ବାଣିଜ୍ୟ ସୁବିଧା ଲାଗି କମ୍ପାନୀ ଆଇନରେ ସଂଶୋଧନ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଂ ବିଜନେସ ବାଣିଜ୍ୟ ସୁବିଧାକୁ ତ୍ୱରାନ୍ବିତ କରିବା ଲାଗି କମ୍ପାନୀ ଆଇନକୁ ସଂଶୋଧନ କରିଛନ୍ତି। କମ୍ପାନୀ ଆଇନରେ ରହିଥିବା ବିଭିନ୍ନ ଆପରାଧିକ ପ୍ରସଙ୍ଗକୁ ବର୍ତ୍ତମାନ ବାଦ ଦେବା ଉପରେ ଏବେ ଜୋର ଦିଆଯାଇଛି। ଏଭଳି ଭାବେ ମୋଟ ୪୮ ଧାରା ହଟାଯିବାକୁ ପ୍ରସ୍ତାବ ରହିଛି। ଏହି ବିଲ୍‌କୁ ଶନିବାର ଲୋକ ସଭାର ଅନୁମୋଦନ ମିଳିଛି। ବର୍ତ୍ତମାନ କମ୍ପାନୀଗୁଡିକ କରୋନା ମହାମାରୀ ଯୋଗୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଛୋଟଛୋଟ କମ୍ପାନୀଗୁଡିକ ଲାଗି ମଧ୍ୟ ସହାୟକ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସ୍ପଷ୍ଟ କରିଛନ୍ତି। ଏହା ଦ୍ୱାରା କମ୍ପାନୀଗୁଡିକ ଉପରେ ପଡୁଥିବା ଆଇନଗତ ଚାପ ହ୍ରାସ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀବିଳାସ ବ୍ୟାଙ୍କ ଜମାକାରୀଙ୍କୁ ଆର୍‌ବିଆଇର ଆଶ୍ୱାସନା

ନୂଆଦିଲ୍ଲୀ: ଲକ୍ଷ୍ମୀବିଳାସ ବ୍ୟାଙ୍କର ଆର୍ଥତ୍କ ସ୍ଥିତି ବିଗିଡ଼ିବା ଯୋଗୁ ଏହା ଉପରେ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ କଟକଣା ଲାଗୁ କରିଛି। ଆଗାମୀ ଗୋଟିଏ ମାସ ଯାଏ...

ଅଭିବୃଦ୍ଧିଶୀଳ ବଜାରକୁ ମିଶ୍ରିତ ଫଳାଫଳ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଚୂଡ଼ାନ୍ତ ମତଦାନ ଶେଷ ହୋଇଛି। ଜାନୁୟାରୀରେ ଔପଚାରିକ ଭାବେ ରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯିବ। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ...

ସରଳୀକୃତ ରିଟର୍ନ ଫାଇଲିଂ ସିଷ୍ଟମ ଆଣିଲା ଜିଏସ୍‌ଟିଏନ୍‌

ନୂଆଦିଲ୍ଲୀ,୨୩-୫: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗି ଆଇଟି ଭିତ୍ତିଭୂମି ସୁବିଧା ଯୋଗାଉଥିବା ଜିଏସ୍‌ଟିଏନ୍‌ ସରଳୀକୃତ ରିଟର୍ନ ଫାଇଲିଂ ସିଷ୍ଟମ ଶୁଭାରମ୍ଭ କରିଛି। ଏହା ଏକ...

ପୂର୍ବତଟ ରେଳପଥକୁ ଦୁଇ ପୁରସ୍କାର

ଭୁବନେଶ୍ୱର,୨-୮:ପୂର୍ବତଟ ରେଳପଥକୁ ସମ୍ମାନଜନକ ଆକାଉଣ୍ଟସ ଓ ଫାଇନାନ୍ସ ମ୍ୟାନେଜମେଣ୍ଟ ଶୀଲଡ଼ ଓ କମ୍ପ୍ରେହେନସିଭ ହେଲ୍‌ଥ କେୟାର ଶିଲଡ଼ ପୁରସ୍କାର ପ୍ରଦାନ କରାଯାଇଛି। ମୁମ୍ବାଇଠାରେ ଆୟୋଜିତ ରାଷ୍ଟ୍ରୀୟ...

୧୯ ଶାଖା ଖୋଲିଲା ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ

ଭୁବନେଶ୍ୱର,୨୨-୯: ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ(ୟୁଏସ୍‌ଏଫ୍‌ବି) ଓଡ଼ିଶାରେ ଏହାର ଉପସ୍ଥିତି ଜାହିର ଲାଗି ବିଭିନ୍ନ ଯୋଜନା ଗ୍ରହଣ କରୁଛିି। ଏହି କାର୍ଯ୍ୟକ୍ରମ ମୁତାବକ ବ୍ୟାଙ୍କ ପକ୍ଷରୁ...

୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ ହେଉ:ସୁଭାଷ ଗର୍ଗ

ନୂଆଦିଲ୍ଲୀ,୯-୧୧: ବିମୁଦ୍ରୀକରଣକୁ ଏହା ମଧ୍ୟରେ ୩ ବର୍ଷ ପୂରଣ ହୋଇଛି। ବଡ ବଡ ନୋଟଗୁଡିକୁ ଅଚଳ କରିବା ସହ ନୂଆ ନୋଟ ଆଣିଛନ୍ତି। ସରକାର ଆଣିଥିବା...

୪୦% ବେତନ ହ୍ରାସ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୨।୭: ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ପକ୍ଷରୁ ଏହାର କ୍ୟାବିନ କ୍ରିଉ ଏବଂ କକ୍‌ପିଟ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେତନ ଏପ୍ରିଲ ପହିଲାଠାରୁ ହ୍ରାସ କରିଛି। ଏହି...

ଚାଇନା ନିବେଶକଙ୍କ ଉପରେ ନଜର

ନୂଆଦିଲ୍ଲୀ,୨୩।୫: ଗତ କିଛିଦିନ ଚାଇନାରୁ ଆସୁଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ରୋକିବା ଉପରେ ସରକାର ନିୟମରେ ପରିବର୍ତ୍ତନ କରିଥିଲେ। ବର୍ତ୍ତମାନ ଚାଇନା ଏବଂ...

Advertisement


Archives

Model This Week