ଗ୍ୟାସ୍ ଟ୍ୟାଙ୍କର-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ୪ ଜଣଙ୍କ ଜୀବନ ଗଲା, ୩ ଗୁରୁତର
ଅନୁଗୋଳ ଅଫିସ/ଛେଣ୍ଡିପଦା,୨୧।୩(ଡି.ଏନ୍.ଏ.): ଅନୁଗୋଳ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ଜରପଡ଼ାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ରବିବାର ସକାଳେ ଜରପଡ଼ା ବସ୍ଷ୍ଟାଣ୍ଡ ନିକଟରେ ଏକ ଆମ୍ବୁଲାନ୍ସ ଏବଂ ଗ୍ୟାସ ଟ୍ୟାଙ୍କର୍ ସହ ସାମ୍ନାସାମ୍ନି ଧକ୍କା ହେବାରୁ ୪ଜଙ୍କେ…
ପୋଲିସ-ଜନତା ଦୂରତ୍ୱ କମିବ
ଅନୁଗୋଳ ଅଫିସ, ୨୦।୩ କଟକ-ଭୁବନେଶ୍ୱର ପରି ଏଣିକି ଅନୁଗୋଳ ଜିଲା ସଦର ମହକୁମାରେ ମିଳିବ ତ୍ୱରିତ ପୋଲିସ ସେବା। କୌଣସି ଅସୁବିଧାଜନକ ସ୍ଥିତିରେ କେହି ୧୧୨କୁ ଡାଏଲ କରିବା ମାତ୍ରେ ଜିପିଏସ୍ ପଦ୍ଧତିରେ ଠିକଣା ଠାବ କରି ପୋଲିସ ପହଞ୍ଚିବା ସହ…
ଡାକ୍ତରଶୂନ୍ୟ ଡାକ୍ତରଖାନା
ବଇଣ୍ଡା,୧୯ା୩(ଡି.ଏନ.ଏ.) ରାଜପଥ ପାର୍ଶ୍ୱରେ ଡାକ୍ତରଖାନା। ପ୍ରତିଦିନ ଏକାଧିକ ଦୁର୍ଘଟଣାଗ୍ରସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଅଣାଯାଉଛି ଏଠାକୁ। ଆଖପାଖ ୭ଟି ପଞ୍ଚାୟତରୁ ବହୁ ରୋଗୀ ମଧ୍ୟ ଆସୁଛନ୍ତି। ହେଲେ ସେବା ଯୋଗାଇବାକୁ ଏଠାରେ ଡାକ୍ତର, ଷ୍ଟାଫ୍ନର୍ସ ଓ ଡ୍ରେସର, ସୁଇପର କେହି ନାହାନ୍ତି।…
ବିଧାୟକଙ୍କ ବିରୋଧରେ ଏମ୍ପି କରୁଛନ୍ତି ଷଡ଼ଯନ୍ତ୍ର
ପାଲଲହଡା,୧୯ା୩(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲଙ୍କ ବିରୋଧରେ ଢେଙ୍କାନାଳ ଏମ୍ପି ମହେଶ ସାହୁ ଷଡ଼ଯନ୍ତ୍ର କରୁଥିବା ପାଲଲହଡ଼ା ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଜିତ୍ ଗୁରୁବାର ଅଭିଯୋଗ କରିଛନ୍ତି। ଏମ୍ପିଙ୍କ ଏପରି କାର୍ଯ୍ୟକୁ ବ୍ଲକ ବିଜେଡି ପକ୍ଷରୁ…
ଉନ୍ନତୀକରଣ ଦିଗରେ ଉଷ୍ଣ ପ୍ରସ୍ରବଣ
ଖମାର,୧୮ା୩: ଅନୁଗୋଳ ଜିଲା ପାଲଲହଡ଼ା ଅଞ୍ଚଳରେ ପର୍ଯ୍ୟଟନର ଭରପୂର ଭିତ୍ତିଭୂମି ରହିଛି। କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଅନେକ ଦର୍ଶନୀୟ ସ୍ଥାନ ଏବେ ବି ଲୋକଲୋଚନକୁ ଆସିପାରି ନାହିଁ। ରୋହିଲା ପଞ୍ଚାୟତ ମଗରମୁହାଣ ଗ୍ରାମସ୍ଥିତ ମଗରନାକ ଉଷ୍ଣ…
ଅବ୍ୟବସ୍ଥା ନେଇ ଅସନ୍ତୋଷ
ଅନୁଗୋଳ ଅଫିସ, ୧୮।୩: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୂତି ବିଭାଗ ରୋଗୀଙ୍କୁ ଠିକ୍ ଭାବେ ଅଲଟ୍ରାସାଉଣ୍ଡ ସେବା ମିଳୁନାହିଁ। ଦାୟିତ୍ୱରେ ଥିବା ମହିଳା ଡାକ୍ତର ଜଣକ ସ୍ବାମୀଙ୍କ ଚିକିତ୍ସା ପାଇଁ ବାରମ୍ବାର ଛୁଟିରେ ଯାଉଥିବାରୁ ଏହି ସେବା…
