କାର୍ତ୍ତିକରେ ଧବଳେଶ୍ୱର ଖାଁ ଖାଁ
ଆଠଗଡ଼,୧।୧୧(ଡି.ଏନ୍.ଏ.): କରୋନା ମହାମାରୀ ପରେ ଏବର୍ଷ ଭକ୍ତଙ୍କ ଏକ ପ୍ରକାର ଆଶା ଥିଲା ଶୈବ ପୀଠ ଧବଳେଶ୍ୱରରେ ପଞ୍ଚକ ଓ କାର୍ତ୍ତିକପୂର୍ଣ୍ଣିମା ପାଳନ ଲାଗି। ମାତ୍ର ଏବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କୁ ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି ମିଳିବ ନାହିଁ । ଧବଳେଶ୍ୱର…
ଯୁଦ୍ଧ ଇତିହାସର କାହାଣୀ ଦେଖିବେ ଦର୍ଶକ
କଟକ ଅଫିସ,୧ା୧୧:ବାଲିଯାତ୍ରାରେ ଦେଖିବାକୁ ମିଳିବ ଭାରତୀୟ ନୌସେନାର ଝଲକ। ଯୁବପିଢ଼ିଙ୍କୁ ଆକର୍ଷଣ କରିବାକୁ ନିଆରା ଯୋଜନା ପ୍ରସ୍ତୁତି କରିଛି ଜିଲା ପ୍ରଶାସନ। ଚଳିତବର୍ଷ ବାଲିଯାତ୍ରାରେ ଭାରତୀୟ ନୈସେନାର ପରାକାଷ୍ଠା, ନୌସେନା ଜାହାଜ ଏବଂ ନୌସେନା ବ୍ୟାଣ୍ଡ ପ୍ରଦର୍ଶିତ ହେବ। ଉଦ୍ଘାଟନୀ ଉତ୍ସବରେ…
ସୁଗାର-ଫ୍ରି ମିଠାରେ ରହୁଛି ସୁଗାର
କଟକ ଅଫିସ,୧ା୧୧:ସୁଗାର ଫ୍ରି ମିଠାରେ ମଧ୍ୟ ସୁଗାରର କିଛି ଅଂଶ ରହୁଛି। ବଜାରରେ ବିଭିନ୍ନ ମିଠା ଦୋକାନରେ ବିକ୍ରି ହେଉଥିବା ସୁଗାର ଫ୍ରି ରସଗୋଲା, ଛେନାପୋଡ଼ ପ୍ରଭୃତି ମିଠା ସାମଗ୍ରୀରେ ସୁଗାରର କିଛି ମାତ୍ରା ରହୁଥିବା ଅଭିଯୋଗ ହୋଇଛି। ସୁଗାର ଫ୍ରି…
ସତ୍ୟପାଠ ଦାଖଲ କଲା ରାଜ୍ୟ ପରିବହନ ବିଭାଗ
କଟକ ଅଫିସ,୧ା୧୧:ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାରେ ସୋମବାର ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ବିଭିନ୍ନ କାରଣରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ତିଆରି ନିମନ୍ତେ ଲୋକଙ୍କୁ ଅସୁବିଧା ହେଉଥିବାରୁ ଆଉ ଏକମାସ ଅବଧି ବୃଦ୍ଧି କରାଯାଇଥିବା ସତ୍ୟପାଠରେ…
ଧବଳେଶ୍ୱର ପୀଠରେ ୧୪୪ ଧାରା
ଆଠଗଡ଼,୩୧।୧୦(ଡି.ଏନ୍.ଏ.): ଆଠଗଡ଼ର ଧବଳେଶ୍ୱର ପୀଠରେ ସୋମବାର ୧୪୪ ଧାରା ଜାରି କରାଯାଇଛି। ଝୁଲାପୋଲର ମରାମତି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଡଙ୍ଗା ଯୋଗେ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଘାଟ ପାରି କରିବା ସମ୍ଭବ ନ ଥିବାରୁ ୧୪୪ ଧାରା ଜାରି ରହିଛି।…
ଗୁଜରାଟ ଟ୍ରାଜେଡି ପରେ ଧବଳେଶ୍ୱର ଝୁଲା ପୋଲକୁ ନେଇ ଚିନ୍ତାରେ ପ୍ରଶାସନ
କଟକ ଅଫିସ,୩୧ା୧୦: ଗୁଜରାଟ ଟ୍ରାଜେଡି ପରେ ପ୍ରଶାସନର ଚେତା ପଶିଛି। ଧବଳେଶ୍ୱର ଝୁଲା ପୋଲକୁ ନେଇ ଘାରିଛି ଚିନ୍ତା। ସୋମବାର ଧବଳେଶ୍ୱର ଝୁଲା ପୋଲରେ ଯାତାୟାତ କରୁଥିବା ଯାତ୍ରୀଙ୍କ ସଂଖ୍ୟାକୁ କମ୍ କରି ଦିଆଯାଇଥିବା ବେଳେ ମଙ୍ଗଳବାର ଏହି ଝୁଲା ପୋଲ…
