ପ୍ରକମ୍ପିତ ହେବନି ପୂଜାମଣ୍ଡପ
ବଅଁରପାଳ,୩୦ା୯(ଡି.ଏନ.ଏ.) ବିଶ୍ୱକର୍ମା ପୂଜାର ମାତ୍ର କେଇ ଦିନ ପରେ ପୁଣି ଚଳଚଞ୍ଚଳ ହୋଇଉଠେ ନାଲ୍କୋ କଲୋନୀ। ସାର୍ବଜନୀନ ପୂଜା କମିଟି ପକ୍ଷରୁ ଏଠାରେ ଧୁମ୍ଧାମରେ କରାଯାଏ ମା’ ଦୁର୍ଗାଙ୍କ ପୂଜା। ଆକର୍ଷଣୀୟ ମେଢ଼ ସହ ଉଚ୍ଚକୋଟୀର ସାଜସଜ୍ଜା ସମସ୍ତଙ୍କୁ ଚମତ୍କୃତ କରିଦିଏ।…
ବିଫଳତା ଲୁଚାଇବାକୁ ବାହାନା
ବଇଣ୍ଡା,୨୯ା୯ (ପରିକ୍ଷିତ ସାହୁ) ବିପଦସଙ୍କୁଳ ଅବସ୍ଥାରେ ଅତି ତଳକୁ ଝୁଲିରହିଛି ବିଦ୍ୟୁତ୍ ତାର। ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱ। ଅନେକ ସ୍ଥାନରେ କାଠ, ବାଉଁଶ ଖୁଣ୍ଟିରେ ଯୋଗାଯାଇଛି ସେବା। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ବହୁ ଗାଁରେ ଅସଜଡ଼ା ବିଦ୍ୟୁତ୍ ବ୍ୟବସ୍ଥାର…
ଶେଷ ହେଉନି ସଞ୍ଜୀବନୀ ସଂଗ୍ରାମ
ଅନୁଗୋଳ ଅଫିସ, ୨୮ା୯ ଟିକା ନେଲେ ଦେହରେ ସୃଷ୍ଟି ହେଉଛି ଆଣ୍ଟିବଡି। ମହାମାରୀ କୋଭିଡ୍ରୁ ଅନେକାଂଶରେ ମିଳୁଛି ସୁରକ୍ଷା। ସରକାର ଓ ବିଶେଷଜ୍ଞମାନଙ୍କ ଏପରି ମତକୁ ଆଧାରକରି ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବଢ଼ୁଛି ଭିଡ଼। କେଉଁଠି ରାତିରୁ ଲୋକଙ୍କ ଲାଇନ ଲାଗୁଛି ତ ଆଉ…
ଆକର୍ଷଣ ସାଜିବ ଆସନ୍ତା ଋତୁ
ଅନୁଗୋଳ ଅଫିସ, ୨୭ା୯: ଖଣିଜରେ ଭରପୂର ଅନୁଗୋଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ମଧ୍ୟ ସମୃଦ୍ଧ। ସାତକୋଶିଆର ସବୁଜିମା ହେଉ କି ଟିକରପଡ଼ାର ମହାନଦୀ ଗଣ୍ଡ ଅବା ପାଲଲହଡ଼ାର ସାନଚିଲିକା, ପର୍ଯ୍ୟଟକଙ୍କୁ ଏହା ସର୍ବଦା ଆକୃଷ୍ଟ କରିଆସିଛି। ହେଲେ ଜିଲାର ଆହୁରି ଅନେକ ପର୍ଯ୍ୟଟନ…
ପ୍ରୋତ୍ସାହନ ପାଇଁ ପଞ୍ଜୀକରଣ
ଅନୁଗୋଳ ଅଫିସ, ୨୬।୯: ମହାମାରୀ କରୋନା ସଂକ୍ରମଣ ସାମାନ୍ୟ ଥମିଛି। ହେଲେ ପ୍ରଥମ ଓ ଦ୍ୱିତୀୟ ଲହରରେ ଏହା ନେଇଛି ଅନେକେ ମୁଣ୍ଡ। ଅନୁଗୋଳ ଜିଲାରେ କେବଳ କୋଭିଡ୍ରେ ଆକ୍ରାନ୍ତ ହୋଇ ୩୮୭ ଜଣଙ୍କ ଜୀବନ ଯାଇଛି। କରୋନା ସହ ଅନ୍ୟ…
ପ୍ରୋତ୍ସାହନ ପାଇଁ ପଞ୍ଜୀକରଣ
ଅନୁଗୋଳ ଅଫିସ, ୨୫ା୯ ମହାମାରୀ କରୋନା ସଂକ୍ରମଣ ସାମାନ୍ୟ ଥମିଛି। ହେଲେ ପ୍ରଥମ ଓ ଦ୍ୱିତୀୟ ଲହରରେ ଏହା ନେଇଛି ଅନେକେ ମୁଣ୍ଡ। ଅନୁଗୋଳ ଜିଲାରେ କେବଳ କୋଭିଡ୍ରେ ଆକ୍ରାନ୍ତ ହୋଇ ୩୮୭ ଜଣଙ୍କ ଜୀବନ ଯାଇଛି। କରୋନା ସହ ଅନ୍ୟ…
