ବାଣିଜ୍ୟ

ଭାରତ-ଚାଇନା ଡିଜିଟାଲ ଯୁଦ୍ଧ ଆରମ୍ଭ

ନୂଆଦିଲ୍ଲୀ/ବେଜିଂ, ୩୦।୬: ଗଲଓ୍ବାନ ଘାଟିରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହେବାପରେ ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଏହାର ଫଳ ସ୍ବରୂପ ଭାରତ ଚାଇନା ମଧ୍ୟରେ ଡିଜିଟାଲ ଯୁଦ୍ଧ ଆରମ୍ଭ ହୋଇଛି। ପୂର୍ବରୁ ଚାଇନା ଉତ୍ପାଦ ବହିଷ୍କାର…

ଟିକ୍‌ଟକ୍‌ ବ୍ୟବହାରକାରୀଙ୍କ ପାଇଁ ବିକଳ୍ପ ଏହି ଆପ୍‌, ୨୫ ଲକ୍ଷରୁ ଅଧିକ କଲେଣି ଏହାକୁ ଡାଉନଲୋକ

ନୂଆଦିଲ୍ଳୀ,୩୦।୬: ଭାରତରେ ଟିକ୍‌ଟକ୍‌ ବ୍ୟାନ ହେବାପରେ ଏବେ ଭାରତୀୟ ଆପ୍‌ ଚିଙ୍ଗାରୀର ଚାହିଦା ବୃଦ୍ଧି ପାଇଛି। ଏହି ଆପ୍‌କୁ ଗୁଗୁଲ ପ୍ଲେ ଷ୍ଟୋରରେ ୨୫ ଲକ୍ଷରୁ ଅଧିକ ଡାଉନଲୋଡ କରିସାରିଲେଣି। କମ୍ପାନୀ ମୁତାବକ, ଏହି ଆପ୍‌କୁ ମାତ୍ର ଦଶ ଦିନ ମଧ୍ୟରେ…

୨୩୦ ସ୍ପୋଶାଲ ଟ୍ରେନ୍‌ ପାଇଁ ତତ୍କାଳ ବୁକିଙ୍ଗ୍‌ ଆରମ୍ଭ

ନୂଆଦିଲ୍ଲୀ,୩୦।୬: କରୋନା ସଂକ୍ରମଣ ଜନିତ ସମସ୍ୟା କାରଣରୁ ଭାରତୀୟ ରେଲଓ୍ବେ ତା’ର ସମସ୍ତ ଯାତ୍ରୀବାହୀ ଟ୍ରେନ ସେବା ମାର୍ଚ୍ଚ ୨୫ରୁ ବନ୍ଦ ରଖିଛି। ଏହି ସମୟ ମଧ୍ୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଯାତ୍ରୀଙ୍କ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ରେଲଓ୍ବେ…

ବିରତି ପରେ ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ,୩୦।୬: ରବିବାର ଦର ବୃଦ୍ଧିର ବିରତି ପରେ ପୁଣି ଥରେ ସୋମବାର ତେଲ ଦରରେ ବୃଦ୍ଧି ଘଟିଛି। ସୋମବାର ଡିଜେଲ ଲିଟର ପିଛା ୧୩ ପଇସା ଏବଂ ପେଟ୍ରୋଲ ୫ ପଇସା ବଢିଥିବା ଜଣାପଡିଛି। ଗତ ୨୨ ଦିନ ଧରି ତେଲ…

ଲକ୍‌ଡାଉନ ଯୋଗୁ ୫ ରାଜ୍ୟକୁ ଅଧିକ କ୍ଷତି

  ନୂଆଦିଲ୍ଲୀ,୩୦।୬ : କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏଥିଯୋଗୁ ଘରୋଇ ବଜାରର ଆର୍ଥତ୍କ କାର୍ଯ୍ୟକଳାପ ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଲକ୍‌ଡାଉନ ପାଇଁ ଓଡ଼ିଶା ସମେତ କର୍ନାଟକ, ଝାଡ଼ଖଣ୍ଡ, ତାମିଲନାଡୁ…

ପୁଣି ସହରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୩୦।୬ : ଲକ୍‌ଡାଉନରେ ବିଭିନ୍ନ ସମସ୍ୟା ସାମ୍ନା କରିବା ଯୋଗୁ ପ୍ରବାସୀ ଶ୍ରମିକମାନେ ନିଜ ଗାଁକୁ ଚାଲି ଚାଲି ଫେରିଥିବା ଦେଖାଯାଇଥିଲା। ସହରକୁ କାମଧନ୍ଦା ଆଶାରେ ଆସି ଲକ୍‌ଡାଉନରେ ବିଭିନ୍ନ ଦୀର୍ଘଦିନ ଧରି ବିନା କାମ ବସିବା ଏବଂ ହଇରାଣ ହରକତ…

