ବାଣିଜ୍ୟ

ଚାଇନାକୁ ପାନେ: ଟିକ୍‌ଟକ୍‌ର କ୍ଷତି ହେଲା ୪୫ ହଜାର କୋଟି

ନୂଆଦିଲ୍ଲୀ, ୪।୭: ଶର୍ଟ ଭିଡ଼ିଓ ମେକିଂ ଆପ୍‌ ଟିକ୍‌ଟକ୍‌ ଭାରତରେ ବ୍ୟାନ୍‌ ହୋଇଛି। ଏହା ଯୋଗୁ ଟିକ୍‌ଟିକ୍‌ର କ୍ଷତି ପରିମାଣ ୪୫ ହଜାର କୋଟିରୁ ଅଧିକରେ ପହଞ୍ଚିଛି। ଏହାର ନିର୍ମାତା କମ୍ପାନୀ ବାଇଟ୍‌ ଡ୍ୟାନ୍ସର ଚିନ୍ତା ଏନେଇ ବଢ଼ିବାରେ ଲାଗିଛି। ଏସମ୍ପର୍କରେ…

ବିଏସ୍‌ଏନ୍‌ଏଲ୍‌ ଲଞ୍ଚ କଲା ୬୦୦ ଦିନ ବୈଧତା ପ୍ଲାନ୍‌, ମୂଲ୍ୟ କେତେ ଜାଣନ୍ତୁ

ନୂଆଦିଲ୍ଲୀ,୩।୭: ଭାରତ ସଂଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌) ଏକ ନୂଆ ପ୍ଲାନ ଆଣିଛି। ୬୦୦ ଦିନ ଭ୍ୟାଲିଡିଟି(ବୈଧତା) ଥିବା ଏହି ପ୍ଲାନର ମୂଲ୍ୟ ରହିଛି ୨,୩୯୯ ଟଙ୍କା। ଏହାଛଡ଼ା କମ୍ପାନୀ ତାମିଲନାଡ଼ୁ ଏବଂ ଚେନ୍ନାଇରେ ୧୪୯ ଟଙ୍କା ଏବଂ ୭୨୫ ଟଙ୍କାର ପ୍ଲାନକୁ…

ନକଲି ସୁନା ଇଟା ବନ୍ଧକ ରଖି ୨୧ ହଜାର କୋଟିରୁ ଅଧିକ ଠକେଇ

ବେଜିଂ, ୨।୭: ନକଲି ସାମଗ୍ରୀ ତିଆରି କରିବାରେ ଚାଇନା ବେଶ୍‌ ଜଣାଶୁଣା। କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନ ଏବେ ପୁଣି ଚର୍ଚ୍ଚାରେ ରହିଛି। ଏଠାରେ ହୋଇଥିବା ଏକ ବଡ଼ ଧରଣର ଠକେଇ ସମ୍ପର୍କରେ ଜଣାପଡ଼ିଛି। ଏନେଇ ଜିରୋ…

ଖୁବ୍‌ଶୀଘ୍ର ସେଞ୍ଚୁରୀ ମାରିପାରେ ଟମାଟୋ

ଲକ୍ଷ୍ନୌ,୨।୭: ୧୦ ଦିନରେ ୩ ଗୁଣା ବଢିଲାଣି ଟମାଟୋ। ଦୁଇ ସପ୍ତାହ ପୂବରୁ ଟମାଟୋ କିଲୋ ପିଛା ୧୫-୨୦ ଟଙ୍କା ଥିବା ବେଳେ ଏବେ ଏହା ୬୦-୮୦ ଟଙ୍କାରେ ପହଞ୍ଚିଲାଣି। ପ୍ରତିବର୍ଷ ବର୍ଷା ଋତୁରେ ଟମାଟୋ ଦାମ୍‌ ସାମାନ୍ୟ ଅଧିକ ରହୁଥିବା…

ଏଟିଏମ୍‌ ଉଠାଣରେ କୋହଳ ବ୍ୟବସ୍ଥା ଉଠିଲା

ନୂଆଦିଲ୍ଲୀ,୨।୭: କରୋନା କଟକଣା ପାଇଁ ଏଟିଏମ୍‌ରେ ନିର୍ଦ୍ଧାରିତ ଥରରୁ ଅଧିକ ଥର ଉଠାଣ ଉପରେ କୌଣସି ନେଣଦେଣ ଚାର୍ଜ ଲାଗୁ ହେଉ ନ ଥିଲା। ସରକାର ଏଟିଏମ୍‌ ଉଠାଣ ଉପରେ କେତେକ କୋହଳ ବ୍ୟବସ୍ଥା କରିଥିଲେ। ସେହିଭଳି ବ୍ୟାଙ୍କ ଖାତାରେ ନୂ୍ୟନତମ…