ରକ୍ତରଞ୍ଜିତ ହେଉଛି ରାଜପଥ
ଅନୁଗୋଳ ଅଫିସ, ୨୪ା୯ଶେଷ ହେଉନି ସମ୍ପ୍ରସାରଣ। ଆଗଉନି ଓଭରବ୍ରିଜ୍, ଅଣ୍ଡରପାସ୍ ନିର୍ମାଣ। ପୂରଣ କରାଯାଉନି ଖାଲଖମା କି ମରାମତି ହେଉନି ବାଇପାସ୍। ୫ ବର୍ଷ ହେଲା ଏପରି ଅବସ୍ଥା ଯୋଗୁ ଏକପ୍ରକାର ମରଣଯନ୍ତା ପାଲଟିଛି ଅନୁଗୋଳ ଦେଇ ଯାଇଥିବା ୫୫ ନଂ.…
ଲାଭ ଦେଇଛି ଲଘୁଚାପ
ଅନୁଗୋଳ ଅଫିସ,୨୩ା୯: ଅଗଷ୍ଟରେ ଫାଟି ଆଁ କରିଥିଲା ଜମି। ବର୍ଷାକୁ ଚାହିଁ ଚାହିଁ ଗଡ଼ି ଯାଇଥିଲା ଚାଷ ସମୟ। ଫଳରେ ଧାନ ଫସଲକୁ ନେଇ ପୂରଣ ହୋଇପାରିଲାନି ଲକ୍ଷ୍ୟଧାର୍ଯ୍ୟ। ତଥାପି ମରୁଡ଼ି ଆଶଙ୍କାରେ ଆତଙ୍କିତ ହୋଇପଡ଼ିଥିଲେ ଅନୁଗୋଳ ଜିଲାର ଚାଷୀ। ହେଲେ…
ଉପଦ୍ରବ ରୋକିବାରେ ଉଦାସୀନ
ପରିକ୍ଷିତ ସାହୁ ବଇଣ୍ଡା,୨୨ା୯ – ହାତୀଜନିତ କ୍ଷୟକ୍ଷତିକୁ ନେଇ ଅଥୟ ହୋଇପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ଓ ବାମୁର ରେଞ୍ଜ ଅଞ୍ଚଳର ଚାଷୀ। ଫସଲ ବଞ୍ଚାଇବାକୁ ସେମାନେ ରାତି ଅନିଦ୍ରା ହେଉଥିବାବେଳେ ବନ ବିଭାଗର ନିଦ ଭାଙ୍ଗୁନାହିଁ। ଏପରି…
ଚିଠି କରି ଚୁପ୍
ଅନୁଗୋଳ ଅଫିସ, ୨୧ା୯ ମାସକୁ ମାସ ଟଙ୍କା ନେଉଛି ଠିକା ସଂସ୍ଥା। କିନ୍ତୁ ଠିକ୍ ଭାବେ କରୁନି ସଫେଇ କାର୍ଯ୍ୟ। ଫଳରେ ସହରରୁ ହଟୁନି ଅଳିଆ। ଚାରିଆଡ଼େ ଗଦା ଗଦା ଆବର୍ଜନା ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି ସହରବାସୀ। ଅଭିଯୋଗ ନେଇ…
ଅଧାବାଟରେ ଖରାପ ହୋଇଗଲା ୧୦୮ ଆମ୍ବୁଲାନ୍ସ
ଛେଣ୍ଡିପଦା,୨୧।୯(ସ୍ବ.ପ୍ର.): ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଅଧା ବାଟରେ ଖରାପ ହୋଇଗଲା। ଫଳରେ ଆମ୍ବୁଲାନ୍ସ ଭିତରେ ଦୀର୍ଘସମୟ ଧରି ଛଟପଟ ହେଲେ ରୋଗୀ। ସରକରୀ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ରୋଗୀଙ୍କ ସମ୍ପର୍କୀୟମାନେ ଏକ ଅଟୋ ଯୋଗେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ…
ଅଧେ ରହିଛି ଅଚଳ
ଛେଣ୍ଡିପଦା,୧୯ା୯(ସ୍ୱ.ପ୍ର.) – ସ୍ୱଳ୍ପ ବୃଷ୍ଟି ପରି ସମସ୍ୟା ବେଳେ ଅଧିକ କାମରେ ଆସେ ଉଠା ଜଳସେଚନ ପ୍ରକଳ୍ପ। ଫସଲ ରକ୍ଷା ନିମନ୍ତେ ଚାଷୀଙ୍କ ପାଇଁ ଏହା ଏକ ବଡ଼ ବିକଳ୍ପ। ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଏହି ବ୍ୟବସ୍ଥା…

