ବାଣିଜ୍ୟ

୧.୨୨ କୋଟି କିଷାନ କ୍ରେଡିଟ କାର୍ଡକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୧।୮:କୋଭିଡ୍‌-୧୯ ପ୍ରଭାବରୁ କୃଷି କ୍ଷେତ୍ରକୁ ବାହାରକୁ ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ୧.୨୨ କୋଟି କିଷାନ କ୍ରେଡିଟ କାର୍ଡକୁ ମଞ୍ଜୁରୀ ଦେଇଛନ୍ତି। ଏହି କାର୍ଡଗୁଡିକର କ୍ରେଡିଟ୍‌ ଲିମିଟ୍‌ ୧.୦୨ ଲକ୍ଷ ରହିଛି। ଗ୍ରାମାଞ୍ଚଳ…

ପ୍ରବାସୀଙ୍କ ଲାଗି ୧୬ ହଜାର କୋଟି ବିନିଯୋଗ

  ନୂଆଦିଲ୍ଲୀ,୨୧।୮: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନ(ଜିକେଆର୍‌ଏ)ରେ ବର୍ତ୍ତମାନ ସୁଦ୍ଧା ୧୬,୭୮୬ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି। ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ୬ ରାଜ୍ୟରେ ଏହି…

ଓଡ଼ିଶା ଏମ୍‌ଏସ୍‌ଏମ୍‌ଇକୁ ୧୬୧୭ କୋଟି

ନୂଆଦିଲ୍ଲୀ,୨୧।୮: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଜରୁରିକାଳୀନ ପୁଞ୍ଜି ଯୋଗାଣ ଯୋଜନା ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ୍‌(ଇସିଏଲ୍‌ଜିଏସ୍‌)ରେ ଓଡ଼ିଶାର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକୁ ୧୬୧୭.୬୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ଏଠାରେ ୧.୫୧ ଲକ୍ଷ ଆକାଉଣ୍ଟକୁ…

ଆଖୁ ଉପରେ ଏଫ୍‌ଆର୍‌ପି ୧୦ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୨୦।୮: କେନ୍ଦ୍ର କ୍ୟାବିନେଟ ଆଖୁ ଉପରେ ପ୍ରଦାନ କରାଯାଉଥିବା ଫେୟାର ଆଣ୍ଡ ରେମୁନରେଶନ ପ୍ରାଇସ(ଏଫ୍‌ଆର୍‌ପି)କୁ ୧୦ ଟଙ୍କା ବଢାଇବା ନେଇ ନିଷ୍ପତ୍ତି ନେଇଛି। ଏହାକୁ ସାଧାରଣତଃ ଉତ୍ସାହିତ ମୂଲ୍ୟ ବୋଲି ବିବେଚନା କରାଯାଇଥାଏ। ଏଫ୍‌ଆର୍‌ପି ଆଖୁଚାଷୀଙ୍କ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ…

ବିଦ୍ୟୁତ୍‌ ବିତରଣ କମ୍ପାନୀଙ୍କ ଲାଗି ନିୟମ କୋହଳ

ନୂଆଦିଲ୍ଲୀ,୨୦।୮: ବିଦ୍ୟୁତ୍‌ ବିତରଣ କମ୍ପାନୀଗୁଡିକ ଲାଗି କେନ୍ଦ୍ର କ୍ୟାବିନେଟ୍‌ ପରିଚାଳନା ପୁଞ୍ଜି ସୀମା ନିୟମରେ କୋହଳ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଉଜ୍ଜ୍ୱଳ ଡିସ୍‌କମ୍‌ ଆସ୍ୟୁରାନ୍ସ ଯୋଜନା(ଉଦୟ) ଯୋଜନା ଅଧିକ ପ୍ରାୟ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଣ କାର୍ଯ୍ୟକ୍ରମ…

୮.୪ ଲକ୍ଷ କୋଟିର ଋଣ ପୁନର୍ଗଠନ ହୋଇପାରେ

ନୂଆଦିଲ୍ଲୀ,୨୦।୮: କରୋନା ଯୋଗୁ ଘରୋଇ ବଜାରର କମ୍ପାନୀଗୁଡ଼ିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। କମ୍ପାନୀଗୁଡ଼ିକ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଥିବା ବେଳେ ବଜାରରେ ସୁଧାର ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଥିଲେ। କମ୍ପାନୀଗୁଡିକର ଋଣ ରିଷ୍ଟ୍ରକ୍‌ଚର…

