ଅନୁଗୋଳ

କମରେଇ ଜଙ୍ଗଲ ଜଳୁଛି

ବଇଣ୍ଡା,୧୬।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା କମରେଇ ଜଙ୍ଗଲ ୨ ଦିନ ହେବ ଜଳୁଛି। ବନ ବିଭାଗ ପକ୍ଷରୁ ନିଆଁ ଲିଭାଯାଉ ନ ଥିବା ଯୋଗୁ ବନ୍ୟଜନ୍ତୁ ଗାଁ ମୁହାଁ ହୋଇଛନ୍ତି। ଗ୍ରାମବାସୀ କହିଛନ୍ତି, ଏହି…

‘ବିଜେଡି ଅହଂକାରୀ ହୋଇଯାଇଛି’

ଅନୁଗୋଳ ଅଫିସ,୧୫।୩ ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଦି ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଜାଣିଶୁଣି ଗାଡି ଚଢ଼େଇଦେବା ଘଟଣାର ପ୍ରତିବାଦରେ ଅନୁଗୋଳ ଜିଲା ଭାଜପା ପକ୍ଷରୁ ସୋମବାର ଏକ ମୌନ ସତ୍ୟାଗ୍ରହ ତହସିଲ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା…

ବଇଣ୍ଡାରେ ଫଗୁଦଶମୀ

ବଇଣ୍ଡା,,୧୫।୩(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡା ରାଧାକୃଷ୍ଣ ମନ୍ଦିର ପରିସରରେ ରବିବାର ରାଧାକୃଷ୍ଣଙ୍କ ଫଗୁ ଦଶମୀ ନୀତି ପାଳିତ ହୋଇଯାଇଛି। ପୂଜକ ମଦନ ମୋହନ ମିଶ୍ର ପୂଜା କରିଥିବାବେଳେ ଘାସିନାଥ ବେହେରା କର୍ତ୍ତା ଭାବେ ଯୋଗଦେଇଥିଲେ। ଠାକୁରଙ୍କଠାରେ ଫଗୁ ଲାଗିପରେ ଅଞ୍ଚଳବାସୀଙ୍କ ମଧ୍ୟରେ…

ମଇଦାନରେ ୨୦୪ ପ୍ରାର୍ଥୀ

ଅନୁଗୋଳ ଅଫିସ,,୧୫।୩ ଅନୁଗୋଳ ଜିଲାରେ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ସମୟ ସୀମା ଶେଷ ହେବା ପରେ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଜିଲାର ଅନୁଗୋଳ ପୌରପାଳିକା, ତାଳଚେର…

ନାଲ୍‌କୋନଗରରେ ଦୋଳ ଉତ୍ସବ

ବଅଁରପାଳ,୧୪ା୩(ଡି.ଏନ.ଏ.): ବଅଁରପାଳ ବ୍ଲକ ନାଲ୍‌କୋନଗର ଯାଦବ ସମାଜ ଆନୁକୂଲ୍ୟରେ ନାଲ୍‌କୋ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଦୋଳ ଉତ୍ସବ(ଫଗୁ ଦଶମୀ) ରବିବାର ଆରମ୍ଭ ହୋଇଛି। ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା ଓ ଫଗୁ ଲାଗି କରାଯିବା ପରେ ଯାଦବ ମହିଳାମାନଙ୍କ ଦ୍ବାରା ବନ୍ଦାପନା…

ବାଡ଼ି ଖେଳରେ କମ୍ପିଲା ଗାଁ

ଖମାର,୧୪ା୩(ଡି.ଏନ.ଏ.): ପାଲଲହଡ଼ା ବ୍ଲକ ଖମାର ଥାନା ଶଙ୍ଖମୁର ଗ୍ରାମରେ ଫଗୁ ଦଶମୀ ପାଳିତ ହୋଇଯାଇଛି। ବିଗତ ୨ ବର୍ଷ ଧରି କୋଭିଡ୍‌ କଟକଣା ଯୋଗୁ ଫଗୁ ଦଶମୀ ନିରାଡ଼ମ୍ବର ରହିଥିବା ବେଳେ ଚଳିତ ବର୍ଷ ଏହା ଧୁମ୍‌ଧାମରେ ପାଳନ ହୋଇଥିଲା। ବିଶେଷକରି…

