କଟକ

ନିରାଶ ହେଲେ ପ୍ରଭାତ ବିଶ୍ୱାଳ

କଟକ ଅଫିସ,୧୧।୪: କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ସହ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି। ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ କରି ବର୍ଷକରେ ବିଚାର ଶେଷ କରିବାକୁ...

ଜବରଦଖଲରେ ଝୋଟେଶ୍ୱର ମନ୍ଦିର ଜମି

ମଙ୍ଗୁଳି-ଜଗତପୁର,୧୧୪(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ଅଧୀନ ୬ନଂ. ୱାର୍ଡ ମୁଣ୍ଡମାଳ ଗ୍ରାମରେ ଥିବା ବହୁ ପୁରାତନ ଝୋଟେଶ୍ୱର ମନ୍ଦିର ଜମିକୁ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ଜବରଦଖଲ କରିଛନ୍ତି। ସେମାନଙ୍କ କବଳରୁ ଏହି ଜମି ମୁକୁଳାଇବା ପାଇଁ ଗ୍ରାମବାସୀ ବାରମ୍ବାର ତହସିଲ...

ସତ୍ୟଭାମାପୁର ମଧୁସ୍ମୃତି ପୀଠର ଉନ୍ନତୀକରଣ ହେବ

କଟକ ଅଫିସ, ୧୧ା୪: କଟକ ଜିଲା ସତ୍ୟଭାମାପୁରସ୍ଥିତ ମଧୁବାବୁଙ୍କ ଜନ୍ମପୀଠକୁ ରାଜ୍ୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିଛି। ରାଜ୍ୟ ସରକାର ମଧୁସ୍ମୃତି ପୀଠର ପାରିପାର୍ଶ୍ୱିିକ ବିକାଶ ନିମନ୍ତେ ଏକ ନକ୍ସା ପ୍ରସ୍ତୁତ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର୍‌ଡିସି)ଙ୍କ...

ପୋଲିସକୁ ଚକ୍‌ମା ଦେଇ ବାବା ବେଶରେ ରହୁଥିଲେ

କଟକ ଅଫିସ,୧୦ା୪: ପୋଲିସ ଆଖିରେ ଧୂଳି ଦେଇ ଖସି ବୁଲୁଥିଲେ ହତ୍ୟା ଅଭିଯୁକ୍ତ। ଗିରଫଦାରିରୁ ବର୍ତ୍ତିବା ପାଇଁ ବାବା ବେଶରେ ରହୁଥିଲେ। ଦାଢ଼ି ରଖୁଥିଲେ ଆଉ ଗେରୁଆ ବସ୍ତ୍ର ପିନ୍ଧୁଥିଲେ। ନିଜକୁ ମହିମା ଅଲେଖ ଧାର୍ମିକ ଅନୁଷ୍ଠାନର ଜଣେ ସନ୍ଥ...

ଖୁଣ୍ଟୁଣୀ ବନାଞ୍ଚଳରେ ଚନ୍ଦକାର ୨୪ ହାତୀଙ୍କ ଉତ୍ପାତ

ଖୁଣ୍ଟୁଣୀ,୧୦ା୪(ଡି.ଏନ୍‌.ଏ.): ଚନ୍ଦକା ଜଙ୍ଗଲରୁ ଆସିଥିବା ୨୪ ଟିକିଆ ହାତୀପଲ କିଛିଦିନ ହେବ ଖୁଣ୍ଟୁଣୀ ବନାଞ୍ଚଳରେ ପ୍ରବେଶ କରିଛିି। ଏହାକୁ ନେଇ ଧାନ ଓ ପରିବା ଫସଲ କରିଥିବା ଚାଷୀ ଆତଙ୍କିତ ହୋଇପଡିଛନ୍ତି। ହାତୀପଲ ଧାନ ଓ ଆଖୁ ଖାଇବା ସହ...

ରାଜ୍ୟରେ ପ୍ରଥମ: ରୋଗୀଙ୍କ ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

କଟକ ଅଫିସ,୧୦ା୪: କଟକସ୍ଥିତ ଏସ୍‌ସିବି ମେଡିକାଲର ସିଟିଭିଏସ୍‌ ବିଭାଗରେ ଏକ୍‌ମୋ ମେଶିନ ସହାୟତାରେ ଜଟିଳ ଅସ୍ତ୍ରୋପଚାର ଶନିବାର କରାଯାଇଛି। ଜଣେ ୨୧ ବର୍ଷୀୟ ଯୁବକଙ୍କ ଶ୍ୱାସନଳୀକୁ ବନ୍ଦ କରି ରଖିଥିବା ଏକ ଟ୍ୟୁମରକୁ ବାହାର କରିବାରେ ଡାକ୍ତରମାନେ ସଫଳ ହୋଇଛନ୍ତି।...