ପିପିପିରେ ଚାଲିବ ଆଉ ୩ ବିମାନ ବନ୍ଦର

ନୂଆଦିଲ୍ଲୀ,୨୦।୮: ଦେଶର ଆଉ ୩ ବିମାନ ବନ୍ଦର ପବ୍ଲିକ ପ୍ରାଇଭେଟ୍‌ ପାର୍ଟନରଶିପ(ପିପିପି) ବା ସରକାରୀ ଘରୋଇ ସହଭାଗିତାରେ ପରିଚାଳିତ ହେବ। ଏହି ବିମାନ ବନ୍ଦରଗୁଡିକ ମଧ୍ୟରେ ଗୁଆହାଟୀ, ଜୟପୁର ଏବଂ ଥିରୁଭାନନ୍ତପୁରମ ରହିଛି। କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏହି ପ୍ରସ୍ତାବକୁ ମଞ୍ଜୁରୀ…

ସେଲ୍‌ସ ଗର୍ଲରୁ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ମଙ୍ଗଳବାର ୬୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୮ ଅଗଷ୍ଟ, ୧୯୫୯ରେ ତାମିଲନାଡୁର ଚେନ୍ନାଇ ନିକଟ ମଦୁରାଇର ଏକ ଗାଁରେ ଜନ୍ମ ନେଇଥିଲେ ସୀତାରାମଣ। ସୀତାରାମଣ ହାତଗଣତି ସେହି ମହିଳା ନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ ଯିଏ…

ମୁକେଶ ଅମ୍ବାନୀଙ୍କୁ ବିବାହ କରିବାକୁ ଏହି ସର୍ତ୍ତ ରଖିଥିଲେ ନୀତା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ ପରିଚିତ। ବିଶ୍ୱରେ ଧନୀ ତାଲିତାରେ ତାଙ୍କର ସ୍ଥାନ ୪ର୍ଥରେ ରହିଛି। ବର୍ତ୍ତମାନ ସେ ଲୋକପ୍ରିୟ ଆପ୍‌ ଟିକ୍‌-ଟକ୍‌ କିଣିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ମୁକେଶ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ…

୭୩ ବର୍ଷରେ ସୁନା ୧୦ ଗ୍ରାମ୍‌ ଦାମ୍‌ ବଢ଼ିଛି ୬୦୦ ଗୁଣା: ୧୯୪୭ରେ ଥିଲା ୮୮ ଟଙ୍କା…

ନୂଆଦିଲ୍ଲୀ,୧୫।୮: ଦେଶ ୧୯୪୭ ଅଗଷ୍ଟ ୧୫ରେ ସ୍ବାଧୀନ ହୋଇଥିଲା। ଇତିମଧ୍ୟରେ ୭୩ ବର୍ଷ ବିତି ଯାଇଛି। ଏହି ସମୟ ମଧ୍ୟରେ ଦେଶର ଜନସଂଖ୍ୟା ବଢ଼ି ୧୩୦ କୋଟିରୁ ଅଧିକରେ ପହଞ୍ଚିିଛି। ୧୯୪୭ରେ ଜନସଂଖ୍ୟା ୩୪ କୋଟି ଥିଲା। ୧୯୫୧ ଜନଗଣନା ସମୟରେ…

୨ଥର ଫେଲ୍‌ ହୋଇଥିବା ଛାତ୍ର ଛିଡାକଲେ କୋଟି କୋଟି ଟଙ୍କାର ଏହି କମ୍ପାନୀ: ଜାଣନ୍ତୁ …..

ଜୋମାଟୋ, ଦେଶର ସର୍ବୋଚ୍ଚ ଅନ୍‌ଲାଇନ୍‌ ଖାଦ୍ୟ ବିତରଣ କମ୍ପାନୀ ମଧ୍ୟରୁ ଅନ୍ୟତମ। ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ ଏହି ସାଇଟ୍‌ରୁ ଖାଦ୍ୟ ଅର୍ଡର କରିଥାନ୍ତି। କମ୍ପାନୀର ମାଲିକ ଦୀପିନ୍ଦର ଗୋୟଲ ନିଜ ବନ୍ଧୁଙ୍କ ସହ ମିଶି ୨୦୦୮ ମସିହାରେ ‘ଜୋମାଟୋ’…

ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ନିଜ ଯା’ଙ୍କଠାରୁ ଧନୀ: ପରିବାରର ଏହି ୨ ବୋହୂଙ୍କ ବିଷୟରେ ଜାଣନ୍ତୁ …

ଅମ୍ବାନୀ ପରିବାର ନିଜର ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହି ପରିବାର ୨ ବୋହୂ ନୀତା ଏବଂ ଟୀନା ଅମ୍ବାନୀ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନୀତା ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିବାକୁ ପସନ୍ଦ କରୁଥିବା ବେଳେ ଟୀନା ଏହାଠାରୁ ବହୁ ଦୂରରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?