ବାପ-ଝିଅଙ୍କୁ ଚାପିଦେଲା ଟ୍ରକ୍‌

ଖମାର,୧୪ା୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ବାଇକ୍‌ ଉପରେ ଟ୍ରକ୍‌ ଚଢ଼ି ଯିବାରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଖମାର ଗ୍ରାମର ସୁନୀଲ କୁମାର ସାହୁ…

ଏମ୍‌ସିଏଲ୍‌ ସର୍ବବୃହତ୍‌ କୋଇଲା ଉତ୍ପାଦନକାରୀ କମ୍ପାନୀ

ତାଳଚେର,୧୪ା୩(ଡି.ଏନ.ଏ.): ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଚଳିତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନରେ ୧୫୭ ମିଲିୟନ୍‌ ଟନ୍‌ ଅତିକ୍ରମ କରି ଦେଶର ଅଗ୍ରଣୀ କୋଇଲା ଉତ୍ପାଦନକାରୀ କମ୍ପାନୀ ହୋଇପାରିଛି। ଗତ ୧୨ ତାରିଖ ସୁଦ୍ଧା କମ୍ପାନୀ ଶୁଖିଲା ଇନ୍ଧନର ୭.୬୨…

ବିଜେଡି ସମର୍ଥିତଙ୍କୁ ସମର୍ଥନ

ଅନୁଗୋଳ ଅଫିସ, ୧୩।୩: ଅନୁଗୋଳ ଜିଲାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଶନିବାର ଶେଷ ହୋଇଛି। ଜିଲାର ମୋଟ୍‌ ୮ଟି ବ୍ଲକରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଏହି ପ୍ରକ୍ରିୟା ସମ୍ପନ୍ନ ହୋଇଥିବାବେଳେ ସବୁଠି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ମିଳିଛି। ଫଳରେ ସମସ୍ତ…

୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌

ମାଧପୁର,୧୨।୩(ଡି.ଏନ୍‌.ଏ.): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ କିଆକଟା ପୂର୍ତ୍ତ ରାସ୍ତାର ପୁରୁଣା ମାଣତ୍ରି ନାଳ ଉପରେ ଶନିବାରି ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଆଜି ଭୋର ସମୟରେ ଟ୍ରକ୍‌ଟି ମାଧପୁର ଦିଗରୁ…

ପ୍ରଥମ ଥର ବାୟାଣୀ ପୀଠରୁ ବାହାରିବ ମଶାଲଯାତ୍ରା

ଅନୁଗୋଳ ଅଫିସ, ୧୨ ।୩ କଳା, ସଂସ୍କୃତି, ଐତିହ୍ୟ ଏବଂ ଲୋକକଳାର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଅନୁଗୋଳ ଜିଲାରେ ଆୟୋଜିତ ହେବାକୁ ଯାଉଛି ୯ମ ଜିଲା ମହୋତ୍ସବ। ୫ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଲାଗି ବିଧିବଦ୍ଧ ଭାବେ ଦିନ ଧାର୍ଯ୍ୟ…

ପରିମଳ ଉପରେ ଦିଆଯାଉନି ଧ୍ୟାନ

ଅନୁଗୋଳ ଅଫିସ,୧୧ା୩ ଜନସଂଖ୍ୟା ଦୃଷ୍ଟିରୁ ଅନୁଗୋଳ ପୌରାଞ୍ଚଳର ତୃତୀୟ ବୃହତ୍ତମ ଓ୍ବାର୍ଡ ହେଉଛି ୧ ନମ୍ବର ଓ୍ବାର୍ଡ। ଜନବହୁଳ ଅଞ୍ଚଳ ହୋଇଥିବାରୁ ଏହି ଓ୍ବାର୍ଡର ସମସ୍ୟା ମଧ୍ୟ ଅଧିକ। ହେଲେ ଦୀର୍ଘବର୍ଷ ହେଲା ପୌର ପ୍ରଶାସନ ଏହାର ସମାଧାନ କରିପାରୁ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?