କଟକ

ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା

କଟକ ଅଫିସ,୯ା୧୧: ଆସନ୍ତା ୧୨ରେ କଟକ ବାଲିଯାତ୍ରା। ଏଠାରେ ବୁଲିବା ସହ ଚଟ୍‌ପଟି ଖାଦ୍ୟର ମଜା ନେବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକଙ୍କ ସମାଗମ ହୋଇଥାଏ। ତେବେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ଯାନବାହନ...

ନିରପେକ୍ଷ ତଦନ୍ତ ପାଇଁ ୨୫ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୮।୧୧- ନିରପେକ୍ଷ ଓ ଉଚ୍ଚକୋଟିର ତଦନ୍ତ କରି ମାମଲାଗୁଡିକର ସମାଧାନ କରିଥିବା ୨୫ଜଣ ତଦନ୍ତକାରୀ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଡିଜିପି ବିଜୟ କୁମାର ଶର୍ମା ଶୁକ୍ରବାର ରାଜ୍ୟ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର...

ହାଇକୋର୍ଟ ବିଚାରପତି ଭାବେ ଶପଥ ନେଲେ ବିଭୁ ପ୍ରସାଦ ରାଉତରାୟ

କଟକ ଅଫିସ, ୮। ୧୧- ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ବିଭୁପ୍ରସାଦ ରାଉତରାୟ ଶପଥ ଗ୍ରହଣ କରିଛନ୍ତି। ଅପରାହ୍ନ ପ୍ରାୟ ୨ଟାରେ ହାଇକୋର୍ଟ ପୁରୁଣା କୋଠାର କନ୍‌ଫରେନ୍ସ ହଲ୍‌ରେ ଏ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳଙ୍କ...

ଭୁଷୁଡ଼ିଲା ଗୋବିନ୍ଦପୁର ବଜାର ନିକଟ କେନାଲ ପୋଲ

କଣ୍ଟାପଡା, ୮।୧୧(ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଅନ୍ତର୍ଗତ ପୁରୀ ବ୍ରାଞ୍ଚ କେନାଲର ଗୋବିନ୍ଦପୁର ବଜାର ନିକଟରେ ଥିବା ପକ୍କାପୋଲ ଉପର ଦେଇ ଶୁକ୍ରବାର ଅପରାହ୍ନରେ ଏକ ବାଲିବୋଝେଇ ହାଇୱା ପାର ହେଉଥିବା ସମୟରେ ପୋଲଟି ଭୁଷୁଡି ପଡିଛି। ସୂଚନାନୁଯାୟୀ, ଉକ୍ତ ପୋଲର...

କିରାଣିଙ୍କ ଗ୍ରେଡ୍‌ ପେ ପ୍ରଦାନ ମାମଲା : ହାଇକୋର୍ଟରେ ସ୍ୟାଟ୍‌ ରାୟ କାଏମ

କଟକ ଅଫିସ,୮।୧୧ : ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ସ୍ନାତକ ଡିଗ୍ରୀଧାରୀ କିରାଣି-ଲାଇବ୍ରେରିଆନ୍‌ମାନଙ୍କୁ ଆରଏସିପି ଗ୍ରେଡ ପେ ପ୍ରଦାନ ସମ୍ପର୍କିତ ମାମଲାରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍‌) ଦେଇଥିବା ରାୟକୁ ହାଇକୋର୍ଟ ଗୁରୁବାର କାଏମ ରଖିଛନ୍ତି। ସ୍ୟାଟ୍‌ଙ୍କ ରାୟକୁ ଚ୍ୟାଲେଞ୍ଜ...

କାଜୁଆଲ୍‌ଟିରେ ପ୍ରସବ କଲେ ଅସହାୟ ମହିଳା

କଟକ ଅଫିସ, ୮।୧୧ : ଏସ୍‌ସିବି ମେଡିକାଲର କାଜୁଆଲ୍‌ଟିରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅନ୍ତଃସତ୍ତ୍ବା ଜଣେ ଅସହାୟ ମହିଳା କଟକ-ଭୁବନେଶ୍ୱର ରାସ୍ତା କଡ଼ରେ ବୁଲୁଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ କେତେଜଣ ସାମାଜିକ କର୍ମୀ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ...

ବିଭୁ ରାଉତରାୟ ହାଇକୋର୍ଟ ବିଚାରପତି ନିଯୁକ୍ତ: ଆଜି ନେବେ ଶପଥ

କଟକ ଅଫିସ, ୮-୧୧:ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ବ୍ରହ୍ମପୁର ଜିଲା ଦୌରାଜଜ୍‌ ଥିବା ବିଭୁ ପ୍ରସାଦ ରାଉତରାୟ ଶୁକ୍ରବାର ଶପଥ ଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ତାଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ...