ଅନୁଗୋଳ ବଜାରକୁ ଆସିଲା ନୂଆ ପଲସର ସ୍ପ୍ଲିଟ୍‌ ସିଟ୍‌

ଅନୁଗୋଳ ଅଫିସ, ୨ା୭- ନୂଆ କରି ଆସିଥିବା ବଜାଜ୍‌ ପଲସର ସ୍ପ୍ଲିଟ ସିଟ୍‌-୧୨୫ ସିସି (ବିଏସ୍‌-୬) ଅନୁଗୋଳ ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ଯମୁନା ବଜାଜ୍‌ରେ ବିଭିନ୍ନ ଷ୍ଟାଇଲ୍‌ରେ ଏହି ଗାଡ଼ି ଉପଲବ୍ଧ ଥିବା ଯମୁନା ବଜାଜ୍‌ର ପାର୍ଟନର ଗିରିଜା ଶଙ୍କର…

ଚାଇନାକୁ ପୁଣି ଝଟ୍‌କା: ବିଏସ୍‌ଏନ୍‌ଏଲ-ଏମ୍‌ଟିଏନ୍‌ଏଲ୍‌ ରଦ୍ଦ କଲା ୪ଜି ଟେଣ୍ଡର

ନୂଆଦିଲ୍ଲୀ,୧।୭: ଭାରତ ପୁଣି ଚାଇନାକୁ ଏକ ବଡ଼ ଝଟ୍‌କା ଦେଇଛି। ବୁଧବାର ବିଏସ୍‌ଏନ୍‌ଏଲ ଓ ଏମ୍‌ଟିଏନ୍‌ଏଲ୍‌ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରିଦେଇଥିବା ଜଣାପଡ଼ିଛି। ଏବେ ପୁଣି ଆଉ ଏକ ନୂଆ ଟେଣ୍ଡର ଜାରି କରାଯିବ ବୋଲି ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ…

ବିତ୍ତୀୟ ନିଅଣ୍ଟ ସ୍ତର ୪.୬୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧।୭: ଦେଶର ବିତ୍ତୀୟ ନିଅଣ୍ଟ ପ୍ରଥମ ଦୁଇ ମାସରେ ୪.୬୬ ଲକ୍ଷ କୋଟି ଟଙ୍କା ରହିଛି। ଚଳିତ ଆର୍ଥତ୍କ ବର୍ଷ ବଜେଟ ଧାର୍ଯ୍ୟ ଲକ୍ଷ୍ୟର ଏହା ୫୮.୬%। ଏପ୍ରିଲ ଏବଂ ମେ ମାସରେ ନେଟ୍‌ ଟିକସ ସଂଗ୍ରହ ୩୩,୮୫୦ କୋଟି ଟଙ୍କା…

କୋର୍‌ ସେକ୍ଟର ଅଭିବୃଦ୍ଧି ୨୩.୪% ଖସିଲା

ନୂଆଦିଲ୍ଲୀ,୧।୭: ଦେଶର ୮ କୋର୍‌ ସେକ୍ଟର ଅଭିବୃଦ୍ଧି ଗତ ୩ ମାସ ଧରି ହ୍ରାସ ଘଟିଛି। ମେ ମାସରେ ଏହା ୨୩.୪% ଖସିଥିବା ଜଣାପଡ଼ିଛି। ଲକ୍‌ଡାଉନ ପାଇଁ ଶିଳ୍ପ ୟୁନିଟଗୁଡିକ କ୍ଷତିଗ୍ରସ୍ତ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ମାତ୍ର…

ପର୍ଯ୍ୟାୟ ଭିତ୍ତିରେ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୧।୭: ଅନ୍‌ଲକ-୨ ଅବଧି ମଧ୍ୟରେ ଖୁବ୍‌ଶୀଘ୍ର ଦେଶରେ ପର୍ଯ୍ୟାୟକ୍ରମେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ଏ ସମ୍ପର୍କରେ ସୂଚନା ଦେଇଛି। କରୋନା ମହାମାରୀରୁ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇଦେବା ସହ ସଂକ୍ରମଣର ସଂଖ୍ୟା ହ୍ରାସ ଲକ୍ଷ୍ୟରେ…

ଜିଏସ୍‌ଟିକୁ ପୂରିଲା ୩ ବର୍ଷ; ପୂରଣ ହୋଇନି ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧।୭ : ଦେଶ ମଧ୍ୟରେ ୨୦୧୭ ଜୁଲାଇ ପହିଲାରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ କରାଯିବା ଫଳରେ ଏହା ମଧ୍ୟରେ ଅନେକ ପରୋକ୍ଷ ଟିକସ ବିଲୀନ ହୋଇଛି। ଦେଶର ଟିକସ ଇତିହାସରେ ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି…

ପବଜୀ ମୋବାଇଲ ଗେମ୍‌ କାହିଁକି ହେଲାନି ବ୍ୟାନ୍‌ ଜାଣନ୍ତୁ

ସୋମବାର ଭାରତରେ ୫୯ଟି ଲୋକପ୍ରିୟ ଚାଇନିଜ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିରେ ଟିକ୍‌ଟକ୍‌, ୟୁସି ବ୍ରାଉଜର, ହେଲୋ ଆପ ଏବଂ ଶେୟାରଇଟ ସହିତ ଅନେକ ଲୋକପ୍ରିୟ ଆପ୍‌ ଅନ୍ତର୍ଭୁକ୍ତ ରହିଛି ଯେଉଁଥିରେ ଭାରତରେ କୋଟି କୋଟି ଉପଭୋକ୍ତା ଥିଲେ। ତେବେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?