ବାଣିଜ୍ୟ

ଝିଅର ଭବିଷ୍ୟତ ପାଇଁ ଖୋଲନ୍ତୁ ଏହି ଆକାଉଣ୍ଟ, ୨୧ ବର୍ଷ ବେଳକୁ ହେବ ୬୪ ଲକ୍ଷ ଟଙ୍କା

ଝିଅର ଭବିଷ୍ୟତକୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ କରିବା ମାତାପିତାଙ୍କ ସବୁଠୁ ବଡ଼ ଦାୟିତ୍ୱ। ଆର୍ଥିକ ସୁରକ୍ଷା ସହିତ ଝିଅର ଭବିଷ୍ୟତ ଗଢିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ୨୦୨୦ ଝିଅର ଭବିଷ୍ୟତକୁ ସୁଦୃଢ଼ କରିବା ସହ ସୁରକ୍ଷିତ ମଧ୍ୟ…

୭୦% ଷ୍ଟାର୍ଟଅପ୍‌ ପ୍ରଭାବିତ, ୧୨%ରେ ତାଲା

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ),୬।୭:କରୋନା ମହାମାରୀ ଭାରତୀୟ ବ୍ୟବସାୟ କ୍ଷେତ୍ରରେ ଗୁରୁତର ପ୍ରଭାବ ପକାଇଛି। ବିଶେଷକରି ଲଘୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ଏବଂ ଷ୍ଟାଟ୍‌ଅପ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ଲକ୍‌ଡାଉନ ସମୟରେ ଦେଶର ପ୍ରାୟ ୭୦% ଷ୍ଟାର୍ଟଅପ୍‌ ପ୍ରଭାବିତ ହୋଇଥିବାବେଳେ…

ଗ୍ରାମାଞ୍ଚଳରେ କାରର ଚାହିଦା ଅଧିକ

ନୂଆଦିଲ୍ଲୀ,୬।୭ : କରୋନା ମହାମାରୀ ଯୋଗୁ ସହର ତୁଳନାରେ ଗ୍ରାମାଞ୍ଚଳ କ୍ଷେତ୍ରର ସ୍ଥିତି ଉନ୍ନତ ରହିଛି। ଏହି ସମୟରେ ସହରାଞ୍ଚଳର ସ୍ଥିତି ଖରାପ ରହିଛି। ସହରରେ କରୋନା ମାମଲା ବଢି ଚାଲିଥିବା ଜଣାପଡିଛି। ଏଭଳି ବିଭିନ୍ନ କାରଣ ଲାଗି ଦେଶର ଗ୍ରାମାଞ୍ଚଳର…

ମହଙ୍ଗା ହୋଇପାରେ ଫୋନ୍‌ କଲ୍‌, ଇଣ୍ଟରନେଟ

ନୂଆଦିଲ୍ଲୀ,୬।୭ : ଆଗାମୀ ବର୍ଷେରୁ ଦେଢ଼ ବର୍ଷ ମଧ୍ୟରେ ଫୋନ୍‌ କଲ୍‌ ଏବଂ ଇଣ୍ଟରନେଟ ସମେତ ଏ ସଂକ୍ରାନ୍ତ ସମସ୍ତ ସେବାର ଦେୟ ବଢ଼ିପାରେ। ଏଥରେ ଦର ପ୍ରାୟ ୨ ଥର ବଢାଯାଇପାରେ। ଫଳରେ ଆଗାମୀ ଦିନରେ ଫୋନ୍‌ କଲ ଏବଂ…

ଭାରତରେ ମାନୁଫାକ୍‌ଚରିଂ ହବ୍‌ ସ୍ଥାପନ କଷ୍ଟସାଧ୍ୟ କାହିଁକି; ନିଜ ପୁସ୍ତକରେ ଉତ୍ତର ରଖିଲେ ମାରୁତି ସୁଜୁକି ଅଧ୍ୟକ୍ଷ

ନୂଆଦିଲ୍ଲୀ,୬।୭ : ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)କୁ ମାନୁଫାକଚରିଂର ଯୋଗଦାନ ୧୫% ରହିଛି। ଏଭଳି ସ୍ଥିତିରେ ଚାଇନା ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ମାନୁଫାକଚରିଂ ଉପରେ ନିର୍ଭର କରିଥାଏ। ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ…

ଟିଡିଏସ୍‌ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ,୬।୭ : ଆୟକର ବିଭାଗ ପକ୍ଷରୁ ଟ୍ୟାକ୍ସ ଡିଡକସନ ଆଟ ସୋର୍ସ(ଟିଡିଏସ୍‌) ନିୟମରେ ପରିବର୍ତ୍ତନ କରାଯାଇଛି। ଟିଡିଏସ୍‌ ଫର୍ମକୁ ବ୍ୟାପକ କରିବା ଲାଗି ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ଟିକସରେ କାଟ ନ କରିବା କ୍ଷେତ୍ରରେ ସୂଚନା…

ଆପ୍‌ କମ୍ପାନୀରେ କାମ କରୁଥିବା ୩,୫୦୦ ଭାରତୀୟ ଚାକିରି ହରାଇବା ଆଶଙ୍କା

ବେଜିଂ, ୫।୭: ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ହିଂସ୍ରକ ସଂଘର୍ଷ ହେବାପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତ ୫୯ ଚାଇନା ଆପ୍‌ ଉପରେ କଟକଣା ଲଗାଇଛି। ଏହାର ପ୍ରଭାବରେ ଚାଇନାର ଏସବୁ ଆପ୍‌ କମ୍ପାନୀରେ କାମ କରୁଥିବା…

ଆଇଟି ରିଟର୍ନ ଫାଇଲିଂ ସୀମା ନଭେମ୍ବର ୩୦ ଯାଏ ବୃଦ୍ଧି

ନୂଆଦିଲ୍ଲୀ,୫।୭: ୨୦୧୯-୨୦ ଲାଗି ଆୟକର ରିଟର୍ନ (ଆଇଟିଆର୍‌) ଫାଇଲିଂ କରିବାର ଶେଷ ତାରିଖ ଚଳିତ ବର୍ଷ ନଭେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି। ବର୍ତ୍ତମାନ ବଜାରର ସ୍ଥିତି ଠିକ୍‌ ନ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଟିକସଦାତା ଠିକ୍‌…

ଆତ୍ମନିର୍ଭର ଆପ୍‌ ଇକୋସିଷ୍ଟମ ଲାଗି ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ,୪।୭: ସରକାର ନିକଟରେ ୫୯ ଚାଇନା ଆପ୍‌କୁ ଭାରତ ବଜାରରୁ ନିଷେଧ କରିଛନ୍ତି। ଆତ୍ମନିର୍ଭର ଭାରତ ଆପ୍‌ ଇନୋଭେସନ ଚ୍ୟାଲେଞ୍ଜରେ ଭାଗନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟଅପ୍‌ ଏବଂ ଟେକ୍ନୋଲୋଜି କମ୍ୟୁନିଟିଙ୍କୁ ଆହ୍ବାନ ଜଣାଇଛନ୍ତି। ଭାରତରେ ବିଶ୍ୱସ୍ତରୀୟ ଆପ୍ଲିକେଶନ ପ୍ରସ୍ତୁତ କରିବାକୁ…

ଭାରତ ବଜାରରୁ କଗ୍‌ନିଜାଣ୍ଟର ଛଟେଇ

ନୂଆଦିଲ୍ଲୀ,୪।୭: ଭାରତ ବଜାରର ବିଭିନ୍ନ ସ୍ଥାନରେ ରହିଥିବା କାର୍ଯ୍ୟାଳୟରୁ ପ୍ରମୁଖ ଆଇଟି କମ୍ପାନୀ କଗ୍‌ନିଜାଣ୍ଟ ଛଟେଇ କରୁଥିବା ଜଣାପଡିଛି। କେତେ କର୍ମଚାରୀ ଛଟେଇ ହେଉଛନ୍ତି ସେ ସମ୍ପର୍କରେ କିଛି ଜଣାପଡି ନାହିଁ। ମାତ୍ର ବୃହତ୍‌ ସଂଖ୍ୟକ କର୍ମଚାରୀ ଛଟେଇ ହେବେ ବୋଲି…

ଚାଇନା ପାଓ୍ବାର ଗିୟର ଆମଦାନୀ ହେବନି

ନୂଆଦିଲ୍ଲୀ,୪।୭: ଭାରତ ଚାଇନାରୁ ଏଣିକି ପାଓ୍ବାର ଗିୟର ଆମଦାନୀ କରିବ ନାହିଁ। କେନ୍ଦ୍ର ସରକାର ଏ ନେଇ କଟକଣା ଲଗାଇଛନ୍ତି। ସୀମାରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା ଆମଦାନୀ ଉପରେ ଭାରତ ବର୍ତ୍ତମାନ ବିଭିନ୍ନ କଟକଣା ଲଗାଉଛି।…

କାଲି ଲଞ୍ଚ ହେବ ଦେଶର ପ୍ରଥମ ଦେଶୀ ଆପ ଏଲିମେଣ୍ଟ୍ସ

ନୂଆଦିଲ୍ଲୀ,୪।୭-ଦିନକୁ ଦିନ ଦେଶରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଭାରତରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ପାଖାପଖି ୫୦ କୋଟିରୁ ଅଧିକ ରହିଥିବା ଏକ ତଥ୍ୟରୁ ଜଣାପଡ଼ିଛି। ଏହାସତ୍ତ୍ୱେ ଦେଶରେ ସାମାଜିକ ଗଣମାଧ୍ୟମ ବଜାରରେ ବିଦେଶୀ କମ୍ପାନୀଙ୍କ କବ୍ଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?