କଟକ

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ନିର୍ଦ୍ଦିଷ୍ଟ ସ୍ଥାନରେ ପୋଷ୍ଟିଂ ପାଇଁ ଚାପ ପକାଇପାରିବେନି କର୍ମଚାରୀ

କଟକ ଅଫିସ୍‌,୩୦।୫: କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ପୋଷ୍ଟିଂ ପାଇଁ ଚାପ ପକାଇବା ଏବଂ ବଦଳି ହେବାକୁ ନ ଚାହିଁବାର ଆଇନଗତ କିମ୍ବା ବୈଧାନିକ ଅଧିକାର ସରକାରୀ କର୍ମଚାରୀଙ୍କର ନାହିଁ। ପଦୋନ୍ନତି ପାଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥାପିତ ହେବାକୁ ଚାହୁଁ ନ…

କଟକରେ ଗୁପ୍‌ଚୁପ୍‌ ଖାଉଛନ୍ତି କି? ଚଢ଼ାଉରେ ଜଣାପଡ଼ିଲା ଏପରି…

କଟକ ଅଫିସ,୨୮।୫: ସୁଆଦିଆ ଗୁପଚୁପ୍‌ ଭାବି ଗ୍ରାହକ ଖାଉଥିଲେ। ହେଲେ ଅସ୍ବାସ୍ଥ୍ୟକର ପରିବେଶରେ ଏସବୁ ତିଆରି ହେଉଥିଲା। ଗୁପଚୁପ୍‌ପ୍ରେମୀ ଏଗୁଡ଼ିକ ଖାଇ ଝାଡ଼ାବାନ୍ତିରେ ପଡ଼ୁଥିଲେ। ଏନେଇ ଅଭିଯୋଗ ଆସିବା ପରେ ଶନିବାର କଟକ ବାଦାମବାଡ଼ିର ଶଙ୍କରପୁର ଅଞ୍ଚଳର ନାକେଇ ପଡ଼ିଆରେ କଟକ…

କଟକରେ ଦୂଷିତ ଖାଦ୍ୟକୁ ନେଇ ଚିନ୍ତା: ଗୁପଚୁପ୍‌ ପଟିରେ ଚଢ଼ାଉ

କଟକ ଅଫିସ,୨୮।୫: ନକଲି ହବ୍‌ କଟକରେ ଏବେ ଦୂଷିତ ଖାଦ୍ୟକୁ ନେଇ ଚିନ୍ତା। ଖାଲି ସାଧାରଣ ଲୋକ ନୁହଁନ୍ତି, ଏ ନେଇ ପ୍ରଶାସନର ମୁଣ୍ଡବିନ୍ଧିବାର କାରଣ ହୋଇଛି। ଦୂଷିତ ପରିବେଶରେ ଗୁପଚୁପ ପ୍ରସ୍ତୁତି ବେଳେ ଶନିବାର ସିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଛି।…

ସକ୍ରିୟ, ସଜାଗ ରହିବାକୁ ଡିଜିପିଙ୍କ ନିର୍ଦ୍ଦେଶ

କଟକ ଅଫିସ, ୨୮ା୫: ଜୁଲାଇ ୧ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ। ଗୁରୁତ୍ୱପୂର୍ଣ୍ଣ ରୀତିନୀତି ମଧ୍ୟରେ ଜୁନ୍‌ ୨୯ ତାରିଖରେ ନବଯୌବନ ଦର୍ଶନ, ଜୁଲାଇ ୧ ତାରିଖରେ ରଥଯାତ୍ରା, ୯ରେ…

କଟକରେ ପୁଣି ନକଲ କୋଲ୍‌ଡଡ୍ରିଙ୍କ୍ସ

କଟକ ଅଫିସ, ୨୭।୮: କଟକରେ ପୁଣି ନକଲି ଜିନିଷ ଜବତ କରାଯାଇଛି। କଟକ ଜଗତପୁରରେ ନକଲି କୋଲ୍‌ଡଡ୍ରିଙ୍କ୍ସ ଫ୍ୟାକ୍ଟ୍ରି ଠାବ ହୋଇଛି। ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗ ଓ ଜଗତପୁର ପୋଲିସ ପକ୍ଷରୁ ମିଳିତ ଭାବେ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରାଯାଇଥିଲା। ସେଠାରେ…

