ଶ୍ରେଣୀଗୃହ ଭଙ୍ଗାକୁ ନେଇ ଉତ୍ତେଜନା
ବଇଣ୍ଡା, ୨୯।୩ (ଡି.ଏନ.ଏ.): କିଶୋରନଗର ବ୍ଲକ ଲୁହାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଥିବା ଏକ ଅତିରିକ୍ତ ଶ୍ରେଣୀଗୃହକୁ ମଙ୍ଗଳବାର ବ୍ଲକ ପ୍ରଶାସନ ପକ୍ଷରୁ ରାସ୍ତା କାର୍ଯ୍ୟ କରୁଥିବା ଠିକାସଂସ୍ଥା ଜରିଆରେ ଭଙ୍ଗା ଯାଉଥିବା ବେଳେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀଙ୍କ ବିରୋଧ ଯୋଗୁ ଘଟଣାସ୍ଥଳରୁ…
ଧଳାଜହର ବେପାର ବେଳେ ୪ ଗିରଫ
ଅନୁଗୋଳ ଅଫିସ, ୨୯।୩: ଅନୁଗୋଳ ଜିଲାରେ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ହେଲା ଏ ନେଇ ପୋଲିସ ସତର୍କ ନଜର ରଖିଥିଲେ ବି ଚୋରା ବେପାରୀମାନେ ଏହି ନିଶା ସାମଗ୍ରୀର କିଣାବିକା ଚଳାଇଛନ୍ତି। ସୋମବାର ଅପରାହ୍ନରେ ଅନୁଗୋଳ…
ଅନୁଗୋଳ ବିଜେଡିରେ ଉତ୍ସାହ
ଅନୁଗୋଳ ଅଫିସ, ୨୮ା୩: ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୋଳ ଜିଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାକୁ ନେଇ ଅନୁଗୋଳ ଜିଲା ବିଜେଡି ଶିବିରରେ ଅଧିକ ଉତ୍ସାହ ଦେଖାଦେଇଛି। ବିଧାୟକଙ୍କ…
ରାସ୍ତା ପାର୍ଶ୍ୱରୁ ହଟିବେ ବିହାରୀ ବ୍ୟବସାୟୀ
ଅନୁଗୋଳ ଅଫିସ,୨୬।୩: ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଜବରଦଖଲ କରି ଟ୍ରାଫିକ ଅବ୍ୟବସ୍ଥାର କାରଣ ସାଜିଥିବା ବିହାରୀ ବ୍ୟବସାୟୀଙ୍କୁ ହଟାଇ ଦିଆଯିବ। ଏ ନେଇ ଅନୁଗୋଳ ପୌରପରିଷଦ ବୈଠକରେ ଆଲୋଚନା ହୋଇଛି। କାଉନସିଲରଙ୍କ ସହ ନଗରପାଳ ଏଥିରେ ଏକମତ ମଧ୍ୟ…
ସହରବାସୀଙ୍କ ଉତ୍ତମ ଚିକିତ୍ସା ସମ୍ପର୍କରେ ଆଲୋଚନା
ଅନୁଗୋଳ ଅଫିସ, ୨୫ା୩: ଅନୁଗୋଳ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ନ୍ୟାଶନାଲ ଅର୍ବାନ ହେଲ୍ଥ ମିଶନ୍ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସହରୀ ଲୋକଙ୍କୁ କିଭଳି ଉତ୍ତମମାନର ସ୍ବାସ୍ଥ୍ୟସେବା ପ୍ରଦାନ କରାଯିବ ସେ ନେଇ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ…
ନିଶା ବେପାରୀ ମହିଳାଙ୍କୁ ୫ ବର୍ଷ ଜେଲ
ଅନୁଗୋଳ ଅଫିସ, ୨୫ା୩: ଅନୁଗୋଳ ଜିଲାରେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ଜଣେ ମହିଳାଙ୍କୁ ଅତିରିକ୍ତ ସ୍ବତନ୍ତ୍ର ଜିଲା ଓ ଦୌରା ଜଜ୍ଙ୍କ କୋର୍ଟ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଅତିରିକ୍ତ ସ୍ବତନ୍ତ୍ର ଜିଲା ଓ ଦୌରା ଜଜ୍ ରଞ୍ଜିତା ଜ୍ୟୋତିଶି ମାମଲାର…
