ଯାଜପୁର

ଧସିଥିବା ଆପ୍ରୋଚ୍‌ ରାସ୍ତାକୁ ବାଲି ପକାଇ ମରାମତି

ଧର୍ମଶାଳା,୨୬ା୬(ବଟକୃଷ୍ଣ ପରିଡ଼ା): ପାଣିକୋଇଲି ପୂର୍ତ୍ତ ବିଭାଗ ପକ୍ଷରୁ ଧର୍ମଶାଳା-କବାଟବନ୍ଧ ରାସ୍ତାର ଇମାମନଗର ଗ୍ରାମ ନିକଟରେ ଉଦ୍‌ଘାଟନ ହୋଇଥିବା ସେତୁର ଆପ୍ରୋଚ ରୋଡ୍‌ ଧସିପଡ଼ିଥିବା ନେଇ ରବିବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ତରବରିଆ ଭାବେ ଏହାର ମରାମତି କରାଯାଇଛି। ବିଭାଗ ପକ୍ଷରୁ…

ଅବ୍ୟବସ୍ଥାରେ ମିର୍ଜାପୁର ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖା

କାଏମା,୨୬ା୬(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁରଠାରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖା ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଛି। ଏହି ଶାଖାରେ ୪୦ ହଜାରରୁ ଊର୍ଦ୍ଧ୍ୱ ଗ୍ରାହକଙ୍କ ଜମାଖାତା ରହିଛି। ଫଳରେ ଏଠାରେ ସବୁଦିନ ଭିଡ଼ ରହୁଛି। କିନ୍ତୁ ଉକ୍ତ…

ଉଦ୍‌ଘାଟନକୁ ୬ ମାସ ପୂରିଲାନି

ପାଣିକୋଇଲି,୨୬ା୬(ବିକାଶ ମଲ୍ଲିକ): ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀଙ୍କ ହାତପାଣ୍ଠିରୁ ପାଣିକୋଇଲି ବଜାରରେ ଏକ ଯାତ୍ରୀ ବିଶ୍ରାମାଗାର ଓ ସୌରଚାଳିତ ପାଣିଟାଙ୍କି ନିର୍ମାଣ କରାଯାଇଛି। ଏହାକୁ ୨୦୨୩ ଜାନୁୟାରୀ ୧୯ରେ ଏମ୍‌ପି ସେଠୀ, ବିଧାୟକ ଅଶୋକ କୁମାର ବଳ, ଜିଲା ପରିଷଦ ସଭାପତି…

ରୋଗୀ ପାଉନାହାନ୍ତି ମାଗଣା ଔଷଧ

କଳିଙ୍ଗନଗର,୨୬ା୬(ଶୁଭାଶିଷ ରାଉତ): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ବୋର୍ଡ ଲଗାଯାଇଛି। ଏଥିରେ ଲେଖା ଅଛି ଔଷଧ ଖର୍ଚ୍ଚର ନାହିଁ ଭୟ, ଆମେ ସାଥେ ଅଛି ନିରାମୟ। ଏଭଳି ଏକ ବୋର୍ଡମାରି ବିଭାଗ…

ମରାମତି ଶେଷ ନ କରି ଠିକାଦାର ଫେରାର

କୋରେଇ,୨୫।୬(ଡି.ଏନ.ଏ.):ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର କେତେଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରାସ୍ତା ନିର୍ମାଣ ଓ ମରାମତିରେ ଦୁର୍ନୀତି ବଢ଼ିଚାଲିଛି। କେଉଁଠି କାମ ନ କରି ବିଲ୍‌ ପ୍ରେରିତ ହେଉଛି ତ କେଉଁଠି ନିମ୍ନମାନର କାମ କରି ଠିକାଦାର ଓ ଯନ୍ତ୍ରୀ…

ଦୂରହେଉନାହିଁ ଆବାସ ଦ୍ୱନ୍ଦ୍ୱ

ରସୁଲପୁର,୨୫।୬(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦ୍ୱନ୍ଦ୍ୱ ଦୂର ହୋଇପାରୁନାହିଁ। ହିତାଧିକାରୀଙ୍କୁ ଯୋଡ଼ିବା ଓ ବାଦ୍‌ ଦେବା ପ୍ରକ୍ରିୟା ଜାରି ରହିଛି। ଏହାରି ଭିତରେ କେତେଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତି ପୈଠ କରି…

