ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ
କଟକ ଅଫିସ,୩ା୮: ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ସମ୍ପର୍କିତ ପୂର୍ବ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ...
ରୋଗୀଙ୍କଠାରୁ ନେଉଥିଲେ ଲାଞ୍ଚ,ଧରିଲା ପୋଲିସ
କଟକ ଅଫିସ,୨।୮: ଏସ୍ସିବି ମେଡିକାଲରେ ରୋଗୀଙ୍କଠାରୁ ଲାଞ୍ଚ ନେଇ ୨ ଜଣ ଧରାପଡିଛନ୍ତି। ସେମାନେ ହେଲେ ଏସ୍ସିବିର ଜଣେ କର୍ମଚାରୀ ଓ ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ। ଶୀଘ୍ର ଅଲଟ୍ରାସାଉଣ୍ଡ କରାଇଦେବାକୁ କହି ୧୪ ଶହ ଟଙ୍କା ଲାଞ୍ଚ ନେଉଥିଲେ।...
‘ମିରର ମେଜ୍’ରେ ବାଟବଣା
କଟକ ଅଫିସ, ୨।୮:ଲୋକଙ୍କ ମନୋରଞ୍ଜନ ପାଇଁ କଟକସ୍ଥିତ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ ଆରମ୍ଭ ହୋଇଛି ‘ମିରର ମେଜ୍’। ଏହା ଭୁଲ ଭୁଲେୟା ସଦୃଶ। ଏଥିମଧ୍ୟରେ ଲୋକେ ପାଦ ରଖିଲେ ବାଟବଣା ହେଉଛନ୍ତି। କାରଣ ‘ମିରର ମେଜ୍’ ମଧ୍ୟକୁ ପ୍ରବେଶ କରୁ...
ଏଥର ନବମ, ଦଶମ ବହିରେ ନୂଆ ବିଷୟବସ୍ତୁ
କଟକ ଅଫିସ,୩୧।୭ : ନବମ ଓ ଦଶମ ଶ୍ରେଣୀ ବହିରେ ଏଥର ନୂଆ ବିଷୟବସ୍ତୁ ସ୍ତାନ ପାଇବ। ଡିଜାଷ୍ଟର ମ୍ୟାନେଜମେଣ୍ଟ ଓ ପାଣ୍ଡାମିକ ମ୍ୟାନେଜମେଣ୍ଟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯିବ । ଭୂଗୋଳ ଓ ଲାଇଫ ସାଇନ୍ସ ବହିରେ...
ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଜବତ
କଟକ ଅଫିସ,୩୦ା୭: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଜବତ କରିଛି ଇଡି। କଟକର ଷ୍ଟେଟ୍ବ୍ୟାଙ୍କ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଏବଂ ନୋଏଡାରେ ଥିବା ଏକ ମିଡିଆ ଗ୍ରୁପର ସମ୍ପତ୍ତି ମିଶି ମୋଟ୍ ୩ କୋଟି ୯୨...
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା
ନରସିଂହପୁର,୨୯।୭: ଶେଷରେ ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା। ଆଠଗଡ଼ ବନଖଣ୍ଡ ନରସିଂହପୁର ଜଙ୍ଗଲରେ ବୁଲୁଥିବା ଗୁଳିବିଦ୍ଧ ଦନ୍ତାଟି ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଆଖି ବୁଜିଛି। ଏନେଇ ଆଠଗଡ଼ ଡିଏଫଓ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତ ମାସରେ ଏହି ଅଞ୍ଚଳରେ...
୫ଟି ସ୍ଥାନରେ ବାଜିଛି ଗୁଳି, ଦୁଇଦିନ ହେଲା ଖାଉନି ହାତୀ
ନରସିଂହପୁର,୨୯।୭(ସ୍ବ.ପ୍ର.): କଟକ ଜିଲା ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ଶୁକ୍ରବାର ଗୁରୁତର ହୋଇପଡିଛି। ଦୁଇଦିନ ହେଲା ହାତୀ ଖାଦ୍ୟ ଗ୍ରହଣ କରୁନାହିଁ। ଫଳରେ ବନ କର୍ମଚାରୀ ଚିନ୍ତାରେ ପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ଛଅ ଦିନ...
‘ମଙ୍କିପକ୍ସ’ ପାଇଁ ଏସ୍ସିବିରେ ସ୍ବତନ୍ତ୍ର ବ୍ୟବସ୍ଥା
କଟକ ଅଫିସ,୨୯।୭: ଦେଶରେ ‘ମଙ୍କିପକ୍ସ’ମାମଲା ଚିହ୍ନଟ ହେବା ପରେ ଆହୁରି ଚିନ୍ତା ବଢାଇଦେଇଛି। ଏହାକୁ ନିୟନ୍ତ୍ରଣରେ ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଥିବା ବେଳେ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଭଳି ସ୍ଥଳେ ଓଡ଼ିଶାରେ...
କୁପୋଷଣର ଶିକାର ୩ ଶିଶୁ
କଟକ ଅଫିସ,୨୯ା୭: ରୌପ୍ୟ ନଗରୀ କଟକ ସହରରେ ଯାଜପୁର ଜିଲାର ନଗଡ଼ା ପରି ଦୃଶ୍ୟ ଦେଖିବାକୁ ମିଳିଛି। ୩ଶିଶୁ ଭୋକ ଓପାସରେ ଆଉଟୁପାଉଟୁ ହେଉଥିବାବେଳେ ଆଖିରୁ ଲୁହ ଶୁଖୁନି। ଖାଦ୍ୟ ଅଭାବରୁ ଅପପୁଷ୍ଟିର ଶିକାର ହୋଇଥିବା ଏହି ୩ ଶିଶୁଙ୍କୁ...
ଆଉ ଏକ ଗୁଳିିବିଦ୍ଧ ଦନ୍ତା ଗୁରୁତର
ଭୁବନେଶ୍ୱର(ବ୍ୟୁରୋ)/ନରସିଂହପୁର (ସ୍ବ.ପ୍ର.)୨୯।୭: ଆଠଗଡ଼ ବନଖଣ୍ଡ ନରସିଂହପୁର ଜଙ୍ଗଲରେ ଗତ ୬ଦିନ ହେଲା ବୁଲୁଥିବା ଗୁଳିବିଦ୍ଧ ଦନ୍ତାକୁ ବନ ବିଭାଗ ଗୁରୁବାର ଠାବ କରି ଚିକିତ୍ସା ଆରମ୍ଭ କରିଛି। ନରସିଂହପୁର ପ୍ରାଣୀଧନ ଚିକିତ୍ସକ ବିଜୟ କୁମାର ସେନାପତି, ନନ୍ଦନକାନନ ଏବଂ ସାତକୋଶିଆର...
ହାଇକୋର୍ଟ ଗଲେ ବାବୁସାନ୍
କଟକ ଅଫିସ,୨୭ା୭: ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜଧାନୀ ରାଜରାସ୍ତାରେ ଅଭିନେତା ବାବୁସାନ୍, ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଥାନାରେ ମାମଲା ହୋଇଥିଲା। ସ୍ତ୍ରୀ ତୃପ୍ତି...
ପରଲୋକରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂ
କଟକ ଅଫିସ,୨୭।୭: ବିଶିଷ୍ଟ ଶ୍ରମିକ ନେତା ତଥା କଟକ ସଦରର ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। କଟକର ଏକ ଘରୋଇ ଚିକିତ୍ସାଳୟରେ ଦେହାନ୍ତ ହୋଇଛି। ସୂଚନାଯୋଗ୍ୟ, ରାଜେନ୍ଦ୍ର...
Archives