ଜମିବାଡ଼ି ବିବାଦରୁ ଗଣ୍ଡଗୋଳ: ଜଣେ ମୃତ୍ୟୁ, ୪ ଗୁରୁତର
ଅନୁଗୋଳ ଅଫିସ,୨୩।୩: ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଥିବା ବଡ଼ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଜଣଙ୍କର ମୁଣ୍ଡ ଗଡିଛି। ମୃତକ ହେଲେ ନବୀନ ସାହୁ(୬୫)ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଚଳାଇଛି। ସୂଚନାଯୋଗ୍ୟ…
ରାସ୍ତାରେ ପାଣି ସିଞ୍ଚନ ଦାବି
ତାଳଚେର, ୨୧ା୩ (ନି.ପ୍ର,): ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥରୁ ମେସିନ ସାହାଯ୍ୟରେ ଧୂଳି ଉଠାଇବା ଏବଂ ପାଣି ସଞ୍ଚନ କରିବା ଦାବି ନେଇ ସୋମବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସଭାଘର ଠାରେ ଆୟୋଜିତ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ ସ୍ମାରକପତ୍ର…
ମୁଖ୍ୟ ପଦବୀ ସମ୍ଭାଳୁଛନ୍ତି ଭାରପ୍ରାପ୍ତ
ଆଠମଲ୍ଲିକ, ୨୧ା୩ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ଅନେକ ସରକାରୀ କାର୍ଯ୍ୟାଳୟରେ ନାହାନ୍ତି ମୁଖ୍ୟ ଅଧିକାରୀ। ଏଠାରେ ଦୀର୍ଘବର୍ଷ ହେଲା ଅନ୍ୟ ଅଧିକାରୀ ଭାରପ୍ରାପ୍ତ ଭାବେ ମୁଖ୍ୟ ଦାୟିତ୍ୱ ସମ୍ଭାଳୁଛନ୍ତି। ଉପଖଣ୍ଡ ପ୍ରତି ସରକାରଙ୍କ ଏପରି ଅବହେଳାରୁ ବାଦ୍ ପଡ଼ିନି…
ଅଭିଯୋଗ ଗ୍ରହଣ କରୁନି ପୋଲିସ
ବଇଣ୍ଡା,୨୧।୩(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଥାନା ବଅଁରନାଳୀ ଗ୍ରାମରେ ଥିବା ଏକ ପୋଖରୀରୁ କେତେଜଣ ବ୍ୟକ୍ତି ବେଆଇନ ଭାବେ ମାଛ ମାରି ନେଇଯାଉଥିବା ସୋମବାର ଗ୍ରାମ କମିଟି ପକ୍ଷରୁ କିଶୋରନଗର ଥାନାରେ ଅଭିଯୋଗ ହୋଇଛି। ତେବେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ…
ଅସୁରକ୍ଷିତ ହେଲାଣି ତାଳବାହାଳି ଜଙ୍ଗଲ
ବଇଣ୍ଡା,୨୦।୩(ଡି.ଏନ.ଏ.):ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜ ଅଧୀନରେ ଥିବା ତାଳବାହାଳି ଜଙ୍ଗଲ ଏବେ ଅସୁରକ୍ଷିତ ହୋଇପଡିଛି। ଏହି ଜଙ୍ଗଲରୁ ଅବାଧ କାଠ ଚାଲାଣ କରାଯାଉଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ପାଇକସାହି ସେକ୍ସନ ନିକଟରେ ଥିବା ଏହି ଜଙ୍ଗଲରେ…
୫୦ରୁ ଅଧିକ ଗାଁ ପାଉଁଶମୟ
କଣିହଁା, ୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟୁତ୍ ପ୍ରକଳ୍ପ ଠିକ୍ ଭାବେ ପାଉଁଶ ପରିଚାଳନା କରୁ ନ ଥିବାରୁ ଏହାର ସିଧାସଳଖ ପ୍ରଭାବ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ପଶ୍ଚିମା ଝଡ଼ ପ୍ରଭାବରେ…

