ବାଣିଜ୍ୟ

ଇ-କେୱାଇସି ଦ୍ୱାରା ତ୍ୱରିତ ପାନ୍‌ ସେବା

ନୂଆଦିଲ୍ଲୀ,୨୯।୫: ଆଧାର ଭିତ୍ତିକ ଇ-କେୱାଇସି ଦ୍ୱାରା ତ୍ୱରିତ ପାନ୍‌ (ଇନ୍‌ଷ୍ଟାଣ୍ଟ ପାନ୍‌) ପ୍ରଦାନ ସେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏ ସମ୍ପର୍କିତ ଘୋଷଣା ୨୦୨୦ ବଜେଟରେ ହୋଇଥିଲା। ଏହାଦ୍ୱାରା ଆଧାର ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ପାନ୍‌…

୪.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସାମ୍ନା କରିବେ

ନୂଆଦିଲ୍ଲୀ,୨୯।୫: କରୋନା ଭାଇରସ୍‌ ଲକ୍‌ଡାଉନ ଲାଗି ଭାରତର ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କରୋନା ଯୋଗୁ ସାରା ବିଶ୍ୱରେ ପ୍ରାୟ ୪.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟକୁ ଚାଲିଯିବେ ବୋଲି ଆଶଙ୍କା କରାଯାଇଛି। ସେହିଭଳି ଭାରତରେ ୧.୨ କୋଟି…

ଜିଓ’ରୁ ନିବେଶ କରିବେ ମାଇକ୍ରୋସଫ୍ଟ, ମୁବାଡାଲ

ମୁମ୍ବାଇ,୨୯।୫: ପ୍ରମୁଖ ବାଣିଜି୍ୟକ ଗ୍ରୁପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ରିଲ୍‌)ର ରିଲାଏନ୍ସ ଜିଓ ଡିଜିଟାଲ ପ୍ଲାଟଫର୍ମରେ ଆବୁଧାବିର ପ୍ରମୁଖ ଅର୍ଥ ନିବେଶକାରୀ ସଂସ୍ଥା ମୁବାଡାଲ ୧ବିଲିୟନ ଓ ୟୁଏସ’ର ପ୍ରମୁଖ ସଫ୍ଟଓ୍ବାର କମ୍ପାନୀ ମାଇକ୍ରୋସଫ୍ଟ ପ୍ରାୟତଃ ୨ବିଲିୟନ ଅର୍ଥ ଜିଓରେ ନିବେଶ ଯୋଜନା…

ଲକ୍‌ଡାଉନ ଯୋଗୁ ଆନିମଲ ସ୍ପିରିଟ୍‌ ଧୀମା

ନୂଆଦିଲ୍ଲୀ,୨୮।୫: କରୋନା ଭାଇରସ୍‌କୁ ରୋକିବା ଲାଗି ସରକାର ସାରା ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରିଛନ୍ତି। ଆର୍ଥତ୍କ କାର୍ଯ୍ୟକଳାପ ଏହି ସମୟରେ ବନ୍ଦ ପଡ଼ିଛି। କାର୍ଯ୍ୟକଳାପ ବର୍ତ୍ତମାନ ଠପ୍‌ ପଡ଼ିଥିବାରୁ ବଜାର ସ୍ଥିତି ବେହାଲ ହୋଇଛି। ଚାହିଦା ନ ଥିବା…

ରୋଜଗାର ସ୍ଥିତିରେ ଆସିପାରେ ସୁଧାର

ନୂଆଦିଲ୍ଲୀ,୨୮।୫: ଲକ୍‌ଡାଉନର ପ୍ରଭାବରେ ପ୍ରବାସୀ ଶ୍ରମିକ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଘରକୁ ଫେରୁଥିବା ଦେଖାଯାଉଛି। ୩୧ ମେ’ରେ ଲକ୍‌ଡାଉନ ୪.୦ ଶେଷ ହେଉଛି। ଲକ୍‌ଡାଉନର ଆଗାମୀ ପର୍ଯ୍ୟାୟ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ହେବ। ଅର୍ଥୀକ…

ନୋକିଆର ୪୨ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୨୮।୫: ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀ ନୋକିଆର ୪୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ବୋଲି ଜଣାପଡିଛି। ଏମାନେ ଶ୍ରୀପେରୁମ୍‌ବୁଡୁର ତାମିଲନାଡୁ ୟୁନିଟ୍‌ରୁ କାମ କରୁଥିଲେ। ଏହି ଘଟଣାକୁ ଧ୍ୟାନରେ ରଖି ଆସନ୍ତା ନିର୍ଦ୍ଦେଶାବଳୀ ପର୍ଯ୍ୟନ୍ତ କାରଖାନାର ଉତ୍ପାଦନ ବନ୍ଦ ରହିବ ବୋଲି…

