୫ ହଜାର ତଣ୍ଡ ଗଣିବେ ବର୍ଷା-ଅନୁଭବ

କଟକ ଅଫିସ୍‌,୯।୯: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏମ୍‌ପି ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ଓ ଅନୁଭବଙ୍କୁ ୫ ହଜାର ଟଙ୍କା ଲେଖାଏ ଦାଖଲ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କାମରେ ଅଯଥା ବିଳମ୍ବ କରିଥିବାରୁ ଉଭୟ ତଣ୍ଡ ଗଣିବେ। ଆସନ୍ତା ୧୪ ତାରିଖ ସୁଦ୍ଧା ଟଙ୍କା ଦାଖଲ କରିବାକୁ ଉଭୟଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଫାମିଲି କୋର୍ଟ କଟକ।


Enter your email to get our daily news in your inbox.

All Right Reserved By Dharitri.Com

୧୨ନଂ ୱାର୍ଡବାସୀ ହୀନସ୍ତା

ଫୁଲବାଣୀ ଅଫିସ, ୭ା୮-ଗ୍ରାମାଞ୍ଚଳ ନୁହେଁ ସହରରେ ବି ଲୋକଙ୍କୁ ପାଣି ମିଳୁନି। ୬ ବର୍ଷ ହେଲା ପାଣି ଟାଙ୍କି ନିର୍ମାଣ ହୋଇଛି। ଖାଲି ରଙ୍ଗ ଲଗାଯାଇ...

ମେଶିନରେ ହେଉଛି ଏମ୍‌ଜିଏନ୍‌ଆରଇଜିଏସ୍‌ କାମ

ଆଳି,୩୦ା୬(ଡି.ଏନ.ଏ.): କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଶ୍ରମିକ ମାନଙ୍କୁ ଶହେ ଦିନର କାର୍ଯ୍ୟ ଯୋଗାଇ ଦେବା ଉଦେଶ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ...

ପଦ୍ମପୁରରେ ବିଜେଡି ୧,୭୧୨ ଭୋଟ୍‌ରେ ଆଗୁଆ

ପଦ୍ମପୁର, ୮।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟଗଣତି ଜାରି ରହିଛି। ଗୁରୁବାର ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରଥମ ରାଉଣ୍ଡରେ ବିଜେଡି...

ନଡ଼ିଆଗଛ ଉପରେ ନାଗସାପ ଦେଖି ଭୟରେ ତଳକୁ ଖସିପଡ଼ିଲେ ଯୁବକ, ଆଉ ତା’ ପରେ…

ଦିଗପହଣ୍ଡି,୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦଗାଁରେ ନଡ଼ିଆ ଗଛରୁ ଖସି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏହି ଯୁବକ ଜଣକ ହେଲେ...

ପଞ୍ଚାୟତ ସଭା ଚାଲିଥିବା ବେଳେ ତଡ଼ା ଖାଇଲେ ସରପଞ୍ଚଙ୍କ ସ୍ବାମୀ

ଆନନ୍ଦପୁର,୩୦।୫: ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପଞ୍ଚାୟତର ସଭା ଚାଲିଥିବା ବେଳେ ସରପଞ୍ଚଙ୍କ ସ୍ବାମୀଙ୍କୁ ତଡ଼ା ଖାଇବାକୁ ପଡ଼ିଛି। ସୂଚନାଯୋଗ୍ୟ,...

ଚେନ୍‌ ଟାଣି ଖଲ୍ଲିକୋଟ ଷ୍ଟେଶନରେ ଓହ୍ଲାଇଗଲେ ୪୧୩ ପ୍ରବାସୀ ଓଡିଆ  

ଖଲିକୋଟ,୨୭ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ରେଲ୍‌ୱେ ଷ୍ଟେଶନରେ ବୁଧବାର ଅପରାହ୍ନ ପ୍ରାୟ ୧ଟାରେ ଏକ ଶ୍ରମିକ ସ୍ପେଶାଲ ଟ୍ରେନର ଚେନ୍‌ ଟାଣି ୪୩୧ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇ...

ଲକ୍‌ଡାଉନ୍‌ରେ ଜୀବିକା: ସଙ୍କଟରେ ଟେରାକୋଟା ଶିଳ୍ପୀ

କେନ୍ଦୁଝର,୧୧। ୬ (ସ୍ବ.ପ୍ର.)-ଜୀବନ ଜୀବିକାକୁ ଲକ୍‌ କରିଦେଇଛି କରୋନା ଲକ୍‌ଡାଉନ। ଏହି ଲକ୍‌ଡାଉନରେ ଜୀବିକା ହରାଇଛନ୍ତି ଘଟଗାଁ ବ୍ଲକ ବାଟହରିଚନ୍ଦନପୁର(ବଳଭଦ୍ରପୁର)ର ଟେରାକୋଟା କାରିଗର। ନିର୍ଜୀବ ମାଟିର...

ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ମହିଳାଙ୍କୁ ଅସଦାଚରଣ ଘଟଣା: ଏଏସଆଇଙ୍କୁ ଗିରଫ କଲା ପୋଲିସ

କପ୍ତିପଦା,୬ା୧୧(ଡି.ଏନ୍‌.ଏ.)- ଏକ ପୁରୁଣା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ କପ୍ତିପଦା ଥାନାର ତତ୍‌କାଳୀନ ଏଏସଆଇ ଶୁଭେନ୍ଦୁ ବେହେରାଙ୍କୁ...

Advertisement
Archives

Model This Week