‘ମଣିଷ ସତ୍ୟର ସନ୍ଧାନୀ ହେଉ’

କଟକ ଅଫିସ,୯।୪: ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟକୁ ଅମୃତମୟ ଦୃଷ୍ଟିରେ ଦେଖିବା, ମଧୁର ବାଣୀ ବିତରଣ କରିବା ଏକାନ୍ତ ଆବଶ୍ୟକ। ନିଜ ସୁଖସ୍ବାଚ୍ଛନ୍ଦ୍ୟ ସହିତ ଅନ୍ୟର ସୁଖଦୁଃଖରେ ଭାଗିଦାର ହେବା ଉଚିତ୍‌। ଏଥିସହ ମଣିଷ ସତ୍ୟର ସନ୍ଧାନୀ ହେବାକୁ ରାଜ୍ୟପାଳ ପ୍ରଫେସର...

ଚୌଦ୍ୱାରରୁ ଜର୍ମାନୀ ଯିବେ ସାଇମୀନାକ୍ଷୀ

କଟକ ଅଫିସ,୭ା୪: କଟକ ଜିଲା ଚୌଦ୍ୱାରରୁ ଜର୍ମାନୀ ଯିବେ ସାଇମୀନାକ୍ଷୀ। ଜର୍ମାନୀର ଥାଙ୍ଗାଭେଲ ଦମ୍ପତି ଅନାଥ ଶିଶୁକନ୍ୟା ସାଇମୀନାକ୍ଷୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଫଳରେ ସାଇମୀନାକ୍ଷୀଙ୍କ ନୂଆ ଠିକଣା ହୋଇଛି ଜର୍ମାନୀର ଲଣ୍ଡୌଏର ଷ୍ଟ୍ରାବେ-୧୦୦। ଏଥିସହ ସାଇମୀନାକ୍ଷୀ...

ବର୍ଷାରେ ରାସ୍ତା-ଡ୍ରେନ୍‌ ଏକାକାର

କଟକ ଅଫିସ,୭ା୪: କାଳବୈଶାଖୀ ପ୍ରଭାବରେ ଗୁରୁବାର ଅପରାହ୍ନରେ କଟକ ସହରର ବିଭିନ୍ନ ସ୍ଥାନରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଛି। କେତେକ ସ୍ଥାନରେ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ପବନରେ ବାଲିଯାତ୍ରା ଉପର ପଡିଆରେ ପଡିଥିବା...

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ସାଇରନ ବାଜିବାରୁ ଛୁ ମାରିଲେ ଲୁଟେରା

କଟକ ଅଫିସ,୬ା୪: ତ୍ରିଶୁଳିଆ ନିକଟ ଫକୀରପଡ଼ାରେ ଥିବା ଆଇସିଆଇସିଆଇ ବ୍ୟାଙ୍କକୁ ସ୍ପଷ୍ଟ ଦିବାଲୋକରେ ଲୁଟ୍‌ କରିବାକୁ ଆସି ଲୁଟେରାମାନେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲକର ଚାବି ମାଗିଥିଲେ। ମାତ୍ର ବ୍ୟାଙ୍କର ସାଇରନ ବାଜିବାରୁ ଲୁଟେରାଙ୍କ ଉଦ୍ୟମ...

ଆଧ୍ୟାତ୍ମିକ ଗୁରୁ ଅସୀମାନନ୍ଦ ସରସ୍ବତୀଙ୍କ ପରଲୋକ

କଟକ ଅଫିସ,୪।୪: କଟକ ଚହଟା ସ୍ଥିତ ରାମ ନିଗମେଶ୍ୱର ଆଶୟମରେ ମଙ୍ଗଳବାର ଭୋରରେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ବତୀ ମହାରାଜଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ ତାଙ୍କର ମୃତ୍ୟୁ...

କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ, କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର

ବାଙ୍କୀ,୪ା୪(ସ୍ବ.ପ୍ର.): ବାଙ୍କୀ କଲେଜ ମିନି ଷ୍ଟାଡିୟମ ଗ୍ୟାଲେରି ଉଦ୍‌ଘାଟନ ହେବାର ୧୦ ଦିନ ମଧ୍ୟରେ ଭୁଶୁଡ଼ିବା ଓ ରାତିରାତି ମରାମତି କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଏହି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ କରି ବାଙ୍କୀ ଭାଜପା...

Advertisement
Archives

Model This Week

Why Dharitri