୩୧ରୁ ନୟାଗଡ଼-ଭଦ୍ରକକୁ ଗଡ଼ିବ ମେମୁ ଟ୍ରେନ୍
ନୟାଗଡ଼ ଅଫିସ,୨୯ା୩: ଚଳିତ ମାସ ୩୧ତାରିଖରୁ ନୟାଗଡ଼ ଟାଉନ ଏବଂ ଭଦ୍ରକ ମଧ୍ୟରେ ଏକ ନୂଆ ପାସେଞ୍ଜର ମେମୁ ଟ୍ରେନ ନିୟମିତ ଚଳାଚଳ କରିବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ,…
ନିଲାମ ଖଣିରେ ବେଆଇନ କାର୍ଯ୍ୟ
ନୟାଗଡ଼ ଅଫିସ,୨୮।୩:ଗଣିଆ ତହସିଲକୁ ଛାଡ଼ିଦେଲେ ନୟାଗଡ଼ ଜିଲାର ୭ ତହସିଲର ୪୫ ମୁଣ୍ଡିଆରେ ଥିବା ୪୫ କଳାମୁଗୁନି ପଥର ଖଣିର ଯାଞ୍ଚ ହେଉ ନ ଥିବା ଅଭିଯୋଗ ହେଉଛି। ନିଲାମ ଖଣିରେ ବେଆଇନ ଖନନ ବଢ଼ି ଚାଲଥିଲେ ମଧ୍ୟ ଧରପଗଡ଼ର ଭୟ…
ମାଓବାଦୀ ଆକ୍ରମଣ ମାମଲା : ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ
ନୟାଗଡ଼ ଅଫିସ,୨୭।୩ : ନୟାଗଡ ରିଜର୍ଭ ଅଫିସରେ ୨୦୧୫ରେ ହୋଇଥିବା ମାଓବାଦୀ ଆକ୍ରମଣ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଜିଲା ଓ ଦୌରାଜଜ ଏହି ମାମଲାର ବିଚାର କରି ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ…
କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି
ଦଶପଲ୍ଲା,୨୭ା୩ (ଡି.ଏନ.ଏ.): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ପଞ୍ଚାୟତର ସାରେଣୀ ଗଣ୍ଡା ଗାଁରେ ଗତ ୨୧ ତାରିଖରେ ଝଡ ତୋଫାନ ହୋଇ ଗାଁର ପ୍ରକାଶ କୁମାର ଜାନୀଙ୍କ ଘର ଛପର ଉଡାଇ ଦେଇଥିଲା। ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ…
ରାଶନ ଯୋଗାଇଦେବାକୁ ଯୋଗାଣ ନିରୀକ୍ଷକଙ୍କ ନିର୍ଦ୍ଦେଶ
ନୂଆଗାଁ,୨୭ା୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରି ଗ୍ରାମର ବାସନ୍ତୀ ନାୟକ ୬ ମାସ ହେଲା ରାଶନ ସାମଗ୍ରୀ ପାଉ ନ ଥିଲେ। ଏ ନେଇ ଶୁକ୍ରବାର ନୂଆଗାଁ ଯୋଗାଣ ନିରୀକ୍ଷକଙ୍କୁ ଭେଟି ବାସନ୍ତୀ ଓ ଭିନ୍ନକ୍ଷମ ଝିଅ ଅଭିଯୋଗ…
ଭଦ୍ରକରୁ ନୟାଗଡ଼ ଚାଲିବ ମେମୁ ଟ୍ରେନ୍
ନୟାଗଡ଼ ଅଫିସ,୨୭।୩: ନୟାଗଡ଼ରୁ ଭଦ୍ରକ ଚାଲିବ ମେମୁ ଟ୍ରେନ୍। ଏପରି ସୂଚନା ଆସିଛି ଭଦ୍ରକର ପୂର୍ବତନ ବିଧାୟକ ନରେନ୍ଦ୍ର ପଲେଇଙ୍କ ପାଖକୁ। ରେଳ ବିଭାଗ ପକ୍ଷରୁ ଆସିଥିବା ଏହି ସୂଚନା ଅନୁସାରେ ଏପ୍ରିଲ ପ୍ରଥମ ସପ୍ତାହରୁ ରେଳ ଚଳାଚଳ ହେବ। ଅନ୍ୟପକ୍ଷେ…
ପୁରୁଣା ହଟିଲେ, ନୂଆ ଗାନ୍ଧୀ ଆସୀନ
