ଡକାୟତି କରି ଫେରାର ହୋଇଯାଉଥିଲେ ଡକାୟତ ଗ୍ୟାଙ୍ଗ୍, ଧରିଲା ଗ୍ରାମାଞ୍ଚଳ ପୋଲିସ
ସାଲେପୁର,୩ା୮(ଅରବିନ୍ଦ ଭୂୟାଁ): କଟକ ଜିଲା ସମେତ ଓଡ଼ିଶାର ଭିଭିନ୍ନ ଜିଲାରେ ଡକାୟତି ମାମଲା ଘଟାଇ ଫେରାର ହୋଇଯାଉଥିବା ଡକାୟତି ଦଳକୁ କଟକ ଜିଲା ଗ୍ରାମାଞ୍ଚଳ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। କଟକ ଜିଲାର ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଓ ନେମାଳ…
OTET ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଉପସଭାପତିଙ୍କୁ ପଚରାଉଚରା
କଟକ,୨ା୮: OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ପଚରାଉଚରା କରାଯାଉଛି। କ୍ରାଇମବ୍ରାଞ୍ଚ ଅଫିସକୁ ଡାକି ବୋର୍ଡ ଉପସଭାପତିଙ୍କୁ ପଚରାଉଚରା କରାଯାଉଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନାରୁ ଜଣାପଡ଼ିଛି। ଜୁଲାଇ ୨୦ରେ ହେବାକୁ…
ବିଳମ୍ବରେ ଅଫିସ ଆସିବାରୁ ୩୦ କର୍ମଚାରୀଙ୍କୁ ନୋଟିସ
କଟକ,୩୧।୭: ସିଏମ୍ସି କମିଶନର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବିଳମ୍ବରେ ଅଫିସ ଆସିବାରୁ ୩୦ଜଣ ସିଏମ୍ସି କର୍ମଚାରୀଙ୍କୁ ସୋ’ କଜ୍ ନୋଟିସ୍ ଜାରି କରିଛନ୍ତି। ଏପରିକି କର୍ମଚାରୀଙ୍କ କାହିଁକି ଦରମା ବନ୍ଦ ହେବ ନାହିଁ ସେନେଇ ୨୪ ଘଣ୍ଟାରେ ଉତ୍ତର ଦେବାକୁ…
OTET ପ୍ରଶ୍ନପତ୍ର ଲିକ୍ ମାମଲା: ବୋର୍ଡ ଅଫିସର ଜଣେ କର୍ମଚାରୀଙ୍କୁ ଉଠାଇ ନେଲା କ୍ରାଇମ୍ବ୍ରାଞ୍ଚ
କଟକ,୩୦ା୭: Odisha Teacher Eligibility Test (OTET) ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଚଳାଇବା ସହ ବୋର୍ଡ ଅଫିସର ଜଣେ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନାରୁ ପ୍ରକାଶ। କ୍ରାଇମବ୍ରାଞ୍ଚ ବୋର୍ଡ ଅଫିସ୍ର କର୍ମଚାରୀଙ୍କୁ ଜେରା କରୁଥିବା ଜଣାପଡ଼ିଛି। ସେହିପରି ଗତକାଲି…
SCB ମେଡିକାଲରେ ଅବ୍ୟବସ୍ଥା: ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲୁଛି ସାଲାଇନ
କଟକ,୨୭।୭(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସ୍ସିବି)ର ନ୍ୟୁ ମେଡିସିନ ବିଭାଗ ୱାର୍ଡରେ ଅବ୍ୟବସ୍ଥା ଦେଖାଦେଇଛି। ୱାର୍ଡରେ ରୋଗୀଙ୍କଠାରେ ଲାଗୁଥିବା ସାଲାଇନ ବୋତଲ ୱାର୍ଡରେ ଥିବା ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲା ଯାଇଛି। କେବଳ ଏତିକି ନୁହେଁ କେଉଁଠି…
ଜିଲାପାଳଙ୍କ ଆଦେଶର ଖୋଲାଖୋଲି ଅବମାନନା: ସଦରମହକୁମା ବାହାରେ ଥିଲେ ବିଡିଓ, ଦୁର୍ଘଟଣା ପରେ ସାମ୍ନାକୁ ଆସିଲା…
କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): ଲଘୁଚାପ ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ଅଫିସ ଖୋଲା ରହିବ ବୋଲି କଟକ ଜିଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ ନିର୍ଦ୍ଦେଶନାମା ଜାରି କରିଥିଲେ। କଟକ ଜିଲା ସଦରମହକୁମାରେ ଅବସ୍ଥିତ ସଦର…
ସ୍ତ୍ରୀଙ୍କ ସହ ବୁଲିବାକୁ ଆସିଥିଲେ ବିଡିଓ, ଉଛୁଳା ନଦୀକୁ ଖସିପଡ଼ିଲା କାର୍, ପ୍ରବଳ ଜଳସ୍ରୋତରେ…
କୋଣାର୍କ,୨୬ା୭(ଜ୍ୟୋତିରାଜ ମହାନ୍ତି): ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ମେରାଇନ ଥାନା ଅନ୍ତର୍ଗତ ଲୋଟସ ରିସର୍ଟ ନିକଟ ରାମଚଣ୍ଡୀ ମୁହାଣ କୁଶଭଦ୍ରା ନଦୀରେ କାର ବୁଡି ଯାଇଥିଲା। କଟକ ସଦର ବିଡିଓ ପ୍ରତୀକ ସାହୁ (୩୩)ଓ ତାଙ୍କ ସ୍ତ୍ରୀ ରଶ୍ମୀ ସାହୁଙ୍କ ସହ ଶନିବାର…
ଆଜି ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ: ଉପସ୍ଥିତ ନ ରହିଲେ କାର୍ଯ୍ୟାନୁଷ୍ଠାନ
କଟକ,୨୬।୭(କାର୍ତ୍ତିକ ସାହୁ):ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ଛୁଟି ଶନିବାର ବାତିଲ କରିଛନ୍ତି। ପ୍ରବଳରୁ…
IAS ଧୀମାନ ଚକ୍ମାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
କଟକ,୨୪।୭: କଳାହାଣ୍ଡି ଜିଲା ଧର୍ମଗଡ଼ ଉପ-ଜିଲାପାଳ ଧୀମାନ ଚକ୍ମାଙ୍କୁ ଗୁରୁବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଫଳରେ IAS ଚକ୍ମାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ IAS ଚକ୍ମାଙ୍କୁ ହାଇକୋର୍ଟ ଜାମିନ…
କଲେଜ କର୍ମଚାରୀଙ୍କ ଦରମା ବନ୍ଦ:ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ
କଟକ,୨୩।୭: କଟକ ଜିଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ରିପୋର୍ଟ ଦାଖଲ କରି ନ ଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଜିଲାର ୨୧୦ଟି କଲେଜଙ୍କୁ ICC ରିପୋର୍ଟ ମାଗିଥିଲା…
ରେଭେନ୍ଶାର ୧୦ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ
କଟକ,୨୧ା୭: ରେଭେନ୍ଶାର ଇଷ୍ଟ ହଷ୍ଟେଲରେ ରାଗିଂ ଅଭିଯୋଗରେ ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଆଣ୍ଟି ରାଗିଂ କମିଟି ପକ୍ଷରୁ…
ଭତ୍ତା ଆତ୍ମସାତ ଘଟଣାରେ ବଢ଼ିଲା ଯନ୍ତ୍ରୀଙ୍କ ଅଡ଼ୁଆ, କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ସରପଞ୍ଚଙ୍କ ଏତଲା
ନିଶ୍ଚିନ୍ତକୋଇଲି,୧୯।୭(ଅଶୋକ କୁମାର ମହାପାତ୍ର): କଟକ ଜିଲା ମାହାଙ୍ଗା ବ୍ଲକ ଅଞ୍ଚଳରେ ଭତ୍ତା ଟଙ୍କା ଆତ୍ମସାତ ଘଟଣାରେ ସହକାରୀ ଯନ୍ତ୍ରୀଙ୍କ ଅଡ଼ୁଆ ବଢଛି। ଏହି ଘଟଣାକୁ ନେଇ ଭଦ୍ରେଶ୍ୱର ଥାନାରେ ସରପଞ୍ଚ କମଳାକାନ୍ତ ରାଉତ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ, ମାହାଙ୍ଗା ବ୍ଲକ…