ଏସ୍‌ସିବି ମେଡିକାଲରେ ୫-ଟି ସଚିବ: ସୁପର ସ୍ପେଶିଆଲିଟି ବିଲ୍ଡିଂ ନିର୍ମାଣ ନେଇ ଆଲୋଚନା

କଟକ ଅଫିସ, ୭।୧୧: ରାତି ପାହିନି, କଟକ ଏସ୍‌ସିବି ମେଡିକାଲରେ ରାଜ୍ୟର ୩ ଜଣ ଆଇଏଏସ୍‌ ଅଫିସର ପହଞ୍ଚିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଲିନୀ ପଣ୍ଡିତ...

ମହାନଦୀରେ ଅଘଟଣ, ମାଛ ମାରିବା ବେଳେ ବୁଡ଼ିଲା ଡଙ୍ଗା

ନରାଜ,୬।୧୧(ଡି.ଏନ୍‌.ଏ.): ମୁଣ୍ଡଳୀ ବ୍ୟାରେଜ୍‌ ମଧ୍ୟଭାଗର ମହାନଦୀରେ ବୁଧବାର ପୂର୍ବାହ୍ନ ୧୧ଟାରେ ମତ୍ସଜୀବୀମାନେ ମାଛ ମାରୁଥିବା ସମୟରେ ଅସାବଧାନତାବଶତଃ ଏକ ଡଙ୍ଗା ବୁଡ଼ିଯାଇଥିଲା। ଏହାଦେଖି ପାଖରେ ଥିବା ଅନ୍ୟ ମତ୍ସଜୀବୀମାନେ ସେଠାରେ ପହଞ୍ଚି ଦୁଇଟି ଡଙ୍ଗା ସାହାଯ୍ୟରେ ବୁଡ଼ି ଯାଉଥିବା ଡଙ୍ଗା...

୨୦ ହଜାର ଲାଞ୍ଚ: ସହକାରୀ ନିର୍ଦ୍ଦେଶକ ଗିରଫ: ଘରୁ ବାହାରିଲା ୧୮ ଲକ୍ଷ ୩୦ ହଜାର ଟଙ୍କା

କଟକ ଅଫିସ, ୬।୧୧:ଓଡ଼ିଶା ଟେକ୍ସଟ୍‌ ବୁକ ପ୍ରଡକ୍ସନ ଆଣ୍ଡ ମାର୍କେଟିଂର ସହକାରୀ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସେନାପତିଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେନାପତି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଏହି ଲାଞ୍ଚ...

ଭୋର ୫ଟାରେ ଏସସିବି ମେଡିକାଲରେ ଅଚାନକ ପହଞ୍ଚିଲେ ଭି.କେ ପାଣ୍ଡିଆନ

କଟକ ଅଫିସ୍‌,୬।୧୧:କଟକ ଏସସିବି ମେଡିକାଲରେ ଭୋର ୫ଟାରେ ପହଞ୍ଚିଲେ ୫ଟି ସଚିବ ଭି.କେ ପାଣ୍ଡିଆନ। ଅଚାନକ ବଡ଼ ମେଡିକାଲରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସହ ଆଲୋଚନା କରିବା ସହ ଭିତ୍ତିଭୂମି ଯାଞ୍ଚ କରିଛନ୍ତି ସଚିବ। ପାଣ୍ଡିଆନଙ୍କ ସହିତ...

୩ ଜାତିକୁ ସମ୍ବିଧାନର ୨୪ ଧାରାରେ ସାମିଲ ମାମଲା:୪ ସପ୍ତାହ ଭିତରେ ପଦକ୍ଷେପ ନିଅ

କଟକ ଅଫିସ, ୬ା୧୧:ଭାରତୀୟ ସମ୍ବିଧାନର ଧାରା ୨୪ର ଅନୁସୂଚିତ ଜାତି ତାଲିକାରେ ଗିର୍‌ଗିରିଆ, ଗିର୍‌ଗିରା, ଗିଙ୍ଗିରା ଜାତି ସାମିଲ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରି ଏବଂ ବିଚାରପତି କେ.ଆର୍‌. ମହାପାତ୍ରଙ୍କ ଖଣ୍ଡପୀଠ...

Advertisement
Archives

Model This Week

Why Dharitri