ନୟାଗଡ଼ ଅଫିସ,୨୭।୩: ନୟାଗଡ଼ ସହରର ତ୍ରିନାଥ ଛକରେ ଆମ ପାଇଁ ବଡ଼ ଆମ ନୟାଗଡ଼ ସେଲଫି ପଏଣ୍ଟ ରବିବାର ଲୋକାର୍ପିିତ ହେବା ପରେ ସେଲଫି ନେବାକୁ ଭିଡ଼ ହୋଇଥିଲା। ତେବେ ସେଲଫି ପଏଣ୍ଟକୁ ଲାଗି ରହିଥିବା ଗାନ୍ଧୀଙ୍କର ପୁରୁଣା ମୂର୍ତ୍ତି ହଟିଯାଇଛି।…
କୁରାଳର ଉନ୍ନୟନ କାର୍ଯ୍ୟରେ ସ୍ବଚ୍ଛତା ରହୁନି
ନୟାଗଡ଼ ଅଫିସ/ଓଡ଼ଗାଁ ,୨୭।୩(ସ୍ବ.ପ୍ର.)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ନାଠିଆପଲ୍ଲୀ ସ୍କୁଲ ପାର୍ଶ୍ୱ କେଳାସାହି ବାରିପଟ ରାସ୍ତାରେ ଥିବା ଏକ ଖାତ ପୋତିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ୩ ମାସରେ କାମ ଶେଷ ହେବାକୁ ଥିବାବେଳେ…
୪ ଚିରସ୍ରୋତା ଝରଣା ପାଇବ ଇକୋ ଟୁରିଜମ୍ର ମାନ୍ୟତା
ନୟାଗଡ ଅଫିସ/ଓଡ଼ଗାଁ,୨୪।୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତର ଗୋଟିଏ ପାହାଡ଼ରେ ୪ ଚିରସ୍ରୋତା ଝରଣକୁ ଦେଖିବାକୁ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,…
ବାଲ୍ୟବିବାହ ଥମିବାର ନାଁ ଧରୁନି
ନୟାଗଡ଼ ଅଫିସ,୨୪।୩: ନୟାଗଡ଼ ଜିଲାରେ ବାଲ୍ୟବିବାହ ଥମିବାର ନାଁ ଧରୁନି। ବାଲ୍ୟବିବାହ ଓ ଭ୍ରୂଣହତ୍ୟା ରୋକିବାକୁ ଦୁଇ ପ୍ରସଙ୍ଗରେ ଲକ୍ଷ ଲକ୍ଷ ଅନୁଦାନରେ ବେଟି ବଚାଅ ବେଟି ପଢ଼ାଅ କାର୍ଯ୍ୟକ୍ରମ ସରକାରୀ ସ୍ତରରେ ହେଉଛି। ପୁଣି ସରକାରୀ ସ୍ତରରେ ବାଲ୍ୟବିବାହ ବନ୍ଦ…
ତୁଟୁନାହିଁ ପାଣି ସମସ୍ୟା
ନୟାଗଡ଼ ଅଫିସ,୨୩ା୩: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଳକର ବଣବାଣପୁରଠାରେ ଥିବା ପାନୀୟଜଳ ପ୍ରକଳ୍ପର ପାଣି ପମ୍ପ ପାଖରେ ମହାନଦୀର ଜଳଧାର ଶୁଖିଯିବା ଓ ୨ଟି ପାଣିପମ୍ପ ଅଚଳ ହୋଇ ଯିବା ପରେ ନୟାଗଡ଼ ସହରରେ ପାନୀୟ ଜଳ ସମସ୍ୟା ଉକତ୍ଟ ହୋଇଛି।…
ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ପାଇଁ ପଠାଗଲା କାଠ
ଶରଣକୁଳ,୨୧ା୩(ଡି.ଏନ୍.ଏ.):ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ଭିକାରିପଡ଼ା ଗଁାରୁୁ ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ପାଇଁ ୩ଖଣ୍ଡ ଗଣ୍ଡି କାଠ ସଂଗ୍ରହ କରାଯାଇ ଟ୍ରକ ଯୋଗେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ରଥଖଳାକୁ ପଠାଯାଇଛି। ସୋମବାର ପୂର୍ବାହ୍ନ ୧୦ଟାରେ କୁସୁମୀ ନଦୀ କୂଳରେ…