ନିବେଶକଙ୍କ ସମ୍ପତ୍ତି ୨ ଲକ୍ଷ କୋଟି ବଢ଼ିଲା

ନୂଆଦିଲ୍ଲୀ,୨୮।୫: ବୁଧବାର ଭାରତୀୟ ପୁଞ୍ଜିବଜାରରେ କାରବାର ଉନ୍ନତ ରହିବାରୁ ନିବେଶକଙ୍କ ସମ୍ପତ୍ତିରେ ୨.୦୧ ଲକ୍ଷ କୋଟି ଟଙ୍କା ବଢିଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୯୯୫.୯୨ ପଏଣ୍ଟ ବା ୩.୨୫% ବଢିବା ଯୋଗୁ ୩୧,୬୦୫.୨୨ ପଏଣ୍ଟରେ ବନ୍ଦ…

ଜି.ଆର୍‌. ଚିଣ୍‌ଟାଲା ନାବାର୍ଡ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୮।୫: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଭାବେ ଜି.ଆର୍‌. ଚିଣ୍‌ଟାଲା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବେଙ୍ଗାଲୁରୁଠାରେ ନାବାର୍ଡର ସହାୟକ ସଂସ୍ଥା ନ୍ୟାବ୍‌ଫିନ୍ସରେ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ନୂଆଦିଲ୍ଲୀସ୍ଥିତ…

ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିଲେ ୪୮ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ,୨୮।୫: ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ଲାଗି ରେଳ ମନ୍ତ୍ରଣାଳୟ ବୁଧବାର ସୁଦ୍ଧା ୩୫ଶହ ଶ୍ରମିକ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ବିଭିନ୍ନ ରାଜ୍ୟରୁ ୪୮ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀଙ୍କୁ…

ଆର୍‌ବିଆଇ, କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ମୁମ୍ବାଇ,୨୭।୫: କୋଭିଡ୍‌-୧୯ ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଋଣ ଉପରେ ମୋରାଟୋରିୟମ ସୁବିଧା ଦିଆଯାଇଛି। ହେଲେ ଏହି ସମୟରେ ବ୍ୟାଙ୍କଗୁଡିକ ଲୋନ୍‌ ଆଉଟଷ୍ଟାଣ୍ଡିଙ୍ଗ ଉପରେ ସୁଧ ନେଉଛନ୍ତି। ଏହା ଉପରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ଏ ପ୍ରସଙ୍ଗରେ…

ଏନ୍‌ପିଏ ୫.୫ ଲକ୍ଷ କୋଟି ଟଙ୍କା ବଢ଼ିବ

ମୁମ୍ବାଇ,୨୭।୫: ବର୍ତ୍ତମାନ ଅର୍ଥ ବ୍ୟବସ୍ଥାର ଗତି ଧୀମା ହୋଇଥିବା ବେଳେ ବ୍ୟାଙ୍କଗୁଡ଼ିକରେ ଅନାଦାୟ ପରିସମ୍ପତ୍ତି(ଏନ୍‌ପିଏ) ବଢ଼ିବାର ଆଶଙ୍କା କରାଯାଇଛି। କରୋନା ପାଇଁ ଚଳିତ ଆର୍ଥତ୍କ ବର୍ଷରେ ଏନ୍‌ପିଏ ୫.୫ ଲକ୍ଷ କୋଟି ଟଙ୍କା ବଢ଼ିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।…

୬ଶହ କର୍ମଚାରୀକୁ ଛଟେଇ କଲା ଉବର ଇଣ୍ଡିଆ

ନୂଆଦିଲ୍ଲୀ,୨୭।୫: ମଙ୍ଗଳବାର ଘରୋଇ ଯାତ୍ରୀ ସେବା ପ୍ରଦାନକାରୀ କମ୍ପାନୀ ଉବର ଇଣ୍ଡିଆ ୨ୟ ଥର ପାଇଁ ପ୍ରାୟ ୬ଶହ ପୂର୍ଣ୍ଣକାଳୀନ କର୍ମଚାରୀଙ୍କୁ ଛଟେଇ କରିଛି। କରୋନା ମହାମାରୀର ପ୍ରଭାବ ଯୋଗୁ କମ୍ପାନୀ ନାନା ସମସ୍ୟା ସହ ବାଣିଜ୍ୟ କାରବାରରେ କ୍ଷତି ସହୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?