ଓସିଏସ୍‌ ପରୀକ୍ଷାଫଳ ପ୍ରକାଶ: କୃତକାର୍ଯ୍ୟ ହେଲେ ୭୮୫ ପରୀକ୍ଷାର୍ଥୀ

କଟକ ଅଫିସ,୯ା୯- ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌)-୨୦୨୦ର ଲିଖିତ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ୭୮୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୮୭ ଜଣ ମହିଳା ରହିଛନ୍ତି। ତେବେ ପରୀକ୍ଷାର୍ଥୀମାନେ ନିଜ ପରୀକ୍ଷା ଫଳ ଓପିଏସ୍‌ସି ୱେବ୍‌ସାଇଟ୍‌ରେ ଦେଖିପାରିବେ। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନଙ୍କର ରୋଲ୍‌ ନମ୍ବର ଓପିଏସ୍‌ସି ୱେବ୍‌ସାଇଟରେ ରହିଛି। ଆସନ୍ତା ୧୯ ତାରିଖଠାରୁ ଓପିଏସ୍‌ସି କାର୍ଯ୍ୟାଳୟରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ସାକ୍ଷାତକାର ପ୍ରକ୍ରିୟା ହେବ। ଏହି ପ୍ରକ୍ରିୟାର ସମ୍ପୂର୍ଣ୍ଣ ସୂଚୀ ଖୁବ୍‌ଶୀଘ୍ର ବିଜ୍ଞପ୍ତି ମାଧ୍ୟମରେ ପରୀକ୍ଷାର୍ଥୀମାନଙ୍କୁ ଅବଗତ କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସୁନାଚେନ ଝାମ୍ପିନେଲେ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜଧାନୀରେ ପୁଣି ଲୁଟେରା ମାତିଲେଣି। ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଜେଲ ଗେଟ୍‌ ସମ୍ମୁଖ ରୋଡରେ ପ୍ରାତଃଭ୍ରମଣ ବେଳେ ମନୋରମା ସାହୁ ନାମ୍ନୀ...

ବ୍ୟାସନଗର ପୌରାଞ୍ଚଳରେ ପ୍ରଥମ ଜନଶୁଣାଣି

ଯାଜପୁର ରୋଡ,୨୦୮(ନି.ପ୍ର.)- ବ୍ୟାସନଗର ପୌର ପରିଷଦର ସଭା ଗୃହରେ ସୋମବାର ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମିନାଙ୍କ...

ପରଲୋକରେ ବିଶିଷ୍ଟ ଲେଖକ ମନୋଜ ଦାସ

ଭୁବନେଶ୍ୱର,୨୭।୪ : ବିଶିଷ୍ଟ ଲେଖକ ମନୋଜ ଦାସଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ।...

‘ବାହାର ଲୋକେ ପୁରୀ ନ ଆସନ୍ତୁ’

ପୁରୀ ଅଫିସ,୨୬ା୧୧:ପଞ୍ଚକ ବ୍ରତ ବୁଧବାରଠାରୁ ଆରମ୍ଭ ହୋଇଛି। ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏହାପରେ କାର୍ତ୍ତିକ ପୂର୍ଣ୍ଣିମା। ଏହି ବିଶେଷ...

ପାଣିରେ ବୁଡ଼ି ଶିଶୁକନ୍ୟା ଜୀବନ ଗଲା

ରୂପ୍‌ସା,୨୧।୮(ଡି.ଏନ.ଏ.):  ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ବଳବୁଧି ଗ୍ରାମରେ ୧୧ମାସର ଶିଶୁକନ୍ୟା ଚାନ୍ଦିନୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଶିଶୁ ହେଲେ...

ରୂପାନ୍ତରଣରେ ସାମିଲ ହେଲା ୫୦ ବିଦ୍ୟାଳୟ

ଅନୁଗୋଳ ଅଫିସ, ୪।୬ ଅନୁଗୋଳ ଜିଲାର ୫୦ଟି ବିଦ୍ୟାଳୟ ଶୁକ୍ରବାର ୫-ଟି ରୂପାନ୍ତରଣରେ ସାମିଲ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ ୧୪୦ ବିଦ୍ୟାଳୟ ଏହି...

ବଢ଼ୁନି ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ଅବସର ବୟସ

ଭୁବନେଶ୍ୱର, ୨୫।୧୦(ବ୍ୟୁରୋ): ରାଜ୍ୟରେ ଏବେ ବିଭିନ୍ନ ବଶ୍ୱବିଦ୍ୟାଳୟରେ ବହୁ ପଦବୀ ଖାଲି ପଡ଼ିଛି। ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ୫୦% ପଦବୀ ଖାଲି ପଡ଼ିଛି। ଗୋଟିଏ...

ଶିମିଳିପାଳରୁ ଉଚ୍ଛେଦକୁ ନେଇ ଖେଜୁରୀ ଗ୍ରାମବାସୀଙ୍କ ବିକ୍ଷୋଭ

ଯଶିପୁର,୨୨ା୧(ଡ଼ି.ଏନ୍‌.ଏ.): ଶିମିଳିପାଳ ମଧ୍ୟରେ ଥିବା ଗୁଡଗୁଡିଆ ପଞ୍ଚାୟତ ଅଧୀନ ଖେଜୁରୀ ଗ୍ରାମର ବାସିନ୍ଦାଙ୍କୁ ଉଚ୍ଛେଦ ଉଦ୍ୟମକୁ ବିରୋଧକରି ବୁଧବାର ଯଶିପୁର ବ୍ଲକ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀ...

Advertisement
Archives

Model This Week