ଦୂର ହେଉନି ଉଠା ଦୋକାନୀଙ୍କ ଦୁଃଖ
ଆଠମଲ୍ଲିକ,୧୭ା୩(ଡି.ଏନ.ଏ.) – ବଜାର ରାସ୍ତା ପ୍ରଶସ୍ତୀକରଣ ବେଳେ ପ୍ରଶାସନ ଦେଇଥିଲା ନିର୍ଭର ପ୍ରତିଶ୍ରୁତି। ନୂତନ ଦୋକାନ ଘର ଯୋଗାଇ ଦିଆଯିବ କହି ରାସ୍ତା ପାର୍ଶ୍ୱରୁ ହଟାଇ ଦେଇଥିଲା ୧୬୬ ଜଣ ଉଠା ଦୋକାନୀଙ୍କୁ। ହେଲେ ୭ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ…
ବୃତ୍ତି ଛାଡ଼ିଛନ୍ତି ୫ ପାଟଣା ବାସିନ୍ଦା
ବଅଁରପାଳ,୧୬ା୩ – ଅନୁଗୋଳ ରାଜାଙ୍କ ପ୍ରଜା ଥିଲେ ୫ ପାଟଣାବାସୀ। କୌଳିକ ବୃତ୍ତି ଥିଲା ସେମାନଙ୍କ ବ୍ୟବସାୟର ଭିତ୍ତି। କିଏ ଘଣାରେ ତେଲ ପେଡ଼ୁଥିଲେ ତ ଆଉ କିଏ ତନ୍ତରେ ଲୁଗା ବୁଣି ରାଜ୍ୟ ସମୃଦ୍ଧିରେ ସାଜିଥିଲେ ଅଂଶୀଦାର। ହେଲେ ରାଜତନ୍ତ୍ରର…
‘ଦକ୍ଷତାରେ ପଛରେ ନ ପଡ଼ନ୍ତୁ ପିଲା’
ଅନୁଗୋଳ ଅଫିସ, ୧୪ା୩: କରୋନା ମହାମାରୀ କାରଣରୁ ଗତବର୍ଷଠାରୁ ସ୍କୁଲ ବନ୍ଦ ରହିଛି। ଅନ୍ଲାଇନରେ କ୍ଲାସ କରାଯାଇଥିଲେ ମଧ୍ୟ ତାହା ସମସ୍ତ ଛାତ୍ରୀଛାତ୍ରଙ୍କ ନିକଟରେ ପହଞ୍ଚିପାରି ନାହିଁ। ବିଶେଷକରି ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କାରଣ…
ସହରୀ ଜାଗାକୁ କବ୍ଜା
ଅନୁଗୋଳ ଅଫିସ, ୧୩।୩ : ଅନୁଗୋଳ ସହରର ବିଭିନ୍ନ ବସ୍ତିରେ ବସବାସ କରୁଥିବା ଲୋକଙ୍କୁ ଜାଗା ମିଶନରେ ସାମିଲ କରାଯାଇ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉଛି। ଏପରି କି ଆବାସ ଯୋଜନାରେ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। କିନ୍ତୁ ବହୁ…
କଷ୍ଟ ଦେଲାଣି ଜଳ ସଙ୍କଟ
ଛେଣ୍ଡିପଦା,୧୨ା୩(ସ୍ବ.ପ୍ର.) ଖରା ଟାଣ ଧରୁ ଧରୁ କଷ୍ଟ ଦେଲାଣି ଜଳ ସଙ୍କଟ। ପିଇବା ପାଣି ନ ପାଇ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳର ଲୋକେ ରାସ୍ତାକୁ ଓହ୍ଲାଇଲେଣି। ପ୍ରଶାସନ ପକ୍ଷରୁ ତୁରନ୍ତ ଅଚଳ ପ୍ରକଳ୍ପ, ନଳକୂଅ ମରାମତି ନିମନ୍ତେ ନିର୍ଦ୍ଦେଶ…
ପହଞ୍ଚତ୍ପାରୁନି ପାଇପ୍ ପାଣି
ବଅଁରପାଳ,୧୧ା୩(ଡି.ଏନ.ଏ.) ଗ୍ରାମାଞ୍ଚଳର ପ୍ରତି ଘରକୁ ପାଇପ୍ ପାଣି ସଂଯୋଗ ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି। ସେଥିପାଇଁ ପଞ୍ଚାୟତଗୁଡ଼ିକରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବଡ଼ ବଡ଼ ପ୍ରକଳ୍ପମାନ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତ…

