ଅନୁଗୋଳ

ଲାଞ୍ଚ ନେବା ମାମଲାରେ କନିଷ୍ଠ କିରାଣୀଙ୍କୁ ୩ ବର୍ଷ ଜେଲ

ଅନୁଗୋଳ,୧୨।୫: ଅନୁଗୋଳ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଜିଲାପାଳ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପଙ୍କଜିନୀ ବିଶ୍ୱାଳ । ପଙ୍କଜିନୀ ୨୦୧୭ରେ ଅନୁଗୋଳ ତହସିଲ ଅଫିସରେ କାର୍ଯ୍ୟରତ ଥିବା ବେଳେ ଜମି ପଟା ମ୍ୟୁଟେଶନ କରିବା ପାଇଁ ଟଙ୍କା ଲାଞ୍ଚ ନେବା ବେଳେ…

ବିଲ୍‌ରେ ଜାଲିଆତି କରି ଟଙ୍କା ହଡ଼ପ ଉଦ୍ୟମ

ଅନୁଗୋଳ ଅଫିସ,୧୨ା୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲମାନେ କେବଳ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଆର୍ଥିକ ଭାବେ ଶୋଷଣ କରୁନାହାନ୍ତି, ସୁଯୋଗ ପାଇବା ମାତ୍ରେ ସରକାରୀ ଅର୍ଥ ହଡପ୍‌ ପାଇଁ କିପରି ଉଦ୍ୟମ କରୁଛନ୍ତି ତାହାର ଉଦାହରଣ ଗୁରୁବାର ଦେଖିବାକୁ…

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଅନୁଗୋଳ ଅଫିସ,୧୨।୫: ହାତୀ ଆକ୍ରମଣରେ ଅନୁଗୋଳ ଜିଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଗଡତରାସ ପଞ୍ଚାୟତ ଅଧୀନ ଯାମୁଣ୍ଡା କୂଳିଆପଶି ସାହିର ଜଣେ ବୃଦ୍ଧାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ବୈଦେହୀ ପ୍ରଧାନ(୬୫)। ମିଳିଥିବା ସୂଚନା ମୁତାବକ, ବୈଦେହୀ ଗାଁ ପାଖରେ…

କଥା ନ ହେବାରୁ ନାବାଳିକାଙ୍କ ତଣ୍ଟି କାଟିଦେଲେ

ଅନୁଗୋଳ ଅଫିସ, ୯ା୫: ବର୍ଷେ ହେଲା ନାବାଳିକାଙ୍କୁ ଜାଣିଥିଲେ ଯୁବକ। ଫୋନରେ କଥା ମଧ୍ୟ ହେଉଥିଲେ। ହେଲେ ୩ ମାସ ହେଲା ବାର୍ତ୍ତାଳାପ ବନ୍ଦ କରିଦେଇଥିଲେ ନାବାଳିକା। ଆଉ ଏହାକୁ ନେଇ ଯୁବକ ଜଣକ ରାଗରେ ଏପରି ରକ୍ତମୁଖା ହୋଇଉଠିଥିଲେ ଯେ…

ଘରେ ପଶି ନାବାଳିକାଙ୍କ ତଣ୍ଟିକାଟି ହତ୍ୟା କଲେ ଯୁବକ

ଅନୁଗୋଳ ଅଫିସ,୮ା୫: ଅନୁଗୋଳ ସହର ଉପକଣ୍ଠ କୁଇଓ ଗ୍ରାମରେ ସୋମବାର ପୂର୍ବାହ୍ନରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତ ନାବାଳିକା ହେଲେ, ଭାଗୀରଥି ସାହୁଙ୍କ ଝିଅ ଖୁସି (୧୨)। ତାଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ ହୋଇଥିବା ବେଳେ…

ଜଳୁଛି ଶାଗୁଆନ ଜଙ୍ଗଲ

ବଇଣ୍ଡା,୮।୫(ଡି.ଏନ.ଏ): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ନୁନୁକାପଶି ଗ୍ରାମରେ ଥିବା ଶାଗୁଆନ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଆଖପାଖ ଅଞ୍ଚଳକୁ ମାଡ଼ି ଚାଲିଥିବାବେଳେ ଜଙ୍ଗଲତଳି ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଉକ୍ତ ଜଙ୍ଗଲରେ ୧୯୮୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯…