ଓଡ଼ିଶା ସମେତ ୬ ହାଇକୋର୍ଟର ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ/କଟକ ଅଫିସ,୨୭।୫: ୬ ହାଇକୋର୍ଟର ବିଚାରପତିଙ୍କ ବଦଳି କରାଯାଇଛି। ସୁପ୍ରିମକୋର୍ଟଙ୍କ କଲେଜିୟମଙ୍କ ନିଷ୍ପତି କ୍ରମେ ଶୁକ୍ରବାର ଏହି ଅଦଳବଦଳ ହୋଇଛି। ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଲକାତା ହାଇକୋର୍ଟକୁ ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ…

ଆଜି ବର୍ଷାଙ୍କ ଆବେଦନ ଶୁଣାଣି

କଟକ ଅଫିସ,୨୭ା୫: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାଦ ତୁଟୁନି। ଶୁକ୍ରବାର ବର୍ଷାଙ୍କ ଆବେଦନର ଶୁଣାଣି କରିବେ ହାଇକୋର୍ଟ। ସୋସିଆଲ ମିଡିଆରେ ବର୍ଷାଙ୍କ ସମ୍ମାନ ହାନି ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ବର୍ଷା। ସୂଚନାଯୋଗ୍ୟ, ପୁରୀଘାଟ ଥାନାରେ…

ପୁଣି ହାଇକୋର୍ଟ ଗଲେ ବର୍ଷା

କଟକ ଅଫିସ,୨୭।୫: ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଏମ୍‌ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମିଡ଼ିଆରେ ଅପମାନଜନ ପୋଷ୍ଟ ହେଉଥିବା ନେଇ ଅଦାଲତଙ୍କୁ ଅବଗତ କରାଇଛନ୍ତି ବର୍ଷା । ମାମଲାରେ ଅନୁଭବ ଓ ରାଜ୍ୟ ସରକାରଙ୍କ ପକ୍ଷ ଭୁକ୍ତ…

ଛବି ଖରାପ କରିବାକୁ ଚାଲିଛି ଷଡ଼ଯନ୍ତ୍ର: ଏକ ଫେସ୍‌ବୁକ ଆକାଉଣ୍ଟ ପେଜ୍‌ରେ…

କଟକ ଅଫିସ, ୨୬।୫: ଓଡ଼ିଆ ସିନେମା ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ପୁରୀଘାଟ ଥାନାରେ ଅଭିଯୋଗ କରିବାର ୨ଦିନ ପରେ ବର୍ଷା ବୁଧବାର ସାଇବର ଥାନାର…

ଅନୁଭବଙ୍କ ନାଁରେ ଆଉ ଏକ ଏତଲା ଦେଲେ ବର୍ଷା

କଟକ ଅଫିସ,୨୫ା୫: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ସାଇବର ଥାନାର ଆଉ ଏକ ଏତଲା ଦେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଭାବମୂର୍ତ୍ତିକୁ ଅନୁଭବ କଳଙ୍କିତ ଉଦ୍ୟମ କରୁଥିବା…

‘ବର୍ଷାଙ୍କ ବିକଳ୍ପ ରହଣି ବ୍ୟବସ୍ଥା କରିବୁ’

କଟକ ଅଫିସ,୨୫ା୫: ଓଡ଼ିଆ ଫିଲ୍ମ ଷ୍ଟାର୍‌ ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଉପରେ ମଙ୍ଗଳବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଶୁଣାଣି ହୋଇଛି। ଅନୁଭବଙ୍କ ପକ୍ଷରୁ ଦାଏର ହୋଇଥିବା ୨ ପିଟିଶନର ଶୁଣାଣି ଶେଷ କରି…

ବର୍ଷାଙ୍କୁ ଅନୁଭବଙ୍କ ୩ ଚ୍ୟାଲେଞ୍ଜ

କଟକ ଅଫିସ,୨୫ା୫: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ ବିବାଦ। ୟୁଟ୍ୟୁବ୍‌ରେ ଅନୁଭବ ଗତ ଗୁରୁବାର ଏବଂ ଶନିବାର ଦୁଇଟି ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?