ଯାଜପୁର

ଘର ନିର୍ମାଣ ସାମଗ୍ରୀ ଦର ଅହେତୁକ ବୃଦ୍ଧି

ରସୁଲପୁର,୬।୯(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ୨,୫୪୧ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ)କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସଦ୍ଧା ୨,୪୭୫ଜଣଙ୍କୁ ଗୃହ ନିର୍ମାଣ ବାବଦକୁ ପ୍ରଥମ କିସ୍ତି ମିଳିଛି। ଅବଶିଷ୍ଟ ୬୬ଜଣଙ୍କ କାଗଜପତ୍ରରେ ତ୍ରୁଟିଥିବାରୁ ପ୍ରଥମ କିସ୍ତି ବାବଦକୁ…

ଖଣି ଶ୍ରମିକଙ୍କ ଦାନା ଛଡ଼ାଇଛି ଯନ୍ତ୍ର

ଯାଜପୁର,୬। ୯(ହର୍ଷବର୍ଦ୍ଧନ ବେହେରା): ଯନ୍ତ୍ର ଦ୍ୱାରା ଓଡ଼ଶାର ସବୁ ଖଣି ଖୋଳାଯାଉଛି। ଫଳରେ ଅଧିକାଂଶ ସ୍ଥାନୀୟ ଖଣି ଶ୍ରମିକମାନେ ହାତବାନ୍ଧି ବସି ରହିଛନ୍ତି। ୧୯୮୦ ପର୍ଯ୍ୟନ୍ତ ବହୁ ହଜାର ଖଣି ଶ୍ରମିକ ଛୁଆପିଲାଙ୍କୁ ଧରି ଓଡ଼ିଶାର ବିଭିନ୍ନ ଖଣି ଅଞ୍ଚଳରେ କାମ…

ଅସୁରକ୍ଷିତ ଧାନମଣ୍ଡି: ୧୧୭ରୁ ଗୋଟିଏରେ ସିସିଟିଭି

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା): ଧାନ ମଣ୍ଡିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଇବାକୁ ବିଭାଗୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏହିମର୍ମରେ ରାଜ୍ୟ ସମବାୟ ସମିତିର ନିବନ୍ଧକ ୯ା୫ା୨୦୨୩ରେ ସମସ୍ତ ଡିଆର୍‌ସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ।…

ଅଗଷ୍ଟରେ ୨୦%, ଜୁଲାଇରେ ୩୭% କମ୍‌ ବର୍ଷା

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଅଗଷ୍ଟରେ ଆବଶ୍ୟକତାଠାରୁ ୨୦ ପ୍ରତିଶତ କମ୍‌ ବର୍ଷା ଧାନ ଫସଲକୁ ଉଜାଡ଼ି ଦେଇଛି। ଧାନଗଛ ସବୁ ହଳଦିଆ ହେବାକୁ ବସିଛି। ଜୁଲାଇରେ ଆବଶ୍ୟକତାଠାରୁ ୩୭% କମ୍‌ ବର୍ଷା ହୋଇଥିଲା। ଏବେ ପୁଣି ବର୍ଷା ଅଭାବ ଚାଷୀକୁଳଙ୍କୁ…

ଉଦ୍ଧାର ପରେ ପୁଣି ଶିଶୁ ଶ୍ରମିକ

ଯାଜପୁର,୪ା୯(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାରେ ଶିଶୁ ଶ୍ରମିକ ଆଇନ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଉଦ୍ଧାର ପରେ ସେମାନେ ପୁଣି ଶିଶୁ ଶ୍ରମିକ ସାଜୁଛନ୍ତି ା ଶିଶୁମାନଙ୍କୁ ବେଆଇନ ଭାବେ ନିୟୋଜିତ କରୁଥିବା ମାଲିକମାନଙ୍କଠାରୁ କେତେଜଣ ଦୁର୍ନୀତିଗ୍ରସ୍ତ…

ଗଛରୁ ହାଣୁଥିଲେ ଡାଳ, ଗୋଡ଼ ଛିଡ଼ି କି ପଡ଼ିଲା ତଳେ, ଶେଷରେ ଚାଲିଗଲା ଜୀବନ

ଜେନାପୁର,୩ା୯(ଅଶୋକ ଦାସ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ଅଧୀନ ବ୍ରହ୍ମପୁର ଗ୍ରାମର ବନା ଦଳାଇ (୫୫) ଗଛରେ ଚଢ଼ି ଡାଳ ହାଣୁଥିବା ବେଳେ ହଠାତ୍‌ ଏକ ବିରାଟ ବଡ଼ ଡାଳ ତାଙ୍କ ବାମପଟ ଗୋଡ଼ରେ ଘଷି ହୋଇଯିବାରୁ…