ଆର୍ଥିକ ସଙ୍କଟରେ ପରମହଂସନାଥ ମନ୍ଦିର ପ୍ରଶାସନ
କଟକ ସଦର,୩୧ା୧୦(ଡି.ଏନ୍.ଏ.): କଟକ ସଦର ବ୍ଲକ ଅଞ୍ଚଳର ପ୍ରାଚୀନ ଶୈବପୀଠ ପରମହଂସନାଥ ଦେବଙ୍କ ମନ୍ଦିର ପରିଚାଳନା କମିଟି(ଟ୍ରଷ୍ଟ ବୋର୍ଡ) ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଫଳରେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତିରେ ସମସ୍ୟା ଉପୁଜିଛି। ଠାକୁରଙ୍କ ଭୂରାଜସ୍ବ ଦିନକୁ ଦିନ ହ୍ରାସ…
ଆଦିବାସୀ ଗାଁ ଦାଣ୍ଡରେ ଲାଇଟ୍ ଲାଗିଲା
ରଘୁନାଥପୁର,୩୧।୧୦(ଡି.ଏନ୍.ଏ.): ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତର ୩ ନଂ. ଓ୍ବାର୍ଡର ଆଦିବାସୀ ସାହି ଗାଁ ଦାଣ୍ଡରେ ପ୍ରଥମଥର ପାଇଁ ଲାଇଟ୍ ଲାଗିଛି। ଓ୍ବାର୍ଡରେ ଏଭଳି ୩୦ଟି ଲାଇଟ୍ ଲଗାଯାଇଛି ବୋଲି ସରପଞ୍ଚ ସାହେବା ତବସୁମ୍ କହିଛନ୍ତି। ଏହାଦ୍ୱାରା ଏଠାରେ ବସବାସ କରୁଥିବା…
ଏଣିକି ଗୁହାଳ ମାଲିକଙ୍କୁ ୟୁଜର୍ସ ଫି’ ଦେବାକୁ ପଡ଼ିବ
କଟକ ଅଫିସ,୩୧ା୧୦: କଟକ ମହାନଗର ନିଗମ(ସିଏମ୍ସି) ଅଞ୍ଚଳରେ ଗୁହାଳ ଥିଲେ ମାଲିକଙ୍କୁ ୟୁଜର୍ସ ଫି’ ଦେବାକୁ ପଡିବ। ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଭଳି ଗୁହାଳ ମାଲିକଙ୍କଠାରୁ ଫି’ ଆଦାୟ କରିବାକୁ ସିଏମ୍ସି ଯୋଜନା ପ୍ରସ୍ତୁତ କରିଛି। ସିଏମ୍ସି ପକ୍ଷରୁ ମିଳିଥିବା ସୂଚନା…
ମୋଟରଯାନ ଆଇନ ସମ୍ପର୍କିତ ମାମଲା ବଢୁଛି
କଟକ ଅଫିସ,୩୧ା୧୦: ବିଭିନ୍ନ କାରଣରୁ ଅଦାଲତରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ମୋଟର ଯାନ ଆଇନ ପାଇଁ ଅଦାଲତରେ ମାମଲା ସଂଖ୍ୟା ବଢ଼ିବା ଏକ ପ୍ରମୁଖ କାରଣ ପାଲଟିଛି। ବିଶେଷକରି ଇ-ଚାଲାଣ କଟାଯାଉଥିବାରୁ ଗାଡ଼ି ମାଲିକମାନେ ଅନେକ କ୍ଷେତ୍ରରେ ଜରିମାନା…
ରାସ୍ତାରେ ଯୁବକଙ୍କୁ ଆଣ୍ଠେଇ ମାଡ଼
ଫୁଲନଖରା, ୩୦।୧୦(ଡି.ଏନ୍.ଏ.): କଟକରେ ପୁଣି ତାଲିବାନୀ ଶାସନର ପୁନରାବୃତ୍ତି ଦେଖିବାକୁ ମିଳିଛି। ଗତ କିଛି ଦିନ ପୂର୍ବରୁ ଜଣେ ଯୁବକଙ୍କୁ ଏକ ସ୍କୁଟି ପଛରେ ରଶି ବାନ୍ଧି ଘୋଷାଡ଼ି ନେବାର ଦୃଶ୍ୟ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପୁଣି…
ହଟିଲା ରାସ୍ତାରୋକ: ମୃତକଙ୍କ ପରିବାରକୁ ଚାକିରି , ୫ଲକ୍ଷର କ୍ଷତିପୂରଣ
ବାରଙ୍ଗ,୩୦।୧୦(ଡି.ଏନ୍ଏ.): ବିଏମ୍ସି ଅଳିଆ ଗାଡ଼ି ଧକ୍କାରେ ରବିବାର ସକାଳେ ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦିଆଯାଇଛି । ଏହାସହ ତାଙ୍କ ପରିବାରର ଜଣଙ୍କୁ ବିଏମ୍ସିରେ…

