ଅନୁଗୋଳ

ପଥକୁ ଫେରିବ ପଥୋତ୍ସବ

ଅନୁଗୋଳ ଅଫିସ,୧୬ା୧୨: ୨୦୨୩ ଏପ୍ରିଲ ୧ରେ ୩୦ ବର୍ଷରେ ପଦାର୍ପଣ କରିବ ଅନୁଗୋଳ ଜିଲା। ଏହାକୁ ସ୍ବତନ୍ତ୍ର ତଥା ସ୍ମରଣୀୟ କରିବାକୁ ବହୁ ପୂର୍ବରୁ ଯୋଜନା କରିସାରିଛି ଜିଲା ପ୍ରଶାସନ। ତଦନୁଯାୟୀ ଚଳିତ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି ବିଭିନ୍ନ ଉତ୍ସବ, ମହୋତ୍ସବ।…

ଶଗଡ଼ିଆ ନାଳ ଉପରେ ହେବ ପୋଲ

ଛେଣ୍ଡିପଦା,୧୭ା୧୨(ସ୍ବ.ପ୍ର.): ଛେଣ୍ଡିପଦା ବ୍ଲକ ଟାଙ୍ଗିରୀ ପଞ୍ଚାୟତ ସରପାଳ ଗ୍ରାମରୁ ଟାଙ୍ଗିରୀକୁ ନିର୍ମାଣ ହେଉଥିବା ଏକ ରାସ୍ତାରେ ଥିବା ନାଳ ଉପରେ ପୋଲ ତିଆରି କରାଯିବ। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଗୁରୁବାର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହି ପ୍ରତିଶ୍ରୁତି…

୧୪ ମାସ ପରେ ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

ଅନୁଗୋଳ ଅଫିସ,୧୬ା୧୨: ଅନୁଗୋଳ ସଦର ଥାନା ଡେରଜାଙ୍ଗ ପ୍ରୋଜେକ୍ଟଠାରେ ୨୦୨୧ ସେପ୍ଟେମ୍ବରରେ ଡକାୟତ ଜଗନ ସେନାପତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଏହି ଘଟଣାର ୧୪ ମାସ ପରେ ମୁଖ୍ୟ ଅଭିଯୁକ୍ତ ବିନୟ କୁମାର ଦାସଙ୍କୁ ପୋଲିସ ଗିରଫ କରିଛି। ହେମସୁରପଡ଼ାରେ…

ଶିକାରୀ ହେଲେ ଶିକାର

ଖମାର, ୧୫।୧୨(ଡି.ଏନ୍‌.ଏ.): ବନ୍ୟଜନ୍ତୁ ଶିକାର କରିବାକୁ ଯାଇଥିଲେ ଜଙ୍ଗଲକୁ। ଫେରିବା ବେଳେ ଅସାବଧାନତାରୁ କାନ୍ଧରେ ଝୁଲୁଥିବା ବନ୍ଧୁକରୁ ଫୁଟିଥିବା ଗୁଳି କାଖରେ ଗଳି କାନପଟେ ବାହାରି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଟଳିପଡ଼ିଲେ ଶିକାରୀ। ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ମାଲ୍ୟଗିରି ପାହାଡ଼ରେ…

ଆଜିଠାରୁ ଅନୁଗୋଳରେ ଟେବୁଲ ଟେନିସ୍‌ ଚାମ୍ପିୟନଶିପ

ଅନୁଗୋଳ ଅଫିସ, ୧୪ା୧୨: ଅନୁଗୋଳ ଟେବୁଲ ଟେନିସ୍‌ ଏକାଡେମୀ ତଥା ଅନୁଗୋଳ ଷ୍ଟାଡିୟମସ୍ଥିତ ଇନଣ୍ଡୋର ହଲ୍‌ରେ ୨୮ତମ ଆନ୍ତଃଜିଲା ଓ ରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ ବୁଧବାରଠାରୁ ଆରମ୍ଭ ହେବ। ଏହି ଚାମ୍ପିୟନଶିପରେ ୧୪ଟି ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯିବ। ପୁରୁଷ…

ଜମିରହୁଛି ଆବର୍ଜନା ଜଳ

ବଅଁରପାଳ, ୧୪ା୧୨ (ଡି.ଏନ.ଏ.): ଶେଷହେଉନି ରାଜପଥ ସମ୍ପ୍ରସାରଣ କି ଡ୍ରେନ୍‌ ନିର୍ମାଣ। କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲୁଥିବାରୁ ଏହାକୁ ନେଇ ଅନୁଗୋଳ ଜିଲାରେ ବଢ଼ୁଛି ଜନ ଅସନ୍ତୋଷ। ବିଶେଷକରି ବଅଁରପାଳ ବ୍ଲକର ନାଲ୍‌କୋ ଏଫସିଆଇ ଛକଠାରୁ ସିପିପି ବଜାର ପର୍ଯ୍ୟନ୍ତ…

