ଅନୁଗୋଳ

ଭଙ୍ଗା ଆଜବେଷ୍ଟସ ତଳେ ଛାତ୍ରୀଛାତ୍ର

ବଇଣ୍ଡା,୩ା୩(ଡି.ଏନ.ଏ.): କୋଭିଡ୍‌ କାରଣରୁ ୨ ବର୍ଷ ବନ୍ଦ ରହିଲା ପ୍ରାଥମିକ ବିଦ୍ୟାଳୟ। ହେଲେ ଅବ୍ୟବସ୍ଥିତ ଭିତ୍ତିଭୂମିରେ ପରିବର୍ତ୍ତନ କଲେନି ରାଜ୍ୟ ସରକାର। ଫଳରେ ଦୀର୍ଘଦିନ ପରେ ସ୍କୁଲକୁ ଆସିଥିବା କୁନି କୁନି ଛାତ୍ରୀଛାତ୍ର ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଆଜବେଷ୍ଟସ ତଳେ ଖୋଲାମେଲାରେ…

୫ ଯୁବକଙ୍କୁ ହରାଇ ଗାଁ ସ୍ତବ୍ଧ

ଖମାର,୨।୩(ଡି.ଏନ.ଏ.) ପାଲଲହଡା ବ୍ଲକ ଖମାର ଥାନା କଣ୍ଟିଆପସି ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ୫ ଯୁବକଙ୍କ ଅକାଳ ବିୟୋଗ ଇଞ୍ଜିଡ଼ ଗାଁକୁ ସ୍ତବ୍ଧ କରିଦେଇଛି। ଦୁର୍ଘଟଣା ଖବର ପହଞ୍ଚିବା ପରଠାରୁ ମୃତକଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ…

ଅନୁଗୋଳରେ ଇତିହାସ ରଚିଲା ବିଜେଡି

ଅନୁଗୋଳ ଅଫିସ,୨।୩(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚଳିତବର୍ଷ ଅନୁଗୋଳ ଜିଲାରେ ବିଜୁ ଜନତା ଦଳ (ବିଜେଡି) ନୂଆ ଇତିହାସ ରଚିଛି। ଜିଲାର ମୋଟ୍‌ ୨୮ ଜିଲା ପରିଷଦ ଆସନ ମଧ୍ୟରୁ ଦଳ ୨୭ଟି ଦଖଲ କରିଛି। ଏପରି ରେକର୍ଡ ସଫଳତାକୁ ନେଇ…

ଭୋଟ ଗଣତି କେନ୍ଦ୍ରରୁ ଫେରିଲା ବେଳେ ଦୁର୍ଘଟଣା, ଗଲା ୫ ଜୀବନ

ଖମାର,୧।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡା ବ୍ଲକ ୧୪୯ ନମ୍ବର ଜାତୀୟ ରାଜପଥ ଖମାର ଥାନା ଅନ୍ତର୍ଗତ କଣ୍ଟିଆପସି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକଳ, ଇଞ୍ଜିଡି ଗାଁର…

ପିଲାଙ୍କୁ ଛାଡ଼ିବାକୁ ଅଭିଭାବକ ଅମଙ୍ଗ

ବଇଣ୍ଡା, ୨୭।୨(ଡି.ଏନ୍‌.ଏ.): କରୋନାର ତୃତୀୟ ଲହର ନିୟନ୍ତ୍ରଣକୁ ଆସିବା ପରେ ଦୀର୍ଘ ଦୁଇବର୍ଷ ପରେ ସୋମବାରଠାରୁ ଆରମ୍ଭ ହେଉଛି ପ୍ରାଥମିକ ସ୍କୁଲ। ଶ୍ରେଣୀଗୃହରେ ପ୍ରତ୍ୟକ୍ଷ ଶିକ୍ଷାଦାନ ଲାଗି ସରକାରୀସ୍ତରରେ ନିର୍ଦ୍ଦେଶନାମା ଜାରି କରାଯିବା ପରେ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ…