ପାହାଡ଼ ଉପର ଗଁାକୁ ଘେରିଛି ଦୁର୍ଦ୍ଦଶା

ଯାଜପୁର,୨୫।୬(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ଅନ୍ତର୍ଗତ ନଗଡ଼ାରେ ଅପପୁଷ୍ଟି ଯୋଗୁ ଶିଶୁମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୭ ବର୍ଷ ବିତିଛି। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଜୁଳି ଆଦି କ୍ଷେତ୍ରରେ ନଗଡ଼ାର ବହୁବିଧ ବିକାଶ ହୋଇଛି ବୋଲି ସରକାର କହୁଛନ୍ତି।…

ଲିଜ୍‌ ଏରିଆ ବାହାରୁ ବାଲି ଲୁଟ୍‌

କାଏମା,୨୪ା୬(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ଓ କାଏମା କେଲୁଅ ନଦୀର ଲିଜ୍‌ ଏରିଆ ବାହାରୁ ବେଧଡ଼କ ଭାବେ ଶହଶହ ଟ୍ରିପ ବାଲି ଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି। ସେହିପରି ଯେଉଁସବୁ ବାଲି ଘାଟକୁ ଲିଜ୍‌ ଦିଆଯାଇଛି ସେଠାରେ ମେଶିନ…

ଭୋଟକାରେ ଥମୁନି ମାଙ୍କଡ଼ ଆତଙ୍କ

ରସୁଲପୁର,୨୩ା୬(ରଂଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତରେ ମାଙ୍କଡ଼ ଆତଙ୍କ ଥମିବାରେ ନାଁ ଧରୁନାହିଁ। ଦୁଇ ସପ୍ତାହ ହେଲା ମାଙ୍କଡ଼ ଆକ୍ରମଣରେ ଏଠାରେ ୮ରୁ ଊର୍ଦ୍ଧ୍ୱ ଲୋକ ଆହତ ହେଲେଣି। ଏହାଜାଣି ବନବିଭାଗ କାମୁଡ଼ା ମାଙ୍କଡ଼ଙ୍କୁ ଧରିବା ପାଇଁ ପଞ୍ଚାୟତର…

ଗହମ ଯୋଗାଣ ବନ୍ଦ, ଖାଉଟି ହନ୍ତସନ୍ତ

ଧର୍ମଶାଳା,୨୩ା୬(ବଟକୃଷ୍ଣ ପରିଡ଼ା): ଖାଦ୍ୟ ଯୋଗାଣ ଓ ଓଖାଉଟି କଲ୍ୟାଣ ପକ୍ଷରୁ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରତିମାସରେ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ବା ଗହମ ଖାଉଟିଙ୍କ ଇଚ୍ଛା ମୁତାବକ ପ୍ରଦାନ କରାଯାଉଥିଲା। ମାତ୍ର ଗତ ବର୍ଷ ଜୁଲାଇଠାରୁ ଗହମ ଯୋଗାଣ…

୨ ବର୍ଷ ଯାଉନି, ହେଉଛି ମରାମତି

ଯାଜପୁର,୨୩ା୬(ହର୍ଷବର୍ଦ୍ଧନ ବେହେରା): ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ଓ ମରାମତି ନାମରେ ପିସି କାରବାର ସହ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯାଜପୁର ଜିଲାରେ ଅଣାୟତ୍ତ ହେବାରେ ଲାଗିଛି। ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ ରାସ୍ତା…

ନୀଳାଚଳ କୋଇଲା କାରଖାନା ଯୋଗୁ ବଢୁଛି ପ୍ରଦୂଷଣ

ଜେନାପୁର,୨୨ା୬(ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ତହସିଲ ସହାଣୀଡିହ ପଞ୍ଚାୟତ ଅଧୀନ ବାରମାଣ ମୁଣ୍ଡାସାହି ଗ୍ରାମ ନିକଟରେ ଦୀର୍ଘବର୍ଷ ହେବ ନୀଳଚଳ କୋଇଲା କାରଖାନା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହୋଇଛି ା ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରୁଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri