ବାଣିଜ୍ୟ

ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ୪୩

ନୂଆଦିଲ୍ଲୀ,୧୭।୬: ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାଜେନମେଣ୍ଟ ଡେଭଲପମେଣ୍ଟ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ୪୩ ରହିଛି। ଭିତ୍ତିଭୂମିରେ ଦୁର୍ବଳତା ଏବଂ ଶିକ୍ଷା କ୍ଷେତ୍ରରେ ନିବେଶ କମ୍‌ ରହିବା ଯୋଗୁ ର଼୍ୟାଙ୍କିଙ୍ଗରେ ଭାରତ ପଛୁଆ ରହିଥିବା ରିପୋର୍ଟରେ ଉଲ୍ଲେଖ…

ଭାରତ-ଚାଇନା ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରଭାବିତ ଆଶଙ୍କା

ନୂଆଦିଲ୍ଲୀ,୧୭।୬: ଚାଇନା ସହ ସୀମା ବିବାଦ ଲଗାତର ବଢ଼ିଚାଲିଛି। ଲଦାଖ ସୀମାରେ ଚାଇନା ସେନାର ବଳପୂର୍ବକ ପ୍ରବେଶ ଯୋଗୁ ଭାରତର ୩ ଯବାନ ଶହୀଦ ହୋଇଛନ୍ତି। ଏହାର ପ୍ରଭାବ ଦୁଇ ଦେଶର ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ପଡ଼ିବ ବୋଲି ବଜାର ବିଶେଷଜ୍ଞମାନେ…

ବହୁସ୍ଥାନୀୟ ଦାବି ସମାଧାନ ସୁବିଧା ଦେଲା ଇପିଏଫ୍‌ଓ

ନୂଆଦିଲ୍ଲୀ,୧୫।୬: ଦେଶରେ ସେବା ପ୍ରଦାନର ଏକ ବ୍ୟବସ୍ଥିତ ମାନକ ସୁନିଶ୍ଚିତ କରିବା ତଥା କୋଭିଡ୍‌-୧୯ ମହାମାରୀ ସମୟରେ କର୍ମଚାରୀଙ୍କ ସଂଖ୍ୟାର ଠିକ୍‌ ଉପଯୋଗ ଲକ୍ଷ୍ୟରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫଓ) ପକ୍ଷରୁ ବହୁ ସ୍ଥାନୀୟ ଦାବି ସମାଧାନ ସୁବିଧାର ଶୁଭାରମ୍ଭ କରାଯାଇଛି।…

ସିବିଆଇସି ପକ୍ଷରୁ ଇ-ଅଫିସ ବ୍ୟବସ୍ଥାର ଶୁଭାରମ୍ଭ

ନୂଆଦିଲ୍ଲୀ,୧୫।୬: ଦେଶର ୫ଶହରୁ ଊର୍ଦ୍ଧ୍ୱ ସିଜିଏସ୍‌ଟି ଏବଂ ବର୍ହିଶୁକ୍ଲ କାର୍ଯ୍ୟାଳୟ ଗୁଡିକରେ ଇ-ଅଫିସ ବ୍ୟବସ୍ଥାର ପ୍ରୟୋଗ ସୋମବାରଠାରୁ ଆରମ୍ଭ ହୋଇଛି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ବର୍ହିଶୁକ୍ଲ ବୋର୍ଡ(ସିବିଆଇସି)ର ଅଧ୍ୟକ୍ଷ ଏମ୍‌ ଅଜିତ କୁମାର ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି।…

ନଅ ଦିନ ହେଲା ଲଗାତର ବୃଦ୍ଧି ପାଉଛି ତେଲ ଦର

ନୂଆଦିଲ୍ଲୀ,୧୫।୬: ଦେଶରେ ତେଲ ଦର ଗତ ୯ ଦିନ ହେଲା ଲଗାତର ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶର ପରିସ୍ଥିତି ଭଲ ନଥିବା ବେଳେ ତେଲ ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କ ଉପରେ ବୋଝ ଉପରେ ଲଳିତା ବିଡା ପରି ସମସ୍ୟା…

ଫଳ,ପନିପରିବା ହୋମ ଡେଲିଭରି ଦେଲା ଜମାଟୋ

ନୂଆଦିଲ୍ଲୀ,୧୫।୬: ପ୍ରମୁଖ ଦୁଗ୍ଧଜାତ ଉତ୍ପାଦ ଯୋଗାଣକାରୀ ସଂସ୍ଥା ମଦର ଡେରୀ’ର ଫଳ ଓ ପନିପରିବା ୟୁନିଟ ‘ସଫଲ’ ଦିଲ୍ଲୀ ଏନ୍‌ସିଆରରେ ହୋମ୍‌ ଡେଲିଭରି ସେବା ଆରମ୍ଭ କରିଛି। ଏହି ସେବା ଯୋଗାଣ ଲାଗି ମଦର ଡେରୀ ଫୁଡ ଡେଲିଭରୀ ଦେଉଥିବା କମ୍ପାନୀ…

ହ୍ୟୁଣ୍ଡାଇର ୭ ଆକର୍ଷଣୀୟ ଫାଇନାନ୍ସ ସୁବିଧା

ନୂଆଦିଲ୍ଲୀ,୧୬।୬: ଦେଶର ପ୍ରମୁଖ ଯାନ ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୭ ଆକର୍ଷଣୀୟ ଫାଇନାନ୍ସ ସୁବିଧା ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଣ ଲାଗି ଏଭଳି ସୁବିଧା ଆରମ୍ଭ କରାଯାଇଥିବା କମ୍ପାନୀ ପକ୍ଷରୁ…

ଇଣ୍ଡିଆନ ଗ୍ୟାସ୍‌ ଏକ୍ସଚେଞ୍ଜ ଶୁଭାରମ୍ଭ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଇଣ୍ଡିଆନ ଗ୍ୟାସ୍‌ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ କରିଛନ୍ତି। ଏହା ଦେଶର ପ୍ରଥମ ଅନ୍‌ଲାଇନ ଡେଲିଭରି ଭିତ୍ତିକ ଗ୍ୟାସ୍‌ ଟ୍ରେଡିଂ ପ୍ଲାଟ୍‌ଫର୍ମ। ଏହି ଅବସରରେ ଟ୍ରେଡିଂକୁ ଶୁଭାରମ୍ଭ କରାଯାଇଛି। ପ୍ରାକୃତିକ ବାଷ୍ପ ଡେଲିଭରି କ୍ଷେତ୍ରରେ…

ରପ୍ତାନି ୩୬.୪୭% କମିଲା

ନୂଆଦିଲ୍ଲୀ,୧୬।୬: ଭାରତର ରପ୍ତାନି ଲଗାତର ଭାବେ ୩ ମାସ ଲାଗି ହ୍ରାସ ଘଟିଛି। ମେ ମାସରେ ଏହା ୩୬.୪୭% ହ୍ରାସ ହୋଇ ୧୯.୦୫ ବିଲିୟନ ଡଲାର ରହିଛି। ପେଟ୍ରୋଲିୟମ,ବୟନ, ଇଞ୍ଜିନିୟରିଂ, ଜେମ୍‌ସ ଏବଂ ଜୁଏଲେରି ରପ୍ତାନି କମିବା ଯୋଗୁ ଏଭଳି ସ୍ଥିତି…

ପାଇକାରୀ ମୁଦ୍ରାସ୍ଫୀତି ୩.୨୧% ହ୍ରାସ

ନୂଆଦିଲ୍ଲୀ,୧୬।୬:ଦେଶର ପାଇକାରୀ ମୁଦ୍ରାସ୍ଫୀତି ମେ ମାସରେ ଅବସ୍ଫୀତି ଦେଖାଯାଇଛି। ଏହି ସମୟରେ ପାଇକାରୀ ମୁଦ୍ରାସ୍ଫୀତି ୩.୨୧% ଖସିଯାଇଛି। ଶକ୍ତି ଏବଂ ଇନ୍ଧନ ଦରରେ ପରିବର୍ତ୍ତନ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହି ସମୟରେ ଖାଦ୍ୟ ସାମଗ୍ରୀ ଦରରେ ବୃଦ୍ଧି ଦେଖାଯାଇଛି।…

ଟାଟା ମୋଟର୍ସକୁ କ୍ଷତି ୯୮୬୪ କୋଟି

ନୂଆଦିଲ୍ଲୀ,୧୬।୬: ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସ ତଥା ଚତୁର୍ଥ ତ୍ରୈମାସରେ ଟାଟା ମୋଟର୍ସର ନେଟ୍‌ କ୍ଷତି ୯୮୬୪ କୋଟି ରହିଛି। କରୋନା ମହାମାରୀ ଯୋଗୁ ଜାଗୁଆର ଲାଣ୍ଡ ରୋଭର ଓ ଘରୋଇ ବଜାରରେ ଯାନ ବିକ୍ରି ପ୍ରଭାବିତ ହେବା…

୧୩ କୋଟି ନିଯୁକ୍ତି ଉପରେ କଳାବାଦଲ

ନୂଆଦିଲ୍ଲୀ,୧୬।୬: କୋଭିଡ୍‌-୧୯ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ଘରୋଇ ବଜାରର ୧୩୦ ନିୟୁତ (୧୩ କୋଟି) ଚାକିରି ଉପରେ କଳାବାଦଲ ଛାଇ ହୋଇ ରହିଛି। ଏହା ମଧ୍ୟରେ ପ୍ରାୟ ୪୦% ବ୍ଲୁ କୋଲାର ବା ମାନୁଆଲ ଓ୍ବାର୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?