୧୦ ଟଙ୍କା ପାଇଁ ମା’ଙ୍କୁ ହତ୍ୟା

ଯାଜପୁର ଟାଉନ,୩ା୯(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି)ଯାଜପୁର ଟାଉନ ଥାନା ଅନ୍ତର୍ଗତ କୁଅଁାସରପୁର ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକ ମାତ୍ର ୧୦ ଟଙ୍କା ପାଇଁ ତାଙ୍କ ମା’ଙ୍କ ମୁଣ୍ଡକୁ ହେମଦସ୍ତା ପୁଆରେ ଛେଚି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଛନ୍ତି…

ନିର୍ମାଣାଧୀନ କୋଠାରୁ ମିଳିଲା ଯୁବକଙ୍କ ମୃତଦେହ

ଯାଜପୁର,୨।୯: ଯାଜପୁର ମେଡିକାଲ କଲେଜ ନିକଟରେ ନିର୍ମାଣାଧୀନ ପୌରପାଳିକା କାର୍ଯ୍ୟାଳୟ କୋଠରୀରୁ ଏକ ମୃତଦେହ ମିଳିଛି । ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ପଣସା ପଞ୍ଚାୟତର ମୋଟ୍ରାଙ୍ଗ ପାଳ ଗାଁର ଜିଲୁ ବୋଲି…

ଅଧା ରହିଗଲା ରାସ୍ତା ମରାମତି କାର୍ଯ୍ୟ

ରଗଡି,୨ା୯(ଯତିଶ କୁମାର ମଲ୍ଲିକ): ଗ୍ରାମ୍ୟ ନିର୍ମାଣ ବିଭାଗରେ ଅନିୟମିତତା ଓ ଅବହେଳା ପିଛା ଛାଡୁନାହିଁ। ରହସ୍ୟମୟ ଭାବେ ରାସ୍ତା ମରାମତି କାର୍ଯ୍ୟ ଅଧାରେ ରହି ଯାଉଛି। ୨୦ ନମ୍ବର ଜାତୀୟ ରାଜପଥର ରଗଡ଼ଠାରୁ କିଆପଦା ରାସ୍ତାର ସାମୟିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନ…

ଖର୍ଚ୍ଚରେ ସ୍ବଚ୍ଛତା ରଖିବାକୁ ୫-ଟି ସଚିବଙ୍କ ଗୁରୁତ୍ୱ

ଯାଜପୁର/ଯାଜପୁର ରୋଡ୍‌/କଳିଙ୍ଗନଗର,୨ା୯(ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି/ଶୁଭାଶିଷ ରାଉତ) ଯାଜପୁର ଜିଲାର ବ୍ୟାସନଗର, ରସୁଲପୁର ବ୍ଲକର ବ୍ରହ୍ମବରଦା, ସୁକିନ୍ଦା ବ୍ଲକ ନଛିପୁରା ଏବଂ ଯାଜପୁର ଟାଉନରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଅଭିଯୋଗପତ୍ର ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ…

ଜିଲାପାଳଙ୍କ ସତ୍ୟପାଠକୁ ଏନ୍‌ଜିଟିର ଭର୍ତ୍ସନା

ଯାଜପୁର,୧ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବ୍ୟାସନଗର ତହସିଲ ବୈତରଣୀ ନଦୀର ସାଲ୍‌ବା ବାଲିଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ଅଭିଯୋଗରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ରେ ଏକ ମାମଲା ରୁଜୁ ହୋଇଥିଲା। ଜେସିବି ମେଶିନରେ ଅଭିଯୋଗକାରୀଙ୍କ ଦାଖଲ ଫଟୋ ଧନତ୍ରୀ ଏବଂ ଗୋବିନ୍ଦପୁର…

ଅଭିମାନିନୀ, ମହିରୁହକୁ ୭ ପୁରସ୍କାର

ଯାଜପୁର,୩୧ା୮(ହର୍ଷବର୍ଦ୍ଧନ ବେହେରା)ବିହାରର ନୱାଦା ସହରରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୪ର୍ଥ ସଂସ୍କରଣରେ ଯାଜପୁର ଜିଲା ବ୍ୟାସନଗରର ହିତେଶ କୁମାର ମହାପାତ୍ର କୃତିତ୍ୱ ଅର୍ଜନ କରିଛନ୍ତି। ତାଙ୍କ ନିର୍ମିତ ଦୁଇଟି ଚଳଚ୍ଚିତ୍ର ଅଭିମାନିନୀ ଓ ମହିରୁହକୁ ୭ ଟି ପୁରସ୍କାର ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?