ଚତୁର୍ଥ ତ୍ରୈମାସରେ ଅଧିକାଂଶ କମ୍ପାନୀଙ୍କୁ କ୍ଷତି

ନୂଆଦିଲ୍ଲୀ,୩୦।୬ : ଦେଶର ମୁଖ୍ୟସ୍ରୋତରେ ରହିଥିବା ଅଧିକାଂଶ କମ୍ପାନୀ ୨୦୧୯-୨୦ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ କ୍ଷତି ସହିଛନ୍ତି। ବ୍ୟାଙ୍କ ଏବଂ ସଫ୍ଟଓ୍ବେର ସେବା ଯୋଗାଣ କରୁଥିବା କମ୍ପାନୀଗୁଡିକୁ ଏହା ମଧ୍ୟରେ ସାମିଲ କରାଯାଇନାହିଁ। ଶିଳ୍ପଜଗତର ମୁଖ୍ୟସ୍ରୋତ କମ୍ପାନୀଗୁଡିକର ଟିକସ ପୂର୍ବବର୍ତ୍ତୀ…

ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ଆସିପାରେ ଋଣ ପୁନର୍ଗଠନ ସୁବିଧା

  ନୂଆଦିଲ୍ଲୀ,୩୦।୬ : ବର୍ତ୍ତମାନ କୋଭିଡ୍‌ ଯୋଗୁ ପ୍ରଭାବିତ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡିକ ଲାଗି ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ସୁବିଧା ଆଣିପାରେ। ଏଥିଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏକାଥରକେ ଋଣ ପୁନର୍ଗଠନ ସୁବିଧା ଆଣିବା ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି ବୋଲି…

ହୁଡ୍‌କୋ ପକ୍ଷରୁ ଆର୍ଥତ୍କ ଫଳାଫଳ ଘୋଷଣା

ଭୁବନେଶ୍ୱର,୩୦।୬ : ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ହୁଡ୍‌କୋ ପକ୍ଷରୁ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟ ଅବଧିରେ ଆର୍ଥତ୍କ ଅଭିବୃଦ୍ଧି କ୍ଷେତ୍ରରେ ହୁଡ୍‌କୋ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏହାର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଏମ୍‌.ନାଗରାଜ କହିଛନ୍ତି।…

୩୪.୬ ଲକ୍ଷ ଗ୍ରାହକ ହରାଇଲେ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,୩୦।୬ : ଚଳିତ ବର୍ଷ ଫେବୃୟାରୀରେ ଭୋଡାଫୋନ ଆଇଡିଆ ୩୪.୬୭ ଲକ୍ଷ ଗ୍ରାହକ ହରାଇଛନ୍ତି। ଏହି ସମୟରେ ରିଲାଏନ୍ସ ଜିଓ ୬୨.୫୭ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ରିପୋର୍ଟରୁ ଜଣାପଡିଛି। ଓ୍ବେରଲେସ୍‌ ସବ୍‌ସ୍କ୍ରାଇବର ଯୋଡିବାରେ ଏହି…

୨୦ହଜାରଙ୍କୁ ନିଯୁକ୍ତି ଦେବ ଆମାଜନ୍‌

ନୂଆଦିଲ୍ଲୀ,୨୯।୬: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ଇଣ୍ଡିଆ ପକ୍ଷରୁ ୨୦ ହଜାର କର୍ମଚାରୀଙ୍କୁ ସାମୟିକ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯିବ। ଏ ନେଇ କମ୍ପାନୀ ରବିବାର ସୂଚନା ଦେଇଛି। ଅନ୍‌ଲାଇନ ଶପିଙ୍ଗ୍‌ରେ ଅଭିଜ୍ଞତା ଥିବା ବ୍ୟକ୍ତି ବିଶେଷଙ୍କୁ କମ୍ପାନୀ ନିଯୁକ୍ତି ପ୍ରଦାନ…

ଭାରତକୁ ବିଶ୍ୱବ୍ୟାଙ୍କ ଦେଲା ୩୭ଶହ କୋଟି

ନୂଆଦିଲ୍ଲୀ,୨୯।୬: ଭାରତରେ ଶିକ୍ଷାର ଭିତ୍ତିଭୂମି ବିକାଶ ପାଇଁ ରବିବାର ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାର (୩୭ ଶହ କୋଟି) ର ଋଣ ସହାୟତା ପ୍ରଦାନ କରିଛି। ବ୍ୟାଙ୍କର ବୋର୍ଡ ଅଫ ଏକଜିକ୍ୟୁଟିଭ ଡାଇରେକ୍ଟର୍ସ ଏହି ଋଣ ରାଶିକୁ ମଞ୍ଜୁର କରିଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?