏବଂ ଅଣସଙ୍ଗଠିତ ଶ୍ରମିକଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ସହାୟତା ଯୋଗାଇ ଦେବା ପାଇଁ ସହାୟତା ପ୍ରଦାନ ଶିବିର ନୟାଗଡ଼ ସହରର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି…

୧୨ ବର୍ଷ ପରେ ଘର ବାହୁଡ଼ା

ନୟାଗଡ଼ ଅଫିସ/ନୂଆଗାଁ,୧୦।୩(ଡି.ଏନ.ଏ.): ୧୨ ବର୍ଷ ପରେ ଘରକୁ ବାହୁଡିଲେ ୧୯ ବର୍ଷର ଯୁବକ ଶାନ୍ତନୁ ଜାନି। ପଣ୍ଡିଚେରୀରେ ଜଣେ ଠିକାଦାରଙ୍କ ପାଖରେ ନିର୍ଯାତିତ ହୋଇ ଅଭିଶପ୍ତ ଜୀବନଯାପନ କରୁଥିଲେ । ବଞ୍ଚିବା ପାଇଁ ଠିକାଦାର କେବଳ ଖାଇବାକୁ ଓ ପିନ୍ଧିବାକୁ ଦେଉଥିଲେ…

୬୦କେଜି ବନ୍ୟପ୍ରାଣୀ ମାଂସ ସମେତ ଅଟୋ ଜବତ: ୨ଅଭିଯୁକ୍ତ ଗିରଫ

ଓଡଗାଁ୮।୩(ସ୍ବ.ପ୍ର.): କିଛି ଦିନ ବ୍ୟବଧାନରେ ପୁଣି ଥରେ ନୟାଗଡ଼ ଓଡଗାଁ ବନାଞ୍ଚଳ ଅନ୍ତର୍ଗତ ନାଉଖାଲ ନିକଟରୁ ୬୦କିଲୋଗ୍ରାମ୍‌ ବନ୍ୟପ୍ରାଣୀ ମାଂସ ଜବତ କରିଛି ବନ ବିଭାଗ। ବନବିଭାଗ କର୍ମଚାରୀ ସୂଚନା ପାଇ ନାଉଖାଲ ନର୍ସରୀ ସାମ୍ନାରେ ଥିବା ଏକ ଅଟୋକୁ ସନ୍ଦେହ…

ନବଘନପୁର ସରପଞ୍ଚ ନିଲମ୍ବିତ ମାମଲା: ତଳ କୋର୍ଟଙ୍କ ରାୟ କାଏମ

ନୟାଗଡ଼ ଅଫିସ,୮।୩: ନୟାଗଡ଼ ଅତିରିକ୍ତ ଜିଲା ଜଜଙ୍କ କୋର୍ଟରେ ନବଘନପୁର ସରପଞ୍ଚ ନିଲମ୍ବିତ ମାମଲା ଶୁଣାଣି ହୋଇଛି। ଅତିରିକ୍ତ ଜିଲା ଜଜ୍‌ ଲିଲି ସେନାପତି ତଳ କୋର୍ଟଙ୍କ ରାୟକୁ କାଏମ ରଖିବା ସହ ଚିତ୍ତରଞ୍ଜନ ଭଞ୍ଜଙ୍କୁ ସରପଞ୍ଚ ପଦବୀରେ କାର୍ଯ୍ୟ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?