ବାଣିଜ୍ୟ

ନରେଶ ଗୋୟଲଙ୍କ ବିରୋଧରେ ତଦନ୍ତ ବନ୍ଦକୁ ଇଡିର ବିରୋଧ

ନୂଆଦିଲ୍ଲୀ,୨୮।୬: ଜେଟ୍‌ ଏୟାରଓ୍ବେଜର ପ୍ରମୋଟର ନରେଶ ଗୋୟଲ ଏବଂ ତାଙ୍କ ସ୍ତ୍ରୀ ଅନୀତାଙ୍କ ବିରୋଧରେ ତଦନ୍ତ ବନ୍ଦକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧ କରିଥିବା ଜଣାପଡିଛି। ବର୍ତ୍ତମାନ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇ ପଡିଛି। ନରେଶ ଗୋୟଲଙ୍କ ବିରୋଧରେ ଚାଲିଥିବା ଠକେଇ ମାମଲାର…

ଜେଫ୍‌ ବେଜୋସଙ୍କୁ କାହିଁକି କପି କ୍ୟାଟ୍‌ କହିଲେ ଏଲନ ମସ୍କ

ନୂଆଦିଲ୍ଲୀ,୨୮।୬ : ସେଲ୍ଫ ଡ୍ରାଇଭିଂ ଷ୍ଟାର୍ଟ ଅପ୍‌ ଜକ୍ସ ଇଙ୍କ୍‌କୁ ଆମାଜନ ଡଟ୍‌ କମ୍‌ ଅଧିଗ୍ରହଣ କରିଛି। ଏହାର ଗୋଟିଏ ଦିନ ପରେ ଟେସଲା ଇଙ୍କ୍‌ର ପ୍ରତିଷ୍ଠାତା ଏଲନ ମସ୍କ ଆମାଜନ ସିଇଓ ଜେଫ୍‌ ବେଜୋସଙ୍କୁ ଟୁଇଟରେ ତାଚ୍ଛଲ୍ୟ କରି କପି…

୪ ଲକ୍ଷ ଏମ୍‌ଏସ୍‌ଏମ୍‌ଇଙ୍କୁ ଏସ୍‌ବିଆଇର ସହାୟତା

ନୂଆଦିଲ୍ଲୀ,୨୮।୬: କେନ୍ଦ୍ର ସରକାର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଲାଗି ଘୋଷଣା କରିଥିବା ୩ ଲକ୍ଷ କୋଟି ଟଙ୍କାର ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ୍‌(ଇସିଏଲଜିଏସ୍‌)ରେ ଏସ୍‌ବିଆଇ ୪ ଲକ୍ଷ ଆକାଉଣ୍ଟରେ ଋଣ ଯୋଗାଇ ଦେଇଛି। ଲକ୍‌ଡାଉନରେ କରୋନା ଦ୍ୱାରା…

ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କଲେ ୯୦ କମ୍ପାନୀ, ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଫେସ୍‌ବୁକ୍‌

ନୂଆଦିଲ୍ଲୀ: ଆମେରିକାରେ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ (କଳା ଧଳା)ପ୍ରସଙ୍ଗ ସମଗ୍ର ବିଶ୍ୱରେ ଚର୍ଚ୍ଚା ପାଲଟିଛି। ଏହାର ପ୍ରଭାବ ସିଧାସଳଖ ସୋସିଆଲ ମିଡିଆ ଉପରେ ପଡ଼ିଛି। ପ୍ରାୟ ୯୦ କମ୍ପାନୀ ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କରି ଦେଇଛନ୍ତି। ଏଥିରେ ସବୁଠୁ କ୍ଷତିଗ୍ରସ୍ତ…

ଦିନକୁ ୩ ଜିବି ଡାଟା ଦେଉଥିବା ଜିଓର ଶସ୍ତା ପ୍ଲାନ୍‌, ଜାଣନ୍ତୁ…

ନୂଆଦିଲ୍ଲୀ, ୨୭।୬: ରିଲାଏନ୍ସ ଜିଓ ଆଣିଛି ୩ଜିବି ଡାଟା ପ୍ୟାକ୍‌ ଅଫର। ଏଥିରେ ବ୍ୟବହାରକାରୀଙ୍କୁ ଦୈନିକ ୩ଜିବି ଡାଟା ସହ କଲ, ଏସ୍‌ଏମ୍‌ଏସ୍‌ ଏବଂ ଅନ୍ୟ ସୁବିଧା ମିଳିବ। ଏଥିପାଇଁ ସର୍ବନିମ୍ନ ପ୍ୟାକ୍‌ର ମୂଲ୍ୟ ୩୪୯ଟଙ୍କା ରହିଛି। ଏଥିରେ ଜିଓରୁ ଜିଓକୁ…

ଲଗାତାର ୨୧ ଦିନ ପାଇଁ ବଢ଼ିଲା ତୈଳଦର

ନୂଆଦିଲ୍ଲୀ, ୨୭।୬: ଲଗାତାର ୨୧ ଦିନ ପାଇଁ ବଢ଼ିଲା ତୈଳଦର। ଶନିବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ିଥିବା ବେଳେ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦.୧୩ଟଙ୍କାରୁ ବୃଦ୍ଧି ପାଇ…

୨୦% ବଢ଼ିଛି ସବ୍‌ସିଡି ଏଲ୍‌ପିଜି ଦର

ନୂଆଦିଲ୍ଲୀ,୨୭।୬: ଗତ ଗୋଟିଏ ବର୍ଷ ମଧ୍ୟରେ ସବ୍‌ସିଡି ଏଲ୍‌ପିଜି ଦର ୨୦% ବଢ଼ିଛି। ସମାନ ସମୟ ଅବଧି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ପ୍ରାୟ ୪୦% ଖସିଥିଲେ ମଧ୍ୟ ସବ୍‌ସିଡି ଏଲ୍‌ପିଜି ଦରରେ ଏଭଳି ବୃଦ୍ଧି ଘଟିଥିବା ଜଣାପଡିଛି।…

ଦୀପାବଳିରେ ଚାଇନା ସାମଗ୍ରୀ ବିକିବେନି ବ୍ୟବସାୟୀ

ନୂଆଦିଲ୍ଲୀ,୨୭।୬: ଚଳିତ ବର୍ଷ ସ୍ବଦେଶୀ ଉପାୟରେ ଦୀପାବଳି ପାଳନ କରିବା ଲାଗି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆହ୍ବାନ ଦିଆଯାଇଛି। ଦୀପାବଳିକୁ ଶତ ଏହି ଉପାୟରେ ପାଳନ କରିବା ଲାଗି ବ୍ୟବସାୟୀମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥି ଲାଗି ବ୍ୟବସାୟୀମାନେ ଚଳିତ…

ରେଲଓ୍ବେ ଲଗାଇବ କୋଭିଡ୍‌ ସର୍ଭିଲାନ୍ସ କ୍ୟାମେରା;ସାମ୍ନାକୁ ଆସିଲେ ଜଣାଇଦେବ ଲକ୍ଷଣ

ନୂଆଦିଲ୍ଲୀ,୨୭।୬: କରୋନା ବିରୋଧରେ ଲଢ଼େଇ ଜାରି ରଖିବା ସହ ରେଲଓ୍ବେ ନିରନ୍ତର ଟେକ୍ନାଲୋଜିର ସହାୟତା ନେଉଛି। ଏହାଦ୍ୱାରା ସଫଳତା ମଧ୍ୟ ମିଳୁଛି। ଷ୍ଟେଶନ ପରିସରରେ କୋଭିଡ୍‌ ସର୍ଭିଲାନ୍ସ କ୍ୟାମେରା ବର୍ତ୍ତମାନ ରେଲଓ୍ବେ ନିଷ୍ପତ୍ତି ନେଇଛି। ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରରେ ପରିଚାଳିତ…

ଜୁଲାଇ ୧୫ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୨୭।୬ : ବର୍ତ୍ତମାନ ଯାଏ କରୋନା ସ୍ଥିତିରେ ସୁଧାର ଆସିନାହିଁ। ଘରୋଇ ବଜାରରେ ମେ ୨୫ରୁ ବିମାନ ସେବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ସ୍ଥିତିର ଜଟିଳତାକୁ ବିଚାରକରି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଜୁଲାଇ ୧୫ ଯାଏ ଅନ୍ତର୍ଜାତୀୟ ବିମାନ…

୫୨ ହଜାର ଟପିପାରେ ସୁନା

ନୂଆଦିଲ୍ଲୀ,୨୭।୬ : କରୋନା ମାମଲା ଯେଭଳି ଭାବେ ବଢୁଛି ସେଭଳି ତା’ର ପ୍ରଭାବ ନିବେଶକଙ୍କ ମନୋଭାବ ଉପରେ ପଡୁଛି। ଏଭଳି ସ୍ଥିତିରେ ସାରା ଦୁନିଆର ନିବେଶକ ନିବେଶର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ବର୍ତ୍ତମାନ ସୁନାର ଚାହିଦା ବଢୁଥିବାରୁ ଦାମରେ ଦ୍ରୁତ…

ଏମ୍‌ଏସ୍‌ଏମ୍‌ଇ ଲାଗି ଏସ୍‌ବିଆଇର ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର,୨୭।୬(ବ୍ୟୁରୋ) : ଦେଶର ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଲାଗି ଏହି ଶିଳ୍ପର ଅବସ୍ଥା ବିଗିଡ଼ିଯାଇଛି। ବିଭିନ୍ନ ସମସ୍ୟା ଦେଇ ଗତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?