ଉଦାସୀନତା, ଅବହେଳାକୁ ନିନ୍ଦା

ଅନୁଗୋଳ ଅଫିସ, ୧୩ା୧୨: ଅନୁଗୋଳ ଜିଲାର ଦୀର୍ଘଦିନର ଦାବି ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍‌ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜକୁ ଉନ୍ନୀତ କରିବା, ପ୍ରଦୂଷଣ ବିଷବଳୟରେ ଜର୍ଜରିତ ଅନୁଗୋଳ ଜିଲାର ସମସ୍ତ…

ଅବଧି ପରେ ମଧ୍ୟ ଅନୁକମ୍ପା

ଅନୁଗୋଳ ଅଫିସ, ୧୩ା୧୨: ଫର୍ମ ହେଉ କିମ୍ବା ବ୍ୟାନର ପ୍ରିଣ୍ଟିଂ, ଟେଣ୍ଡର ମାଧ୍ୟମରେ ହିଁ ଦିଆଯିବା କଥା ଅର୍ଡର। ହେଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। କେତେବେଳେ ଏଥିପାଇଁ ଟେଣ୍ଡର, ନୋଟିସ ହେଉଛି…

ଉନ୍ନତି ପାଇଁ ମିଳିଲା ଉପାୟ

ଛେଣ୍ଡିପଦା,୧୨ା୧୨ (ଡି.ଏନ.ଏ.): ଆଇନ ସମ୍ପର୍କରେ ଥିଲେ ଅଜ୍ଞ। ଧରପଗଡ଼ କରୁ ନ ଥିଲା ପୋଲିସ। ଅବକାରୀ ବିଭାଗ ମଧ୍ୟ ଦେଖାଉ ନ ଥିଲା ନାଲି ଆଖି। ସେଥିପାଇଁ ବହୁଳ ଭାବେ କରାଯାଉଥିଲା ବେଆଇନ ଗଞ୍ଜେଇ ଚାଷ। ଅଧିକ ଲାଭ ମିଳୁଥିବାରୁ ଦୀର୍ଘବର୍ଷ…

ବଡ଼ତ୍ରିବିଡ଼ାରେ ଜବରଦଖଲ ଉଚ୍ଛେଦ

କଣିହାଁ,୧୧।୧୨(ଡି.ଏନ.ଏ.): କଣିହାଁ  ବ୍ଲକ ବଡ଼ତ୍ରିବିଡ଼ା ଗ୍ରାମରେ କଣିହାଁ  ତହସିଲ ତରଫରୁ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ପୋଲିସ ଫୋର୍ସ ସହିତ କଣିହାଁ ତହସିଲଦାର ପତିତପାବନ ଦେବତା, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସହକାରୀ ଜିଲାପାଲ ପ୍ରଭାତ ବିଶ୍ୱାଳ, ବିଦ୍ୟୁତ୍‌ ବିଭାଗ ସମେତ ଅନ୍ୟାନ୍ୟ…

ଯନ୍ତ୍ରଣା ପାଉଛନ୍ତି ଯାତ୍ରୀ

ଆଠମଲ୍ଲିକ, ୧୧ା୧୨ (ଡି.ଏନ.ଏ.): ଛାତରୁ ପଲସ୍ତରା ଛାଡ଼ିଗଲାଣି। ଲୁହାରଡ୍‌ରେ କଳଙ୍କି ଲାଗି ଦୁର୍ବଳ ହୋଇଗଲାଣି। ଭିତ୍ତିଭୂମି ଭଲ ନ ଥିବାରୁ ଭୁଶୁଡ଼ିପଡ଼ିବା ଆଶଙ୍କା ବଢ଼ିଲାଣି। ହେଲେ ଏଥିପ୍ରତି ନା ଜନପ୍ରତିନିଧି ନା ପ୍ରଶାସନ, କେହି ବି ଆବଶ୍ୟକ ଧ୍ୟାନ ଦେଉନାହାନ୍ତି। ଫଳରେ…

ଆଦିବାସୀ ଯୁବତୀ ଯୁବକଙ୍କୁ ବିବାହ କରାଇଲେ

କଣିହାଁ, ୧୦ା୧୨ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ତାରିଣୀ ମନ୍ଦିରରେ ଅସହାୟ ଆଦିବାସୀ ଯୁବତୀ ଯୁବକଙ୍କ ବିବାହ କରାଇଛନ୍ତି ଯୁବ ଉଦ୍ୟୋଗୀ ଭରତ ସାହୁ। ଭରତଙ୍କ ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ପ୍ରକାଶ ଯେ, କଣିହାଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri