ବାଣିଜ୍ୟ

ଭାରତକୁ ବିଶ୍ୱବ୍ୟାଙ୍କ ଦେଲା ୩୭ଶହ କୋଟି

ନୂଆଦିଲ୍ଲୀ,୨୯।୬: ଭାରତରେ ଶିକ୍ଷାର ଭିତ୍ତିଭୂମି ବିକାଶ ପାଇଁ ରବିବାର ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାର (୩୭ ଶହ କୋଟି) ର ଋଣ ସହାୟତା ପ୍ରଦାନ କରିଛି। ବ୍ୟାଙ୍କର ବୋର୍ଡ ଅଫ ଏକଜିକ୍ୟୁଟିଭ ଡାଇରେକ୍ଟର୍ସ ଏହି ଋଣ ରାଶିକୁ ମଞ୍ଜୁର କରିଥିବା ସୂଚନା…

ଶୀଘ୍ର ଆସିବ ଷ୍ଟାଣ୍ଡାର୍ଡ କୋଭିଡ ବୀମା

ନୂଆଦିଲ୍ଲୀ,୨୯।୬ : ଜୁଲାଇ ୧୦ ସୁଦ୍ଧା କୋଭିଡ ଷ୍ଟାଣ୍ଡାର୍ଡ ଚିକିତ୍ସା ବୀମା ଆଣିବାକୁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ପକ୍ଷରୁ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦେଶ ମଧ୍ୟରେ କୋଭିଡ ମାମଲା ବଢୁଥିବାରୁ ‘କୋଭିଡ ଚିକିତ୍ସା…

ତୃତୀୟ ଥର ଲାଗି ଘୁଞ୍ଚିଲା ଏୟାର ଇଣ୍ଡିଆ ବିଡିଂ

ନୂଆଦିଲ୍ଲୀ,୨୯।୬ : ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିଡିଂ ସୀମାକୁ ସରକାର ତୃତୀୟ ଥର ଲାଗି ଘୁଞ୍ଚାଇଛନ୍ତି। ବର୍ତ୍ତମାନ ଏହାକୁ ଆଗାମୀ ୨ ମାସ ବା ଅଗଷ୍ଟ ୩୧ ଯାଏ ଘୁଞ୍ଚାଯାଇଛି। କୋଭିଡ ଯୋଗୁ ସାରା ବିଶ୍ୱରେ ବର୍ତ୍ତମାନ ବିଭିନ୍ନ…

ମହଙ୍ଗା ହେଲା ଇଲେକଟ୍ରୋନିକ୍ସ ପ୍ରଡକ୍ଟ

ନୂଆଦିଲ୍ଲୀ,୨୯।୬ : ଚାଇନା ସାମଗ୍ରୀ ଉପରେ ଭାରତ ବର୍ତ୍ତମାନ ନିର୍ଭରଶୀଳ ଥିବାରୁ ଚାହିଁଲେ ମଧ୍ୟ ରାତାରାତି ଏହାକୁ ନିଷେଧ କରି ପାରୁନାହିଁ। ଗଲଓ୍ବାନ ଘାଟିରେ ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ଯୋଗୁ ଭାରତର ସୀମାରେ ବହିଃଶୁଳ୍କ…

ବିଦ୍ୟୁତ ବିତରଣ କମ୍ପାନୀଙ୍କ ଉପରେ ୧.୨୩ ଲକ୍ଷ କୋଟି ଟଙ୍କା ବାକି

ନୂଆଦିଲ୍ଲୀ,୨୯।୬ : ବିଦ୍ୟୁତ ବିତରଣ କମ୍ପାନୀଙ୍କ ଉପରେ ଶକ୍ତି ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ରାଶି ୬୩% ବୃଦ୍ଧି ଘଟି ୧.୨୩ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହି କ୍ଷେତ୍ର ବର୍ତ୍ତମାନ ଚାପରେ ରହିଛି। ଏଭଳି ସ୍ଥିତିରେ ଗତ ବର୍ଷ…

ନୂଆ ଅବତାରରେ ଏସି ଟ୍ରେନ; ମିଳିବ ଓଟି ଭଳି ସ୍ବଚ୍ଛ ପବନ

ନୂଆଦିଲ୍ଲୀ,୨୯।୬: ଭାରତୀୟ ରେଲଓ୍ବେ ତା’ର ଶୀତତାପ ନିୟନ୍ତ୍ରିତ(ଏସି) ଟ୍ରେନ ଗୁଡିକରେ ଅପରେଶନ ଥିଏଟର(ଓଟି)ରେ ଉପଲବ୍ଧ ହେଉଥିବା ନିର୍ମଳ ବାୟୁ ସୁବିଧା ପ୍ରଦାନ କରିବ। ବର୍ତ୍ତମାନ ବ୍ୟବହାର ହେଉଥିବା ସର୍କୁଲେଟେଡ ଏୟାର ସୁବିଧା ପରିବର୍ତ୍ତେ ନୂଆ ବ୍ୟବସ୍ଥା ଲାଗୁ କରାଇବା ନେଇ ନିଷ୍ପତ୍ତି…

ଯାତ୍ରା ଭତ୍ତା ଉପରେ ଆୟକର ଛାଡ ଦାବି କରିହେବ:ସିବିଡିଟି

ନୂଆଦିଲ୍ଲୀ,୨୯।୬ : କର୍ମଚାରୀ ନିଯୁକ୍ତିଦାତାଙ୍କଠାରୁ ଲାଭ କରୁଥିବା ଯାତ୍ରା ଭତ୍ତା ଉପରେ ଆୟକର ଛାଡ ପାଇବା ନେଇ ଦାବି କରିପାରିବେ। ନୂଆ ଟିକସ ବ୍ୟବସ୍ଥା ଅନ୍ତର୍ଗତ ସରକାର ଏହି ସୁବିଧା ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ…

ତେଲ ଦର ବୃଦ୍ଧିରେ ବିରତି;୨୧ ଦିନ ଧରି ବଢି ଚାଲିଥିଲା

ନୂଆଦିଲ୍ଲୀ,୨୯।୬ : ଗତ ୨୧ ଦିନ ଧରି ତେଲ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ବଢାଇଛି। କରୋନା ସଙ୍କଟରେ ଏଭଳି ଲଗାତର ଦର ବୃଦ୍ଧିକୁ ନେଇ ସାରା ଦେଶରେ ଖାଉଟିଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଜୁନ ୭ ପରଠାରୁ…

ୟୁନିଲିଭର ପରେ ଲରିୟଲ ତା’ର ପ୍ରଶାଧନ ସାମଗ୍ରୀ ଉପରୁ ‘ହ୍ବାଇଟନିଂ’, ‘ଫେୟାର’ଶବ୍ଦ ଉଠାଇବାକୁ ନେଇଛି ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୬: ସୋସିଆଲ ମିଡିଆରେ ଭେଦଭାବକୁ ନେଇ ଏକ ଯୁକ୍ତି କିଛିଦିନ ତଳେ ଦେଖିବାକୁ ମିଳିଥିଲା। ଏଥିରେ ବିୟୁଟି ପ୍ରଡକ୍ଟ ପ୍ରସ୍ତୁତକାରୀ କମ୍ପାନୀ କଳା-ଗୋରା ମଧ୍ୟରେ ଭେଦଭାବ କରୁଛନ୍ତି ବୋଲି ଆଲୋଚନା ହୋଇଥିଲା। ଏହାକୁ ନେଇ କେତେଜଣ ୟୁଜର୍ସ ଫେୟାରନେସ୍‌ କ୍ରିମ ବ୍ୟବହାର…

କର୍ପୋରେଟ ମାମଲାରେ ସୁପ୍ରିମକୋର୍ଟ ଗଲେ ଅଜୀମ ପ୍ରେମଜୀ

ନୂଆଦିଲ୍ଲୀ,୨୮।୬: ଏକ କର୍ପୋରେଟ ଆପରାଧୀକ ଅଭିଯୋଗରେ ବାଙ୍ଗାଲୋର କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆଇଟି କ୍ଷେତ୍ରର ଜଣାଶୁଣା ବ୍ୟକ୍ତିତ୍ୱ ଅଜୀମ ପ୍ରେମଜୀ ଏବଂ ତାଙ୍କ ସ୍ତ୍ରୀ ୟାସିନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟଙ୍କ ଦ୍ୱାରା ଜାରି ସମନ ରଦ୍ଦ କରାଯାଉ ବୋଲି…

୨୧ ଦିନ ଧରି ବଢୁଛି ତେଲ ଦର

ଭୁବନେଶ୍ୱର,୨୮।୬(ବ୍ୟୁରୋ): ଗତ ୨୧ ଦିନ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ଚାଲିଛି। କରୋନା ପାଇଁ ବର୍ତ୍ତମାନ ଲୋକମାନେ ବିଭିନ୍ନ ସମସ୍ୟାରେ ଥିବା ବେଳେ ତେଲ ଦରରେ ବିରତି ଲାଗୁ ନ ଥିବାରୁ ଏହା ଖାଉଟିଙ୍କୁ ସମସ୍ୟାରେ ପକାଇଥିବା…

ନଗଦ ଉଠାଣ ଲାଗି ବ୍ୟାଙ୍କଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ,୨୮।୬: କରୋନା ଭାଇରସ୍‌ ଲାଗି ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ବ୍ୟାଙ୍କଗୁଡିକର ନଗଦ ଅସୁବିଧାକୁ ସମାଧାନ କରିବା ଲାଗି ବର୍ଦ୍ଧିତ ଋଣ ସୁବିଧାର ସୀମାକୁ ସେପ୍ଟେମ୍ବର ୩୧ ଯାଏ ବୃଦ୍ଧି କରିବାକୁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ କରିଛି। ଏହାଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?