ଆଜି ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ ତାଲା

ଅନୁଗୋଳ ଅଫିସ/ ବଇଣ୍ଡା/ ଛେଣ୍ଡିପଦା,୨୬।୨(ଡି.ଏନ.ଏ.)- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ୨୬ ତାରିଖଠାରୁ ଆରମ୍ଭ ହେବ। ୨୮ ତାରିଖ ଯାଏ ଏହା ଚାଲିବାକୁ ଥିବାବେଳେ ଅନୁଗୋଳ ଜିଲାର ୮ ବ୍ଲକରେ ଉତ୍ସାହ ଦେଖାଦେଇଛି। ଭୋଟ ବାକ୍ସରେ ସିଲ୍‌ ହୋଇ ରହିଥିବା…

ପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ

ଅନୁଗୋଳ ଅଫିସ,୨୬ା୨: ରାଜ୍ୟ ସରକାରଙ୍କ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଅନୁଗୋଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଗତ ୧୫ ଦିନ ହେଲା ସେ ନିମୋନିଆରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ…

ଗଣତି ପୂର୍ବରୁ ଅଳ୍ପ ବ୍ୟବଧାନ ଚର୍ଚ୍ଚା

ଛେଣ୍ଡିପଦା,୨୫।୨(ସ୍ବ.ପ୍ର.) ଅନୁଗୋଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ପ୍ରକ୍ରିୟା ଗତ ୨୨ ତାରିଖରୁ ଶେଷ ହୋଇଥିବା ବେଳେ ଏବେ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା। ଷ୍ଟ୍ରଙ୍ଗ ରୁମ୍‌ରେ ସିଲ୍‌ ହୋଇ ରହିଥିବା ଭୋଟ ବାକ୍ସ ଆସନ୍ତା ୨୬ ରୁ ୨୮…

ଧରାପଡ଼ିଲେ ନକଲି ମଦ ମାଫିଆ

ଅନୁଗୋଳ ଅଫିସ,୨୫।୨ ୨୦ ଦିନର ଛକାପଞ୍ଝା ପରେ ଅନୁଗୋଳ ଜିଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। କୋର୍ଟରେ ଆତ୍ମସମର୍ପଣ ପୂର୍ବରୁ ଅବକାରୀ କର୍ମଚାରୀଙ୍କ ହାତରେ ଧରାପଡ଼ିଛନ୍ତି ନକଲି ମଦ ମାଫିଆ ଜୟପ୍ରକାଶ ଗୁପ୍ତା। ଗିରଫ ପରେ ଅଧିକ ପଚରାଉଚରା ପାଇଁ…

ଆଜି କିଶୋରନଗର, ତାଳଚେରରେ ଭୋଟ

ବଇଣ୍ଡା/ ତାଳଚେର,୨୨୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ୨୨ ତାରିଖ ମଙ୍ଗଳବାର ଅନୁଗୋଳ ଜିଲାର କିଶୋରନଗର ଓ ତାଳଚେର ବ୍ଲକରେ ଅନୁଷ୍ଠିତ ହେବ। କିଶୋରନଗର ବ୍ଲକର ୨୩ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ୍‌ରେ ଏଥିପାଇଁ…

ତାଳଚେରରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ତାଳଚେର,୨୧।୨(ନି.ପ୍ର.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ଅନୁଗୋଳ ଜିଲାର ତାଳଚେର ଓ କିଶୋରନଗର ବ୍ଲକରେ ଏଥିପାଇଁ ରବିବାର ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଅନ୍ତିମ ଦିନରେ ଦୁଇ ବ୍ଲକର ଜିଲା ପରିଷଦ…

ମତଦାନ କରିବାକୁ ମତଦାତା ଉତ୍ସାହୀ

ବଇଣ୍ଡା/ ଖମାର,୨୦।୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ୨୦ ତାରିଖ ରବିବାର ଅନୁଗୋଳ ଜିଲାର ଆଠମଲ୍ଲିକ ଓ ପାଲଲହଡ଼ା ବ୍ଲକରେ ଅନୁଷ୍ଠିତ ହେବ। ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ୍‌ ଏବଂ ପାଲଲହଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?