ବନ୍ତଳା ବନାଞ୍ଚଳରେ ଥମୁନି ଦନ୍ତା ଦୌରାତ୍ମ୍ୟ

ଅନୁଗୋଳ ଅଫିସ,୮।୫: ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଦନ୍ତା ଦୌରାତ୍ମ୍ୟ ଥମିବାର ନାଁ ନେଉନାହିଁ। ପାଚିଲା ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ଶୁଣ୍ଢରେ ପିଟି ଜଣେ ମହିଳାଙ୍କ ଜୀବନ ନେଇଛି ହାତୀ। ମୃତା ହେଲେ ତଳଗଡ଼ ଗ୍ରାମର ବିଜୁଳି ସାହୁ (୬୨)। ମହିଳାଙ୍କୁ…

ମହିଳାଙ୍କୁ କଚାଡି ମାରିଲା ହାତୀ

ଅନୁଗୋଳ,୭।୫: ଅନୁଗୋଳ ଜିଲାରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି। ରବିବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲାର ବନ୍ତଳା ତଲଗଡ ଅଞ୍ଚଳର ଜଣେ ମହିଳା ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି…

ସଚେତନ ନ ହେଲେ ଆକାଉଣ୍ଟ ସଫା

ଅନୁଗୋଳ ଅଫିସ, ୭ା୫: ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିବାକୁ ନୂଆ ନୂଆ ଉପାୟ କରୁଛନ୍ତି ସାଇବର ଠକ। କେତେବେଳେ କ୍ରେଡିଟ୍‌ କାର୍ଡ ବ୍ଲକ ହୋଇଯାଇଛି କହି ଆକାଉଣ୍ଟଧାରୀଙ୍କ ଠାରୁ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ହାସଲ କରୁଛନ୍ତି ତ ଆଉ କେବେ ସିମ୍‌…

ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

ରାସୋଳ, ୬ା୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜରେ ଶୁକ୍ରବାର ପୁଣି ମୁଣ୍ଡ ନେଇଛି ଗୋଠଛଡ଼ା ଦନ୍ତା। ମୃତକ ହେଲେ ରାସୋଳ ସେକ୍ସନ ଜରଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିକିଆରୀ ଗ୍ରାମର ଲକ୍ଷ୍ମୀଧର ପାତ୍ର (୭୦)। ଶୁକ୍ରବାର ଭୋର୍‌ ସମୟରେ ଲକ୍ଷ୍ମୀଧର ଶୌଚ ହେବା…

ଦୂରସଞ୍ଚାରଠାରୁ ଦୂରରେ

ଅନୁଗୋଳ/ ଢେଙ୍କାନାଳ ଅଫିସ/ଭୁବନେଶ୍ୱର (ବ୍ୟୁରୋ), ୬ା୫: ବର୍ତ୍ତମାନ ସମୟରେ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ମୋବାଇଲ। ହେଲେ ଚିନ୍ତାର ବିଷୟ, ରାଜ୍ୟରେ ମୋଟ୍‌ ୫୧ ହଜାର ୧୭୬ ଗାଁ ମଧ୍ୟରୁ ୪ ହଜାର ୫୪୯ ଗ୍ରାମରେ ମୋବାଇଲ ନେଟଓ୍ବର୍କ…

ଅବସର ପରେ ମଧ୍ୟ ଅଫିସରଙ୍କ ନାମ ହଟୁନି

ବଇଣ୍ଡା,୫।୫(ଡି.ଏନ.ଏ.): ପୋଲିସ ଚାକିରିରୁ ଅବସର ନେବାର ବର୍ଷେ ପରେ ମଧ୍ୟ ଥାନାରେ ଲାଗିଥିବା ବୋର୍ଡରେ ଅଫିସରଙ୍କ ନାମ ଓ ଟେଲିଫୋନ ନମ୍ବର ହଟାଯାଉ ନାହିଁ। ଫଳରେ ଉକ୍ତ ଫୋନ ନମ୍ବରରେ ବାରମ୍ବାର ଫୋନ କରି ଜନସାଧାରଣ ନିରାଶ ହେଉଛନ୍ତି। ଅନୁଗୋଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?